Home Middle

ରାଷ୍ଟ୍ରମନ୍ତ୍ରୀଙ୍କ ଲେଟର ବମ୍‌, ସରକାରଙ୍କ ପ୍ରତି ବିଭାଗରେ ଦୁର୍ନୀତି ଚାଲିଥିବା ଅଭିଯୋଗ…

ଲକ୍ଷ୍ନୌ,୨୦।୭ : ଉତ୍ତରପ୍ରଦେଶର ଜଳ ଶକ୍ତି ରାଷ୍ଠ୍ରମନ୍ତ୍ରୀ ଦୀନେଶ ଖଟିକଙ୍କ ଇସ୍ତଫା ଖବର ପରେ ତାଙ୍କର ଖୋଲା ଚିଠି ରାଜନୈତିକ କରିଡରରେ ଆଲୋଡ଼ନ ସୃଷ୍ଟି କରିଛି। ସରକାରଙ୍କ କାର୍ଯ୍ୟକାରିତା ଏବଂ ବିଭିନ୍ନ ବିଭାଗରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ମନ୍ତ୍ରୀ ସରକାରଙ୍କୁ ଏକ…

ଗ୍ୟାସ ବିସ୍ଫୋରଣ: ଜଣେ ମୃତ ୧୨ ଆହତ

ବେଜିଂ,୨୦ା୭: ଚାଇନା ବନ୍ଦର ସହର ତିଆଞ୍ଜିନସ୍ଥିତ ଏକ ୬ ମହଲା ବିଶିଷ୍ଟ ଆବାସିକ କୋଠାରେ ଗ୍ୟାସ୍‌ ବିସ୍ଫୋରଣ ଘଟି ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ ଜଣ ଆହତ ହୋଇଛନ୍ତି। ୩ ଜଣଙ୍କର କୌଣସି ପତ୍ତା ମିଳୁନାହିଁ। ବୁଧବାର ରାଜ୍ୟ ଗଣମାଧ୍ୟମ…

ସବୁବେଳେ ସଂସଦୀୟ ପରମ୍ପରାର ଉଲ୍ଲଂଘନ କରୁଛନ୍ତି ରାହୁଲ, କହିଲେ ସ୍ମୃତି ଇରାନୀ…

ନୂଆଦିଲ୍ଲୀ,୨୦।୭ : କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ନେତା ସ୍ମୃତି ଇରାନୀ ପୂର୍ବତନ ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ସ୍ମୃତି ଇରାନୀ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଦୋଷାରୋପ କରି କହିଛନ୍ତି ଯେ ସେ ସଂସଦରେ ଆଲୋଚନା କରିବାକୁ ଚାହୁଁନାହାଁନ୍ତି। ସଂସଦର…

ବିଧାୟକଙ୍କ ଅଯୋଗ୍ୟ ମାମଲା ବୃହତ୍‌ ଖଣ୍ଡପୀଠକୁ ଯାଇପାରେ, ବିଧାନସଭା ରେକର୍ଡକୁ ସୁରକ୍ଷିତ ରଖିବାକୁ ଏସ୍‌ସିଙ୍କ ନିର୍ଦ୍ଦେଶ …

ନୂଆଦିଲ୍ଲୀ,୨୦।୭ : ବିଦ୍ରୋହୀ ଶିବସେନା ବିଧାୟକଙ୍କ ଅଯୋଗ୍ୟ ମାମଲା ଉପରେ ସୁପ୍ରିମକୋର୍ଟ(ଏସ୍‌ସି)ରେ ଶୁଣାଣି ବୁଧବାର ସ୍ଥଗିତ ରଖାଯାଇଛି। ଏହି ପ୍ରସଙ୍ଗରେ ଆସନ୍ତା ଶୁକ୍ରବାର ସୁଦ୍ଧା ସମସ୍ତଙ୍କୁ ଉତ୍ତର ଦେବାକୁ ପଡିବ। ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୧ ରେ ହେବ। ବର୍ତ୍ତମାନ ଏହି…

ଓ୍ବିକ୍ରମସିଂଘେ ହେଲେ ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି

କଲମ୍ବୋ,୨୦।୭: ଶ୍ରୀଲଙ୍କାର ନୂଆ ରାଷ୍ଟ୍ରପତି ହେଲେ ରାନିଲ ଓ୍ବିକ୍ରମସିଂଘେ । ତ୍ରିକୋଣୀୟ ମୁକାବିଲାରେ ଓ୍ବିକ୍ରମସିଂଘେ ବିଜୟୀ ହୋଇଛନ୍ତି। ମଙ୍ଗଳବାର ସାଜିଥ୍‌ ପ୍ରେମଦାସା ରାଷ୍ଟ୍ରପତି ନିର୍ବାଚନ ଲଢେଇରୁ ଓହରିବା ପରେ ୩ଜଣଙ୍କ ମଧ୍ୟରେ ପ୍ରତିଦ୍ବନ୍ଦିତା ଚାଲିଥିଲା। ହେଲେ ଏହି ମୁକାବିଲାରେ ଓ୍ବିକ୍ରମସିଂଘେ ସର୍ବାଧିକ…

ଜନସାଧାରଣ ଚାହୁଁଛନ୍ତି ସଂସଦ ସ୍ବାଭାବିକ ଭାବେ କାର୍ଯ୍ୟକରୁ, ଲୋକ ସଭା ବାଚସ୍ପତି…

ନୂଆଦିଲ୍ଲୀ,୨୦।୭ : ମୌସୁମୀ ଅଧିବେଶନର ତୃତୀୟ ଦିନରେ ମୁଦ୍ରାସ୍ଫୀତି ଏବଂ ଜିଏସଟି ପ୍ରସଙ୍ଗରେ ସଂସଦରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ କଂଗ୍ରେସ ଏମ୍‌ ପି ରାହୁଲ ଗାନ୍ଧୀ, ମଲ୍ଲିକାର୍ଜୁନ ଖାର୍ଗେ, ଅଧିର ରଞ୍ଜନ ଚୌଧୁରୀ ଏବଂ ଟିଆରଏସ ଏମ୍‌ପି ମିଳିତ ଭାବେ…

ଥିଏଟର କମାଣ୍ଡ ଗଠନ ନେଇ ପୁଣି ଚର୍ଚ୍ଚା, ଶତ୍ରୁକୁ ମିଳିବ କଡ଼ା ଜବାବ…

ନୂଆଦିଲ୍ଲୀ,୨୦।୭ : ସମସ୍ତ ପ୍ରତିରକ୍ଷା ଆହ୍ବାନକୁ ଦୃଷ୍ଟିରେ ରଖି ଭାରତୀୟ ସେନାର ତିନୋଟି ୟୁନିଟ ମିଶ୍ରଣ କରି ଥିଏଟର କମାଣ୍ଡ ଗଠନ ପାଇଁ ବହୁ ପ୍ରତୀକ୍ଷିତ ପ୍ରସ୍ତାବ ଉପରେ ଆଲୋଚନା ପୁଣି ଆରମ୍ଭ ହୋଇଛି। ଗତ ଡିସେମ୍ବରରେ ହେଲିକପ୍ଟର ଦୁର୍ଘଟଣାରେ ସିଡିଏସ…

ଧନଲକ୍ଷ୍ମୀଙ୍କ ଡୋପ୍‌ ଟେଷ୍ଟ ପଜିଟିଭ୍‌, କମନୱେଲଥ ଗେମ୍ସ ପୂର୍ବରୁ ଭାରତକୁ ଝଟ୍‌କା…

ନୂଆଦିଲ୍ଲୀ,୨୦।୭ : ବର୍ମିଂହାମରେ ଖେଳାଯିବାକୁ ଥିବା କମନୱେଲଥ ଗେମ୍ସ ଆରମ୍ଭ ପୂର୍ବରୁ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର ଷ୍ଟାର ସ୍ପ୍ରିଣ୍ଟର ଧନଲକ୍ଷ୍ମୀଙ୍କ ଡୋପ୍‌ ଟେଷ୍ଟ ପଜିଟିଭ୍‌ ଆସିଛି। ଏହି କାରଣରୁ, ଭାରତୀୟ ଆଥଲେଟିକ ଦଳର ୪x୧୦୦ ମିଟର ରିଲେରେ…

ଚାପ ମୁକ୍ତ ଭାବେ ମନ ଇଛା ଖେଳ-ହୃଦୟ ଭରି ପୂର୍ଣ୍ଣ କ୍ଷମତା ସହିତ ଖେଳ, କମନୱେଲଥ ଗେମ୍ସ ଖେଳାଳିଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ…

ନୂଆଦିଲ୍ଲୀ,୨୦।୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ କମନୱେଲଥ ଗେମ୍ସ ୨୦୨୨ ରେ ଅଂଶଗ୍ରହଣ କରୁଥିବା ଭାରତୀୟ ଖେଳାଳିଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ତାଙ୍କୁ ଖେଳ ପାଇଁ ଶୁଭେଚ୍ଛା ଜଣାଇଛନ୍ତି। ସେ ଖେଳାଳିମାନଙ୍କୁ…

ସ୍ବାସ୍ଥ୍ୟକର୍ମୀଙ୍କୁ ଚିଠି ଲେଖିଲେ ପ୍ରଧାନମନ୍ତ୍ରୀ, ଐତିହାସିକ ଉପଲବ୍ଧି ପାଇଁ ଜଣାଇଲେ ଅଭିନନ୍ଦନ…

ନୂଆଦିଲ୍ଲୀ,୨୦।୭ : କରୋନା ମହାମାରୀ ବିରୋଧରେ ଟିକାକରଣ ଅଭିଯାନରେ ଭାରତ ୨୦୦ କୋଟି ଲକ୍ଷ୍ୟ ପୂରଣ କରିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ବ୍ୟକ୍ତିଗତ ଭାବେ ଦେଶର ସମସ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।…

ସ୍ଥିତି ସଙ୍କଟ ଜନକ, ସକ୍ରିୟ ମାମଲା ଦେଢ଼ଲକ୍ଷ ମୁହାଁ…

ନୂଆଦିଲ୍ଲୀ, ୨୦।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି। ସକ୍ରିୟ ମାମଲା ସହିତ ଦୈନିକ ସଂକ୍ରମଣ ବଢୁଥିବାରୁ ପୁଣି ସ୍ଥିତି ଅଣାୟତ୍ତ…

ବିଶ୍ୱବିଦ୍ୟାଳୟରେ ଅଗଷ୍ଟ ୧୫ ପର୍ଯ୍ୟନ୍ତ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ, ରାଜ୍ୟକୁ ଚିଠି ଲେଖିଲା ୟୁଜିସି…

ନୂଆଦିଲ୍ଲୀ,୨୦।୭ : ଦେଶର ସମସ୍ତ ବିଶ୍ୱବିଦ୍ୟାଳୟ, କଲେଜ ଏବଂ ଶିକ୍ଷାନୁଷ୍ଠାନରେ ମଧ୍ୟ ପ୍ରତି ଘରେ ତ୍ରିରଙ୍ଗା ଅଭିଯାନ ଚାଲିବ। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ସମସ୍ତ ରାଜ୍ୟ ତଥା ବିଶ୍ୱବିଦ୍ୟାଳୟକୁ ଏକ ଚିଠି ଲେଖିଛନ୍ତି। ଏଥିରେ, ଅଗଷ୍ଟ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?