Home Middle

ହନୁମାନ ଜନ୍ମୋତ୍ସବ ଶୋଭାଯାତ୍ରା ଉପରେ ପଥରମାଡ଼, ଦିଲ୍ଲୀରେ ଉତ୍ତେଜନା…

ନୂଆଦିଲ୍ଲୀ, ୧୬।୪ : ଦିଲ୍ଲୀର ଜାହଙ୍ଗିରପୁରୀଠାରେ ଶନିବାର ଅପରାହ୍ନ ୫ରୁ ସାଢ଼େ ୫ ଟା ମଧ୍ୟରେ ହନୁମାନ ଜନ୍ମୋତ୍ସବ ଉପଲକ୍ଷେ ଆୟୋଜିତ ଶୋଭାଯାତ୍ରା ଉପରେ ପଥରମାଡ଼ ହୋଇଛି। ଏଥିରେ ଦୁଇ ଗୋଷ୍ଠୀର ଲୋକେ ପରସ୍ପର ଉପରକୁ ପଥରମାଡ଼ କରିବା ଆରମ୍ଭ କରିଥିଲେ।…

ଡିସି ଜିତିଲା ଟସ୍‌, ପ୍ରଥମେ ବୋଲିଂ…

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଡିସିର ଅଧିନାୟକ…

ଏଲ୍‌ଏସ୍‌ଜି ବିଜୟୀ…

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ବିଜୟୀ ହୋଇଛି। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏମ୍‌ଆଇର ଅଧିନାୟକ ରୋହିତ ଶର୍ମା ଟସ ଜିଣିବା ପରେ…

ଦାମ୍‌ ବଢ଼ିଲା, ଚାହିଦା କମିଲା, ୧୫ ଦିନରେ ୧୦ ପ୍ରତିଶତ ହ୍ରାସ…

ନୂଆଦିଲ୍ଲୀ, ୧୬।୪ : ଦେଶରେ ପେଟ୍ରୋଲ ଡିଜେଲ ଦାମ୍‌ରେ ଲଗାତାର ବୃଦ୍ଧି ଜାରି ରହିଛି। ଦାମ୍‌ ବଢ଼ିବା ଯୋଗୁ ଗତ ୧୫ ଦିନ ମଧ୍ୟରେ ଦେଶରେ ଇନ୍ଧନ ଚାହିଦା କମିବାରେ ଲାଗିଛି। ଶନିବାର ପ୍ରକାଶିତ ହୋଇଥିବା ରିପୋର୍ଟ ଅନୁସାରେ ପେଟ୍ରୋଲ୍‌ ଚାହିଦା…

୨୦୨୧ରେ ଡ୍ୟୁଟିରେ ୧୫୩ ଯବାନ କରିଛନ୍ତି ଆତ୍ମହତ୍ୟା, ୩ ବର୍ଷରେ ୯୫୦ ଶହୀଦ୍‌…

ନୂଆଦିଲ୍ଲୀ, ୧୬।୪ : ଦେଶରେ ଡ୍ୟୁଟିରେ ଯବାନଙ୍କ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ଏହା ଅତ୍ୟନ୍ତ ଚିନ୍ତାର ବିଷୟ ପାଲଟିଛି। ଏହା ବ୍ୟତୀତ ଆତଙ୍କବାଦ ତଥା ନକ୍ସଲ ପ୍ରଭାବିତ ଅଞ୍ଚଳରେ ଡ୍ୟୁଟିରେ ଥିବା ସାମରିକ ବାହିନୀର ଶହୀଦଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି…

