ମଦ ଦୋକାନ ଉଚ୍ଛେଦ ଦାବିରେ ତାତିଲେ ମହିଳା
ଛତ୍ରପୁର,୨୦ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ବଉଳଗାଁ ଛକରୁ ଲାଇସେନ୍ସ ପ୍ରାପ୍ତ ବିଦେଶୀ ମଦ ଦୋକାନ ଉଚ୍ଛେଦ ଲାଗି ସ୍ଥାନୀୟ ଲୋକଙ୍କ ପକ୍ଷରୁ ଦାବି ହୋଇଆସୁଛି। ଏଥିପ୍ରତି ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ସ୍ଥାନୀୟ ଶତାଧିକ ମହିଳା ଓ ପୁରୁଷ…
୨୫ରେ କେରଳର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୨୦।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏପ୍ରିଲ ୨୪-୨୫ ତାରିଖରେ ମଧ୍ୟପ୍ରଦେଶ, କେରଳ, ଦାଦ୍ରା ଏବଂ ନଗର ହାଭେଳି ଏବଂ ଡାମନ ଏବଂ ଡିୟୁ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଏହି ଅମସରରେ ପ୍ରଧାନମନ୍ତ୍ରୀ ମଧ୍ୟପ୍ରଦେଶର ରେୱାଠାରେ ସୋମବାର ଅର୍ଥାତ୍ ୨୪ ତାରିଖରେ…
ବୁଦ୍ଧଙ୍କ ମାର୍ଗ ଅନୁସରଣ କରିଥିଲେ ଜଳବାୟୁ ପରିବର୍ତ୍ତନ ସଙ୍କଟର ମୁକାବିଲା କରିବାକୁ ପଡ଼ି ନ ଥାନ୍ତା: ପ୍ରଧାନମନ୍ତ୍ରୀ…
ନୂଆଦିଲ୍ଲୀ,୨୦।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଶ୍ୱ ବୌଦ୍ଧ ସମ୍ମିଳନୀର ଉଦଘାଟନୀ ଅଧିବେଶନକୁ ସମ୍ବୋଧିତ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ବୁଦ୍ଧଙ୍କ ମାର୍ଗ ହେଉଛି ଭବିଷ୍ୟତର ପଥ। ଯଦି ବିଶ୍ୱବାସୀ ବୁଦ୍ଧଙ୍କ ଶିକ୍ଷା ଅନୁସରଣ କରିଥାନ୍ତେ, ତେବେ ଜଳବାୟୁ…
ସବୁଠୁ ଖୁସି ଦେଶ, କରୋନା ମହାମାରୀ ବି ଛଡ଼ାଇ ନେଇ ପାରି ନ ଥିଲା ସୁଖ, କାରଣ ଜାଣିଲେ…
ଖୁସି ହେବା ଏବଂ ଆଖପାଖକୁ ଖୁସି ରଖିବା ମଧ୍ୟରେ ଏକ ବଡ଼ ପାର୍ଥକ୍ୟ ଅଛି। ଯେତେବେଳେ ବି ଜଣେ ବ୍ୟକ୍ତି ଖୁସି ହୁଏ, ତାଙ୍କ ମୁହଁରେ ହସ ଆସେ। ସୁଖ ବହୁତ ମୂଲ୍ୟବାନ। ଯେତେବେଳେ ଏକାକୀ ବ୍ୟକ୍ତି ଖୁସି ତାଙ୍କ ସମ୍ପର୍କୀୟଙ୍କ…
ଅମୃତସର ବିମାନ ବନ୍ଦରରେ ଧରାପଡ଼ିଲେ ପଳାତକ ଅମୃତପାଲଙ୍କ ସ୍ତ୍ରୀ…
ଅମୃତସର,୨୦।୪ : ପଞ୍ଜାବରେ ପଳାତକ ଘୋଷିତ ତଥା ଦେଶର ମୋଷ୍ଟ ଓ୍ବାଣ୍ଟେଡ ଖାଲିସ୍ତାନୀ ସମର୍ଥକ ଅମୃତପାଲଙ୍କ ସ୍ତ୍ରୀ କିରଣଦୀପ କୌରଙ୍କୁ ଗୁରୁବାର ଲଣ୍ଡନ ଯିବାବେଳେ ଅମୃତସର ବିମାନ ବନ୍ଦରରେ ପୋଲିସ ଗିରଫ କରିଛି। ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ କିରଣଦୀପ କୌର…
ସୁପ୍ରିମକୋର୍ଟର ଜମାଦାର ଏବେ ହେବେ ସୁପରଭାଇଜର…
ନୂଆଦିଲ୍ଲୀ,୨୦।୪ : ସୁପ୍ରିମକୋର୍ଟର ସୁଇପରମାନଙ୍କୁ ଆଉ ଜମାଦାର କୁହାଯିବ ନାହିଁ। ଏବେ ସେମାନଙ୍କୁ ସୁପରଭାଇଜର କୁହାଯିବ। ଭାରତର ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼ କିଛି ପଦବୀର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇ କହିଛନ୍ତି, ଏହି ଶବ୍ଦଗୁଡିକ ଉପନିବେଶବାଦୀ ମାନସିକତାକୁ ପ୍ରତିଫଳିତ…
