ସବ୍ୟସାଚୀ, ନିବେଦିତାଙ୍କୁ ‘କଳିଙ୍ଗ ରତ୍ନ’ ସମ୍ମାନ
ଭୁବନେଶ୍ୱର,୮।୨(ବ୍ୟୁରୋ): କରୋନା ମହାମାରୀ ସମୟରେ ରାଜ୍ୟ ତଥା ରାଜ୍ୟ ବାହାରେ ବହୁ ଲୋକଙ୍କୁ ସହାୟତାର ହାତ ବଢ଼ାଇ ଚର୍ଚ୍ଚାକୁ ଆସିଥିବା ଓଲିଉଡ୍ ସୁପରଷ୍ଟାର ସବ୍ୟସାଚୀ ମିଶ୍ରଙ୍କୁ ‘କଳିଙ୍ଗ ରତ୍ନ’ ସମ୍ମାନରେ ସମ୍ମାନିତ କରାଯାଇଛି। ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ କଳିଙ୍ଗ ଚାରିଟେବୁଲ…
ରୋଜ୍ ଡେ’ରେ ଏହି ଅଭିନେତାଙ୍କୁ ମିଳିଲା ଗୋଲାପ
ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନଙ୍କ ମହିଳା ପ୍ରଶଂସକଙ୍କ ତାଲିକା କ୍ରମାଗତ ବଢ଼ିବାରେ ଲାଗିଛି। ଭାଲେଣ୍ଟାଇନ୍ସ ସପ୍ତାହର ପ୍ରଥମ ଦିନ ଅର୍ଥାତ୍ ରୋଜ୍ ଡେ’ରେ ଜଣେ ଝିଅ ତାଙ୍କୁ ଏକ ଲାଲ ଗୋଲାପ ଦେଇଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ…
ସ୍ବାସ୍ଥ୍ୟୋପକାରୀ ସେଓ ଚୋପା
ସେଓ ସ୍ବାସ୍ଥ୍ୟ ପାଇଁ କେତେ ଉପକାରୀ ତାହା କହିବା ବାହୁଲ୍ୟ। ଏହା ସହ ସେଓ ଚୋପାରେ ମଧ୍ୟ ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ଏହି ଚୋପା ଉଚ୍ଚ ରକ୍ତଚାପ ରୋଗୀଙ୍କ ପାଇଁ ବେଶ୍ ଉପକାରୀ। ଏପରି ସମସ୍ୟା ସହ ଜଡିତ ରୋଗୀ…
ହାତୀ ଦାନ୍ତ, ବାଘ ଚମଡ଼ା ଜବତ; ୩ ଗିରଫ
କେନ୍ଦୁଝର,୮।୨(ସ୍ବ.ପ୍ର.): ସ୍ବତନ୍ତ୍ର ଟାସ୍କଫୋର୍ସ କେନ୍ଦୁଝର ସହର କାଶୀପୁର ନିକଟରୁ କିଣାବିକା ଚାଲିଥିବା ବେଳେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କ ଠାରୁ ଏକ ବାଘ ଚମଡ଼ା ଓ ଦୁଇଟି ହାତୀଦାନ୍ତ ଜବତ କରିଛି। ଯାଞ୍ଚ ବେଳେ ଏହି କାରବାରରେ ଜଡ଼ିତ ୩ ଜଣଙ୍କୁ…
ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ପୁରୀ ଅଫିସ,୮।୨: ପୁରୀ ଶ୍ରୀମନ୍ଦିରରେ ସୋମବାର ଶ୍ରୀଜିଉଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କରୋନା ମହାମାରୀ ପରେ ମୁଖ୍ୟମନ୍ତ୍ରୀ ପ୍ରଥମ ଥର ପାଇଁ ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି। ଶ୍ରୀଜିଉଙ୍କୁ ଦର୍ଶନ ପରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କୋଭିଡ୍ ମହାମାରୀ ପରେ ପ୍ରଥମ…
ଫେବୃୟାରୀ ୧୩ରେ ‘ମହିଳା ଘେରା’ ଆନ୍ଦୋଳନ କରିବେ ଅଖିଳେଶ
ଲକ୍ଷ୍ନୌ, ୮।୨: ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଫେବୃୟାରୀ ୧୩ରେ ଉତ୍ତରପ୍ରଦେଶରେ ‘ମହିଳା ଘେରା’ ଆନ୍ଦୋଳନ କରିବେ। ଏନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିବାବେଳେ ସେ ସୋମବାର ରାଜ୍ୟର ସମସ୍ତଙ୍କ ମହିଳାଙ୍କଠାରୁ ସହାୟତା ଲୋଡିଛନ୍ତି। ଏହା ଦ୍ୱାରା ମହଳା ସଶକ୍ତିକରଣ ସମ୍ଭବ…
ଅଧିକ ସମୟ ସ୍ମାର୍ଟ ଫୋନ୍ ବ୍ୟବହାର କରୁଥିଲେ
