ଅଭିନେତାଙ୍କ କବିତା ଶୁଣି ‘ଆଇ ଲଭ୍ ୟୁ’ କହିଥିଲେ ରେଣୁକା, ବିବାହିତା ସତ୍ତ୍ୱେ…
ବମ୍ବେ: ଦବଙ୍ଗ ଖାନ୍ ସଲମାନଙ୍କ ଫିଲ୍ମ ‘ହମ୍ ଆପ୍କେ ହୈ କୌନ୍’ରେ ଭାଉଜ ଭୂମିକାରେ ଅଭିନୟ କରିଥିଲେ ଅଭିନେତ୍ରୀ ରେଣୁକା ଶାହାନେ। ୧୯୮୯ରେ ଦୁରଦର୍ଶନର ଶୋ’ ‘ସର୍କସ’ରୁ ସେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ହେଁ ଜୀବନର ଟର୍ନିଂ ପଏଣ୍ଟ ଥିଲା…
ଏକଦା କପୁର ପରିବାରର ଏହି ଅଭିନେତାଙ୍କ ପ୍ରେମରେ ଉବୁଟୁବୁ ହେଉଥିଲେ ରାଧିକା, ହେଲେ ବିଦେଶୀ ପ୍ରେମିକଙ୍କ…
ବମ୍ବେ: ବଲିଉଡ୍ ଫିଲ୍ମଜଗତର ପ୍ରତିଭାବାନ ଅଭିନେତ୍ରୀଙ୍କ ମଧ୍ୟରୁ ରାଧିକା ଆପ୍ତେ ଜଣେ। ଅଭିନୟରେ ତାଙ୍କର ନିଖୁଣତା ସ୍ପଷ୍ଟ ବାରି ହୋଇ ପଡେ। ନିଜ ଚରିତ୍ର ମଧ୍ୟରେ ସେ ନିଜକୁ ହଜାଇଦେବା ପରି ମନେ ହୁଏ। କର୍ମଜୀବନରେ ବାହାବା ସାଉଁଟିବାକୁ ଚାହୁଁଥିବା ରାଧିକା…
ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ବିଦ୍ୟୁତ୍ ଆଲୋକ ବନ୍ଦ
ଓ୍ବାଶିଂଟନ/ନୂଆଦିଲ୍ଲୀ,୨୭।୩: ପ୍ରତିବର୍ଷ ମାର୍ଚ୍ଚ ମାସର ଶେଷ ଶନିବାରକୁ ଆର୍ଥ ଆଓ୍ବାର ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହା ମାର୍ଚ୍ଚ ୨୭ରେ ପଡୁଛି। ତେଣୁ ଶନିବାର ରାତ୍ର ସାଢ଼େ ୮ରୁ ସାଢ଼େ ୯ ପର୍ଯ୍ୟନ୍ତ ସମସ୍ତ ଅଦରକାରୀ ବିଦ୍ୟୁତ୍ ଆଲୋକ…
ଟିକା ନେବା ପରେ କରୋନା ପଜିଟିଭ ହେଲେ ଏହି ଅଭିନେତା: ପ୍ରଯୋଜକଙ୍କ ସହ ଘଟିସାରିଛି ସମାନ ଘଟଣା
ଭାରତରେ କରୋନାର ପ୍ରକୋପ ଦୃତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବଲିଉଡ୍ରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି। ପ୍ରତିଦିନ ବଲିଉଡ୍ର କୌଣସି ନା କୌଣସି କଳାକାର କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ଏହାରି ମଧ୍ୟରେ ୬୫ ବର୍ଷୀୟ ଅଭିନେତା ପରେଶ…
ଫେଶନ୍ ଷ୍ଟ୍ରିଟ୍ର ୪୪୮ ଦୋକାନ ଜଳିପୋଡ଼ି ପାଉଁଶ
ପୁଣେ,୨୭।୩: ମହାରାଷ୍ଟ୍ରର ପୁଣେର ଫେଶନ ଷ୍ଟ୍ରିଟ୍ରେ ଶୁକ୍ରବାର ବିଳମ୍ବିତ ରାତ୍ରରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ ଛୋଟବଡ଼ ୪୪୮ଟି ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ରାତ୍ର ପ୍ରାୟ ୧୧ଟା ସମୟରେ ହଠାତ୍ ନିଆଁ ଲାଗିଯାଇଥିଲା। ଚାହୁଁଚାହୁଁ ଏହା ତୀବ୍ରବେଗରେ ବ୍ୟାପିବାରେ ଲାଗିଥିଲା।…
ସଚିନ୍ କରୋନା ପିଜିଟିଭ୍
ନୂଆଦିଲ୍ଲୀ,୨୭।୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ନମୁନା ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ଏନେଇ ସେ ଟୁଇଟ୍ କରି ସୂଚନା ଦେଇଛନ୍ତି। ସେ ଘରେ କ୍ୱାରାଣ୍ଟାଇନ୍ରେ ରହିଛନ୍ତି। ତାଙ୍କ ସହିତ ମିଳାମିଶା କରିଥିବା…