ରାହୁଲଙ୍କ ବିସ୍ଫୋରକ ବ୍ୟାଟିଂ, ଏମ୍‌ଆଇ ପାଇଁ ବିଜୟ ଲକ୍ଷ୍ୟ ୨୦୦ …

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏମ୍‌ଆଇର ଅଧିନାୟକ…

ମିଶନ ୨୦୨୪, ସୋନିଆ-ପିକେ ଭେଟ…

ନୂଆଦିଲ୍ଲୀ, ୧୬।୪ : ସୋନିଆ ଗାନ୍ଧୀଙ୍କ ସମେତ କଂଗ୍ରେସର ଭେଟେରାନଙ୍କ ସହ ଚାରି ଘଣ୍ଟିଆ ମାରାଥନ ବୈଠକରେ ପ୍ରଶାନ୍ତ କିଶୋର(ପିକେ) ୨୦୨୪ ଲୋକସଭା ନିର୍ବାଚନର ଉପସ୍ଥାପନା କରିଛନ୍ତି। ଦଳ ଭିତରେ ସଂସ୍କାର ଆଣିବା ପାଇଁ କଣ କରାଯିବା ଆବଶ୍ୟକ ତାହା ମଧ୍ୟ…

ଆଫଗାନିସ୍ତାନରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍‌: ୫ ଶିଶୁ ମୃତ

କାବୁଲ,୧୬ା୪: ଆଫଗାନିସ୍ତାନର ଖୋଷ୍ଟ ଏବଂ କୁନାର ପ୍ରଦେଶରେ ପାକିସ୍ତାନୀ ବିମାନଗୁଡ଼ିକ ଅନେକ ଥର ଏୟାର ଷ୍ଟ୍ରାଇକ କରିଛନ୍ତି। ଏହି ଆକ୍ରମଣରେ ୫ ଜଣ ଶିଶୁ ଏବଂ ଅନେକ ଲୋକଙ୍କର ମୃତ୍ୟୁ ଘଟିଛି। ଆଫଗାନିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖୋଷ୍ଟ ପ୍ରଦେଶର ଅଧିକାରୀମାନେ…

ବୋରିସ୍‌ଙ୍କୁ ରୁଷିଆରେ ପ୍ରବେଶ ମନା…

ମସ୍କୋ, ୧୬।୪ : ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ରୁଷିଆରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି। ବ୍ରିଟେନର ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ ସରକାର ଏହି ପଦକ୍ଷେପ ନେଇଛନ୍ତି। ନ୍ୟୁଜ ଏଜେନ୍ସି ଏଏଫ୍‌ପି କହିଛି ଯେ ରୁଷିଆର…

ଚାଇନା-ତାଇଓ୍ବାନ ଯୁଦ୍ଧ ହେଲେ କାହାର ହେବ କ୍ଷତି ?…

ବେଜିଂ, ୧୬।୪ : ତାଇୱାନ ପ୍ରସଙ୍ଗରେ ଚାଇନ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିିବାରେ ଲାଗିଛି। କିନ୍ତୁ ନିକଟରେ ତାଇୱାନ ଏବଂ ଚାଇନା ମଧ୍ୟରେ ବାଣିଜ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଗତ ଆର୍ଥିକ ବର୍ଷରେ ତାଇୱାନ ଚାଇନାକୁ ୨୭୦ ବିଲିୟନ…

ବାଂଲାଦେଶରେ ମାନବାଧିକାର ସ୍ଥିତି, ଆମେରିକାକୁ ହସିନା ସରକାରଙ୍କ ଜବାବ୍‌…

ଢାକା, ୧୬।୪ : ମାନବ ଅଧିକାର ପରିସ୍ଥିତି ଉପରେ ଆମେରିକାର ବୈଦେଶିକ ବିଭାଗର ରିପୋର୍ଟକୁ ବାଂଲାଦେଶ ସରକାର ସମାଲୋଚନା କରିଛନ୍ତି। ଏଥି ସହିତ ଏହି ପ୍ରସଙ୍ଗରେ ଦେଶ ମଧ୍ୟରେ ରାଜନୈତିକ ମତଭେଦ ଦେଖାଦେଇଛି। ଆମେରିକାର ରିପୋର୍ଟକୁ ସ୍ବାଗତ କରି ବିରୋଧୀ ବାଂଲାଦେଶ…

ଟସ୍‌ ଜିତିଲା ଏମ୍‌ଆଇ, ବୋଲିଂ ନିଷ୍ପତ୍ତି…

ମୁମ୍ବାଇ, ୧୬।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ୍‌(ଏଲ୍‌ଏସ୍‌ଜି) ବିପକ୍ଷରେ ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏମ୍‌ଆଇର ଅଧିନାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?