ବିଶ୍ୱ ସଂସ୍କୃତି ମହୋତ୍ସବରେ ଓଡ଼ିଶୀନୃତ୍ୟ ପ୍ରଶଂସିତ
କଟକ,୪ା୧୦ (କାର୍ତ୍ତିକ ସାହୁ)ୱାଶିଂଟନ ଡିସିସ୍ଥିତ ନ୍ୟାଶନାଲ ମଲ୍ଠାରେ ୩ ଦିନିଆ ବିଶ୍ୱ ସଂସ୍କୃତି ମହୋତ୍ସବ-୨୦୨୩ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୧୮୦ ଦେଶର ଲୋକମାନେ ଯୋଗ ଦେଇଥିଲେ। ନୃତ୍ୟ, ସଙ୍ଗୀତ, ଧ୍ୟାନ ଏବଂ ସଂସ୍କୃତି ମାଧ୍ୟମରେ ମାନବ ବିବିଧତାକୁ ପାଳନ କରି ଭାଇଚାରା…
ରାମଗଡ଼କୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦାବି
ଜେନାପୁର,୪ା୧୦(ଅଶୋକ ଦାସ):ଯାଜପୁର ଜିଲା ଧର୍ମଶାଳା ବ୍ଲକ୍ ଅନ୍ତର୍ଗତ ତାଳଜଙ୍ଗ ଗ୍ରାମ ନିକଟସ୍ଥ ପାହାଡ଼ରେ ଥିବା ରାମଗଡ଼ ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ତେଣୁ ଏହାର ପୁନରୁଦ୍ଧାର କରିବା ସହ ଏହାକୁ ପର୍ଯ୍ୟଟନସ୍ଥଳୀ ମାନ୍ୟତା ଦେବାକୁ ଜେନାପୁର ଗୋପବନ୍ଧୁ ପ୍ରେସ୍ କ୍ଲବର ସଦସ୍ୟ…
ପାର୍ବଣ ପାଇଁ ବାଦ୍ୟଯନ୍ତ୍ର ନିର୍ମାଣକାରୀ ଉତ୍ସାହିତ
କେନ୍ଦ୍ରାପଡା, ୪ା୧୦ (ଜଗନ୍ନାଥ ଧଳ)ଶ୍ରୀଗଣେଶ ପୂଜାଠାରୁ ପାର୍ବଣ ଋତୁ ଆରମ୍ଭ ହୋଇଛି। ଏହା ମଧ୍ୟରେ ଶ୍ରୀଜୀଉଙ୍କ ଭସାଣି ଉତ୍ସବ ସରିଥିବା ବେଳେ ମା’ ଖୁଦୁରୁକୁଣୀଙ୍କୁ ବିଦାୟ ଦିଆଯାଇଛି। ସେହିପରି ମା’ ଦୁର୍ଗାଙ୍କର ପୂଜା ଉତ୍ସବ ଆଗକୁ ଆସୁଛି। ଏହା ପରେ ଆସନ୍ତା…
ସ୍ଲୋଗାନ୍ରେ ସୀମିତ ସ୍ବଚ୍ଛତା ଅଭିଯାନ
ପଟ୍ଟାମୁଣ୍ଡାଇ,୪ା୧୦ (କଳ୍ପତରୁ ନାୟକ)କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳ ପକ୍ଷରୁ ସହରରେ ସ୍ବଚ୍ଛତା ଅଭିଯାନ ଜାରି ରହିଛି। ସୋମବାର ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ପୌର ପରିଷଦ ପକ୍ଷରୁ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା। ହେଲେ ସହରର ବିଭିନ୍ନ ସ୍ଥାନରେ ଅଳିଆ ଗଦା…
ମୂଳ ଖାତାକୁ ଫେରିଲା ୫. ୭୮ ଡିସିମିଲ ବିକ୍ରି ଜମି
ରାଜନଗର, ୪ା୧୦(ଭାସ୍କର ରାଉତରାୟ)ମୃତ ବ୍ୟକ୍ତିଙ୍କୁ ଜୀବତ ଦର୍ଶାଇ ଭୂତ ବିକିଥିବା ଜମି ଘଟଣାର ରହସ୍ୟ ଉପରୁ ପରଦା ହଟିଛି। କେନ୍ଦ୍ରାପଡ଼ା ଜିଲାପାଳ, ଅତିରିକ୍ତ ଜିଲାପାଳ, ଉପଜିଲାପାଳ, କେନ୍ଦ୍ରାପଡ଼ା ଏସ୍ପିଙ୍କ ଜମି ମାଲିକ ମୃତ ଉପେନ୍ଦ୍ର ଖିଲାରଙ୍କ ଝିଅ ମଞ୍ଜୁଲତା ଖିଲାର ଦ୍ୱାରସ୍ଥ…
ଭଙ୍ଗା ଗୃହ ବାରଣ୍ଡାରେ ଚାଲିଛି ଶିକ୍ଷାଦାନ
ବାଲିଗୁଡା,୪ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ)ସରକାର ସଭିଏ ପଢନ୍ତୁ ଓ ସଭିଏ ବଢନ୍ତୁ ନାରା ଦେଇ ଶିକ୍ଷାକୁ ସାର୍ବଜନୀନ କରି ରାଜକୋଷରୁ କୋଟି କୋଟି ଅର୍ଥ ବ୍ୟୟ ବରାଦ କରୁଥିବା ବେଳେ ଭଙ୍ଗା ଶ୍ରେଣୀ ଗୃହରେ ଚାଲିଛି ଭବିଷ୍ୟତ ଗଢା। ଏହା ଦେଖିବାକୁ ମିଳିଛି…
ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ପ୍ରହସନ
ନୂଆଗାଁ,୪।୧୦(ଧନେଶ୍ୱର ସାହୁ)ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସ୍ବପ୍ନକୁ ସାକାର କରିବା ଉଦ୍ଦେଶ୍ୟରେ ସ୍ବଚ୍ଛ ଭାରତ ଗଠନ କରିବାର ସଂକଳ୍ପ ନେଇଛନ୍ତି ସରକାର । ସେଥିପାଇଁ ଅନେକ ଯୋଜନା ପ୍ରସ୍ତୁତ କରିବା ସହ କର୍ମଚାରୀ ନିୟୋଜିତ କରି ଲକ୍ଷାଧିକ ଟଙ୍କା ଅନୁଦାନ ଦେଉଛନ୍ତି…
ଶୁକଳଗାଡ଼ିଆ ଜଳବିଭାଜିକାରେ ଦୁର୍ନୀତି
ନୟାଗଡ଼,୪।୧୦(ଲୋକନାଥ ମିଶ୍ର)ମୃତ୍ତିକା ସଂରକ୍ଷଣ ବିଭାଗ ପକ୍ଷରୁ ନୟାଗଡ଼ ବ୍ଲକ ଶୁକଳଗାଡ଼ିଆ ମଞ୍ଚେଶ୍ୱର ପୋଖରୀ କାମରେ ୧୮ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଆତ୍ମସାତ୍ ହୋଇଥିବା ଅଭିଯୋଗ ହୋଇଛି ।ଉକ୍ତ କାମ ଜୟ ଜଗନ୍ନାଥ ଜଳ ବିଭାଜିକା ଚମ୍ପତିପୁର କମିଟି ନାଁରେ କରାଯାଇଥିବା ଦର୍ଶାଯାଇଛି ।…
୧୪ ହାତୀ ଚଲାପଥରୁ ୧୦ ଅଚଳ
ଯାଜପୁର,୪ା୧୦(ହର୍ଷବର୍ଦ୍ଧନ ବେହେରା)ରାଜ୍ୟରେ କେତୋଟି ହାତୀ ଚଲାପଥ ବା ଏଲିଫ୍ୟାଣ୍ଟ କରିଡର ରହିଛି, ସେ ନେଇ ଏଯାଏ କୌଣସି ନିର୍ଦ୍ଦିଷ୍ଟ ସୂଚନା ହସ୍ତଗତ ହୋଇ ପାରିନାହିଁ। ବିଭିନ୍ନ ସଂସ୍ଥା ଦ୍ୱାରା ଓଡ଼ିଶାର ହାତୀ ଚଲାପଥଗୁଡିକୁ ଭିନ୍ନ ଭିନ୍ନ ଭାବେ ଚିହ୍ନଟ କରାଯାଇଛି। ଗତ…
୧୧୦ କେଜିର ସାମୁଦ୍ରିକ କଉ ୨୫ ହଜାରରେ ବିକ୍ରି
ଭୋଗରାଇ,୪ା୧୦(ପ୍ରଦୀପ ଦାସ)ପାରାଦ୍ୱୀପ ଗଭୀର ସମୁଦ୍ରରୁ ଏକ ବିରଳ ପ୍ରଜାତିର କଉ ମାଛ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଛି। ଟ୍ରଲର ମାଲିକ ଏହି ମାଛକୁ ଦୀଘା ମୁହାଣ ମାଛ ମାର୍କେଟକୁ ମଙ୍ଗଳବାର ସକାଳେ ବିକ୍ରି ପାଇଁ ଆଣିଥିଲେ। ଦୀଘା ମାଛ ମାର୍କେଟରେ ଉକ୍ତ ମାଛକୁ…
ଅବସର ନେଲେ ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର
କଟକ,୪ା୧୦ (କାର୍ତ୍ତିକ ସାହୁ)ହାଇକୋର୍ଟ ମୁଖ୍ୟ ବିଚାରପତି ଶୁଭାଶିଷ ତାଳପତ୍ର ମଙ୍ଗଳବାର ଅବସର ଗ୍ରହଣ କରିଛନ୍ତି। ହାଇକୋର୍ଟର ବରିଷ୍ଠ ବିଚାରପତି ଡ. ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ବୁଧବାରଠାରୁ କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିବେ। ଭାରତ ସରକାରଙ୍କ ଆଇନ ଓ ନ୍ୟାୟ…
ସଞ୍ଜୟ ସିଂଙ୍କ ବାସଭବନରେ ଇଡି
ନୂଆଦିଲ୍ଲୀ,୪।୧୦: ଆମ ଆଦମୀ ପାର୍ଟି (ଏଏପି) ଏମ୍ପି ସଞ୍ଜୟ ସିଂଙ୍କ ଘରେ ବୁଧବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ପହଞ୍ଚିଛି। ଇଡି ଟିମ ଦ୍ୱାରା ଏଏପି ନେତାଙ୍କ ବାସଭବନରେ ସର୍ଚ୍ଚ ଅପରେଶନ ଚାଲିଛି। ସଞ୍ଜୟ ସିଂ ନିଜେ ଖବରଦାତାମାନଙ୍କୁ ଏ ବିଷୟରେ ସୂଚନା ଦେଇଛନ୍ତି।…
Archives


