ସମଲିଙ୍ଗୀ ବିବାହ ସୁରକ୍ଷା ବିଲ୍ ଆମେରିକା ପ୍ରତିନିଧି ସଭାରେ ପାରିତ, ସପକ୍ଷରେ ୧୫୭ ଭୋଟ…
ଓ୍ବାଶିଂଟନ,୨୦।୭ : ଆମେରିକାରେ ସମଲିଙ୍ଗୀ ବିବାହ ବିଷୟରେ ଆଲୋଚନା ପୁଣି ଜୋରସୋରରେ ଚାଲିଛି। ଏହି ସମୟରେ, ଆମେରିକାର ପ୍ରତିନିଧି ସଭାରେ ସମଲିଙ୍ଗୀ ବିବାହକୁ ଫେଡେରାଲ ସୁରକ୍ଷା ଯୋଗାଇବା ପାଇଁ ଏକ ବିଲ ପାରିତ ହୋଇଛି। ମଙ୍ଗଳବାର ଏହା ପାରିତ ହୋଇଛି। ଉପସ୍ଥିତ…
ନେପାଳ ଜମି ଦଖଲ କରୁଛି ଚାଇନା…
ବେଜିଂ/କାଠମାଣ୍ଡୁ,୨୦।୭ : ଚାଇନା କେବଳ ଲଦାଖ ଏବଂ ଭୁଟାନ ଡୋକଲାମ ତଥା ଭାରତର ଅନ୍ୟ ସୀମାବର୍ତ୍ତୀ ଅଞ୍ଚଳରେ ଜବର ଦଖଲ କରିବାରେ ବ୍ୟସ୍ତ ନୁହେଁ, ବରଂ ଏହା ନେପାଳ ସୀମାବର୍ତ୍ତୀ ଅଞ୍ଚଳରେ ମଧ୍ୟ ପ୍ରବେଶ କରୁଛି। ନେପାଳ ସୀମାରେ ଚାଇନା ଦ୍ୱାରା…
ବ୍ୟାପକ ହେବ ଆଇଟି କ୍ଷେତ୍ର
ଭୁବନେଶ୍ୱର,୨୦ା୭(ବ୍ୟୁରୋ): ଓଡ଼ିଶାରେ ସୂଚନା ଓ ପ୍ରଯୁକ୍ତି (ଆଇଟି) କ୍ଷେତ୍ରକୁ ବ୍ୟାପକ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଏହି କ୍ଷେତ୍ରରେ ଅଧିକରୁ ଅଧିକ ଯେପରି ପୁଞ୍ଜିନିବେଶ ହୋଇପାରିବ ସେଥି ନିମନ୍ତେ ଦେଶ ବିଦେଶର ଆଇଟି କମ୍ପାନୀଗୁଡ଼ିକୁ ଆକୃଷ୍ଟ…
ବ୍ରିଟେନ ପ୍ରଧାନମନ୍ତ୍ରୀ ରେସ୍ : ୧୧୮ ଭୋଟ ପାଇ ପୁଣି ଶୀର୍ଷରେ ରହିଲେ ଋଷି ସୁନକ
ଲଣ୍ଡନ,୨୦ ।୭: ବ୍ରିଟେନ ପ୍ରଧାନମନ୍ତ୍ରୀ ଦୌଡରେ ଭାରତୀୟ ମୂଳ ବାସିନ୍ଦା ଋଷି ସୁନକ ବେଳକୁ ବେଳ ତାଙ୍କର ସ୍ଥିତିକୁ ମଜଭୁତ କରିବାରେ ଲାଗିଛନ୍ତି । ଚତୁର୍ଥ ରାଉଣ୍ଡ ଭୋଟିଂରେ ସୁନକଙ୍କୁ ୧୧୮ ଭୋଟ ମିଳିଛି । ଏହାସହ ପୂର୍ବତନ ମନ୍ତ୍ରୀ କେମି…
ଦେଶରେ ୫ବର୍ଷରୁ କମ୍ ବୟସ୍କ ପିଲାଙ୍କର ଉଚ୍ଚତା ବଢୁନି, ସ୍ଥିତି ସଙ୍କଟ ଜନକ…
ନୂଆଦିଲ୍ଲୀ, ୧୯।୭ : ଦେଶରେ ଏପରି ଅନେକ ରାଜ୍ୟ ଅଛି ଯେଉଁଠାରେ ପିଲାମାନଙ୍କର ଉଚ୍ଚତା ସେମାନଙ୍କ ବୟସ ଅନୁଯାୟୀ ବଢୁନାହିଁ। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟରେ ଲିପିବଦ୍ଧ ହୋଇଥିବା ଆକଳନଗୁଡିକ ନିଶ୍ଚିତ କରୁଛି ଯେ ଏହି ରାଜ୍ୟଗୁଡିକରେ ପାଞ୍ଚ ବର୍ଷରୁ କମ…
ଏନଡିଏକୁ ଫେରିବାକୁ ଚାହୁଁଥିଲେ ଉଦ୍ଧବ, ଶିନ୍ଦେ ଗୋଷ୍ଠୀ ନେତାଙ୍କ ଦାବି…
ମୁମ୍ବାଇ, ୧୯।୭ : ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଗତବର୍ଷ ଏନଡିଏକୁ ଫେରିବାକୁ ଚାହୁଁଥିଲେ। କିନ୍ତୁ ପରେ ଏଭଳି କଠୋର ନିଷ୍ପତ୍ତି ନେବାରେ ସେ ପଛେଇ ଯାଇଥିଲେ। ଏକଥା ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ ଗୋଷ୍ଠୀର ନେତା ଦାବି କରିଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ…
