Home Middle

ସିବିଏସ୍‌ଇ ପାଠ୍ୟକ୍ରମରେ ପରିବର୍ତ୍ତନ, ଇସଲାମ୍‌ ସାମ୍ରାଜ୍ୟ-ଶୀତଳଯୁଦ୍ଧ ଅଧ୍ୟାୟ ହଟିଲା..

ନୂଆଦିଲ୍ଲୀ, ୨୩।୪ : ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ (ସିବିଏସ୍‌ଇ) ପକ୍ଷରୁ ଏହାର ପାଠ୍ୟକ୍ରମରେ କେତେକ ପରିବର୍ତ୍ତନ କରାଯାଇଛି। ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନ, ଶୀତଳ ଯୁଦ୍ଧ ଯୁଗ, ଆଫ୍ରୋ-ଏସୀୟ ଅଞ୍ଚଳରେ ଇସଲାମ ସାମ୍ରାଜ୍ୟର ଅଭ୍ୟୁଦୟ, ମୋଗଲ କୋର୍ଟର ଇତିହାସ ଏବଂ…

ଏସ୍‌ଆର୍‌ଏଚ୍‌ ଜିତିଲା ଟସ୍‌, ପ୍ରଥମେ ବୋଲିଂ…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆର୍‌ସିବି) ବିପକ୍ଷରେ ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ବ୍ରେବୋର୍ନ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଏସ୍‌ଆର୍‌ଏଚ୍‌ର…

ଜିଟି ବିଜୟୀ…

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌ (କେକେଆର) ବିପକ୍ଷରେ ଗୁଜରାଟ ଟାଇଟନ୍ସ(ଜିଟି) ୮ ରନ୍‌ରେ ବିଜୟୀ ହୋଇଛି। ମହାରାଷ୍ଟ୍ର ମୁମ୍ବାଇର ଡ. ଡିଓ୍ବାଇ ପାଟିଲ ସ୍ପୋଟର୍ସ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଜିଟିର…

ମାତୋଶ୍ରୀରେ ହନୁମାନ ଚାଳିସା ପାଠ,ନବନୀତ-ରବି ଗିରଫ…

ମୁମ୍ବାଇ, ୨୩।୪ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବାସଭବନ ମାତୋଶ୍ରୀରେ ହନୁମାନ ଚାଳିସା ପାଠକୁ ନେଇ ବିବାଦ ଥମିବାର ନା ଧରୁନି। ଶିବସେନା କର୍ମକର୍ତ୍ତାଙ୍କ ଅଭିଯୋଗ କ୍ରମେଏମ୍‌ପି ନବନୀତ୍‌ ରାଣା ଏବଂ ତାଙ୍କ ସ୍ବାମୀ ବିଧାୟକ ରବି ରାଣାଙ୍କୁ ମୁମ୍ବାଇ…

ପାମ୍‌ ଅଏଲ୍‌ ରପ୍ତାନୀ ଉପରେ କଟକଣା, ବଢ଼ିଲା ଭାରତର ଚିନ୍ତା…

ଜାକର୍ତ୍ତା/ନୂଆଦିଲ୍ଲୀ, ୨୩।୪ : ପାମ୍‌ ତେଲ ଉତ୍ପାଦନ କ୍ଷେତ୍ରରେ ଇଣ୍ଡୋନେସିଆ ବିଶ୍ୱର ଶୀର୍ଷରେ ରହିଛି। ଏହା ସତ୍ତ୍ୱେ ଦେଶରେ ପାମ୍‌ ତେଲ ସଙ୍କଟ ଦେଇଛି। ଇଣ୍ଡୋନେସିଆରେ ଘରୋଇ ଖାଇବା ତେଲର ମୂଲ୍ୟ ପୂର୍ବରୁ ବୃଦ୍ଧି ପାଇଥିବା ବେଳେ ଏବେ ମଧ୍ୟ ଏହା…

ପାକିସ୍ତାନକୁ ଫେରିଲା ପୋଲିଓ…

ଇସଲାମାବାଦ୍‌, ୨୩।୪ : ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ଶନିବାର କହିଛନ୍ତି ଯେ ୧୫ ମାସ ପରେ ଦେଶରେ ପୋଲିଓ ପୁଣି ଚିହ୍ନଟ ହୋଇଛି। ଏନେଇ ଶୀଘ୍ର ପୋଲିଓ ବିଲୋପ ପାଇଁ ନ୍ୟାଶନାଲ ଟାସ୍କ ଫୋର୍ସ ସହିତ ଏକ ଜରୁରୀ ବୈଠକ…

‘ଇମ୍ରାନ ଦେଶର ଅର୍ଥନୀତି ନଷ୍ଟ କରିଛନ୍ତି’

ଇସଲାମାବାଦ,୨୩ା୪: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ଙ୍କ ଉପରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଇମ୍ରାନଙ୍କ ବିରୋଧରେ କିଛିଦିନ ତଳେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇ ସେ କ୍ଷମତାରୁ ବହିଷ୍କୃତ ହୋଇଥିଲେ। ତାଙ୍କ ଯୋଗୁ ଦେଶର ଅର୍ଥନୀତି…

କେକେଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୫୭ …

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌ (କେକେଆର) ବିପକ୍ଷରେ ଗୁଜରାଟ ଟାଇଟନ୍ସ (ଜିଟି) ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ମହାରାଷ୍ଟ୍ର ମୁମ୍ବାଇର ଡ. ଡିଓ୍ବାଇ ପାଟିଲ ସ୍ପୋଟର୍ସ ଷ୍ଟାଡିୟମ୍‌ରେ…

ଅନୁଚ୍ଛେଦ ୩୭୦ ହଟିବା ପରେ ଆତଙ୍କବାଦୀ ଘଟଣା ୪୨ ପ୍ରତିଶତ ହ୍ରାସ…

ଶ୍ରୀନଗର, ୨୩।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଜମ୍ମୁ-କଶ୍ମୀର ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ଧାରା ୩୭୦କ ହଟିବା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଜମ୍ମୁ-କଶ୍ମୀର ଗସ୍ତ। ଏଠାରେ ସାମ୍ବା ଜିଲାର ପଲ୍ଲୀ ଗ୍ରାମରେ ପଞ୍ଚାୟତିରାଜ ଦିବସରେ ଆୟୋଜିତ…

ମାରିଆପୋଲରେ ପୁଣି ଏକ ସାମୁହିକ କବର ଠାବ, ହଜାରେରୁ ଅଧିକ ମୃତଦେହ ରହିଥିବା ଆଶଙ୍କା…

କ୍ୱିଭ୍‌, ୨୩।୪ : ଧ୍ୱଂସ ହୋଇଥିବା ୟୁକ୍ରେନ ସହର ମାରିଅପୋଲ ବାହାରେ ଆଉ ସାମୁହିକ କବର ଠାବ ହୋଇଛି। ଏନେଇ ସ୍ଥାନୀୟ ନଗରପାଳଙ୍କ ଉପଦେଷ୍ଟା ଏହି ସୂଚନା ଦେଇଛନ୍ତି। ପ୍ଲାନେଟ ଲ୍ୟାବ ଦ୍ୱାରା ନିଆଯାଇଥିବା ଏହି କବର ଫଟୋ ଉପଗ୍ରହ ଦ୍ୱାରା…

ଟିଭି ଚ୍ୟାନେଲ କଭରେଜ୍‌ ଉପରେ କଟକଣା, ରୁଷିଆ-ୟୁକ୍ରେନ୍‌ ଯୁଦ୍ଧ, ଦିଲ୍ଲୀ ହିଂସା ନେଇ ଆଡଭାଇଜରୀ ଜାରି…

ନୂଆଦିଲ୍ଲୀ, ୨୩।୪ : ୟୁକ୍ରେନ-ରୁଷିଆ ଯୁୁଦ୍ଧ ଏବଂ ଦିଲ୍ଲୀ ହିଂସାର ଟେଲିଭିଜନ କଭରେଜକୁ ବିରୋଧ କରି ସରକାର ଶନିବାର ନୂ୍ୟଜ ଚ୍ୟାନେଲମାନଙ୍କୁ କଡା ପରାମର୍ଶ ଦେଇ ସଂପୃକ୍ତ ଆଇନ ଅନୁଯାୟୀ ଧାର୍ଯ୍ୟ କରାଯାଇଥିବା ପ୍ରୋଗ୍ରାମ କୋଡକୁ ପାଳନ କରିବାକୁ କହିଛନ୍ତି। ଉତ୍ତର-ପଶ୍ଚିମ…

ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭୁବନେଶ୍ୱର

ଭୁବନେଶ୍ୱର,୨୩ା୪(ବ୍ୟୁରୋ): ସାରା ରାଜ୍ୟରେ ଅସହ୍ୟ ଖରା ସହ ପ୍ରବଳ ଗରମ ଅନୁଭୂତ ହେଉଛି। ଏହି ସ୍ଥିତିରେ ଆଜି ରାଜ୍ୟରେ ସବୁଠୁ ଉତ୍ତପ୍ତ ସହର ଭାବେ ଭୁବନେଶ୍ୱର ସ୍ଥାନିତ ହୋଇଛି। ଶୁକ୍ରବାର ରାଜଧାନୀରେ ତାପମାତ୍ରା ୪୦.୮ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?