Home

ନ୍ୟୁଜିଲାଣ୍ଡ ଆଗରେ ୨୮୩ ରନ୍‌ର ବିଜୟ ଟାର୍ଗେଟ୍‌

ଅହମ୍ମଦାବାଦ,୫।୧୦: ଅହମ୍ମଦାବାଦ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ଦିନିକିଆ ବିଶ୍ୱକପର ୧୩ତମ ସଂସ୍କରଣର ଗୁରୁବାର ଉଦ୍‌ଘାଟନୀ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଫଳରେ ଆମନ୍ତ୍ରଣ ପାଇ ପ୍ରଥମ ବ୍ୟାଟିଂ କରିଥିବା ଇଂଲଣ୍ଡ ଦଳ ନିର୍ଦ୍ଧାରିତ…

ଘରେ ଘରେ ପ୍ରଚାର କରୁଛନ୍ତି କଂଗ୍ରେସ ନେତ୍ରୀ

ଦାରିଙ୍ଗବାଡ଼ି,୫ା୧୦(ଅରୁଣ ସାହୁ): କଂଗ୍ରେସର ଗଡ଼ କୁହାଯାଉଥିବା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏବେ ବିଜେଡି ଶାସନ କରୁଛି। ବୃହତ ବ୍ଲକ ଭାବେ ରହିଥିବା ଦାରିଙ୍ଗବାଡ଼ି ବ୍ଲକ ପଞ୍ଚାୟତ ସମିତି ବିଜେଡି ହାତରେ ରହିଥିବା ବେଳେ ଜିଲା ପରିଷଦର ଦୁଇଟି ଜୋନ୍‌ ତଥା ୧୦…

‘ଦ ଭ୍ୟାକ୍ସିନ ଓ୍ବାର୍‌’କୁ ପ୍ରଶଂସା କଲେ ମୋଦି

ମୁମ୍ବାଇ: ଫିଲ୍ମ ନିର୍ମାତା ବିବେକ ଅଗ୍ନିହୋତ୍ରୀଙ୍କ ‘ଦ ଭ୍ୟାକ୍ସିନ ଓ୍ବାର୍‌’ ପାଇଁ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ଫିଲ୍ମ ୩୦ ସେପ୍ଟେମ୍ବରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିସାରିଛି। କିନ୍ତୁ ତାଙ୍କର ଏହି ଫିଲ୍ମ ବକ୍ସ ଅଫିସରେ କିଛି ବିଶେଷ କରିପାରିନାହିଁ। ନିର୍ଦ୍ଦେଶକଙ୍କ ଏହି ଆଶା…

ଇଡି-ସିବିଆଇ ଭଳି ଏଜେନ୍ସିର କରାଯାଉଛି ଅପବ୍ୟବହାର: ଶରଦ ପାଓ୍ବାର

ନୂଆଦିଲ୍ଲୀ,୫।୧୦:ଆମ ଆଦମୀ ପାର୍ଟି (ଏଏପି) ରାଜ୍ୟ ସଭା ଏମ୍‌ପି ସଞ୍ଜୟ ସିଂଙ୍କୁ ଗିରଫ କରାଯିବା ପରେ ମିଳିତ ମେଣ୍ଟ ‘ଇଣ୍ଡିଆ’ର ନେତାମାନେ ଶାସକ ଭାଜପାକୁ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥାଗୁଡ଼ିକର ଅପବ୍ୟବହାରଅଭିଯୋଗ କରିଛନ୍ତି। ଏନସିପି ମୁଖ୍ୟ ଶରଦ ପାୱାର ମଧ୍ୟ ଏହି ପ୍ରସଙ୍ଗରେ…

ଅଢେଇ ଲକ୍ଷ ଟଙ୍କା କରଜ କରି ସ୍ତ୍ରୀଙ୍କୁ କଲେ ନର୍ସ, ସ୍ତ୍ରୀ ପ୍ରେମିକଙ୍କ ସହ ଫେରାର

ରାୟପୁର,୫।୧୦: ଛତିଶଗଡରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଜଣେ ବ୍ୟକ୍ତି ଅଢେଇ ଲକ୍ଷ ଟଙ୍କା କରଜ କରି ସ୍ତ୍ରୀଙ୍କୁ ନର୍ସ ପାଠ ପଢାଇଥିଲେ। ପାଠ ପଢି ନର୍ସ ହେବା ପରେ ସେ ତାଙ୍କ ପ୍ରେମିକ ସହ ଫେରାର ହୋଇଯାଇଛନ୍ତି। କେବଳ…

ନେପାଳର ଲକ୍ଷ୍ୟ ୧ ଅରବ ହିନ୍ଦୁ ତୀର୍ଥଯାତ୍ରୀଙ୍କୁ କୈଳାସ ମାନସରୋବର ଯାତ୍ରାରେ ସୁବିଧା ପ୍ରଦାନ କରିବା

କାଠମାଣ୍ଡୁ,୫।୧୦: ହିନ୍ଦୁ ତୀର୍ଥଯାତ୍ରୀଙ୍କ ପାଇଁ ତିବ୍ଦତର କୈଲାସ ମାନସରୋବରରେ ପହଞ୍ଚିବା ପାଇଁ ସବୁଠାରୁ କମ ମାର୍ଗ ଉପରେ ନିର୍ଭର କରୁଥିବା ନେପାଳ ଚାଇନା ସହିତ ଏକ ଚୁକ୍ତିନାମା ସ୍ବାକ୍ଷର କରିବା ପରେ ୧ବିଲିୟନ ତୀର୍ଥଯାତ୍ରୀଙ୍କୁ ପବିତ୍ର ସ୍ଥାନକୁ ଆଣିବାକୁ ଯୋଜନା କରିଛି।…

