Home

ଘରେ ଘରେ ଶଙ୍ଖ ପହଞ୍ଚାଇବାକୁ ନବୀନଙ୍କ ଆହ୍ବାନ

ଭୁବନେଶ୍ୱର,୫ା୯(ଅନିଲ ଦାସ):ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କଲେଣି। ତୃଣମୂଳ ସଙ୍ଗଠନକୁ ସୁଦୃଢ଼ କରିବା ସହ ସ୍ଥାନୀୟ ଟାଣୁଆ ନେତାଙ୍କୁ ନିଜ ସପକ୍ଷରେ ନେବାକୁ କସରତ ମଧ୍ୟ ଆରମ୍ଭ…

ଆଉ ୩ ଚାଇନା ନାଗରିକଙ୍କ ବିରୋଧରେ ଏଲ୍‌ଓସି

ଭୁବନେଶ୍ୱର,୫ା୮(ସତ୍ୟଜିତ୍‌ ରାଉତ):ଦେଶର ବଡ଼ ଶିଳ୍ପପତି, କ୍ରୀଡ଼ାବିତ୍‌ ଓ ଅଭିନେତାଙ୍କ ଫଟୋ ବ୍ୟବହାର କରି ଅନ୍‌ଲାଇନ୍‌ ପୋଞ୍ଜି ସ୍କାମ୍‌ ମାମଲାରେ ଓଡ଼ିଶା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଅଧିକ ତଦନ୍ତ ଚଳାଇଛି। ଏହି ମାମଲାରେ ଚାଇନା ମାଷ୍ଟରମାଇଣ୍ଡ ଗୁଆଁହୁଆ ୱାଙ୍ଗ୍‌ଙ୍କ ବିରୋଧରେ…

ମେଟା ସହ ‘ଶିକ୍ଷାରୁ ଉଦ୍ୟମିତା’ ଇନିସିଏଟିଭର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୫ା୯(ସୁନିତ୍‌ ମିଶ୍ର):କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀଠାରେ ଶିକ୍ଷା ମନ୍ତ୍ରଣାଳୟ, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରଣାଳୟ ଓ ଅଗ୍ରଣୀ ଟେକ୍ନୋଲୋଜି କମ୍ପାନୀ ମେଟା ମଧ୍ୟରେ ୩ ବର୍ଷିଆ ସହଭାଗିତା ‘ଶିକ୍ଷାରୁ ଉଦ୍ୟମିତା: ଏକ ପିଢ଼ିର ଛାତ୍ରୀଛାତ୍ର, ଶିକ୍ଷକ ଏବଂ…

ଯୁକ୍ତ୩: ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ଆବେଦନ ଆରମ୍ଭ

ଭୁବନେଶ୍ୱର, ୫ା୯(ଅସମାପିକା ସାହୁ):୨୦୨୩-୨୪ ଶିକ୍ଷାବର୍ଷରେ ଯୁକ୍ତ୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ସୋମବାରଠାରୁ ଆବେଦନ ଆରମ୍ଭ ହୋଇଛି। ଏହା ୧୩ ତାରିଖ ରାତି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ। ୨୨ତାରିଖ ଅପରାହ୍ନ ୧୨ଟାରେ ମେଧା ତାଲିକା ପ୍ରକାଶ ପାଇବ। ମନୋନୀତ ଛାତ୍ରୀଛାତ୍ର…

ଲଘୁଚାପ: ୮ ଯାଏ ବର୍ଷା ସମ୍ଭାବନା

ଭୁବନେଶ୍ୱର,୫ା୯(ଅନିଲ ଦାସ):ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏହା ଲଘୁଚାପରେ ପରିଣତ ହୋଇପାରେ। ଏହା ପ୍ରଭାବରେ ଆଗାମୀ ୨ ଦିନ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ଅନୁମାନ କରାଯାଇଛି। ଲଘୁଚାପ ପ୍ରଭାବରେ…

ଶ୍ରୀମନ୍ଦିରରେ ରାହୁରେଖା ଲାଗି

ପୁରୀ, ୫ା୯(ଅଜିତ ମହାନ୍ତି):ଭାଦ୍ରବ ମାସ କୃଷ୍ଣପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ଶ୍ରୀବିଗ୍ରହମାନଙ୍କ ସୁନା ରାହୁରେଖା ଲାଗି ନୀତି ସମ୍ପନ୍ନ ହୋଇଛି। ମହାପ୍ରଭୁଙ୍କ ବିଭିନ୍ନ ଗୁପ୍ତ ନୀତି ମଧ୍ୟରୁ ଏହି ନୀତି ଅନ୍ୟତମ। ଦଇତାପତି ସେବକମାନେ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ରାହୁରେଖା…