ଯେଶୋରେଶ୍ୱରୀ କାଳୀ ମନ୍ଦିରରେ ନିର୍ମାଣ ହେବ କମ୍ୟୁନିଟି ହଲ୍: ମୋଦି କଲେ ଘୋଷଣା
ଢାକା,୨୭।୩: ବାଂଲାଦେଶରେ ଥିବା ମାତା ଯେଶୋରେଶ୍ୱରୀ କାଳୀ ମନ୍ଦିରରେ କମ୍ୟୁନିଟି ହଲ ନିର୍ମାଣ ହେବ। ଏନେଇ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଘୋଷଣା କରିଛନ୍ତି। କାଳୀ ମନ୍ଦିରରେ ମୋଦି ପୂଜାର୍ଚ୍ଚନା କରିଛନ୍ତି। ପୁଜାପରେ ମୋଦି କହିଛନ୍ତି ଯେ, ମାତା କାଳୀ…
ବେକାବୁ କରୋନା: ଦିନକରେ ୬୨ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା
ନୂଆଦିଲ୍ଲୀ,୨୭।୩: ଦେଶରେ କରୋନାର ଦେ।ହରା ମାଡ଼ ଆରମ୍ଭ ହୋଇଛି। ଧୀରେଧୀରେ ମହାମାରୀ ସଂକ୍ରମଣ ଅଣାୟତ୍ତ ହେବାରେ ଲାଗିଛିି। ନୂଆ ଆକ୍ରାନ୍ତଙ୍କ ପ୍ରତିଦିନ ସଂଖ୍ୟା ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଦେଶରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୨୫୮ରେ ପହଞ୍ଚିଛି।…
ଆସାମ-ପଶ୍ଚିମବଙ୍ଗରେ ମତଦାନ ଜାରି
କୋଲକାତା/ଗୁଆହାଟି,୨୭।୩: ଆସାମ ଓ ପଶ୍ଚିମବଙ୍ଗ ବିଧାନସଭା ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ଶନିବାର ଜାରି ରହିଛି। ଆସାମର ୪୭ ଏବଂ ପଶ୍ଚିମବଙ୍ଗର ୫ ଜିଲାର ୩୦ ଆସନରେ ମତଦାନ ସକାଳୁ ଆରମ୍ଭ ହୋଇଛି। ଆସାମର ୧୧,୫୩୦ ବୁଥ୍ ଏବଂ ପଶ୍ଚିମବଙ୍ଗର ୧୦,୨୮୮…
ବାଂଲାଦେଶରେ ମୋଦିଙ୍କ ଗସ୍ତକୁ ବିରୋଧ କାହିଁକି
ଢାକା,୨୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତକୁ ପଡ଼ୋଶୀ ଦେଶରେ ବିରୋଧ କରାଯାଉଛି। ଏହାର ବିଭିନ୍ନ କାରଣ ମଧ୍ୟରୁ ମୋଦିଙ୍କ ହିନ୍ଦୁବାଦୀ ତଥା ମୁସଲମାନ ବିରୋଧୀ ଆଭିମୁଖ୍ୟକୁ ପ୍ରମୁଖ ବୋଲି କୁହାଯାଉଛି। ଏହି ପରିପ୍ରେକ୍ଷୀରେ ବାଂଲାଦେଶର କେତେକ ସଙ୍ଗଠନ ଓ ବୁଦ୍ଧିଜୀବୀଙ୍କ…
ବଢ଼ିଛି ବିଚାରାଧୀନ ମାମଲା
ନୂଆଦିଲ୍ଲୀ,୨୭ା୩: ଏପ୍ରିଲ ୨୩ରେ ଅବସର ନେବାକୁ ଥିବା ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏସ୍.ଏ. ବୋବ୍ଡେଙ୍କ କାର୍ଯ୍ୟକାଳରେ ବିଚାରାଧୀନ ମାମଲା ସଂଖ୍ୟା ବୃଦ୍ଧି ପାଇଛି। ୨୪ରେ ନୂଆ ସିଜେଆଇ ରୂପେ ଦାୟିତ୍ୱ ନେବାକୁ ଥିବା ଜଷ୍ଟିସ୍ ଏନ୍.ଭି. ରମନାଙ୍କୁ ୬୬,୭୨୭ରୁ ଊର୍ଦ୍ଧ୍ୱ…
ପୋଲିସ ଗୁଳିରେ ୫ ନିହତ
ଢାକା,୨୭ା୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୁଇଦିନିଆ ବାଂଲାଦେଶ ଗସ୍ତକୁ ପଡ଼ୋଶୀ ଦେଶରେ ପ୍ରବଳ ବିରୋଧ କରାଯାଇଛି। ମୋଦିଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ ବେଳେ ପୋଲିସ ଗୁଳି ଚଳାଇଛି। ଏଥିରେ ୫ ନିହତ ଓ ଅନେକେ ଆହତ ହୋଇଛନ୍ତି। ରାଜଧାନୀ ଢାକା ସମେତ…
Archives


