ଆମେରିକାକୁ ନଷ୍ଟ କରୁଛନ୍ତି ବାଇଡେନ୍‌, ଅଭିଯୋଗ ଆଣିଲେ ଟ୍ରମ୍ପ୍‌…

ଓ୍ବାଶିଂଟନ, ୨୪।୪ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଦେଶକୁ ନଷ୍ଟ କରୁଛନ୍ତି। ଏନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅଭିଯୋଗ କରିଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଡେମୋକ୍ରାଟ୍ସ ଏବଂ ଆମେରିକାର ରାଷ୍ଟ୍ରପତି ବିଡେନଙ୍କ ପ୍ରଶାସନ ଆମେରିକାକୁ ଧ୍ୱଂସ କରୁଛି। ଓହିଓଠାରେ ଏକ ରାଲିରେ ଟ୍ରମ୍ପ ଏଭଳି କହିଛନ୍ତି। ସତ୍ୟ ଏହା ହେଉଛି ଯେ ନିର୍ବାଚନରେ ଅନୈତିକ ଉପାୟ ଅବଲମ୍ବନ କରାଯାଇଥିଲା। ବର୍ତ୍ତମାନ ଆମ ଦେଶକୁ ନଷ୍ଟ କରାଯାଉଛି।

ବର୍ତ୍ତମାନର ରାଷ୍ଟ୍ରପତି ବାଇଡେନଙ୍କୁ କିଛି ଜଣା ନାହିଁ। ଦେଶରେ କଣ ହେଉଛି ତାହା ତାଙ୍କୁ ଅଜଣା। ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଆମେରିକାରେ ବାଇଡେନ୍‌ ଦେଶକୁ ନଷ୍ଟ କରୁଥିବାବେଳେ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ପରମାଣୁ ଅସ୍ତ୍ରଶସ୍ତ୍ର ବିଷୟରେ ଧମକ ଦେବା ଏବଂ ବିଶ୍ୱକୁ ଧ୍ୱଂସ କରିବା ବ୍ୟତୀତ ଅନ୍ୟ କିଛି କରୁନାହାଁନ୍ତି।

ସେ କହିଛନ୍ତି ଯେ ପେଟ୍ରୋଲ ଦର ବୃଦ୍ଧି ଏବଂ ଆମେରିକାରେ ରେକର୍ଡସ୍ତରର ମୁଦ୍ରାସ୍ଫୀତି ପାଇଁ ବର୍ତ୍ତମାନର ବାଇଡେନ୍‌ ସରକାର ଦାୟୀ। କିଛି ଦିନ ପୂର୍ବେ ଟ୍ରମ୍ପ କହିଥିଲେ ଯେ ସେ ପୁଣିଥରେ ରାଷ୍ଟ୍ରପତି ପ୍ରାର୍ଥୀ ହୋଇପାରିବେ। ତେବେ ଏପର୍ଯ୍ୟନ୍ତ ଏ ସମ୍ପର୍କରେ ସେ କୌଣସି ଘୋଷଣା କରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନାର ନୂଆ ରୂପକୁ ନେଇ ଭୟ କରିବାର ନାହିଁ: ଡବ୍ଲୁଏଚଓ

ଲଣ୍ଡନ,୨୧ ।୧୨: ବ୍ରିଟେନରେ କରୋନା ଭାଇରସର ନୂଆ ରୂପ ସାମ୍ନାକୁ ଆସିବା ପରେ ଭୟଭୀତ ହୋଇଯାଇଛି ସାରା ବିଶ୍ୱ । ଏମିତିକି ପାଖାପାଖି ୩୦ଟି ଦେଶ...

୯/୧୧ ଭଳି ଆକ୍ରମଣ ପାଇଁ ପାକ୍‌ର ଷଡ଼ଯନ୍ତ୍ର

ନୂଆଦିଲ୍ଲୀ/ଇସ୍‌ଲାମାବାଦ, ୧୮ା୫(ଆଇଏଏନ୍‌ଏସ୍‌): ପାକିସ୍ତାନ ପାଶ୍ଚାତ୍ୟ ଦେଶଗୁଡ଼ିକ ବିରୋଧରେ ୯/୧୧ ଆକ୍ରମଣ ଭଳି ଆଉ ଏକ ଷଡ଼ଯନ୍ତ୍ର ରଚୁଛି। ପାକିସ୍ତାନ ସମର୍ଥତ୍ତ ହକ୍କାନି ନେଟ୍‌ଓ୍ବର୍କ (ଏଚ୍‌କ୍ୟୁଏନ୍‌) ଇସ୍‌ଲାମିକ୍‌...

ମିଳିଲା ୨୫୦୦ ବର୍ଷ ପୁରୁଣା ୩୦ ବହି

ଏଥେନ୍ସ୍‌,୧୨।୨: ଗୀସ୍‌ର ଏଥେନ୍ସ୍‌ରୁ ୨୫୦୦ ବର୍ଷ ପୁରୁଣା ୩୦ଟି ବହି ମିଳିଛି। ସ୍ଥାନୀୟ ଏକ ୩୦ଫୁଟର କୂଅ ମଧ୍ୟରେ ଏଗୁଡ଼ିକ ରହିଥିଲା।  ଏଥିରେ ଅନ୍ୟକୁ କିିଭଳି...

ଭାରତକୁ ଧମକ ଦେଉଛି ଚାଇନା ଗଣମାଧ୍ୟମ!

ବେଜିଂ,୧।୯: ଭାରତ-ଚାଇନା ସୀମା ବିବାଦ ବେଳକୁ ବେଳ ବଢିବାରେ ଲାଗିଛି। ତେବେ ଏହାକୁ କମ୍‌ କରିବାକୁ ବ୍ରିଗେଡ କମାଣ୍ଡର ସ୍ତରରେ ଆଲୋଚନା କରାଯାଉଛି। ଅନୁମାନ କରାଯାଉଛି...

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କୁ ହତ୍ୟା

ଇସଲାମାବାଦ୍‌,୨୨।୩: ପାକିସ୍ତାନ ସୁକୁର ରୋହିରରେ ଜଣେ ହିନ୍ଦୁ ଯୁବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତ ଯୁବତୀଙ୍କ ନାମ ପୂଜା ଓଏଡ୍‌ ଓ ଘର ସିନ୍ଧରେ।...

ଜାଣିଶୁଣି ବଡ଼ ଭୁଲ୍‌…

କ୍ୱିଭ୍‌/ଓ୍ବାଶିଂଟନ/ମସ୍କୋ, ୫।୩ : ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଜାଣିଶୁଣି ବଡ଼ ଭୁଲ୍‌ କରିଦେଇଥିବା ନେଇ ଏବେ ଚର୍ଚ୍ଚା ହେଉଛି। ନାଟୋ ଏବଂ ରୁଷିଆ ମଧ୍ୟରେ...

ଉଇଗର ମୁସଲମାନ୍‌ଙ୍କୁ ଶୋଷଣ: ଆମେରିକା କଳା ତାଲିକାରେ ୨୮ ଚାଇନା କମ୍ପାନୀ

ଓ୍ବାଶିଂଟନ,୮।୧୦: ଚାଇନାରେ ଉଇଗର ମୁସଲମାନ୍‌ଙ୍କୁ ନିର୍ଯାତନା ଦିଆଯାଉଛି। ଶିନଜିୟାଙ୍ଗ୍‌ ପ୍ରଦେଶରେ ଥିବା ୨୮ଟି ଚାଇନା କମ୍ପାନୀ ଏହି ମୁସଲମାନ ସମ୍ପ୍ରଦାୟଙ୍କୁ ଶୋଷଣ କରୁଥିବାରୁ ସେସବୁ କମ୍ପାନୀକୁ...

ହାଫିଜ୍‌ଙ୍କୁ ମିଳିଲା ଆଗୁଆ ଜାମିନ

ଲାହୋର,୧୬ା୭: ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜାମାତ୍‌ ଉଦ୍‌ ଦାଓ୍ବା (ଜେୟୁଡି) ମୁଖ୍ୟ ହାଫିଜ୍‌ ସଇଦ ଓ ତାଙ୍କର ୩ ସହଯୋଗୀଙ୍କୁ ପାକିସ୍ତାନର ଲାହୋର...

Advertisement
Archives

Model This Week