Home Middle

ନିଟ୍‌ ପରୀକ୍ଷାର ସ୍ବଚ୍ଛତା ନେଇ ପ୍ରଶ୍ନ, ନକଲି ପ୍ରାର୍ଥୀ ସିବିଆଇ ଜାଲରେ…

ନୂଆଦିଲ୍ଲୀ, ୧୯।୭ : ନିଟ୍‌ ୟୁଜି ୨୦୨୨ ପରୀକ୍ଷାରେ ସିବିଆଇ ପକ୍ଷରୁ ଏକ ବଡ଼ ଧରଣର ରିଗିଂ ର଼୍ୟାକେଟର ପର୍ଦ୍ଦାଫାଶ୍‌ କରାଯାଇଛି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସିବିଆଇ ମାଷ୍ଟରମାଇଣ୍ଡ ଏବଂ ସ୍ଲୋଭର ସମେତ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ…

ବିମାନ କମ୍ପାନୀଙ୍କୁ ୨୮ ଜୁଲାଇ ପର୍ଯ୍ୟନ୍ତ ସମୟ ଦେଲେ ଡିଜିସିଏ…

ନୂଆଦିଲ୍ଲୀ, ୧୯।୭ : ଉଡ଼ାଣ ସମୟରେ ବିମାନରେ ଘଟୁଥିବା ତ୍ରୁଟି କ୍ରମାଗତ ବଢ଼ିବାରେ ଲାଗିଛି। ଏସମ୍ପର୍କରେ ଡିଜିସିଏ କଡା ଆଭିମୁଖ୍ୟ ଗ୍ରହଣ କରିଛି। ଡିଜିସିଏ ଜୁଲାଇ ୨୮ ପର୍ଯ୍ୟନ୍ତ ସମସ୍ତ ବିମାନ କମ୍ପାନୀକୁ ସମୟ ଦେଇଛି । ପ୍ରତ୍ୟେକ ବିମାନ ଉଡ଼ାଣ…

ନୂପୁର ଶର୍ମା ମାମଲା, ୧୦ ଅଗଷ୍ଟ ପର୍ଯ୍ୟନ୍ତ ଗିରଫ ମନା…

ନୂଆଦିଲ୍ଲୀ, ୧୯।୭ : ମହାପୁରୁଷ ମହମ୍ମଦଙ୍କ ବିବୃତ୍ତି ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ନୁପୁର ଶର୍ମାଙ୍କୁ ଆଶ୍ୱସ୍ତି ମିଳିଛି। ଅଗଷ୍ଟ ୧୦ ପର୍ଯ୍ୟନ୍ତ ତାଙ୍କ ଗିରଫଦାରୀ ଉପରେ ରୋକ ଲଗାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସେହି ଦିନ ମାମଲାର ପରବର୍ତ୍ତୀ ଶୁଣାଣି ମଧ୍ୟ ସ୍ଥିର…

୨୩ ସପ୍ତାହର ଭ୍ରୁଣର ଗର୍ଭପାତ କରାଇବାକୁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେଲେ ମହିଳା…

ନୂଆଦିଲ୍ଲୀ, ୧୯।୭ : ସହମତିରେ ଶାରୀରିକ ସମ୍ପର୍କ ଯୋଗୁ ଗର୍ଭବତୀ ହୋଇଥିବା ଜଣେ ଅବିବାହିତା ମହିଳାଙ୍କ ୨୩ ସପ୍ତାହର ଭ୍ରୁଣର ଗର୍ଭପାତ କରାଇବା ମାମଲାର ବିଚାର କରିବା ଲାଗି ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଏହାକୁ ତାଲିକାଭୁକ୍ତ କରିଛନ୍ତି। ପୂର୍ବରୁ ଜୁଲାଇ ୧୬ରେ ମହିଳାଙ୍କ…

୩ ବର୍ଷରେ ୩ ଲକ୍ଷ ୯୨ ହଜାରରୁ ଅଧିକ ଛାଡ଼ିଛନ୍ତି ଭାରତୀୟ ନାଗରିକତ୍ୱ…

ନୂଆଦିଲ୍ଲୀ,୧୯।୭ : ଗତ ୨୦୧୯ରୁ ୨୦୨୧ ମଧ୍ୟରେ ୩ ଲକ୍ଷ ୯୨ ହଜାରରୁ ଅଧିକ ଲୋକ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି। ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏଭଳି କହିଛନ୍ତି । ସେ କହିଛନ୍ତି ଯେ…

