Home Middle

ଫ୍ଲୋର ଟେଷ୍ଟରେ ପରାଜିତ ହୋଇଥିବା ପ୍ରଥମ ପ୍ରଧାନମନ୍ତ୍ରୀ ହେଲେ ଇମ୍ରାନ

ଇସଲାମାବାଦ,୧୦ ।୪: ପାକିସ୍ତାନର ନ୍ୟାଶନାଲ ଆସେମ୍ଲିରେ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କ ବିରୋଧରେ ଅବିଶ୍ୱାସ ପ୍ରସ୍ତାବ ଉପରେ ଶନିବାର ମଧ୍ୟ ରାତ୍ରରେ ହୋଇଥିବା ମତଦାନରେ ପରାଜୟ ସ୍ୱୀକାର କରିବାକୁ ପଡିଥିଲା ଇମ୍ରାନଙ୍କୁ । ଏହାପରେ ଦେଶର ଇତିହାସରେ ସେ ପ୍ରଥମ ପ୍ରଧାନମନ୍ତ୍ରୀ ପାଲଟି…

ରାଜଧାନୀରେ ୭୨ ବର୍ଷର ରେକର୍ଡ ଭାଙ୍ଗିଲା ଗ୍ରୀଷ୍ମ

ନୂଆଦିଲ୍ଲୀ,୧୦ ।୪: ଭିଷଣ ଗରମ ଓ ଲୁ କାରଣରୁ ରାଜଧାନୀ ଦିଲ୍ଲୀର ତାପମାତ୍ରା ବେଳକୁ ବେଳ ବଢିବାରେ ଲାଗିଛି । ଏପ୍ରିଲ ପ୍ରଥମ ସପ୍ତାହରେ ଗ୍ରୀଷ୍ମର ପ୍ରକୋପରେ ଅତିଷ୍ଟ ହୋଇପଡିଛନ୍ତି ଲୋକେ । ସ୍ଥିତି ଏଭଳି ହୋଇଛି କି ଶନିବାର ଦିଲ୍ଲୀର…

ୟୁକ୍ରେନ୍ ଏୟାର ବେସ ଉପରେ ଆକ୍ରମଣ: ଯୁଦ୍ଧ ବିମାନ, ଅସ୍ତ୍ରଶସ୍ତ୍ର ଡିପୋ ନଷ୍ଟ, ରୁଷିଆ ଭାଷାରେ ଲେଖାଯାଇଛି ‘ଏହା ପିଲାମାନଙ୍କ ପାଇଁ..’

କ୍ୱିଭ,୧୦ ।୪: ରୁଷିଆ-ୟୁକ୍ରେନ୍ ଯୁଦ୍ଧକୁ ୪୫ ଦିନ ହୋଇଛି । ଏହାରି ଭିତରେ ରୁଷିଆ ମଧ୍ୟ ୟୁକ୍ରେନର ମିରହୋରୋଡ ଏୟାର ବେସ ଉପରେ ଆକ୍ରମଣ କରିଛି । ଏଥିରେ ଯୁଦ୍ଧ ବିମାନ ସହ ଅସ୍ତ୍ରଶସ୍ତ୍ର ଡିପୋ ନଷ୍ଟ ହୋଇଯାଇଛି । ଏହାକୁ…

ପାକିସ୍ତାନର ପ୍ରଧାନମନ୍ତ୍ରୀ ଦୌଡରେ ଶହବାଜ ଶରିଫ

ଇସଲାମାବାଦ,୧୦ ।୪: ପାକିସ୍ତାନରେ ଶନିବାର ରାତି ଅଧରେ ରାଜନୈତିକ ଡ୍ରାମା ଦେଖିବାକୁ ମିଳିଥିଲା । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସଂସଦରେ ଇମ୍ରାନ ଖାଁଙ୍କ ବିରୋଧରେ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ଭୋଟିଂ ହୋଇଥିଲା । ଏହି ସମୟରେ ଇମ୍ରାନ ଖାଁ ପରାଜୟ…

ଗଛରେ ୩ ଝିଅଙ୍କ ଝୁଲନ୍ତା ମୃତଦେହ

ଉମରକୋଟ,୧୦।୪(ସ୍ବ.ପ୍ର.): ଗୋଟିଏ ଗଛରେ ୩ ଝିଅଙ୍କ ଝୁଲନ୍ତା ମୃତଦେହ। ନବରଙ୍ଗପୁର ଜିଲା ଉମରକୋଟ ବ୍ଲକ ତୋହରା ଗ୍ରାମରେ ଶନିବାର ରାତିରେ ଏଭଳି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ମୃତକଙ୍କ ମଧ୍ୟରେ ଗାଁର ବଂଶୀଧର ଗୌଡ଼ଙ୍କ ଝିଅ ହେମଲତା(୨୨), ମନ୍‌ଧର ମାଝିଙ୍କ ଝିଅ…