ଦିଲ୍ଲୀରେ ଡିସି-କେକେଆର ମୁହାଁମୁହିଁ, ଡିସି ପାଇଁ କର ବା ମର ସ୍ଥିତି…
ନୂଆଦିଲ୍ଲୀ ,୨୦।୪ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୨୮ତମ ମ୍ୟାଚ ଗୁରୁବାର ସନ୍ଧ୍ୟା ସାଢ଼େ ୭ଟାରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯିବ। ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ କୋଲକାତା ନାଇଟ ରାଇଡର୍ସ(କେକେଆର) ମୁହାଁମୁହିଁ ହେବେ। ମ୍ୟାଚରେ ରହିବା ପାଇଁ ଡିସି…
ରୁଷିଆ-ୟୁକ୍ରେନ ଯୁଦ୍ଧ: କିଭ୍ ଆକାଶରେ ରହସ୍ୟମୟ ଆଲୋକ…
କିଭ୍,୨୦।୪ : ରୁଷିଆ-ୟୁକ୍ରେନ ଯୁଦ୍ଧ ହେବାର ଏକ ବର୍ଷରୁ ଅଧିକ ସମୟ ବିତିଗଲାଣି। କିଭର ଲୋକମାନେ ସର୍ବଦା ଆକ୍ରମଣର ଭୟରେ ରହୁଛନ୍ତି। ଏଭଳି ପରିସ୍ଥିତିରେ ବୁଧବାର କିଭ୍ ଆକାଶରେ ଏକ ରହସ୍ୟମୟ ଆଲୋକ ଦେଖାଯାଇଥିଲା। ଏହାପରେ ସହରରେ ସୁରକ୍ଷା ସାଇରନ୍ ବାଜି…
ମୋଦି ଉପନାମ ମାମଲା: ସୁରଟ ସେସନ୍ସ କୋର୍ଟରେ ରାହୁଲଙ୍କ ଆବେଦନ ଖାରଜ…
ସୁରଟ,୨୦।୪ : ମାନହାନୀ ମାମଲାରେ ରାହୁଲ ଗାନ୍ଧୀଙ୍କୁ ସୁରଟ ସେସନ୍ସ କୋର୍ଟରୁ ବଡ଼ ଝଟକା ପାଇଛନ୍ତି। ରାହୁଲଙ୍କ ଆବେଦନକୁ କୋର୍ଟ ଖାରଜ କରିଛନ୍ତି। ରାହୁଲ ତାଙ୍କ ଦଣ୍ଡାଦେଶ ଉପରେ ରୋକ ଲଗାଇବାକୁ ଦାବି କରିଥିଲେ। ସୁରଟର ା ସେସନ୍ସ କୋର୍ଟ ରାହୁଲଙ୍କୁ…
ଗ୍ରୀଷ୍ମ ପ୍ରବାହ: ଦେଶର ୯୦ ପ୍ରତିଶତ ଅଞ୍ଚଳ ବିପଦପୂର୍ଣ୍ଣ, ୫୦ ବର୍ଷ ମଧ୍ୟରେ ୧୭ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ…
ନୂଆଦିଲ୍ଲୀ,୨୦।୪ : ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତରେ ଗ୍ରୀଷ୍ମ ପ୍ରଭାବ ଦିନକୁ ଦିନ ବିପଜ୍ଜନକ ହୋଇପଡୁଛି। ଦେଶର ୯୦ ପ୍ରତିଶତରୁ ଅଧିକ ଏବଂ ସମଗ୍ର ଦିଲ୍ଲୀ ପ୍ରଭାବର ବିପଦପୂର୍ଣ୍ଣ ଜୋନରେ ରହିଛି। ଏକ ନୂତନ ଅଧ୍ୟୟନରେ ଏହି ବିଷୟ ସାମ୍ନାକୁ ଆସିଛି।…
ଭାରତରେ ୧୮ ବର୍ଷ ହେବା ପୂର୍ବରୁ ୨୩ ପ୍ରତିଶତ ନାବାଳିକାଙ୍କର ହେଉଛି ବିବାହ: ଜାତିସଂଘ ରିପୋର୍ଟ…
ଜେନେଭା,୨୦।୪ : ମିଳିତ ଜାତିସଂଘର ଜନସଂଖ୍ୟା ରିପୋର୍ଟ ୨୦୨୩ରେ ଶିକ୍ଷା, ପ୍ରଜନନ ସ୍ବାସ୍ଥ୍ୟ, ପରିବାର ଯୋଜନା, ଯୌନ ସମ୍ପର୍କ, ଭାରତରେ ମହିଳାମାନେ ଗ୍ରହଣ କରିଥିବା ଶିକ୍ଷା ବିଷୟରେ ଆଲୋଚନା କରାଯାଇଥିଲା। ଶିକ୍ଷା, ସ୍ବାସ୍ଥ୍ୟ ସେବା, ଯୌନ ସମ୍ପର୍କ ପାଇଁ ସମ୍ମତି ଭଳି…
କରୋନା ଅଣାୟତ୍ତ ମୁହାଁ: ୧୨ ହଜାର ଟପିଲା ଦୈନିକ ସଂକ୍ରମଣ…
ନୂଆଦିଲ୍ଲୀ, ୨୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ ଦେଶରେ ଦୈନିକ କରୋନା ସଂକ୍ରମଣ ମାମଲା ପୁଣି ବଢ଼ିଛି। ସେହିପରି ସକ୍ରିୟ…
Archives