୫ ରାଜ୍ୟରେ ସ୍ଥିତି ସଙ୍କଟ ଜନକ …

ନୂଆଦିଲ୍ଲୀ, ୧୯।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ସରିଲା କ୍ୟାବିନେଟ୍‌ ବୈଠକ, ୧୭ଟି ପ୍ରସ୍ତାବ ଉପରେ ବାଜିଲା ମୋହର

ଭୁବନେଶ୍ବର,୧୯।୭(ବ୍ୟୁରୋ): ମଙ୍ଗଳବାର ବସିଥିବା ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୧୭ଟି ପ୍ରସ୍ତାବ ଉପରେ ମୋହର ଲାଗିଛି । ଏନେଇ ବିଧାନସଭାରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୂଚନା ଦେଇଛନ୍ତି। ମିଳିଥିବା ତଥ୍ୟ ଅନୁଯାୟୀ,ରାଜ୍ୟ ସରକାରଙ୍କ ଆଇଟି ପଲିସିକୁ କ୍ୟାବିନେଟ୍‌ର ଅନୁମୋଦନ ମିଳିଛି।…

ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ

ନୂଆଦିଲ୍ଲୀ,୧୯।୭: ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ସର୍ବକାଳୀନ ଦୁର୍ବଳ ହୋଇଛି। ମଙ୍ଗଳବାର ବଜାର ୭୯.୯୯ରେ ଖୋଲିବା ପରେ ଡଲାର ତୁଳନାରେ ଟଙ୍କା ୮୦.୦୨ ରେ ପହଞ୍ଚିଥିଲା। ବିଶ୍ୱ ବଜାରରେ ତୈଳ ଦର ବୃଦ୍ଧି କାରଣରୁ ଏହାର ପ୍ରଭାବ ଭାରତୀୟ…

ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଆଗକୁ ବଢୁଛନ୍ତି ଋଷି ସୁନକ

ଲଣ୍ଡନ,୧୯ ।୭: ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଧୀରେ ଧୀରେ ଆଗକୁ ବଢୁଛନ୍ତି । ସେ ତୃତୀୟ ରାଉଣ୍ଡ ଭୋଟରେ ବିଜୟୀ ହୋଇଛନ୍ତି । ଏହି ରାଉଣ୍ଡରେ ତାଙ୍କୁ ୧୧୫ ଭୋଟ ମିଳିଛି । ଫଳରେ…

ବିଧାନସଭାରେ ଚୁଡ଼ା, ମୁଢ଼ି ଝଡ଼

ଭୁବନେଶ୍ୱର,୧୯ା୭(ବ୍ୟୁରୋ):ଧନୀ, ଗରିବ ସମସ୍ତ ଓଡ଼ିଆଙ୍କ ପ୍ରିୟ ଖାଦ୍ୟ ଚୁଡ଼ା, ମୁଢ଼ି ଓ ଖଇ। ଏହା ଏବେ ମହଙ୍ଗା ହୋଇଯାଇଛି। କେନ୍ଦ୍ର ସରକାର ଏହି ଖାଦ୍ୟ ସାମଗ୍ରୀ ଉପରେ ୫% ଦ୍ରବ୍ୟ ଓ ସେବା ଟିକସ (ଜିଏସ୍‌ଟି) ଲଗାଇଛନ୍ତି। କେବଳ ଏହି ୩ଟି…

ସରିଯିବ କୋଭିଶିଲ୍ଡ ଟିକା

ଭୁବନେଶ୍ୱର, ୧୯।୭(ବ୍ୟୁରୋ):କରୋନା ପ୍ରତିଷେଧକ ଭାବେ ରାଜ୍ୟରେ ବ୍ୟବହାର କରାଯାଉଥିବା କୋଭିଶିଲ୍ଡ ଟିକା ଆସନ୍ତା ଦୁଇତିନି ଦିନ ଭିତରେ ସରିଯିବ। ସବୁ ଜିଲାରେ କମ୍‌ ସଂଖ୍ୟକ କୋଭିଶିଲ୍ଡ ଟିକା ମହଜୁଦ ଥିବାବେଳେ ରାଜ୍ୟରେ ମାତ୍ର ୨ ଲକ୍ଷ ୨୧ ହଜାର ଡୋଜ୍‌ ରହିଛି।…

ରୁଚିକାଙ୍କୁ ନ୍ୟାୟ: ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର,୧୯ା୭(ବ୍ୟୁରୋ): ଆତ୍ମହତ୍ୟା କରିଥିବା ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କୁ ନ୍ୟାୟ ଦାବିରେ ନବନିର୍ମାଣ କୃଷକ ସଂଗଠନ ଏବଂ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ମଙ୍ଗଳବାର ରାଜ୍ୟରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?