Home

ଭାରତର ଜିଡିପି ଅଭିବୃଦ୍ଧି ୭.୨କୁ ହ୍ରାସ

ନୂଆଦିଲ୍ଲୀ,୧ା୬: ଭାରତର ମୋଟ ଘରୋଇ ଉତ୍ପାଦ (ଜିଡିପି) ଅଭିବୃଦ୍ଧି ହାର ୨୦୨୨-୨୩ ବର୍ଷରେ ୭.୨%କୁ ହ୍ରାସ ପାଇଛି। ପୂର୍ବବର୍ଷ ଅର୍ଥାତ୍‌ ୨୦୨୧-୨୨ରେ ଜିଡିପି ଅଭିବୃଦ୍ଧି ୯.୧% ଥିଲା। ୨୦୨୨-୨୩ର ଶେଷ ତ୍ରୈମାସିକ ଅର୍ଥାତ୍‌ ଜାନୁୟାରୀ-ମାର୍ଚ୍ଚରେ ଦେଶର ଅର୍ଥନୀତି ୬.୧% ହାରରେ ବୃଦ୍ଧି…

ଦିଲ୍ଲୀ ପୋଲିସର ବର୍ବରତାକୁ ବିଶ୍ୱ କୁସ୍ତିଯୋଦ୍ଧା ସଂଘର ନିନ୍ଦା

ନୂଆଦିଲ୍ଲୀ,୧ା୬: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମୁଖ୍ୟ ବ୍ରିଜ୍‌ ଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ଆଣିଥିବା ଯୌନ ନିର୍ଯାତନା ଅଭିଯୋଗ ପ୍ରସଙ୍ଗରେ ଏବେ ବିଶ୍ୱ କୁସ୍ତିଯୋଦ୍ଧା ସଂଘ ବା ୟୁନାଇଟେଡ୍‌ ଓ୍ବାଲର୍‌ଡ ରେସଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ) ହସ୍ତକ୍ଷେପ କରିଛି। ଡବ୍ଲ୍ୟୁଏଫ୍‌ଆଇର…

କବିତା ଲେଖୁଛି ରୋବୋ

ଲଣ୍ଡନ୍‌,୧ା୬: ଆମେକା ରୋବୋ ଫରାସୀ ଓ ଚାଇନିଜ୍‌ ସମେତ ଅନ୍ୟ ଅନେକ ଭାଷା କହିପାରେ, ନିର୍ଦ୍ୱନ୍ଦ୍ୱରେ କବିତା ଲେଖିପାରେ। ଏପରି କି ତାକୁ ଅନୁରୋଧ କଲେ ବିରାଡ଼ିର ଚିତ୍ର ମଧ୍ୟ ଆଙ୍କିପାରେ। ତାକୁ ହସିବାକୁ କହିଲେ ତା’ ରବର ନିର୍ମିତ ନୀଳ…

କାମରେ ଆସୁନି ଏକ୍ସ-ରେ ମେଶିନ

କୋକସରା,୩୧ା୫(ଡି.ଏନ୍‌.ଏ): କଳାହାଣ୍ଡି ଜିଲା କୋକସରା ବ୍ଲକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାମରେ ଆସୁନି ଏକ୍ସ-ରେ ମେଶିନ। ଫଳରେ ରୋଗୀଙ୍କୁ ଜୁନାଗଡ଼, ଧର୍ମଗଡ଼, ଭବାନୀପାଟଣା ଉପରେ ନିର୍ଭର କରିବାକୁ ପଡୁଛି। କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ବ୍ଲକର ୨୨ ପଞ୍ଚାୟତ ବ୍ୟତୀତ ଜୟପାଟଣା ଓ…

ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ: ଉମେଶ ପାଣିଗ୍ରାହୀ ଜିଲା ଟପ୍ପର

ମାଲକାନଗିରି,୩୧ା୫(ଡି.ଏନ୍‌.ଏ.): ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ବୁଧବାର ପ୍ରକାଶ ପାଇଛି। ଏଥିରେ ମାଲକାନଗିରି ସଦରମହକୁମାର ତିନୋଟି ଆବାସିକ ବିଦ୍ୟାଳୟର ଫଳାଫଳ ଶତ ପ୍ରତିଶତ ହୋଇଛି। ସେହିପରି ସରକାରୀ ବିଜ୍ଞାନ ମହାବିଦ୍ୟାଳୟରେ ମଧ୍ୟ ମୋଟ୍‌ ୧୬୦ ଜଣ ପରୀକ୍ଷା ଦେଇଥିବା ବେଳେ…

କାଳବୈଶାଖୀ ପ୍ରଭାବରେ ଗଛ ଭାଙ୍ଗି ରାସ୍ତା ଅବରୋଧ

ଚନ୍ଦ୍ରପୁର,୩୧ା୫(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକର ଡାଙ୍ଗସୋରଡ଼ା ନିକଟ ବନ୍ଦିଲି ଗ୍ରାମ ନିକଟରେ ବୁଧବାର ସାରେ କାଳବୈଶାଖୀ ପ୍ରଭାବରେ ଅତ୍ୟଧିକ ପବନ ବର୍ଷା ହେବାରୁ ଗଛ ପଡ଼ି ରାସ୍ତା ଅବରୋଧ ହୋଇଛି। ଫଳରେ ଚନ୍ଦ୍ରପୁରଠାରୁ ମୁନିଗୁଡ଼ା ଅଭିମୁଖେ ଯାଉଥିବା ଗାଡ଼ିମୋଟର ଦୀର୍ଘ…

ଶେରଗଡ଼ରୁ ପୁରୀକୁ ଗଡ଼ିଲା ଏସି ବସ୍‌ ଜଗନ୍ନାଥ ଏକ୍ସପ୍ରେସ୍‌, ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୧ା୫(ବ୍ୟୁରୋ): ଗଞ୍ଜାମ ଜିଲା ଶେରଗଡ଼ଠାରୁ ପୁରୀକୁ ବୁଧବାର ପ୍ରଥମ ଏସି ବସ୍‌ ଜଗନ୍ନାଥ ଏକ୍ସପ୍ରେସ୍‌ ଗଡ଼ିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ଏହି ବସ୍‌ ସେବା ଚଳାଚଳକୁ ପତାକା ହଲାଇ ଶୁଭାରମ୍ଭ କରିଛନ୍ତି। ଓଏସ୍‌ଆରଟିସି ପକ୍ଷରୁ ଏହି ବସ୍‌…

କାଳୀମନ୍ଦିର ଚୋରି ଘଟଣା: ୩ ଜଣଙ୍କୁ ବାନ୍ଧିଲା ପୋଲିସ

ରାୟଗଡ଼ା,୩୧ା୫(ସ୍ବ.ପ୍ର.): ରାୟଗଡ଼ା ସହରସ୍ଥିତ ଏସ୍‌ପିଙ୍କ ବାସଭବନ ନିକଟରେ ଥିବା କାଳୀ ମନ୍ଦିରରୁ ହୋଇଥିବା ଚୋରିର ପର୍ଦ୍ଦାଫାଶ କରିଛି ପୋଲିସ। ଏନେଇ ବୁଧବାର ସନ୍ଧ୍ୟାରେ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି ରାୟଗଡ଼ା ଏସ୍‌ଡିପିଓ ଦେବଜ୍ୟୋତି ଦାସ। ପୋଲିସ ଘଟଣାର ଏତଲା ପାଇବା…

ମେଧାବୀ ଛାତ୍ରୀ କର୍ମାଙ୍କୁ ମିଳିଲା ସରକାରୀ ସହାୟତା

ମାଲକାନଗିରି,୩୧ା୫(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ବଣ୍ଡାଘାଟିର ମେଧାବୀ ଛାତ୍ରୀ କର୍ମା ମୁଦୁଲିଙ୍କୁ ସରକାରୀ ସହାୟତା ପ୍ରଦାନ କରାଯାଇଛି। କର୍ମା ଗତବର୍ଷ ଯୁକ୍ତଦୁଇ ବାଣିଜ୍ୟରେ ଜିଲା ଟପ୍ପର ଭାବେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା…

‘ଗ୍ଲୋବାଲ୍‌ ଟାଇମ୍ସ’ରେ ନୂଆ ସଂସଦ ଭବନକୁ ପ୍ରଶଂସା କଲା ଚାଇନା, ଗୁଲାମିର ପ୍ରତୀକକୁ ଅତୀତକୁ ଛାଡିଛି ଭାରତ

ବେଜିଙ୍ଗ,୩୧।୫: ନୂଆ ସଂସଦ ଭବନକୁ ପ୍ରଶଂସା କରିଛି ଚାଇନା। ଚାଇନା ସରକାରଙ୍କ ସରକାରୀ ମୁଖପତ୍ର ‘ଗ୍ଲୋବାଲ୍‌ ଟାଇମ୍ସ’ରେ ଏନେଇ ଏକ ସମ୍ପାଦକୀୟ ପ୍ରକାଶ ପାଇଛି। ଏଥିରେ କୁହାଯାଇଛି, ନୂଆ ସଂସଦ ଭବନକୁ ଉଦ୍‌ଘାଟନ କରି ଭାରତ ଦାସତ୍ୱର ପ୍ରତୀକକୁ ଅତୀତରେ ଛାଡିଦେଇଛି।…

ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

ଆନନ୍ଦପୁର,୩୧ା୫(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍‌ଙ୍କ କୋର୍ଟରେ ବୁଧବାର ଏକ ମାମଲାର ବିଚାର କରାଯାଇ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଛି। ନନ୍ଦିପଦା ଥାନା କେସ୍‌ ନଂ ୭୩/୨୦୧୯ ତଥା ଏସ୍‌ଟି କେସ୍‌ ନଂ ୫୮/୨୦୧୯ର ବିଚାର କରି ୩୧…

ହୁମାରେ ଟ୍ରେନ୍‌ ରହଣି ନେଇ ଦାବିପତ୍ର

ଗଞ୍ଜାମ,୩୧ା୫(ଡି.ଏନ୍‌.ଏ.): ହୁମା ରେଳ ଷ୍ଟେଶନଠାରେ ଭୁବନେଶ୍ୱର ବିଶାଖାପାଟନମ୍‌ ଇଣ୍ଟରସିଟି ଏକ୍ସପ୍ରେସ୍‌ ରହଣି ନିମନ୍ତେ ହୁମା ପଞ୍ଚାୟତ ସମିତିସଭ୍ୟ ଧ୍ରୁବ ଚରଣ ପଲାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ବୁଧବାର ଇଷ୍ଟକୋଷ୍ଟ ରେଳବାଇ ଜେନେରାଲ ମ୍ୟାନେଜର ମନୋଜ ଶର୍ମାଙ୍କୁ ଭେଟି ଦାବିପତ୍ର ପ୍ରଦାନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri