ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଲା ରାଜସ୍ଥାନ ରୟାଲ୍ସ…
ଜୟପୁର,୧୯।୪: ଆଇପିଏଲ ୨୦୨୩ ସିଜିନ ୧୬ର ୨୬ ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ(ଆରଆର) ଏବଂ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ(ଏଲଏସଜି) ମଧ୍ୟରେ ଜୟପୁରର ସାଓ୍ବାଇ ମାନସିଂ ଷ୍ଟାଡିୟମରେ ଖେଳାଯାଉଛି। ମ୍ୟାଚରେ ପ୍ରଥମେ ଟସ୍ ଜିତି ରାଜସ୍ଥାନ ରୟାଲ୍ସ(ଆରଆର) ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିବା…
ଜୁଆଆଡ୍ଡାରେ ବଡ଼ଧରଣର ଚଢ଼ାଉ: ୯ ଗିରଫ, ୧୨ କାର୍ ଜବତ
ବରଗଡ଼ ଅଫିସ/ସୋହେଲା୧୯ା୪(ଡି.ଏନ୍.ଏ.): ବରଗଡ଼ ଜିଲା ପୋଲିସ ସ୍ପେଶାଲ ସ୍କ୍ବାଡ ମଙ୍ଗଳବାର ବିଳମ୍ବିତ ରାତିରେ ଏକ ବଡ଼ଧରଣର ଜୁଆଆଡ୍ଡାରେ ଚଢ଼ାଉ କରିଥିଲା। ଜିଲାର ସୋହେଲା ଥାନା ଲୁହୁରାଚଟି ନିକଟ ରାଜସ୍ଥାନୀ ଢାବା ପଛପଟେ ଚାଲିଥିବା ଏହି ଜୁଆଆଡ୍ଡାରୁ ପୋଲିସ ନଗଦ ୨ଲକ୍ଷ ୫୪ହଜାର…
ଦ୍ୱିତୀୟ ଗୁରୁପ୍ରିୟା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଏମ୍ପି
ଚିତ୍ରକୋଣ୍ଡା,୧୯ା୪(ଡି.ଏନ୍.ଏ.): ଆନ୍ଧ୍ର ଓଡ଼ିଶା ସୀମାନ୍ତ ନକ୍ସଲ ଉପଦ୍ରୁତ ଆଦିବାସୀ ବହୁଳ ତଥା ମାଓବାଦୀ ପ୍ରବଣ ଉପାନ୍ତ ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ ଲାଲଗଡ଼ ଯନ୍ତ୍ରୀକୁ ଜଳପଥ ଦେଇ ଲଞ୍ଚ ଯୋଗେ ୪୦ କିଲୋମିଟର ଜଳଯାତ୍ରା କରି ନବରଙ୍ଗପୁର ଏମ୍ପି ରମେଶ…
ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କ ଯୋଡ଼ା-ବଡ଼ବିଲ ଗସ୍ତ
ବଡ଼ବିଲ,୧୯ା୪(ସ୍ବ.ପ୍ର.): ଗ୍ରାମ୍ୟ ଉନ୍ନୟନ ଓ ସୂଚନା ଲୋକସମ୍ପର୍କ ବିଭାଗର ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହ ବୁଧବାର କେନ୍ଦୁଝର ଜିଲା ଯୋଡ଼ା-ବଡ଼ବିଲ ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶ୍ରୀ ସିଂହ, ପ୍ରଥମେ ଯୋଡ଼ା ବ୍ଲକ କଣ୍ଡରାଠାରେ ନିର୍ମାଣାଧୀନ…
ଋଷିକୂଲ୍ୟା ମୁହାଣରେ ଡଲ୍ଫିନ୍
ଗଞ୍ଜାମ,୧୯ା୪(ଡି.ଏନ୍.ଏ.): ଗଞ୍ଜାମ ଜିଲା ଋଷିକୂଲ୍ୟା ମୁହାଣରେ ପ୍ରଥମ ଥର ପାଇଁ ଡଲ୍ଫିନ୍୍ ଦେଖାଦେଇଛି। ତହସିଲଦାର ଅରୁଣ କୁମାର ନାୟକ ମଙ୍ଗଳବାର ସମୁଦ୍ର ମଧ୍ୟରେ ଅତି ନିକଟରୁ ନିଜ କ୍ୟାମେରାରେ ଡଲଫିନଙ୍କ ଫଟୋ ଉତ୍ତୋଳନ କରିଥିଲେ। ପ୍ରାୟ ଏକାଠି ୧୦ରୁ ଊର୍ଦ୍ଧ୍ୱ ଡଲ୍ଫିନ୍…
ଏହା ମୋର ଶେଷ ନିର୍ବାଚନ, ରାଜନୀତିରୁ ନେବି ସନ୍ୟାସ: ସିଦ୍ଧରମୈୟା
ନୂଆଦିଲ୍ଲୀ,୧୯।୪: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ସିଦ୍ଧରମୈୟାଙ୍କର ଏହା ହେଉଛି ଶେଷ ନିର୍ବାଚନ। ଏହି ନିର୍ବାଚନ ପରେ ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେବେ। ବୁଧବାର ସିଦ୍ଧରମୈୟା ତାଙ୍କ ଗୃହ ରାଜ୍ୟରେ ଏକ ନିର୍ବାଚନି ରାଲିକୁ ସମ୍ବୋଧିତ…
ଆଇପିଏଲ୍ ଖେଳିବାକୁ ସୁନୀଲ ଗାଭାସ୍କରଙ୍କ ଇଚ୍ଛା, ଏହି ଦୁଇଟି ଦଳର ନାଁ କହିଲେ
ନୂଆଦିଲ୍ଲୀ: ଭାରତର ପୂର୍ବତନ ଭେଟେରାନ ଓପନର୍ ବ୍ୟାଟ୍ସମ୍ୟାନ ତଥା ଅଧିନାୟକ ସୁନୀଲ ଗାଭାସ୍କର ଆଇପିଏଲ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏଥିପାଇଁ ସେ ଦୁଇଟି ଦଳର ନାମ ରଖିଛନ୍ତି। ସୁନୀଲ କହିଛନ୍ତି, ସେ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ କିମ୍ବା ଚେନ୍ନାଇ ସୁପର…
ପୁଅଙ୍କୁ ପଡ଼ିଆରେ ଦେଖି କାନ୍ଦିଲେ ସଚିନ
ମୁମ୍ବାଇ: ଆଇପିଏଲ ୨୦୨୩ର ୨୫ତମ ମ୍ୟାଚ୍ରେ ମୁମ୍ବାଇ ଇଣ୍ଡିଆନ୍ସ ୧୪ ରନ୍ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି। ଏହି ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ୨୦ ଓଭର ଶେଷ…
କ୍ୟାବିନେଟ ବୈଠକରେ ବଡ ନିଷ୍ପତ୍ତି: ସିନେମାଟୋଗ୍ରାଫି ବିଲ ୨୦୨୩କୁ ଅନୁମତି
ନୂଆଦିଲ୍ଲୀ,୧୯।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବୁଧବାର ଅନୁଷ୍ଠିତ ହୋଇଥିବା କ୍ୟାବିନେଟ ବୈଠକରେ ଚଳଚ୍ଚିତ୍ର ଜଗତକୁ ନେଇ ଏକ ବଡ ନିଷ୍ପତ୍ତି ନିଆଯାଇଛି। ଚଳଚ୍ଚିତ୍ରରେ ହେଉଥିବା କପି ବନ୍ଦ କରିବାକୁ ଆସନ୍ତା ସଂସଦ ଅଧିବେଶନରେ ସିନେମାଟୋଗ୍ରାଫି ବିଲ ୨୦୨୩ ଅଣାଯିବ ବୋଲି…
ସାଇ ମନ୍ଦିରରୁ ଚୋରି: ଦାନ ବାକ୍ସ, ବାବାଙ୍କ ରୁପା ମୁକୁଟ ନେଇଗଲେ ଦୁର୍ବୃତ୍ତ
ବରପାଲି,୧୯ା୪(ଡି.ଏନ୍.ଏ.): ବରଗଡ଼ ଜିଲା ବରପାଲି କେନାଲ ରୋଡ୍ରେ ନୂଆ ପ୍ରତିଷ୍ଠା ହୋଇଥିବା ଶିରିଡି ସାଇ ମନ୍ଦିରରେ ମଙ୍ଗଳବାର ବିଳମ୍ବିତ ରାତିରେ ଚୋରି ହୋଇଛି। ମନ୍ଦିର ପୂଜକ ରୁଦ୍ର ନାରାୟଣ ଦାଶ ଏନେଇ ବରପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ…
ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଦେବାକୁ ଲାଞ୍ଚ ନେଇ ଧରାପଡ଼ିଲେ ଡାକ୍ତର
ଯାଜପୁର ଅଫିସ,୧୯ା୪: ଯାଜପୁର ଜିଲା ଦାନଗଦୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ପବିତ୍ର ସେଠୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଏକ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ପାଇଁ ସେ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଏହି ଅଭିଯୋଗରେ…
‘ମୁଁ ଇସ୍ତଫା ଦେବି ଯଦି…’, ଟିଏମସିର ରାଷ୍ଟ୍ରୀୟ ଦଳର ମାନ୍ୟତା ଯିବା ପରେ ଅମିତ ଶାହାଙ୍କୁ ଫୋନ କରିଥିଲେ ମମତା ବାନାର୍ଜୀ?
କୋଲକାତା,୧୯।୪: ତ୍ରୁଣମୂଳ କଂଗ୍ରେସ(ଟିଏମସି)ର ରାଷ୍ଟ୍ରୀୟ ଦଳ ମାନ୍ୟତା ଯିବା ପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଫୋନ କରିଥିବା ନେଇ ଆଲୋଚନା ହେଉଛି। ଏବେ ଏହାକୁ ନେଇ ମମତା ବାନାର୍ଜୀ ବୟାନ ଦେଇଛନ୍ତି। ମମତା…
Archives


