Home

ସିକ୍କିମ ବନ୍ୟାରେ ୭ ସୈନିକଙ୍କ ସମେତ ୨୧ ମୃତ, ଏବେ ବି ୧୦୦ରୁ ଅଧିକ ନିଖୋଜ

ଗ୍ୟାଙ୍ଗଟକ୍‌,୬।୧୦: ସିକ୍କିମ ବନ୍ୟାରେ ୭ ଜଣ ସୈନିକଙ୍କ ସମେତ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଛି। ୨୩ ଭାରତୀୟ ସେନା ସୈନିକ ମଧ୍ୟ ଏହି ବନ୍ୟାରେ ନିଖୋଜ ହୋଇଯାଇଥିଲେ, ସେଥିମଧ୍ୟରୁ ୭ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଉଦ୍ଧାର ହୋଇଛନ୍ତି।…

ରାସ୍ତା ସମ୍ପ୍ରସାରଣରେ ବିଦ୍ୟୁତ୍‌ ଖୁଣ୍ଟ, ଜବରଦଖଲ ବାଧକ

ଅସ୍ତରଙ୍ଗ,୬।୧୦ (ମମତା ଜେନା): ପୁରୀ ଜିଲାର ଅସ୍ତରଙ୍ଗ ଠାରୁ ପର୍ଯ୍ୟଟନ କ୍ଷେତ୍ର ପିର ଜହାନିଆ ବେଳାଭୂମି ପର୍ଯ୍ୟନ୍ତ ୫ କିଲୋମିଟର ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟରେ ବାଧକ ସାଜିଛି ରାସ୍ତା ଉପରେ ଥିବା ବିଦ୍ୟୁତ ଖୁଣ୍ଟ ଓ ଜବରଦଖଲ। ବିଦୁତ ଖୁଣ୍ଟ ଉଠାଇବା…

ରାସ୍ତାରେ ଖାଲଖମା, ଲୋକେ ହଇରାଣ

କୃଷ୍ଣପ୍ରସାଦ,୬।୧୦(କୈଳାସ ଚନ୍ଦ୍ର ପଟ୍ଟନାୟକ): ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅଧୀନ ରାମଲେଙ୍କା ପଞ୍ଚାୟତ ପାଇକେରାପୁରଠାରୁ ଜହ୍ନିକୁଦା ଘାଟ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ଶୋଚନୀୟ ହୋଇପଡିଛି। ବିଶେଷକରି ବ୍ରାହ୍ମଣଦେଓ ହାଡ଼ି ପୋଖରୀ, ପିଟିଶାଳ ବିଟ ହାଉସ, ବଜ୍ରକୋଟ ବାଙ୍କ ଓ ପୋଖରୀ,…

ସୁଧୁରୁନି ପରିମଳ, ଡ୍ରେନେଜ ବ୍ୟବସ୍ଥା

ଜଟଣୀ,୬।୧୦(ରବୀନ୍ଦ୍ର ନାଥ ମହାକୁଡ଼): ଖୋର୍ଦ୍ଧା ଜିଲା ଜଟଣୀ ପୌରପରିଷଦ ୨୩ ଓ୍ବାର୍ଡକୁ ନେଇ ଗଠିତ। ସେଥିମଧ୍ୟରୁ ୬ଟି ଓ୍ବାର୍ଡ ରେଲଓ୍ବେ ପ୍ରଶାସନ ଅଧୀନରେ ଥିବା ବେଳେ ଅନ୍ୟ ଓ୍ବାର୍ଡ ପୌର ପ୍ରଶାସନ ଅଧୀନରେ ରହିଛି। ସହରର ବିକାଶ ନଁାରେ କୋଟି କୋଟି…

୨୦ ବର୍ଷ ପରେ ବିଶ୍ୱକପ୍‌ରେ ନେଦରଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ଖେଳିବ ପାକିସ୍ତାନ: ଜାଣନ୍ତୁ କେତେବେଳେ, କେଉଁଠି ଦେଖିପାରିବେ ମ୍ୟାଚ୍‌

ହାଇଦ୍ରାବାଦ୍‌,୬।୧୦: ଦିନିକିଆ ବିଶ୍ୱକପ୍‌ର ଦ୍ୱିତୀୟ ମ୍ୟାଚ ଶୁକ୍ରବାର ପାକିସ୍ତାନ ଏବଂ ନେଦରଲାଣ୍ଡ ମଧ୍ୟରେ ଖେଳାଯିବ। ଏହି ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ୧୯୯୨ରେ ବିଶ୍ୱକପ ଜିତିଥିବା ପାକିସ୍ତାନୀ ଦଳ ଟୁର୍ନାମେଣ୍ଟରେ ଅଭିଯାନ ଆରମ୍ଭ କରିବ। ବାବର…

ଏସିଆନ୍‌ ଗେମ୍ସ: ଫାଇନାଲରେ ଭାରତୀୟ କ୍ରିକେଟ୍‌ ଦଳ

ହାଙ୍ଗଝୋ,୬।୧୦:ଏସିଆନ୍‌ ଗେମ୍ସରେ ଭାରତୀୟ କ୍ରିକେଟ୍‌ ଦଳ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲ୍‌ରେ ଭାରତ ବାଂଲାଦେଶକୁ ୯ ଉଇକେଟ୍‌ରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ବାଂଲାଦେଶ ୯୬ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୯.୨ ଓଭରରେ…

