Posted inଜାତୀୟ

୩ ବର୍ଷରେ ୩ ଲକ୍ଷ ୯୨ ହଜାରରୁ ଅଧିକ ଛାଡ଼ିଛନ୍ତି ଭାରତୀୟ ନାଗରିକତ୍ୱ…

ନୂଆଦିଲ୍ଲୀ,୧୯।୭ : ଗତ ୨୦୧୯ରୁ ୨୦୨୧ ମଧ୍ୟରେ ୩ ଲକ୍ଷ ୯୨ ହଜାରରୁ ଅଧିକ ଲୋକ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି। ଲୋକସଭାରେ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରି ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏଭଳି କହିଛନ୍ତି । ସେ କହିଛନ୍ତି ଯେ ୨୦୧୯, ୨୦୨୦, ୨୦୨୧ ଆଦି ଗତ ୩ ବର୍ଷ ମଧ୍ୟରେ ଭାରତୀୟ ନାଗରିକତ୍ୱ ଛାଡିଥିବା ଭାରତୀୟଙ୍କ ସଂଖ୍ୟା ଯଥାକ୍ରମେ ୧୪୪୦୧୭, ୮୫୨୫୬, ଏବଂ ୧୬୩୩୭୦ ରହିଛି।

ଅର୍ଥାତ୍‌ ଏହି ତିନି ବର୍ଷରେ ସମୁଦାୟ ୩,୯୨,୬୪୩ ଜଣ ଲୋକ ଭାରତୀୟ ନାଗରିକତ୍ୱ ଛାଡିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଇଣ୍ଡିଆ ବିମାନରେ ବୋମା ଆତଙ୍କ: ଲଣ୍ଡନରେ ଜରୁରୀ ଅବତରଣ

ନୂଆଦିଲ୍ଲୀ,୨୭।୬: ଏୟାର ଇଣ୍ଡିଆର ବିମାନ ୧୯୧ ମୁମ୍ବଇ-ନ୍ୟୁୟର୍କ ବିମାନରେ ବୋମା ଥିବା ସୂଚନା ମିଳିବା ପରେ ବିମାନଟିକୁ ଲଣ୍ଡନର ଷ୍ଟାଣ୍ଟେଡ ବିମାନ ବନ୍ଦରରେ ଜରୁରୀ ଅବତରଣ...

ରାତ୍ରିକାଳୀନ କଟକଣା କୋହଳ

ନୂଆଦିଲ୍ଲୀ,୩୦।୭: ଦେଶରେ କୋଭିଡ୍‌-୧୯ ସ୍ଥିତିକୁ ଅନୁଧ୍ୟାନ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ବୁଧବାର ଅନ୍‌ଲକ୍‌-୩ ନିର୍ଦ୍ଦେଶନାମା(ଗାଇଡ୍‌ଲାଇନ) ଜାରି କରାଯାଇଛି। ଏହା ଅଗଷ୍ଟ ୩୧ପର୍ଯ୍ୟନ୍ତ ଜାରି ରହିବ।...

ଋତୁସ୍ରାବ ସମୟରେ ମହିଳାଙ୍କୁ ମିଳିବ ଛୁଟି ! ଦାବିକୁ ନେଇ ଫେବୃୟାରୀ ୨୪ରେ ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ,୧୫।୨: ଦେଶର ସମସ୍ତ କାର୍ଯ୍ୟରତ ମହିଳା ଏବଂ ଛାତ୍ରୀଙ୍କୁ ‘ମାସିକ ଋତୁସ୍ରାବ’ ସମୟରେ ଛୁଟି ମିଳିବା ଉଚିତ ବୋଲି ସୁପ୍ରିମକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦାଏର...

ପାଠପଢ଼ା ଶେଷ, ଚାକିରି ନାହିଁ, ରାଜସ୍ଥାନରେ ଅଧିକ ବେକାର ଗ୍ରାଜୁଏଟ୍‌…

ନୂଆଦିଲ୍ଲୀ, ୩୧।୧ : ସାରା ଦେଶରେ ଯୁବକମାନେ ବେକାରି ସମସ୍ୟା ସହ ଲଢୁଛନ୍ତି। ଭଲ ଅଧ୍ୟୟନ ପରେ ଏହି ଅବସ୍ଥା । କେତେକ ବୃହତ ରାଜ୍ୟରେ...

ଗର୍ଲଫ୍ରେଣ୍ଡଙ୍କୁ କନ୍ୟା ବେଶରେ ଦେଖି ଷ୍ଟେଜ୍‌ ଉପରେ ଚଢି ଏମିତି କାମ କଲେ ବୟଫ୍ରେଣ୍ଡ

ଗୋରଖପୁର,୨।୧୨: ଉତ୍ତର ପ୍ରଦେଶର ଗୋରଖପୁର ଜିଲାରେ ଏକ ଅଜବ ଘଟଣା ଘଟିଛି। ହରପୁର ବୁଦହଟ ପୋଲିସ ଷ୍ଟେଶନ ଅଞ୍ଚଳରେ ଏକ ବିବାହ ଚାଲିଥିବା ବେଳେ ହଠାତ୍‌...

ଜେଲରେ କଏଦୀଙ୍କ ଆତ୍ମହତ୍ୟା: ପେଟରୁ ମିଳିଲା ସୁଇସାଇଡ୍‌ ନୋଟ୍‌

ମୁମ୍ବାଇ, ୧୬।୧୦: ମହାରାଷ୍ଟ୍ରର ନାସିକ ସେଣ୍ଟ୍ରାଲ ଜେଲରେ ଜଣେ କଏଦୀ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଆଜୀବନ କାରାଦଣ୍ଡ ଭୋଗୁଥିବା ଅସଗର ଅଲି...

ଆଦାନୀ ଜାଲିଆତିର ତଦନ୍ତ ଦାବି

ନୂଆଦିଲ୍ଲୀ,୭।୨(ପି.ଟି.):ଆମେରିକାର ଶର୍ଟ ସେଲର କମ୍ପାନୀ ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ଆଦାନୀ ଗ୍ରୁପ୍‌ ବିରୋଧରେ ଜାଲିଆତ ଅଭିଯୋଗ ଆଣିବା ପରେ ଏହାର ତଦନ୍ତ ଦାବିରେ ସୋମବାର ବିରୋଧୀ ଦଳ...

ମିଡିଆ ଉପରେ ଲାଗିପାରିବନି ରୋକ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୪।୨: ଆଦାନୀ ଗ୍ରୁପକୁ ନେଇ ହିଣ୍ଡେନବର୍ଗ ପକ୍ଷରୁ ପ୍ରକାଶିତ ରିପୋର୍ଟ ଉପରେ ମିଡିଆ କଭରେଜ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରାଯାଇଥିଲା। ଶୁକ୍ରବାର...

Advertisement
Archives

Model This Week