କରୋନା ଯୋଗୁ ୟୁରୋପରେ ହାହାକାର, ୬ ସପ୍ତାହରେ ବୃଦ୍ଧି ପାଇଛି ୩ ଗୁଣା…
ଲଣ୍ଡନ, ୧୯।୭ : ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ମଙ୍ଗଳବାର କହିଛି ଯେ ଗତ ୬ ସପ୍ତାହ ମଧ୍ୟରେ ୟୁରୋପରେ କରୋନା ମହାମାରୀ ସଂକ୍ରମଣ ଯୋଗୁ ହାହାକାର ସୃଷ୍ଟି ହୋଇଛି। ଏହା ଏହି ସମୟ ମଧ୍ୟରେ ତିନି ଗୁଣା ବୃଦ୍ଧି ପାଇଛି, ଯାହା…
ଭାଜପା କରୁଛି ଗଞ୍ଜା ଲଢ଼େଇ, ଜଣେ ମରିଗଲେ କ’ଣ କରିବ ପ୍ରଶ୍ନ କଲେ ଉଦ୍ଧବ…
ମୁମ୍ବାଇ, ୧୯।୭ : ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକରେ ଭାଜପାକୁ କଡ଼ା ସମାଲୋଚନା କରିଛନ୍ତି। ମଙ୍ଗଳବାର ସେ ଉତ୍ତର ଭାରତୀୟ ଫେଡେରେଶନର ନେତାମାନଙ୍କୁ ସମ୍ବୋଧିତ କରି କହିଛନ୍ତି, “ତୁମେ ମୋ ତୁଣିରରୁ ଯେତେ ଶର ବାହାର କର ନା କାହିଁକି, ମୋର…
ଜନସଂଖ୍ୟା ନିୟନ୍ତ୍ରଣ ଆଇନ ଏବେ ଆଣିବାର ଯୋଜନା ନାହିଁ, ରାଜ୍ୟ ସଭାରେ ଉତ୍ତର…
ନୂଆଦିଲ୍ଲୀ, ୧୯।୭ : ସାରା ଦେଶରେ ବଢୁଥିବା ଜନସଂଖ୍ୟାକୁ କିପରି ରୋକାଯାଇପାରିବ ସେନେଇ ବିତର୍କ ମଧ୍ୟରେ ସରକାର ଆଗାମୀ ସମୟରେ ଜନସଂଖ୍ୟା ନିୟନ୍ତ୍ରଣ ଆଇନ ପ୍ରଣୟନ କରିବାକୁ ଚିନ୍ତା କରୁନାହାଁନ୍ତି ବୋଲି ସ୍ପଷ୍ଟ କରିଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ…
ସେନାରେ ଆତ୍ମହତ୍ୟା, ୫ ବର୍ଷରେ ୮୧୯ ଘଟଣା…
ନୂଆଦିଲ୍ଲୀ, ୧୯।୭ : ଗତ ପାଞ୍ଚ ବର୍ଷ ମଧ୍ୟରେ ମୋଟ ୮୧୯ ସଶସ୍ତ୍ର ବାହିନୀର କର୍ମଚାରୀ ଆତ୍ମହତ୍ୟା କରିଛନ୍ତି ଯେଉଁଥିରେ ସର୍ବାଧିକ ୬୪୨ ଟି ମାମଲା ସେନାରେ ରିପୋର୍ଟ ହୋଇଛି। ଏହି ସୂଚନା ସରକାର ପ୍ରଦାନ କରିଛନ୍ତି। ରାଜ୍ୟ ସଭାରେ ଏକ…
୨୦ ଲକ୍ଷରେ ନିଟ୍ ସିଟ୍ ବିକ୍ରି, ସିବିଆଇ ସୂଚନା…
ନୂଆଦିଲ୍ଲୀ, ୧୯।୭ : ନିଟ୍ ଡାକ୍ତରୀ ପ୍ରବେଶିକା ପରୀକ୍ଷାରେ ଏକ ଠକେଇ ବିଷୟରେ ବଡ଼ ଧରଣର ପର୍ଦ୍ଦାଫାଶ୍ ହୋଇଛି। ସିବିଆଇ ସୂତ୍ରରୁ ପ୍ରକାଶ ଯେ ଗୋଟିଏ ଗୋଟିଏ ମେଡିକାଲ ସିଟ ୨୦ ଲକ୍ଷ ଟଙ୍କାରେ ବିକ୍ରି ହୋଇଥିଲା। ଠକେଇ କରିଥିବା ର଼୍ୟାକେଟ…
ବିବାଦରେ ନିଟ୍ ପରୀକ୍ଷା ଚେକିଂ, ଏନଟିଏ ଆଡଭାଇଜରୀରେ ଅନ୍ତର୍ବସ୍ତ୍ର ବିଷୟରେ କୁହାଯାଇ ନାହିଁ …
ନୂଆଦିଲ୍ଲୀ, ୧୯।୭ : ଦେଶ ତଥା ବିଦେଶରେ ଥିବା ୫୫୦ ରୁ ଅଧିକ ପରୀକ୍ଷା କେନ୍ଦ୍ରରେ କରାଯାଇଥିବା ଦେଶର ସର୍ବବୃହତ ପ୍ରବେଶିକା ପରୀକ୍ଷାକୁ ନିଟ୍କୁ ନେଇ ବିବାଦ ଲାଗି ରହିଛି। ୨୦୨୨ ଜୁଲାଇ ୧୭ ରବିବାର ଅନୁଷ୍ଠିତ ହୋଇଥିବା ନିଟ୍ ୟୁଜି…