ବଳାତ୍କାରୀଙ୍କୁ ୧୦ ବର୍ଷ ଜେଲ୍‌ଦଣ୍ଡାଦେଶ

କେନ୍ଦୁଝର,୫ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ସ୍ଥାନୀୟ ଫାଷ୍ଟ ଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଗୁରୁବାର ଏକ ନାବାଳିକା ବଳାତ୍କାର ମାମଲାର ଶୁଣାଣି କରି ଅଭିଯୁକ୍ତ କୁନା ଓରଫ କୁଲୁ ମୁଣ୍ଡା(୨୩)ଙ୍କୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ସଶ୍ରମ ଜେଲ୍‌…

ମଧ୍ୟ ପ୍ରଦେଶରେ ବିରୋଧିଙ୍କୁ ଟାର୍ଗେଟ କଲେ ମୋଦି

ଜବଲପୁର,୫।୧୦: ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜବଲପୁରରେ ପହଞ୍ଚି ସେଠାରେ ୧୨,୬୦୦କୋଟି ଟଙ୍କା ମୂଲ୍ୟର ଅନେକ ବିକାଶମୂଳକ ପ୍ରକଳ୍ପର ମୂଳଦୁଆ ପକାଇଥିଲେ। ଏହି ସମୟରେ ସେ ଏକ ସାଧାରଣ ସଭାରେ ମଧ୍ୟ ସମ୍ବୋଧିତ…

ପ୍ରେମିକଙ୍କ ହାତ ଧରିବେ ଏହି ଅଭିନେତ୍ରୀ, ଭାଇରାଲ ହେଉଛି ନିର୍ବନ୍ଧ ଫଟୋ

ମୁମ୍ବାଇ: ବଲିଉଡ୍‌ ସେଲିବ୍ରିଟିମାନେ ଏବେ ହାତକୁ ଦି’ ହାତ ହେବାରେ ଲାଗିଛନ୍ତି। ନିକଟରେ ଅଭିନେତ୍ରୀ ପରିଣୀତି ଚୋପ୍ରା ଏମ୍‌ପି ରାଘବ ଚଢ଼ାଙ୍କୁ ବିବାହ କରିଥିବା ବେଳେ ଟିଭି ଅଭିନେତା ଅମିତ ଟଣ୍ଡନ ୧୬ ବର୍ଷ ପରେ ପୁଣିଥରେ ତାଙ୍କ ସ୍ତ୍ରୀ ରୁବି…

ସାହିତ୍ୟ ପାଇଁ ନୋବେଲ ପୁରସ୍କାର ଘୋଷଣା

ଷ୍ଟକହୋମ,୫।୧୦: ସାହିତ୍ୟ ପାଇଁ ଗୁରୁବାର ନୋବେଲ ପୁରସ୍କାର ଘୋଷଣା କରାଯାଇଛି। ଚଳିତବର୍ଷ ନରଓ୍ବେ ସାହିତି୍ୟକ ଜନ ଫୋସେଙ୍କୁ ତାଙ୍କର ଅଭିନବ ନାଟକ ଏବଂ ଗଦ୍ୟ, ଯାହା ଅଜ୍ଞାତର ସ୍ବର ହୋଇଯାଏ ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଗତକାଲି କ୍ୱାଣ୍ଟମ୍‌ ଡଟ୍‌ସ…

ସାହିତ୍ୟ ପାଇଁ ଜନ ଫୋସେଙ୍କୁ ନୋବେଲ

ଷ୍ଟକହୋମ,୫।୧୦: ସାହିତ୍ୟ ପାଇଁ ୨୦୨୩ର ନୋବେଲ ପୁରସ୍କାର ଘୋଷଣା ହୋଇଛି। ନରଓ୍ବେ ଲେଖକ ଫୋସେଙ୍କୁ ତାଙ୍କ ନାଟକ ଓ ଗଦ୍ୟ ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଚଳିତ ବର୍ଷର ସାହିତ୍ୟରେ ନୋବେଲ ପୁରସ୍କାର ବିଜେତା ଜନ ଫୋସେ ଉପନ୍ୟାସକୁ ଏକ…

ଭାଜପା ମହିଳା ମୋର୍ଚ୍ଚାର ୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ

ସୁନ୍ଦରଗଡ଼,୫ା୧୦(ଜୟନାରାୟଣ ମେଣ୍ଡୁଳି): ରାଉରକେଲାର ସହକାରୀ ଉପଜିଲପାଳ ସୁସ୍ମିତା ମିଞ୍ଜ ଓ ପୋଲିସ ଏଏସ୍‌ଆଇ ଆଲିଶା ଲୁଗୁନ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିରେ ଗୁରୁବାର ଭାଜପା ମହିଳା ମୋର୍ଚ୍ଚା ପକ୍ଷରୁ ୧୨ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ କରାଯାଇଛି। ଫଳରେ ଏଠାରେ ସମସ୍ତ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri