ୱି୨୦ ଫ୍ୟାନ୍ ଫେଷ୍ଟ ଚାଲେଞ୍ଜ
ନୂଆଦିଲ୍ଲୀ,୧୭।୪: ଦେଶର ପ୍ରମୁଖ ଟେଲିକମ୍ ବ୍ରାଣ୍ଡ୍ ୱି ପକ୍ଷରୁ ଏକ ଅଭିନବ ପ୍ରତିଯୋଗିତାର ଶୁଭାରମ୍ଭ କରାଯାଇଛି। ଏପରିକି ୱି ୨୦ ଫ୍ୟାନ୍ ଫେଷ୍ଟ ଚାଲେଞ୍ଜରେ ଅଂଶଗ୍ରହଣ କରିବା ଲାଗି କମ୍ପାନୀ ପକ୍ଷରୁ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରାଯାଉଛି, ଯେଉଁଥିରେ ସେମାନଙ୍କୁ ପ୍ରତି ମ୍ୟାଚ୍…
ପୁଞ୍ଜି ବଜାରରେ ଉତ୍ସାହ
ନୂଆଦିଲ୍ଲୀ,୧୭।୪: ଗତ କିଛି ମାସ ହେବ ଉଭୟ ଜାତୀୟ ଓ ଅନ୍ତର୍ଜାତୀୟ ସମସ୍ୟା ସହ ସ୍ଥାନୀୟ ବଜାରରେ ମାନ୍ଦାବସ୍ଥା ଜାରି ଯୋଗୁ ପୁଞ୍ଜି ବଜାରରେ ଆଶା ଓ ଆଶଙ୍କା ଦେଖାଦେଇଥିଲା। ଏପରି କି ଶେୟାର ବଜାରରେ ମଧ୍ୟ କ୍ରମାଗତ ଭାବେ କାରବାର…
ଆଇପିଏଲ୍ରେ ପ୍ରଥମ ବାପପୁଅ ସଚିନ ତେନ୍ଦୁଲକର-ଅର୍ଜୁନ
ମୁମ୍ବାଇ, ୧୭ା୪: ପ୍ରଶଂସକମାନଙ୍କର ଦୁଇ ବର୍ଷ ପ୍ରତୀକ୍ଷାର ଅନ୍ତ ଘଟିଛି। ଶେଷରେ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ରବିବାର କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିପକ୍ଷ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳି ତାଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ପଦାର୍ପଣ…
ଆଇପିଏଲ୍ରେ ପ୍ରଥମ ଯାଆଁଳା ଭାଇ
ମୁମ୍ବାଇ, ୧୭।୪: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସରେ ଦୁଇ ଭାଇ ଖେଳିବାର ଅନେକ ନଜିର ରହିଛି। ମାତ୍ର ପ୍ରଥମ ଯାଆଁଳାଭାଇ ଚଳିତ ସଂସ୍କରଣରେ ଖେଳିଛନ୍ତି। ସେ ହେଲେ ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ ଓ ଡୁଆନ ଜାନସେନ। ବାମହାତୀ ଦ୍ରୁତବୋଲର…
ନନ୍ଦିନୀଙ୍କୁ ଫେମିନା ମିସ୍ ଇଣ୍ଡିଆ ମୁକୁଟ
ନୂଆଦିଲ୍ଲୀ,୧୭।୪: ରାଜସ୍ଥାନର ୧୯ ବର୍ଷୀୟା ନନ୍ଦିନୀ ଗୁପ୍ତା ୨୦୨୩ ବର୍ଷ ପାଇଁ ଫେମିନା ମିସ୍ ଇଣ୍ଡିଆ ମୁକୁଟ ଜିତିଛନ୍ତି। ଦିଲ୍ଲୀର ଶେୟା ପୁଞ୍ଜା ପ୍ରଥମ ରନର୍ସ ଅପ୍ ହୋଇଥିବାବେଳେ ମଣିପୁରର ଥୋଉନାଓଜାମ୍ ଷ୍ଟ୍ରେଲା ଲୁଓ୍ବାଙ୍ଗ ଦ୍ୱିତୀୟ ରନର୍ସ ଅପ୍ ହୋଇଛନ୍ତି। ମଣିପୁର…
ଆଦାନୀ ଦୁର୍ନୀତିର ପ୍ରତୀକ: ରାହୁଲ
କୋଲାର,୧୭ା୪ : କର୍ନାଟକର କୋଲାରରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଏକ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେବା ଅବସରରେ ଆଦାନୀ ‘ଦୁର୍ନୀତି’ ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଜୋର୍ଦାର ସମାଲୋଚନା କରିଛନ୍ତି। ସେ କେନ୍ଦ୍ରର ଭାଜପା ସରକାରଙ୍କୁ ଭୟ…
ଶାହାଙ୍କ କାର୍ଯ୍ୟକ୍ରମରେ ଅଂଶୁଘାତ: ୮ ମୃତ
ନଭି ମୁମ୍ବାଇ, ୧୭ା୪ : ନଭି ମୁମ୍ବାଇରେ ରବିବାର ମହାରାଷ୍ଟ୍ର ଭୂଷଣ ପୁରସ୍କାର ପ୍ରଦାନ ଉତ୍ସବ ବେଳେ ଅଂଶୁଘାତରେ ୮ ଜଣଙ୍କ ମୃତ୍ୟୁ ଘଟିଛି। ୫୦ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ପୁରସ୍କାର ବିତରଣ ଉତ୍ସବରେ ସ୍ବରାଷ୍ଟ୍ର ମନ୍ତ୍ରୀ…
କାବୁ ହେଲା ଅସୁସ୍ଥ କଲରାପତରିଆ
ନୂଆପଡ଼ା,୧୭।୪(ଡି.ଏନ୍.ଏ.): କିଛିଦିନ ଧରି ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏଥିରୁ ଜୀବଜନ୍ତୁ ମଧ୍ୟ ବାଦ୍ ପଡ଼ି ନାହାନ୍ତି। ଜଙ୍ଗଲରେ ଆବଶ୍ୟକ ପରିମାଣର ପାଣି ମିଳୁ ନ ଥିବା କାରଣରୁ ଜୀବଜନ୍ତୁ ଅସୁସ୍ଥ ମଧ୍ୟ ହେଉଛନ୍ତି। ନୂଆପଡ଼ା ଜଙ୍ଗଲରେ ଏକ…
ଛାତ୍ରଙ୍କ ସହ ଯୌନ ସମ୍ପର୍କ: ୬ ଶିକ୍ଷୟିତ୍ରୀ ଗିରଫ
କାଲିଫର୍ନିଆ, ୧୭ା୪: ଆମେରିକାରେ ନିଜ ଛାତ୍ରମାନଙ୍କ ସହ ଯୌନ ସମ୍ବନ୍ଧ ରଖିବା ଅଭିଯୋଗରେ ଦୁଇ ଦିନ ଭିତରେ ୬ ଶିକ୍ଷୟିତ୍ରୀ ଗିରଫ ହୋଇଛନ୍ତି। ଏହି ସମ୍ବେଦନଶୀଳ ଘଟଣା ଆମେରିକାରେ ଚର୍ଚ୍ଚାର ବିଷୟ ପାଲଟିଛି। ସଦ୍ୟତମ ଘଟଣା କାଲିଫର୍ନିଆର ଡେନଭିଲେରେ ଘଟିଛି। ଶିକ୍ଷୟତ୍ରୀ…
ଇସି ଅରୁଣ ଗୋଏଲ୍ଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ
ନୂଆଦିଲ୍ଲୀ, ୧୭ା୪(ପି.ଟି.): ନିର୍ବାଚନ କମିଶନର (ଇସି) ଭାବେ ଅରୁଣ ଗୋଏଲଙ୍କ ନିଯୁକ୍ତିକୁ ଆସୋସିଏଶନ ଫର୍ ଡେମୋକ୍ରାଟିକ୍ ରିଫର୍ମସ(ଏଡିଆର୍) ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛି। ନିର୍ବାଚନ କମିଶନର ଆନୁଷ୍ଠାନିକ ଅଖଣ୍ଡତା ଓ ନିରପେକ୍ଷତାର ଉଲ୍ଲଂଘନ କରାଯାଇ ମନମୁଖି ଭାବେ ଗୋଏଲଙ୍କୁ ନିର୍ବାଚନ କମିଶନ ନିଯୁକ୍ତ…
୯ ଘଣ୍ଟାରେ ୫୬ ପ୍ରଶ୍ନ
ନୂଆଦିଲ୍ଲୀ, ୧୭ା୪(ପି.ଟି.): ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସିବିଆଇ ରବିବାର ପ୍ରାୟ ୯ ଘଣ୍ଟା ଜେରା କରିଛି। ତାଙ୍କୁ ଉକ୍ତ ଦୁର୍ନୀତି ମାମଲାର ଜଣେ ସାକ୍ଷୀ ଭାବେ ତଦନ୍ତକାରୀ ଅଧିକାରୀମାନେ ୫୬ଟି ପ୍ରଶ୍ନ ପଚାରିଥିଲେ ବୋଲି କେଜ୍ରିଓ୍ବାଲ…
୪୩ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା
ଭୁବନେଶ୍ୱର,୧୭।୪(ବ୍ୟୁରୋ): ଗତ କିଛିଦିନ ଧରି ରାଜ୍ୟରେ ପାରଦା ଉପରମୁହାଁ ରହିଛି। ପ୍ରବଳ ଗରମରେ ଆଉଟୁପାଉଟୁ ହେଉଛି ସାରା ଓଡ଼ିଶା। ରବିବାର ୯ ସହରର ତାପମାତ୍ରା ୪୧ ଡିଗ୍ରୀ ଉପରେ ରହିଥିବାବେଳେ ୪୩ ଡିଗ୍ରୀ ସହ ଝାରସୁଗୁଡା ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା।…
Archives