ମାନବର ପ୍ରଥମ ବିବର୍ତ୍ତନ ୟୁରୋପରେ ହୋଇଥିଲା

ଟରୋଣ୍ଟୋ,୫ା୯:ମାନବର ବିବର୍ତ୍ତନ ପ୍ରଥମେ ଆଫ୍ରିକାରେ ନୁହେଁ ବରଂ ୟୁରୋପରେ ହୋଇଥିଲା ବୋଲି ନୂଆ ସର୍ଭେରୁ ଜଣାପଡ଼ିଛି। ଯଦି ଏହି ସର୍ଭେ କଥା ସତ ହୁଏ, ତେବେ ଏକଥା କୁହାଯାଇପାରିବ ମାଙ୍କଡ଼ରୁ ମଣିଷର କ୍ରମ ବିବର୍ତ୍ତନ ପ୍ରଥମେ ୟୁରୋପରୁ ଆରମ୍ଭ ହୋଇଥିଲା। ସେହି…

ଭାଜପା ସମ୍ପତ୍ତି ୨୧% ବୃଦ୍ଧି

ନୂଆଦିଲ୍ଲୀ, ୫ା୯ (ପି.ଟି.):୮ଟି ଜାତୀୟ ରାଜନୈତିକ ଦଳ ୨୦୨୧-୨୨ ଆର୍ଥିକ ବର୍ଷ ଲାଗି ସେମାନଙ୍କ ସମ୍ପତ୍ତି ୮,୮୨୯ କୋଟି ୧୬ ଲକ୍ଷ ଟଙ୍କା ବୋଲି ଘୋଷଣା କରିଛନ୍ତି। ୨୦୨୦-୨୧ରେ ଏହି ପରିମାଣ ୭,୨୯୭ କୋଟି ୬୨ ଲକ୍ଷ ଥିଲା। ଆସୋସିଏଶନ ଅଫ୍‌…

ଗୁରୁ ଦିବସର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୫।୯: ଭାରତର ପୂର୍ବତନ ରାଷ୍ଟପତି ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମବାର୍ଷିକୀ। ଏହି ଦିନକୁ ସାରା ଦେଶରେ ଗୁରୁ ଦିବସ ଭାବରେ ପାଳନ କରାଯାଏ। ଏହି ଅବସରରେ ପ୍ରଧାନେମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଗୁରୁ ଦିବସର ଶୁଭେଚ୍ଛା ଜଣାଇଛନ୍ତି। ଏକ୍ସ ଜରିଆରେ ସେ କହିଛନ୍ତି,…

ଛଅ ଆଫ୍ରିକୀୟ ଦେଶକୁ ଖୁବଶୀଘ୍ର ମାଗଣା ଶସ୍ୟ ଯୋଗାଇବେ ରୁଷିଆ ରାଷ୍ଟ୍ରପତି

ମସ୍କୋ,୫।୯: ରୁଷିଆ ଖୁବଶୀଘ୍ର ୬ଟି ଆଫ୍ରିକୀୟ ଦେଶକୁ ମାଗଣା ଶସ୍ୟ ଯୋଗାଇ ଦେବ ବୋଲି ଜଣାପଡିଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନଙ୍କୁ କହିଛନ୍ତି ଯେ ରୁଷ୍ରିା ଏକ ବ୍ଲାକ ସି ଶସ୍ୟ ଚୁକ୍ତି ପାଇଁ ପ୍ରସ୍ତୁତ, କିନ୍ତୁ…

୩୭ ହଜାର ଏଲିୟନ ପ୍ରଜାତି ମାନବ-ପ୍ରକୃତି ପାଇଁ ବିପଦ, ପ୍ରତିବର୍ଷ ୪୨୩ ଅରବ ଡଲାର କ୍ଷତି

ଓ୍ବାଶିଂଟନ,୫।୯: ଏକ ରିପୋର୍ଟରୁ ଜଣାପଡିଛି ଯେ ବିଦେଶୀ ପ୍ରଜାତିଗୁଡିକ (ପ୍ରଜାତିଗୁଡିକ ସ୍ଥାନୀୟ ନୁହଁନ୍ତି ଏବଂ ବିଭିନ୍ନ ଉପାୟରେ ନୂତନ ସ୍ଥାନରେ ପହଞ୍ଚିଛନ୍ତି) ପୃଥିବୀର ଜୈବ ବିବିଧତା ପାଇଁ ବ୍ୟାପକ କ୍ଷତି ଘଟାଇଛି। ପରିସ୍ଥିତି ଏପରି ଯେ ଏହି ବିଦେଶୀ ପ୍ରଜାତି ଯୋଗୁଁ…

ଭାରତର ପ୍ରଥମ ମହିଳା ଶିକ୍ଷୟତ୍ରୀ କିଏ ଜାଣନ୍ତି

ଜୀବନର ସର୍ବଶ୍ରେଷ୍ଠ ପୁସ୍ତକ ହେଉଛି ଶିକ୍ଷକ। ଶିକ୍ଷକ କେବଳ ପୁସ୍ତକ ଜ୍ଞାନ ନୁହେଁ ବରଂ ପ୍ରତ୍ୟେକ ଅସ୍ତିତ୍ୱ ସହିତ ଜୀବନରେ ଏକତା ଏବଂ ପରିଚୟ ଚିହ୍ନିବାରେ ସାହାଯ୍ୟ କରନ୍ତି। ଯେତେବେଳେ ବି ସମାଜରେ ଜଣେ ଶିକ୍ଷକଙ୍କ କଥା ଉଠେ, ସେତେବେଳେ ସାବିତ୍ରୀବାଇ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri