ବେଦାନ୍ତ ପକ୍ଷରୁ ଅନ୍ଲାଇନ ଗ୍ୟାଲେରିର ଶୁଭାରମ୍ଭ
ଭୁବନେଶ୍ୱର,୨୦।୪: ବେଦାନ୍ତ ଆଲୁମିନିୟମ ପକ୍ଷରୁ ବିଶ୍ୱ ଐତିହ୍ୟ ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର କାର୍ଯ୍ୟକ୍ଷେତ୍ର ଅଞ୍ଚଳଗୁଡ଼ିକରେ ବସବାସ କରୁଥିବା ଗୋଷ୍ଠୀର କଳାକାରମାନଙ୍କୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଏକ ଅନ୍ଲାଇନ ଗ୍ୟାଲେରିର ଶୁଭାରମ୍ଭ କମ୍ପାନୀ ୱେବ୍ସାଇଟ ଜରିଆରେ କରାଯାଇଛି। ଏ…
ଏଫ୍ଏଫ୍ଆଇ ସ୍ମାରକୀ ପତାକା ଉତ୍ସର୍ଗ
ଭୁବନେଶ୍ୱର,୨୦।୪: ଫ୍ଲାଗ୍ ଫାଉଣ୍ଡେଶନ ଅଫ୍ ଇଣ୍ଡିଆ (ଏଫ୍ଏଫ୍ଆଇ) ପକ୍ଷରୁ ଆଉ ଏକ ସ୍ମାରକୀ ପତାକା ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରାଯାଇଛି। ବିଶେଷକରି ବିହୁ ଅବସରରେ ଏଫ୍ଏଫ୍ଆଇ ପକ୍ଷରୁ ଗୁଆହାଟୀର ନାରଙ୍ଗି ମିଲିଟାରି ଷ୍ଟେଶନଠାରେ ଏକ ବୃହତ୍ ସ୍ମାରକୀ ପତାକା ସ୍ଥାପନ କରାଯାଇଛି।…
ଭିକେସି ଗ୍ରୁପ୍କୁ ଆଇପିୟୁଏ ଆଓ୍ବାର୍ଡ
ନୂଆଦିଲ୍ଲୀ,୨୦।୪: ଦେଶର ପ୍ରମୁଖ ଫୁଟ୍ଓ୍ବେର ବ୍ରାଣ୍ଡ୍ ତଥା ପପୁଲାରାଇଜିଂ ପଲୁରେଥିନେ(ପିୟୁ) ଫିଟ୍ଓ୍ବେର ନିର୍ମାତ ଭିକେସି ଗ୍ରୁପ୍କୁ ନିକଟରେ ଆଉ ଏକ ଜାତୀୟସ୍ତରୀୟ ସମ୍ମାନରେ ସମ୍ମାନିତ କରାଯାଇଛି। ନୋଏଡାଠାରେ ଆୟୋଜିତ ପିୟୁ ଟେକ୍ ୨୦୨୩ ଉତ୍ସବ ଅବସରରେ ଭିକେସି ଗ୍ରୁପ୍କୁ ସମ୍ମାନଜନକ ଆଇପିୟୁଏ…
ଟାଟା ଷ୍ଟିଲ୍କୁ ଷ୍ଟିଲ୍ ସଷ୍ଟେନବିଲିଟି ଚାମ୍ପିୟନ ମାନ୍ୟତା
ଭୁବନେଶ୍ୱର,୨୦।୪: ଦେଶର ପ୍ରମୁଖ ଘରୋଇ ଶିଳ୍ପ ପ୍ରତିଷ୍ଠାନ ଟାଟା ଷ୍ଟିଲ୍କୁ ନିକଟରେ ଆଉ ଏକ ଜାତୀୟସ୍ତରର ସମ୍ମାନ ପ୍ରଦାନ କରାଯାଇଛି। ଏପରିକି ଲଗାତର ଷଷ୍ଠ ବର୍ଷ ପାଇଁ ୱାର୍ଲଡ୍ ଷ୍ଟିଲ୍ ଆସୋସିଏସନ ପକ୍ଷରୁ ଟାଟା ଷ୍ଟିଲ୍କୁ ୨୦୨୩ ଷ୍ଟିଲ୍ ସଷ୍ଟେନବିଲିଟି ଚାମ୍ପିୟନ…
ଡ୍ୟୁକ୍ର ସ୍ପ୍ରିଙ୍ଗ୍-ସମର କଲେକ୍ସନ
ନୂଆଦିଲ୍ଲୀ,୨୦।୪: ଦେଶର ପ୍ରମୁଖ ଲାଇଫ୍ ଷ୍ଟାଇଲ ବ୍ରାଣ୍ଡ୍ ଡ୍ୟୁକ୍ର ସ୍ପ୍ରିଙ୍ଗ୍-ସମର କଲେକ୍ସନ-୨୦୨୩ ସମ୍ପର୍କରେ ଘୋଷଣା କରାଯାଇଛି। ବିଶେଷକରି ଚଳିତ ବର୍ଷର ସର୍ବଶ୍ରେଷ୍ଠ କଲେକ୍ସନ ଓ ଗ୍ରାହକଙ୍କ ଚାହିଦା ମୁତାବକ ଉତ୍ପାଦଗୁଡ଼ିକୁ ବଜାର ପ୍ରବେଶ କରାଇଛି। ଏପରିକି ସବୁ ବର୍ଗର ଗ୍ରାହକଙ୍କ ପସନ୍ଦ…
ୟୁବିଆଇ କଟକ କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ
ଭୁବନେଶ୍ୱର,୨୦।୪: ୟୁନିୟନ ବ୍ୟାଙ୍କ ଅଫ୍ ଇଣ୍ଡିଆ (ୟୁବିଆଇ) କଟକ କ୍ଷେତ୍ରର ନୂତନ କ୍ଷେତ୍ରୀୟ ମୁଖ୍ୟ ଭାବେ ସରୋଜ କୁମାର ରାଉତ ନିକଟରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ରାଉତ ମୁମ୍ବାଇସ୍ଥିତ କେନ୍ଦ୍ରୀୟ କାର୍ଯ୍ୟାଳୟର ରିଟେଲ ଆସେଟ୍ ବିଭାଗରେ ସହାୟକ ମହାପ୍ରବନ୍ଧକ…
ଆଜିଠାରୁ ୩ ଦିନିଆ ଓଡ଼ିଶା ସ୍କିଲ୍ କନ୍କ୍ଲେଭ
ଭୁବନେଶ୍ୱର,୨୦।୪: ରାଜ୍ୟର ବିକାଶ ଓ ନୂଆ ବିଶ୍ୱ ପାଇଁ ଦକ୍ଷତା ପ୍ରଦର୍ଶନ କରିବା ଲକ୍ଷ୍ୟରେ ଗୁରୁବାରଠାରୁ ଏକ ୩ ଦିନିଆ ଓଡ଼ିଶା ସ୍କିଲ୍ କନ୍କ୍ଲେଭ କଳିଙ୍ଗ ଷ୍ଟାଡିୟମଠାରେ ଆୟୋଜନ ହେବାକୁ ଯାଉଛି। ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା…
ମାଲାବାରରେ ନେକ୍ଲେସ୍ ମେଳା
ଭୁବନେଶ୍ୱର,୨୦।୪: ଅନ୍ତଃରାଷ୍ଟ୍ରୀୟ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱରସ୍ଥିତ ଶହୀଦନଗର ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଏକ ୮ ଦିନିଆ ନେକ୍ଲେସ ମେଳାର ଶୁଭାରମ୍ଭ କରାଯାଇଛି। ମାଲାବାର ଗ୍ରୁପ୍ର ବରିଷ୍ଠ ଅଧିକାରୀ ତଥା ଷ୍ଟୋର କର୍ମଚାରୀ ଓ ଗ୍ରାହକଙ୍କ ଉପସ୍ଥିତିରେ…
ଆଶାଙ୍କୁ ଲତା ଦୀନାନାଥ ମଞ୍ଜେସ୍କର ପୁରସ୍କାର
ମୁମ୍ବାଇ,୨୦।୪: ଖ୍ୟାତନାମା ଗାୟୀକା ଆଶା ଭୋସଲେଙ୍କୁ ଲତା ଦୀନାନାଥ ମଞ୍ଜେସ୍କର ପୁରସ୍କାରରେ ସମ୍ମାନିତ କରାଯିବ। ଏ ନେଇ ମଙ୍ଗଳବାର ମଞ୍ଜେସ୍କର ପରିବାର ପକ୍ଷରୁ ସୂଚନା ଦିଆଯାଇଛି। ଲତା ମଞ୍ଜେସ୍କରଙ୍କ ଉଦ୍ଦେଶ୍ୟରେ ପରିବାର ଓ ଟ୍ରଷ୍ଟ ପକ୍ଷରୁ ଏହି ପୁରସ୍କାର ପାଇଁ ଆଶାଙ୍କୁ…
ପ୍ରମାଣିତ କଲେ ଇସ୍ତଫା ଦେବି: ମମତା
କୋଲକାତା,୨୦ା୪: ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) ଜାତୀୟ ଦଳ ମାନ୍ୟତା ହରାଇଛି। ନିକଟରେ ନିର୍ବାଚନ କମିଶନ ଏନେଇ ସମୀକ୍ଷା କରିବା ପରେ ଜାତୀୟ ଦଳ ମାନ୍ୟତା ପ୍ରତ୍ୟାହାର କରିଥିଲେ। ତେବେ ଜାତୀୟ ମାନ୍ୟତା ବଞ୍ଚାଇବା ପାଇଁ ଟିଏମ୍ସି ସୁପ୍ରିମୋ ତଥା…
ଏଲ୍ଏସିରେ ବଢ଼ୁଛି ପିଏଲ୍ଏ ଉପସ୍ଥିତି
ନୂଆଦିଲ୍ଲୀ,୨୦ା୪: ନର୍ଦ୍ଦର୍ନ ସେକ୍ଟର ସଂଲଗ୍ନ ପ୍ରକୃତ ନିୟନ୍ତ୍ରଣରେଖା (ଏଲ୍ଏସି)ରେ ଚାଇନାର ପିପୁଲ୍ସ ଲିବରେଶନ୍ ଆର୍ମି (ପିଏଲ୍ଏ) ସୈନ୍ୟଙ୍କ ଉପସ୍ଥିତି ବୃଦ୍ଧି ପାଉଛି। ଦିନକୁ ଦିନ ସୈନ୍ୟ ଓ ସାମରିକ ଉପକରଣ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ସର୍ବାଧିକ ସତର୍କତା ଅବଲମ୍ବନ କରିବା ପାଇଁ…
ମୁକୁଲ ରୟ: ନା ଏ କୂଳର…
କୋଲକାତା/ନୂଆଦିଲ୍ଲୀ,୨୦ା୪: ଏକଦା ପଶ୍ଚିମବଙ୍ଗର ପ୍ରଭାବଶାଳୀ ନେତା ମୁକୁଲ ରୟ ଏବେ ନା ଏ କୂଳର ନା ସେ କୂଳର। ରାଜ୍ୟର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍ସି) ଏବଂ ବିରୋଧୀ ଭାରତୀୟ ଜନତା ପାର୍ଟି (ଭାଜପା) କେହି ନେଉ ନାହାନ୍ତି ଏହି ବର୍ଷୀୟାନ…
Archives