ଆଣ୍ଟାର୍କଟିକାର ବରଫାବୃତ ଅଞ୍ଚଳକୁ ଏକା ପାର କରିବେ

ଲଣ୍ଡନ: ଲୋକେ ନଁା କରିବାକୁ ବିଭିନ୍ନ ସ୍ତରକୁ ଯାଇପାରନ୍ତି। ତେବେ ବ୍ରିଟେନର ଜଣେ ବ୍ୟକ୍ତି ନିଜକୁ ଲୌହମାନବ ପ୍ରମାଣିତ କରିବାକୁ ଉଦ୍ୟମ ଚଳାଇଛନ୍ତି। ସେ ପ୍ରାୟତଃ ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରିବାକୁ ପଣ କରିଛନ୍ତି। ସେ ଦୁନିଆର ସବୁଠୁ ଥଣ୍ଡା…

ସଫେଇ ଦେଲେ ପଓ୍ବନ କଲ୍ୟାଣ

ହାଇଦ୍ରାବାଦ୍‌,୬।୧୦: ଜନସେନା ପାର୍ଟି ସଭାପତି ପୱନ କଲ୍ୟାଣ ଏନଡିଏ ଛାଡୁଥିବା ଚର୍ଚ୍ଚାକୁ ସମ୍ପୂର୍ଣ୍ଣ ପ୍ରତ୍ୟାଖ୍ୟାନ କରିଛନ୍ତି। ଭବିଷ୍ୟତରେ ଯଦି ସେ ଏପରି ନିଷ୍ପତ୍ତି ନିଅନ୍ତି ତେବେ ସେ ଏହାକୁ ସଠିକ ଭାବରେ ଘୋଷଣା କରିବେ ବୋଲି ସେ କହିଛନ୍ତି। କଲ୍ୟାଣ ଟିଡିପିକୁ…

ଶୁଭମନ ଗିଲଙ୍କୁ ଡେଙ୍ଗୁ: ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍‌ ଖେଳିବା ନେଇ ସନ୍ଦେହ

ଚେନ୍ନାଇ,୬।୧୦: ବିଶ୍ୱକପ ୨୦୨୩ ଆରମ୍ଭ ହୋଇଛି। ଅକ୍ଟୋବର ୮ରେ ଭାରତର ପ୍ରଥମ ମ୍ୟାଚ ଅଷ୍ଟ୍ରେଲିଆ ବିପକ୍ଷରେ ଅଛି। ଏହା ପୂର୍ବରୁ ଭାରତୀୟ ଦଳକୁ ଏକ ଝଟ୍‌କା ଲାଗିଛି। ଓପନର୍‌ ଶୁବମାନ ଗିଲ ଡେଙ୍ଗୁରେ ପୀଡିତ ଅଛନ୍ତି। ଶୁଭମାନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ…

ଭାରତକୁ ୯୭ ରନର ଟାର୍ଗେଟ୍‌ ଦେଲା ବାଂଲାଦେଶ

ହାଙ୍ଗଝୋ,୬।୧୦: ଚାଇନାରେ ଅନୁଷ୍ଠିତ ଏସିଆନ୍‌ ଗେମ୍ସରେ ଆଜି ଭାରତ ଏବଂ ବାଂଲାଦେଶ ମଧ୍ୟରେ ପୁରୁଷ କ୍ରିକେଟ୍‌ ସେମିଫାଇନାଲ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଜିତିବା ପାଇଁ ବାଂଲାଦେଶ ଭାରତକୁ ୯୭ ରନର ଲକ୍ଷ୍ୟ ଦେଇଛି। ଟସ୍‌ ଜିତି ଭାରତ ପ୍ରଥମେ ବୋଲିଂ ନିଷ୍ପତ୍ତି…

ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ହତ୍ୟା ଧମକ ଦେଇଥିବା ଯୁବକଙ୍କୁ ୯ ବର୍ଷ ଜେଲ୍‌

ଲଣ୍ଡନ,୬।୧୦: ବ୍ରିଟେନର ସ୍ବର୍ଗତ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କୁ ହତ୍ୟା କରିବାର ଷଡଯନ୍ତ୍ର କରି ଜସୱନ୍ତ ସିଂ ଚେଲ ନାମକ ଜଣେ ଶିଖ ଯୁବକଙ୍କୁ ୯ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ଜସୱନ୍ତ ସିଂଙ୍କ ବୟସ ୨୧ ବର୍ଷ ବୋଲି ଦର୍ଶାଯାଇଛି। ଜସୱନ୍ତ…

ସିକ୍କିମ୍‌ ବନ୍ୟା: ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି, ଏବେ ବି ଅନେକ ନିଖୋଜ

ଗ୍ୟାଙ୍ଗ୍‌ଟକ୍‌,୬।୧୦: ସିକ୍କିମରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି। ଏପର୍ଯ୍ୟନ୍ତ ବନ୍ୟାରେ ୧୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୯୮ ଜଣ ନିଖୋଜ ଅଛନ୍ତି। ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଏନେଇ ସୂଚନା ଦେଇଛନ୍ତି। ଆଜି ଜାତୀୟ ବିପର୍ଯ୍ୟୟ ମୁକାବିଲା ଫୋର୍ସ (ଏନ୍‌ଡିଆର୍‌ଏଫ୍‌)…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri