Home

କରୋନା ସମୟରେ ଥଣ୍ଡା, କାଶ ଶୀଘ୍ର ଭଲ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏଥିରୁ ମୁକ୍ତି ପାଇବା ପାଇଁ ଆମ ଦେଶର କେତେକ ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା ବି କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିର୍ଦ୍ଦେଶାବଳୀରେ ଲୋକଙ୍କୁ…

ଦେଶ ପାଇଁ ଆଗେଇ ଆସିଲେ ଅନୁଷ୍କା

ଆଜିକାଲି ଦେଶରେ କରୋନାର ଦ୍ୱିତୀୟ ଲହର ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ଏହି ମହାମାରୀରେ ସଂକ୍ରମିତ ଓ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କରୋନାରେ ସଂକ୍ରମିତ ହେଉଛନ୍ତି ଏବଂ…

ଦିଦିଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି

ନୂଆଦିଲ୍ଲୀ,୨।୫: ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଡିଏମକେ ନେତା ଏମ.କେ ଷ୍ଟାଲିନ ଏବଂ ଅନ୍ୟ ରାଜ୍ୟର ବିଜେତା ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ।…

ନନ୍ଦିଗ୍ରାମରେ ଯାହା ଘଟିଲା ତାହା ଭୁଲି ଯାଆନ୍ତୁ: ମମତା ବାନାର୍ଜୀ

କୋଲକାତା,୨।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀ ପୁଣି ଥରେ କ୍ଷମତା ବଜାୟ ରଖିବାରେ ସଫଳ ହୋଇଛନ୍ତି। କିନ୍ତୁ ନନ୍ଦିଗ୍ରାମରୁ ନିଜେ ହାରିଯାଇଛନ୍ତି ମୁଖ୍ୟମନ୍ତ୍ରୀ। ସେ ଭାଜପାର ଶୁଭେନ୍ଦୁ ଅଧିକାରୀଙ୍କଠାରୁ ମାତ୍ର ୧୯୫୭ ଖଣ୍ଡ ଭୋଟରେ ପରାସ୍ତ ହୋଇଛନ୍ତି। ଏହାସତ୍ତ୍ୱେ ମମତା ବାନାର୍ଜୀ ତୃତୀୟ…

କଡ଼ା ଟକ୍କର ପରେ ମମତାଙ୍କୁ ହରାଇଲେ ଶୁଭେନ୍ଦୁ

କୋଲକାତା,୨।୫: କଡା ଟକ୍କର ମଧ୍ୟରେ ନନ୍ଦିଗ୍ରାମରୁ ବିଜୟ ହାସଲ କରିଛନ୍ତି ଶୁଭେନ୍ଦୁ ଅଧିକାରୀ। ସେ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମାତ୍ର ୧୯୫୭ ଖଣ୍ଡ ଭୋଟରେ ପରାସ୍ତ କରିଛନ୍ତି। ଉଭୟଙ୍କ ମଧ୍ୟରେ ଶେଷ ରାଉଣ୍ଡ ଗଣତି ପର୍ଯ୍ୟନ୍ତ କଡା ଟକ୍କର…

ଭାଜପା ଅଫିସ୍‌ରେ ଲାଗିଲା ନିଆଁ

କୋଲକାତା,୨।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣନା ଚାଲିଛି। ଏପର୍ଯନ୍ତ ଟ୍ରେଣ୍ଡରେ ତୃତୀୟ ଥର ପାଇଁ ଟିଏମସି ସରକାର ଗଠନ କରିବାକୁ ଯାଉଥିବା ଦେଖାଯାଉଛି। ଫଳାଫଳ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ସ୍ପଷ୍ଟ ହୋଇନାହିଁ ଏବଂ ଏହା ପୂର୍ବରୁ ହିଂସା ଆରମ୍ଭ ହୋଇଯାଇଛି।…

ଐତିହାସିକ ବିଜୟ ପରେ କାର୍ଯ୍ୟକର୍ତ୍ତାଙ୍କୁ ଏମିତି ଅନୁରୋଧ କଲେ ମମତା

କୋଲକତା,୨।୫: ଦେଶର ପାଞ୍ଚଟି ରାଜ୍ୟ ବିଧାନସଭା ନିର୍ବାଚନର ଫଳାଫଳ ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି। ପଶ୍ଚିମବଙ୍ଗରେ ତୃଣମୂଳ କଂଗ୍ରେସ (ଟିଏମସି) ୨୦୦ରୁ ଅଧିକ ଆସନ ଜିତିବ ବୋଲି ଆଶା କରାଯାଉଛି। ଏଭଳି ପରିସ୍ଥିତିରେ ମମତା ବାନାର୍ଜୀଙ୍କ ନେତୃତ୍ୱରେ ତୃଣମୂଳ କଂଗ୍ରେସ…

କ୍ରିକେଟ୍‌ର ଏଭଳି ରେକର୍ଡ ଯାହା ଆଜି ପର୍ଯ୍ୟନ୍ତ ରହିଛି ଅତୁଟ

ୱେଷ୍ଟଇଣ୍ଡିଜ ର ପୂର୍ବତନ ଅଧିନାୟକ ବ୍ରାଏନ ଲାରା ଆଜି ୫୨ ବର୍ଷରେ ପଦାର୍ପଣ କରିଛନ୍ତି। ଅଷ୍ଟ୍ରେଲିଆର ସର୍ବକାଳୀନ ମହାନ ବ୍ୟାଟ୍ସମ୍ୟାନ ଡନ ବ୍ରାଡମ୍ୟାନଙ୍କ ପରେ ଯଦି କୌଣସି ଖେଳାଳି କ୍ରିକେଟ ଉପରେ ଅଧିକ ପ୍ରଭାବ ପକାଇଥିବେ, ତେବେ ସେ ହେଉଛନ୍ତି ଲାରା।…

ମମତାଙ୍କୁ ଶୁଭେଚ୍ଛାର ସୁଅ: ବହୁ ନେତା ଜଣାଇଲେ ଅଭିନନ୍ଦନ

ନୂଆଦିଲ୍ଲୀ,୨।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ସରକାର ପୁଣି ଥରେ କ୍ଷମତାକୁ ଫେରୁଥିବା ଜଣାପଡିଛି। ବିଧାନସଭା ନିର୍ବାଚନ ଫଳଫଳରେ ତୃଣମୂଳ କଂଗ୍ରେସ ୨୦୦ଟି ଆସନ ଅତିକ୍ରମ କରୁଥିବାବେଳେ ଭାରତୀୟ ଜନତା ପାର୍ଟି ଦୁଇ ଅଙ୍କ ବିଶିଷ୍ଟ ମାର୍କ ମାରିବାକୁ ସଂଘର୍ଷ…

କରୋନାରେ ବାପାଙ୍କୁ ହରାଇଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ,୨।୫: ଦେଶର ରାଜଧାନୀ ନୂଆଦିଲ୍ଲୀରେ କରୋନା ପରିସ୍ଥିତି ଅଣାୟତ୍ତ ହୋଇପଡିଛି। କରୋନା ଦ୍ୱାରା କେବଳ ସାଧାରଣ ଲୋକ ନୁହେଁ, ଅନେକ ବଡ ବଡ ସେଲିବ୍ରିଟି ମଧ୍ୟ ଏହାର ଶିକାର ହେଉଛନ୍ତି। ରବିବାର ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ବାପା କରୋନାରେ ପ୍ରାଣ…

ମରିଗଲାଣି ଏମାନଙ୍କ ମାନବିକତା: ୪ କିଲୋମିଟର ରାସ୍ତା ପାଇଁ ଆମ୍ବୁଲାନ୍ସ ଭଡ଼ା ନେଲା ୧୦,୦୦୦ ଟଙ୍କା, ଲୋକେ କହିଲେ…

ନୂଆଦିଲ୍ଲୀ: ଦିଲ୍ଲୀରେ ଆତଙ୍କ ଖେଳାଇଛି କରୋନାର ଦ୍ୱିତୀୟ ଲହର। ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଲୋକ ଏଥିରେ ସଂକ୍ରମିତ ହେଉଥିବା ବେଳେ ଆବଶ୍ୟକୀୟ ସ୍ବାସ୍ଥ୍ୟସେବା ନ ପାଇ ଅନେକ ପ୍ରାଣ ହରାଉଛନ୍ତି। ଗୋଟିଏ ପଟେ କିଛି ଲୋକ ସହାୟତା ପାଇଁ ଆଗକୁ…

ଟସ୍‌ ଜିତିଲା ହାଇଦ୍ରାବାଦ୍‌: ରାଜସ୍ଥାନକୁ ପ୍ରାରମ୍ଭିକ ଝଟ୍‌କା

ନୂଆଦିଲ୍ଲୀ,୨।୫: ଆଇପିଏଲ୍‌ ସିଜିନ ୧୪ର ୨୮ତମ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ସନରାଇଜର୍ସ ହାଇଦ୍ରାବାଦକୁ ଭେଟୁଛି। ହାଇଦ୍ରାବାଦ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଏହାର ଜବାବରେ ରାଜସ୍ଥାନକୁ ପ୍ରାରମ୍ଭିକ ଝଟ୍‌କା ଲାଗିଛି। ଓପନର୍‌ ଜଶସ୍ବୀ ଜଶଓ୍ବାଲ ମାତ୍ର ୧୨ ରନ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?