ଆର୍‌ସିବିର ସହଜ ବିଜୟ…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ସହଜ ବିଜୟ ହାସଲ କରିଛି । ଧାର୍ଯ୍ୟ ଲକ୍ଷ୍ୟର ପିଛା କରି ଆରସିବି ୧୮.୩ ଓଭରରେ ୩ ୱିକେଟ ହରାଇ ୧୫୨…

ଶରଣାର୍ଥୀ ହେଲେଣି ୪୪ ଲକ୍ଷରୁ ଅଧିକ ୟୁକ୍ରେନ୍‌ ନାଗରିକ, ଜାତିସଂଘ ରିପୋର୍ଟ…

ଜେନେଭା, ୯।୪ : ରୁଷିଆ ୟୁକ୍ରେନ୍‌ ଯୁଦ୍ଧ ଯୋଗୁ ସଙ୍କଟ ସୃଷ୍ଟି ହୋଇଛି। ଇତିମଧ୍ୟରେ ୪୪ ଲକ୍ଷରୁ ଅଧିକ ୟୁକ୍ରେନ୍‌ ନାଗରିକ ପଡ଼ୋଶୀ ଦେଶରେ ଶରଣାର୍ଥୀ ସାଜିଛନ୍ତି। ଏନେଇ ଜାତିସଂଘ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଜାତିସଂଘ ଶରଣାର୍ଥୀ…

ଆର୍‌ସିବି ପାଇଁ ବିଜୟ ଲକ୍ଷ୍ୟ ୧୫୨…

ମୁମ୍ବାଇ, ୯।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର ମୁମ୍ବାଇ ଇଣ୍ଡିଆନ୍ସ୍‌(ଏମ୍‌ଆଇ) ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର ବାଙ୍ଗାଲୋର୍‌(ଆର୍‌ସିବି) ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ୍‌ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ…

ଇସ୍ତଫା ଦେବାକୁ ୩ ସର୍ତ୍ତ ରଖିଲେ ଇମ୍ରାନ

ଇସଲାମାବାଦ,୯ା୪: ଇସ୍ତଫା ଦେବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ ପ୍ରସ୍ତୁତ ବୋଲି ଏକ ସୂତ୍ରରୁ ଜଣାପଡ଼ିଛି। ତେବେ ଇସ୍ତଫା ପାଇଁ ଇମ୍ରାନ ୩ଟି ସର୍ତ୍ତ ରଖିଛନ୍ତି। ପ୍ରଥମ ସର୍ତ୍ତ ହେଲା ଇସ୍ତଫା ପରେ ତାଙ୍କୁ ଗିରଫ କରାଯିବନି, ଦ୍ୱିତୀୟରେ ଶାହାବାଜଙ୍କୁ…

ଆର୍ଥିକ ସଙ୍କଟରୁ ମୁକ୍ତି ପାଇଁ ୬ ମାସରେ ଆବଶ୍ୟକ ୩ ବିଲିୟନ୍‌ ଡଲାର, ଅର୍ଥମନ୍ତ୍ରୀଙ୍କ ସୂଚନା…

କଲମ୍ବୋ, ୯।୪ : ଶ୍ରୀଲଙ୍କାରେ ଉତ୍କଟ ଆର୍ଥିକ ଜାରି ରହିଛି। ଏଥିରୁ ମୁକ୍ତି ଲାଗି ଆସନ୍ତା ୬ ମାସ ମଧ୍ୟରେ ୩ ବିଲିୟନ୍‌ ଡଲାର ଆବଶ୍ୟକ ବୋଲି ଅର୍ଥମନ୍ତ୍ରୀ ଆଲି ସାବ୍ରେ ଶନିବାର ଗଣମାଧ୍ୟମ ସଂସ୍ଥା ରଏଟରର୍ସକୁୂ ସୂଚନା ଦେଇଛନ୍ତି। ଦେଶର…

ଜରୁରିକାଳୀନ ବୈଠକ ଡାକିଲେ ଇମ୍ରାନ

ଇସଲାମାବାଦ,୯ା୪: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ପାକିସ୍ତାନର ଜାତୀୟ ଆସେମ୍ବ୍ଲି ଶନିବାର ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍‌ ହେବ। ସୁପ୍ରିମକୋର୍ଟ ଗୁରୁବାର ଦେଇଥିବା ରାୟରେ ଡେପୁଟି ବାଚସ୍ପତିଙ୍କ ଅନାସ୍ଥା ଆବେଦନକୁ ଖାରଜ କରିଛନ୍ତି। ଏହି ସମୟରେ ବିରୋଧୀ ଜାତୀୟ ଆସେମ୍ବ୍ଲି ସଭା ଡେପୁଟି…

ରବିବାରଠାରୁ କରୋନା ଟିକାର ତୃତୀୟ ଡୋଜ୍‌…

ନୂଆଦିଲ୍ଲୀ, ୯।୪ : ଦେଶରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ କରୋନା ଟିକାର ତୃତୀୟ ଡୋଜ୍‌ ପ୍ରଦାନ ଆରମ୍ଭ ହେବ। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏହାକୁ ପ୍ରତିଷେଧକ ଡୋଜ୍‌( ପ୍ରିକ୍ୱେଶନ ଡୋଜ୍‌)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?