ରବିବାର ଏନଇଇଟି ୟୁଜି ପ୍ରବେଶିକା ପରୀକ୍ଷା, ଦେଶ-ବିଦେଶରେ ୫୦୦ରୁ ଅଧିକ କେନ୍ଦ୍ର…
ନୂଆଦିଲ୍ଲୀ, ୧୬।୭ : ଜାତୀୟ ପରୀକ୍ଷା ଏଜେନ୍ସି ଦ୍ୱାରା ପରିଚାଳିତ ଦେଶର ସର୍ବବୃହତ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଜାତୀୟ ଯୋଗ୍ୟତା ଓ ପ୍ରବେଶିକା ସ୍ନାତକୋତ୍ତର ପରୀକ୍ଷା ଏନଇଇଟି ୟୁଜି ୧୭ ଜୁଲାଇ, ରବିବାର ଅପରାହ୍ନ ୨ ଟାରୁ ୫ଟା ୨୦ ମଧ୍ୟରେ…
ଅଖିଳେଶଙ୍କୁ ଶିବପାଳଙ୍କ ଚିଠି, ମୁଲାୟମଙ୍କୁ ଆଇଏସ୍ଆଇ ଏଜେଣ୍ଟ କହିଥିବା ଯଶଓ୍ବନ୍ତଙ୍କୁ କାହିଁକି ସମର୍ଥନ…
ଲକ୍ଷ୍ନୌ, ୧୬।୭ : ସମାଜବାଦୀ ପାର୍ଟିର ବିଧାୟକ ଶିବପାଲ ସିଂ ଯାଦବ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବଙ୍କୁ ଏକ ଚିଠି ଲେଖି ରାଜନୈତିକ ଉଷ୍ଣତା ବୃଦ୍ଧି କରିଛନ୍ତି। ସେ ଲେଖିଛନ୍ତି ଯେ ଯିଏ ଏସପି ସଂରକ୍ଷକ ମୁଲାୟମ ସିଂ ଯାଦବଙ୍କ…
ଭାଜପା-ଏଏପି ବାକ୍ଯୁଦ୍ଧ ଜାରି, ମୋଦି -କ୍ରେଜିଓ୍ବାଲ ମୁହାଁମୁହିଁ..
ନୂଆଦିଲ୍ଲୀ, ୧୬।୭ : ଭାଜପା ଏବଂ ଆମ ଆଦମୀ ପାର୍ଟି (ଏଏପି) ମଧ୍ୟରେ ବାକ୍ଯୁଦ୍ଧ ଜାରି ରହିଛି। ଶନିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ନିର୍ବାଚନ ପୂର୍ବରୁ ସରକାରଙ୍କ ଦ୍ୱାରା ମାଗଣା ରାବିଡ଼ି…
କେନ୍ଦ୍ର ସରକାରଙ୍କୁ ସିଜେଆଇଙ୍କ କଟାକ୍ଷ, ବିଚାରାଧିନ ମାମଲାର ସଂଖ୍ୟା ବୃଦ୍ଧିର କାରଣ କମ୍ ନ୍ୟାୟିକ ନିଯୁକ୍ତି …
ନୂଆଦିଲ୍ଲୀ, ୧୬।୭ : ଭାରତର ପ୍ରଧାନ ବିଚାରପତି (ସିଜେଇ) ଏନ.ଭି ରମନା ନ୍ୟାୟପାଳିକାରେ ବହୁ ସଂଖ୍ୟକ ବିଚାରାଧୀନ ମାମଲା ପାଇଁ କେନ୍ଦ୍ର ସରକାରଙ୍କୁ କଟାକ୍ଷ କରିଛନ୍ତି। ସେ କହିଛନ୍ତି ଯେ ସରକାରଙ୍କ ଦ୍ୱାରା ନ୍ୟାୟିକ ପଦବୀ ପୂରଣ କରିବା ଯୋଗୁ ବିଚାରାଧିନ…
୮୦-୯୦ ପୂରା ଶହେ ?, ନିଦରୁ ଜାଗନ୍ତୁ ପ୍ରଧାନମନ୍ତ୍ରୀ, ରାହୁଲଙ୍କ କଟାକ୍ଷ …
ନୂଆଦିଲ୍ଲୀ, ୧୬।୭ : ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ନେଇ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ସେ କଟାକ୍ଷ କରି କହିଛନ୍ତି ଯେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ କୁମ୍ଭକର୍ଣ୍ଣ ନିଦରୁ ଜାଗନ୍ତୁ ଏବଂ…
ସନ୍ତାନ ଜନ୍ମ ଦିଅ ଆମେ ପୋଷ୍ୟ ଗ୍ରହଣର ବ୍ୟବସ୍ଥା କରିବୁ, କହିଲେ ହାଇକୋର୍ଟ…
ନୂଆଦିଲ୍ଲୀ, ୧୬।୭ : ଜଣେ ଅବିବାହିତା ମହିଳାଙ୍କୁ ୨୩ ମାସର ଭ୍ରୁଣର ଗର୍ଭପାତ କରାଇବାକୁ ଦିଲ୍ଲୀ ହାଇକୋର୍ଟ ମନା କରି ଦେଇଛନ୍ତି। ଅଦାଲତ କହିଛନ୍ତି, ଏପରି କରିବା ଏକ ଗର୍ଭସ୍ଥ ଶିଶୁକୁ ହତ୍ୟା କରିବା ସହିତ ସମାନ। ମୁଖ୍ୟ ବିଚାରପତି ସତୀଶ…
ଟ୍ରମ୍ପ୍ଙ୍କ ପ୍ରଥମ ସ୍ତ୍ରୀଙ୍କ ବ୍ୟବଚ୍ଛେଦ ରିପୋର୍ଟ, ଶରୀରରେ ଆଘାତ ଚିହ୍ନ…