ଏବେ ତ ହାଇଟେକ୍ ଯୁଗ। ଇଲେକଟ୍ରୋନିକ୍ ଜିନିଷର ବ୍ୟବହାର ବର୍ତ୍ତମାନ ବହୁଳ ଭାବରେ କରାଯାଉଛି। ତା’ ସହ ଯୋଗାଯୋଗର ଅନ୍ୟତମ ପ୍ରମୁଖ ମାଧ୍ୟମ ପାଲଟିଛି ସ୍ମାର୍ଟ ଫୋନ୍। କେବଳ କଥାବାର୍ତ୍ତା ହେବା ନୁହେଁ, ଇଣ୍ଟରନେଟ ବ୍ୟବହାର, ଅନଲାଇନ୍ ବ୍ୟାଙ୍କିଙ୍ଗ ପରି ଅନେକ…
ସୁନ୍ଦରଙ୍କ ଚମତ୍କାର ଇନିଂସ: ଭାରତ ପ୍ରଥମ ଇନିଂସରେ ୩୩୭ ରନ୍ରେ ଅଲଆଉଟ୍
ଚେନ୍ନାଇ,୮।୨: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚେନ୍ନାଇରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୩୩୭ ରନ୍ରେ ଅଲଆଉଟ୍ ହୋଇଯାଇଛି। ଇଂଲଣ୍ଡର ପ୍ରଥମ ଇନିଂଶ ସ୍କୋର ୫୭୮ ରନ୍ ଜବାବରେ ଭାରତ ୩୩୭ ରନ୍ କରିବାରେ ସମର୍ଥ ହୋଇଛି। ଏଥିସହ…
ଦାୟିତ୍ୱ ଗ୍ରହଣ କଲେ କୋରାପୁଟ ନୂତନ ଜିଲାପାଳ
କୋରାପୁଟ,୮।୨(ସ୍ବ.ପ୍ର.): ସୋମବାର କୋରାପୁଟ ଜିଲାର ନୂତନ ଜିଲାପାଳ ଭବେ ମହମ୍ମଦ ଅବଦୁଲ ଅକ୍ତାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବତନ ଜିଲାପାଳ ମଧୁସୂଦନ ମିଶ୍ରଙ୍କ ଠାରୁ ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି। ଏହି ଅବସରରେ ପିଡି ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର…
ଗୁଲାମ ନବୀଙ୍କୁ ପ୍ରଶଂସା କଲେ ମୋଦି
ନୂଆଦିଲ୍ଲୀ, ୮।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ରାଜ୍ୟ ସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ୍ଙ୍କୁ ପ୍ରଶଂସା କରିଛନ୍ତି। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ନେଇ ହୋଇଥିବା ଚର୍ଚ୍ଚାରେ ନିଜର ଉତ୍ତର ପ୍ରଦାନ ଅବସରରେ ମୋଦି ଏଭଳି କରିଛନ୍ତି। ଗୁଲାମ…
ସ୍ତ୍ରୀଙ୍କ ସହ ସାଉଥ୍ ସୁପରଷ୍ଟାରଙ୍କୁ ଭେଟିଲେ ୟୁଜବେନ୍ଦ୍ର: ପ୍ରଶଂସକ କହିଲେ ଏମିତି…
ଗୋଟିଏ ପଟେ ଭାରତୀୟ ଦଳ ଚେନ୍ନାଇରେ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ବେଳେ ଅନ୍ୟପଟେ ଭାରତୀୟ ଖେଳାଳି ୟୁଜବେନ୍ଦ୍ର ଚହଲ କୋରାଓଗ୍ରାଫର-ୟୁଟ୍ୟୁବ୍ର ସ୍ତ୍ରୀ ଧନଶ୍ରୀ ବର୍ମାଙ୍କ ସହ ବାଙ୍ଗାଲୁରୁରେ ବୁଲୁଛନ୍ତି। ଏହି ଅବସରରେ ୟୁଜବେନ୍ଦ୍ର ସ୍ତ୍ରୀ ଧନଶ୍ରୀଙ୍କ ସହ…
ଚତୁର୍ଥ ଥର ପିତା ହେବାକୁ ଯାଉଛନ୍ତି ଏହି ପ୍ରସିଦ୍ଧ ଅଭିନେତା, ନୂଆ ଅତିଥି ସ୍ବାଗତ ପାଇଁ ରହିଛି ସ୍ବତନ୍ତ୍ର ପ୍ଲାନ୍
ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଖୁବ୍ଶୀଘ୍ର ପିତା ହେବାକୁ ଯାଉଛନ୍ତି। ସୈଫ୍ଙ୍କ ସ୍ତ୍ରୀ ତଥା କରିନା କପୁର ନିଜ ଦ୍ୱିତୀୟ ସନ୍ତାନଙ୍କୁ ଜନ୍ମ ଦେବାକୁ ଯାଉଛନ୍ତି। ଏଥିପୂର୍ବରୁ ନୂଆ ଅତିଥିଙ୍କୁ ସ୍ବାଗତ ପାଇଁ ସୈଫ୍ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି। ସୈଫଙ୍କ…
Archives


