ଏକ ଦେଶ ଏକ ନିର୍ବାଚନ କମିଟିରେ ଶାହା, ଅଧିର ରଞ୍ଜନଙ୍କ ସମେତ ୮ ସଦସ୍ୟ…
ନୂଆଦିଲ୍ଲୀ,୨।୯ :ଏକ ଦେଶ ଏକ ନିର୍ବାଚନ ସମ୍ପର୍କରେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନେତୃତ୍ୱରେ କମିଟିର ସଦସ୍ୟମାନଙ୍କୁ ଆଇନ ମନ୍ତ୍ରଣାଳୟ ଘୋଷଣା କରିଛି। ଏହା ଏକ ୮ ଜଣିଆ ସଦସ୍ୟଙ୍କ ମଧ୍ୟରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କଂଗ୍ରେସ ଏମପି ଅଧୀର…
ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ
ଭୁବନେଶ୍ୱର,୨ା୯(ଅନିଲ ଦାସ): ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶନିବାର ପରଲୋକ ଘଟିଛି। ସେ ଅସୁସ୍ଥ ଥିବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି। ସୂର୍ଯ୍ୟ ୧୯୪୮ ଡିସେମ୍ବର ୨୪ରେ ଜନ୍ମଗ୍ରହଣ କରିଥିଲେ। ମୃତ୍ୟୁବେଳକୁ ତାଙ୍କୁ…
ବିନା ଏନ୍ଓସିରେ ଚାଲିଛି ପେଟ୍ରୋଲ ପମ୍ପ୍, ୨୨ ପମ୍ପ୍କୁ ନୋଟିସ୍
କେନ୍ଦୁଝର,୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଭାରତୀୟ ଜାତୀୟ ରାଜପଥ ପ୍ରାଧୀକରଣ (ଏନ୍ଏଚ୍ଏଆଇ) ପକ୍ଷରୁ ଜାରି କରାଯାଇଥିବା ଗାଇଡ୍ଲାଇନ୍କୁ କେନ୍ଦୁଝର ଜିଲାରେ ଅନେକ ପେଟ୍ରୋଲ ପମ୍ପ୍ ମାଲିକ ମାନୁନାହାନ୍ତି। ଫଳରେ ଏନ୍ଏଚ୍ରେ ଟ୍ରାଫିକ ଜାମ୍ ଓ ଦୁର୍ଘଟଣା ବଢୁଥିବା ଅଭିଯୋଗ ହେଉଛି। ଏନ୍ଓସି ନ…
ପାକିସ୍ତାନକୁ ୨୬୭ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ…
କାଣ୍ଡି,୨।୯ : ଏସିଆ କପର ତୃତୀୟ ମ୍ୟାଚରେ ଶ୍ରୀଲଙ୍କାର କାଣ୍ଡିର ପଲେକଲେ ଇଣ୍ଟରନ୍ୟାଶନାଲ କ୍ରିକେଟ ଷ୍ଟାଡିୟମରେ ଭାରତ ପାକିସ୍ତାନ ମୁହାଁମୁହିଁ ହୋଇଛନ୍ତି। ଗ୍ରୁପ ଏରେ ଭାରତ ନିଜର ପ୍ରଥମ ମ୍ୟାଚରେ ୪୮.୫ ଓଭରରେ ୧୦ ଓ୍ବିକେଟ ହରାଇ ୨୬୬ ରନ କରିଛି।…
ଫଟୋଗ୍ରାଫରଙ୍କ ଉପରେ ରାଗିଗଲେ ଶାହିଦ
ମୁମ୍ବାଇ: ବଲିଉଡ୍ର ସେଲିବ୍ରିଟିମାନେ ଯେଉଁଆଡ଼େ ଯାଆନ୍ତି, ଫଟୋଗ୍ରାଫରମାନେ ତାଙ୍କ ପଛରେ ପଡ଼ିଯାନ୍ତି। କିଛି ସେଲିବ୍ରିଟି ଶାନ୍ତ ଭାବରେ ଫଟୋଗ୍ରାଫରଙ୍କୁ ଫଟୋ ପାଇଁ ପୋଜ୍ ଦେଇଥାନ୍ତି। ବେଳେବେଳେ କିଛି ସେଲିବ୍ରିଟି ଖୁବ୍ ରାଗିଯାନ୍ତ। ନିକଟରେ ଭୂମି ପେଡନେକର ଫଟେଗ୍ରାଫରଙ୍କ ଉପରେ ରାଗି ଥିବା…
ଦେଶରେ ୨୦୮୦ ସୁଦ୍ଧା ଭୂତଳ ଜଳ ପରିମାଣରେ ୩ ଗୁଣା ହ୍ରାସ ହେବା ଆଶଙ୍କା…
ନୂଆଦିଲ୍ଲୀ,୨।୯ : ଯଦି ଭୂତଳ ଜଳ ଉତ୍ତୋଳନ ଜାରି ରଖନ୍ତି, ତେବେ ୨୦୮୦ସୁଦ୍ଧା ହ୍ରାସ ହାର ତିନିଗୁଣ ହୋଇପାରେ, ଯାହା ଦେଶର ଖାଦ୍ୟ ଏବଂ ଜଳ ନିରାପତ୍ତା ପାଇଁ ବିପଦ ହୋଇପାରେ। ଏକ ଅଧ୍ୟୟନରେ ଏହା ପ୍ରକାଶ ପାଇଛି। ଆମେରିକାର ମିସିଗାନ…
ଆମେରିକା-ଦକ୍ଷିଣ କୋରିଆ ମିଳିତ ସମରାଭ୍ୟାସ ଦେଖି କିମ୍ ଛାନିଆ, ସମୁଦ୍ରକୁ ନିକ୍ଷେପ କଲେ କ୍ରୁଜ୍ କ୍ଷେପଣାସ୍ତ୍ର
ସିଓଲ,୨ା୯: ଆମେରିକା ଏବଂ ଦକ୍ଷିଣ କୋରିଆ ସୈନ୍ୟବାହିନୀର ମିଳିତ ସାମରିକ ଅଭ୍ୟାସର ଜବାବରେ ଉତ୍ତର କୋରିଆ ଶନିବାର ସମୁଦ୍ରରେ ଅନେକ କ୍ରୁଜ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ଦକ୍ଷିଣ କୋରିଆ ସେନା କହିଛି। ଦକ୍ଷିଣ କୋରିଆର ଯୁଗ୍ମ ମୁଖ୍ୟମାନେ ଏକ ବିବୃତ୍ତିରେ କହିଛନ୍ତି…
ଗାଈଗୋଠକୁ ମାରିଲା ବିଜୁଳି, ଚାଲିଗଲା ୨ ଗୋରୁଙ୍କ ଜୀବନ, ୩ ଆହତ
କୋଟଗଡ଼,୨ା୯(ସରୋଜ ବଳିୟାରସିଂ): କୋଟଗଡ଼ ବ୍ଲକ ଜୁଡ଼ାବାଲି ପାଞ୍ଚାୟତର ଶ୍ରାଳିଗୁଡାର ରାଶିଫୁଲ ବାରିକଙ୍କ ବଜ୍ରପାତରେ ଦୁଇ ଗୋରୁଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଗୁରୁତର ହୋଇଛନ୍ତି। ଶନିବାର ଅପରାହ୍ନରେ ପ୍ରବଳ ଘଡ଼ଘଡ଼ି ସହ ବର୍ଷା ହୋଇଥିଲା। ଏହି ସମୟ ପଡ଼ିଆରେ ଚରୁଥିବା ଗାଈଗୋଠକୁ…
ଡିଜିଟାଲ ଡିସ୍ପେନସାରୀ କର୍ମଚାରୀଙ୍କୁ ଛଟେଇ, ପୁନଃ ନିଯୁକ୍ତି ଦାବି
କେନ୍ଦୁଝର,୨ା୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚାଲିଥିବା ଡିଜିଟାଲ ଡିସ୍ପେନସାରୀରେ କାମ କରୁଥିବା କର୍ମଚାରୀ ଏଏନ୍ଏମ ଏବଂ ଏଲ୍ଟିମାନଙ୍କୁ କାମରୁ ଛଟେଇ କରି ଦିଆଯାଇଥିବାରୁ ଏହାର ପ୍ରତିବାଦରେ ସେମାନେ ଶନିବାର ଜିଲାପାଳଙ୍କୁ ଲିଖିତ ଅଭିଯୋଗ ଜଣାଇ ନ୍ୟାୟ ଦାବି କରିଛନ୍ତି। ଉକ୍ତ…
ଇଲୋକ୍ଟ୍ରନିକ୍ସ ବର୍ଜ୍ୟ ପାଲଟିଛି ଏକ ଆହ୍ବାନ…
ନୂଆଦିଲ୍ଲୀ,୨।୯ : ଆଜିକାଲି ଦେଶର ଘରେ ଘରେ ଖରାପ ଏବଂ ଅଦରକାରୀ ଇଲେକ୍ଟ୍ରୋନିକ ସାମଗ୍ରୀର ସଂଖ୍ୟା ବଢ଼ିବାରେ ଲାଗିଛି। ସ୍ମାର୍ଟଫୋନ, କମ୍ପ୍ୟୁଟର ଏବଂ ଲାପଟପ ସହିତ ପ୍ରାୟ ୨୦.୬ କୋଟି ଇଲେକ୍ଟ୍ରୋନିକ ଜିନିଷ ଘରେ ପଡ଼ି ରହିଛି। ଇଣ୍ଡିଆନ ସେଲୁଲାର୍ ଏବଂ…
ଚମକିଲା ରିଦ୍ଧିଙ୍କ ଭାଗ୍ୟ, ପୁଣି ଶାହାରୁଖଙ୍କ ସହ କରିବେ କାମ
ବମ୍ବେ: ଚମକିଛି ଟେଲି ପରଦାର ଲୋକପ୍ରିୟ ଅଭିନେତ୍ରୀ ରିଦ୍ଧି ଡୋଗରାଙ୍କ ଭାଗ୍ୟ। ତାଙ୍କ ଅଭିନୟର ପ୍ରଶଂସାରେ ଶତମୁଖ ହୋଇଛନ୍ତି ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍। କିଙ୍ଗଖାନ୍ଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଯବାନ’ରେ ମା’ ଭୂମିକାରେ ନଜର ଆସିବେ ସେ। ବୟସ କମ୍…
୫ ଲକ୍ଷ ଲୋକଙ୍କୁ ହତ୍ୟା ପାଇଁ ଯୋଜନା କରିଥିଲେ ଏହି ମହିଳା, ସବୁ ବିଗାଡ଼ିଲା ଟାଟୁ, ଜାଣନ୍ତୁ କେମିତି…
ଦୁନିଆରେ ଅନେକ ପ୍ରକାରର ଲୋକଙ୍କ ବିଷୟରେ ଜାଣିଥିବେ। କିଏ ଅର୍ଥ ବଳରେ ନାଁ କରିବାକୁ ଚାହାନ୍ତି ତ କିଏ ଗୀତ ଗାଇ ପ୍ରସିଦ୍ଧ ହେବା ପାଇଁ ଚାହିଁଥାନ୍ତି। କିନ୍ତୁ କିଛି ପାଗଳ ଲୋକ ଅନ୍ୟମାନଙ୍କୁ ଆଘାତ କରି ନାଁ କମାଇବା ପାଇଁ…
Archives