ଓ୍ବଶିଂଟନ, ୧୬।୭ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଥମ ପତ୍ନୀ ଇଭାନା ଟ୍ରମ୍ପଙ୍କ ଶୁକ୍ରବାର ଦେହାନ୍ତ ଘଟିଛି। ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ଯେ ଦୁର୍ଘଟଣା ଯୋଗୁ ୭୩ ବର୍ଷୀୟ ଇଭାନାଙ୍କର ମୃତ୍ୟୁ ହୋଇଛି। ନ୍ୟୁୟର୍କର ମୁଖ୍ୟ ଚିକିତ୍ସା…
ମାର୍କେଟ୍ରେ ମିଳୁନି ଅଣ୍ଡା, ବ୍ରେଡ୍
କଲମ୍ବୋ,୧୬ା୭: ଶ୍ରୀଲଙ୍କାରେ ରାଜନୈତିକ ଏବଂ ଆର୍ଥିକ ସଙ୍କଟ ଯୋଗୁ ସୁପରମାର୍କେଟରେ ଖାଦ୍ୟ ଏବଂ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଶେଷ ହୋଇଗଲାଣି। ଏପରିକି ଶ୍ରୀଲଙ୍କାରେ ଲୋକେ ଗ୍ୟାସ, ରନ୍ଧନ ତୈଳ, ଚିନି, କ୍ଷୀର ପାଉଡର, ଔଷଧ ପରି ଅତ୍ୟାବଶ୍ୟକ ସାମଗ୍ରୀର ଅଭାବ…
ଶ୍ରୀଲଙ୍କାରେ ଶାନ୍ତିପୂର୍ଣ୍ଣ ସାମ୍ବିଧାନିକ ଭାବେ ହେଉ କ୍ଷମତା ହସ୍ତାନ୍ତର, ଜାତିସଂଘର ଅନୁରୋଧ …
ଜେନେଭା, ୧୬।୭ : ମିଳିତ ଜାତିସଂଘ ଶ୍ରୀଲଙ୍କାର ନେତାମାନଙ୍କୁ ଦେଶର ସମ୍ବିଧାନ ଅନୁଯାୟୀ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର କରିବାକୁ ଅନୁରୋଧ କରିଛି। ସପ୍ତାହେ ଧରି ଶ୍ରୀଲଙ୍କାରେ ଜାରି ରହିଥିବା ବିକ୍ଷୋଭ ପରେ ଗୋଟାବାୟା ରାଜପାକ୍ସେ ରାଷ୍ଟ୍ରପତି ପଦରୁ ଇସ୍ତଫା ଦେଇଛନ୍ତି।…
ଶ୍ରୀଲଙ୍କାରେ ହାହାକାର, ୬୦ ଲକ୍ଷରୁ ଅଧିକ ଲୋକ ଉପାସ …
କଲମ୍ବୋ, ୧୬।୭ : ଶ୍ରୀଲଙ୍କାରେ ଆର୍ଥିକ ସଙ୍କଟ ଚରମ ସୀମାରେ ପହଞ୍ଚିଛି। ମୁଦ୍ରାସ୍ଫୀତି ଏତେ ବୃଦ୍ଧି ପାଇଛି ଯେ ଲୋକଙ୍କ ପାଇଁ ଦୁଇବେଳା ଦୁଇମୁଠା ଖାଦ୍ୟ ଯୋଗାଡ଼ କରିବା କଷ୍ଟକର ହୋଇ ପଡୁଛି। ବିଶ୍ୱ ଖାଦ୍ୟ କାର୍ଯ୍ୟକ୍ରମ (ଡବ୍ଲୁଏଚପି) କହିଛି ଯେ…
ଅଢ଼େଇ କୋଟିରୁ ଅଧିକ ନବଜାତ ଶିଶୁଙ୍କୁ ଦିଆଯାଇନି ଅତ୍ୟାବଶ୍ୟକ ଟିକା, ଡବ୍ଲୁଏଚଓ-ୟୁନିସେଫ୍ ପକ୍ଷରୁ ସତର୍କ ସୂଚନା…
ଜେନେଭା, ୧୬।୭ : ଡବ୍ଲୁଏଚଓ ଏବଂ ୟୁନିସେଫର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୦୨୧ ବର୍ଷରେ ବିଶ୍ୱରେ ଅଢ଼େଇକୋଟିରୁ ଅଧିକ ନବଜାତ ଶିଶୁଙ୍କୁ ଅତ୍ୟାବଶ୍ୟକ ଟିକା ପ୍ରଦାନ କରାଯାଇ ନାହିଁ। ଗତ ୩୦ ବର୍ଷ ମଧ୍ୟରେ ଏଭଳି ସ୍ଥିତି କେବେ ସୃଷ୍ଟି…
କୋର୍ଟରେ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ପ୍ରଦାନ ଜରୁରୀ, ମୌସୁମୀ ଅଧିବେଶରେ ୭୧ ହେବ ଆଇନ ରଦ୍ଦ…
ଜୟପୁର,୧୬।୭ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ଶନିବାର ଜୟପୁରରେ କହିଛନ୍ତି ଯେ ନିମ୍ନ ଅଦାଲତ ଏବଂ ହାଇକୋର୍ଟରେ ଆଞ୍ଚଳିକ ତଥା ସ୍ଥାନୀୟ ଭାଷାକୁ ଗୁରୁତ୍ୱପ୍ରଦାନ କରାଯିବା ଉଚିତ। ସେ କହିଛନ୍ତି ଯେ ମାତୃଭାଷାକୁ ଇଂଲିଶ୍ଠାରୁ କମ ବିବେଚନା କରାଯିବା…

