Home Middle

ମାସକରେ ୨୧ ଡାକ୍ତରଙ୍କ ବଦଳି, ନିଯୁକ୍ତି ନାହିଁ

ବ୍ରହ୍ମପୁର ଅଫିସ,୨୪।୪: ଦକ୍ଷିଣ ଓଡ଼ିଶାର ପ୍ରମୁଖ ଚିକିତ୍ସାଳୟ ମହାରାଜା କୃଷ୍ଣଚନ୍ଦ୍ର ଗଜପତି (ଏମ୍‌କେସିଜି) ମେଡିକାଲ କଲେଜ ଲଗାତାର ସରକାରୀ ଅବହେଳାର ଶିକାର ହେଉଛି। ଏଠାରୁ ଅଭିଜ୍ଞ ଡାକ୍ତରମାନଙ୍କୁ ଅନ୍ୟତ୍ର ବଦଳି କରି ନିଆଯାଉଛି। କିନ୍ତୁ ତାଙ୍କ ସ୍ଥାନରେ ଆବଶ୍ୟକ ଡାକ୍ତର ନିଯୁକ୍ତି…

ଚାପରେ ସେନା ପକ୍ଷରୁ ଇଫତାର ପାର୍ଟି ପୋଷ୍ଟ ଡିଲିଟ୍‌ କରାଗଲା…

ଶ୍ରୀନଗର, ୨୪।୪ : ଦେଶରେ ମୌଳବାଦୀମାନଙ୍କର ପ୍ରାଧାନ୍ୟ ବଢ଼ିବାରେ ଲାଗିଛି। ମୌଳବାଦୀ ଗୋଷ୍ଠୀଙ୍କ ଚାପରେ ଭାରତୀୟ ସେନା ପକ୍ଷରୁ ଆୟୋଜିତ ହୋଇଥିବା ରୋଜା ଇଫତାର ପାର୍ଟି ପୋଷ୍ଟକୁ ସୋସିଆଲ ମିଡ଼ିଆରୁ ଡିଲିଟ କରାଯାଇଛି। ସେନା ଏଭଳି କରିବାsକୁ ବାଧ୍ୟ ହୋଇଥିବା କୁହାଯାଉଛି।…

ବିନା ଏଷ୍ଟିମେଟରେ ଚାଲିଛି ପକ୍କାଗୃହ ନିର୍ମାଣ

ବାରିପଦା ଅଫିସ,୨୪।୪: ମୟୂରଭଞ୍ଜ ଜିଲା ପୂର୍ତ୍ତବିଭାଗ ଅଧୀନରେ ହେଉଥିବା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ମନମୁଖି ଭାବେ ଚାଲିଛି। ବିନା ଏଷ୍ଟିମେଟରେ ଲକ୍ଷ ଲକ୍ଷ ଟଙ୍କାର କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଛି। ନିର୍ମାଣାଧିନ ଏକ ଅଫିସ ଗୃହ କାର୍ଯ୍ୟ ବିନା ଟେଣ୍ଡରରେ…

ଆମେରିକାକୁ ନଷ୍ଟ କରୁଛନ୍ତି ବାଇଡେନ୍‌, ଅଭିଯୋଗ ଆଣିଲେ ଟ୍ରମ୍ପ୍‌…

ଓ୍ବାଶିଂଟନ, ୨୪।୪ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ନଷ୍ଟ କରୁଛନ୍ତି। ଏନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଡେମୋକ୍ରାଟ୍ସ ଏବଂ ଆମେରିକାର ରାଷ୍ଟ୍ରପତି ବିଡେନଙ୍କ ପ୍ରଶାସନ ଆମେରିକାକୁ ଧ୍ୱଂସ କରୁଛି।…

ସରକାର ଜାଣିଶୁଣି କରୁଛନ୍ତି ଲାଉଡସ୍ପିକର-ହନୁମାନ ଚାଳିସା ରାଜନୀତି…

ମୁମ୍ବାଇ, ୨୪।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦ ସରକାର ଜାଣିଶୁଣି ଲାଉଡସ୍ପିକର ଏବଂ ହନୁମାନ ଚାଳିସା ରାଜନୀତି କରୁଛନ୍ତି। ଦେଶରେ ଦରଦାମ୍‌ ବୃଦ୍ଧି ଏବଂ ବେରୋଜଗାରୀ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବା ଲାଗି ଏଭଳି କରାଯାଉଥିବା ଶିବସେନା ଏମ୍‌ପି…

ଘନେଇଲା ସଙ୍କଟ ଦୈନିକ ସଂକ୍ରମଣ-ମୃତ୍ୟୁ ସଂଖ୍ୟା ଉପର ମୁହାଁ…

ନୂଆଦିଲ୍ଲୀ, ୨୪।୪ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ପୁଣି ବଢୁଛି। ଗତ ୨୪ ଘଣ୍ଟାରେ ଦୈନିକ ସଂକ୍ରମଣ ୨ ହଜାର ୫୯୩ ରେ ପହଞ୍ଚିଛି। ସେହିପରି ଗତ ୨୪ ଘଣ୍ଟାରେ…

୨୦୨୪ ପାଇଁ ବିଜେଡିର ରଣନୀତି

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡିକୁ ବିପୁଳ ଜନସମର୍ଥନ ମିଳିଛି। ଆସନ୍ତା ୨୦୨୪ରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ। ପଞ୍ଚାୟତ ଓ ପୌର ନିର୍ବାଚନ ଭଳି ବିଧାନସଭା ଓ ଲୋକ ସଭା ନିର୍ବାଚନରେ ଦଳ କିପରି କ୍ଲିନ୍‌ ସୁଇପ୍‌…

ଟିଭି ଚ୍ୟାନେଲ ଉପରେ ସରକାରୀ କଟକଣା

ନୂଆଦିଲ୍ଲୀ,୨୪।୪ (ପି.ଟି.): ୟୁକ୍ରେନ୍‌-ରୁଷିଆ ଯୁଦ୍ଧ ଏବଂ ଦିଲ୍ଲୀ ଦଙ୍ଗାକୁ ନେଇ ଘରୋଇ ଟିଭି ଚ୍ୟାନେଲଗୁଡ଼ିକରେ ପ୍ରସାରିତ କେତେକ ବିତର୍କରେ ଉତ୍ତେଜକ ତଥା ସାମାଜିକ ଦୃଷ୍ଟିରୁ ଗ୍ରହଣଯୋଗ୍ୟ ହୋଇ ନ ଥିବା ଭାଷା ବ୍ୟବହାର କରାଯାଇଥିବା ଦେଖାଯାଇଛି। ଏଥିସହ ବିତର୍କକୁ ‘ପରମାଣୁ ପୁଟିନ୍‌’…

ତ୍ୱରିତ ନ୍ୟାୟ ପ୍ରକୃତ ନ୍ୟାୟକୁ କ୍ଷତି ପହଞ୍ଚାଏ…

ନୂଆଦିଲ୍ଲୀ, ୨୩।୪ : ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ଓ ବିଶ୍ୱାସ ରହିଛି। ଏପରିସ୍ଥଳେ କେତେକେ ତ୍ୱରିତ ନ୍ୟାୟ ପାଇଁ ଆଶା ରଖିଥାନ୍ତି। କିନ୍ତୁ ତ୍ୱରିତ ନ୍ୟାୟ ପ୍ରକୃତ ନ୍ୟାୟକୁ କ୍ଷତି ପହଞ୍ଚାଇଥାଏ ବୋଲୀ ସୁପ୍ରିମ୍‌କୋର୍ଟ ପ୍ରଧାନ ବିଚାରପତି…

ଇମ୍ରାନ ଏବଂ ତାଙ୍କ ସ୍ତ୍ରୀ ଟଙ୍କାଟିଏ ନ ଦେଇ ରଖିଥିଲେ ୫୨ଟି ବିଦେଶୀ ଉପହାର

ଇସଲାମାବାଦ,୨୩ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ଏବଂ ତାଙ୍କ ସ୍ତ୍ରୀ ବୁଶ୍‌ରା ବିବି ବିଭିନ୍ନ ଦେଶରେ ୧୪.୨ ମିଲିୟନରୁ ଅଧିକ ମୂଲ୍ୟର ୧୧୨ଟି ମୂଲ୍ୟବାନ ଉପହାର ରଖିଛନ୍ତି। ଏକ ରିପୋର୍ଟ ଅନୁଯାୟୀ, ଏହି ଉପହାରଗୁଡ଼ିକ ବିନା ମୂଲ୍ୟରେ ରଖାଯାଇଥିଲା କିମ୍ବା…

ଏସ୍‌ଆର୍‌ଏଚ୍‌ର ସହଜ ବିଜୟ…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ସହଜ ବିଜୟ ହାସଲ କରିଛି। ବିଜୟ ପାଇଁ ଆବଶ୍ୟକ ୬୯ ରନ୍‌ର ପିଛା କରି ଏସ୍‌ଆର୍‌ଏଚ୍‌ ୮ ଓଭରରେ…

ଆର୍‌ସିବିର ବ୍ୟାଟିଂ ବିପର୍ଯ୍ୟୟ, ଏସ୍‌ଆର୍‌ଏଚ୍‌ ପାଇଁ ବିଜୟ ଲକ୍ଷ୍ୟ ୬୯…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌ (ଏସ୍‌ଆର୍‌ଏଚ୍‌) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?