Home Left

ସାମନ୍ଥାଙ୍କ ଶରୀରରେ ଅଛି ଏପରି ୩ ଚିହ୍ନ, ଛାଡ଼ପତ୍ର ପରେ ଟାଟୁକୁ ନେଇ କରୁଛନ୍ତି କି ଅନୁତାପ…

ସାଉଥ୍‌ ସୁନ୍ଦରୀ ସାମନ୍ଥା ରୁଥ୍‌ ପ୍ରଭୁ ସୋସିଆଲ ମିଡିଆରେ ବେଶ ସକ୍ରିୟ। ସେ ତାଙ୍କ ଫ୍ୟାନ୍ସଙ୍କ ଫାଇଁ କିଛି ବି କରି ପାରନ୍ତି। ସେ ଇନଷ୍ଟାଗ୍ରାମରେ ଆସ୍କ ମି ଏନିଥିଙ୍ଗ ସେକ୍ସନ କରିଥିଲେ। ଯେଉଁଥିରେ ପ୍ରଂଶସକ ତାଙ୍କୁ ଅନେକ ପ୍ରଶ୍ନ ପଚାରିବା…

ନିରାଶ ହୋଇପଡିଲେଣି ୟୁକ୍ରେନ ରାଷ୍ଟ୍ରପତି

କ୍ୱିଭ,୧୮।୪: ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଥମିବାର ନାଁ ନେଉନାହିଁ। ରୁଷିଆ ଆକ୍ରମଣରେ ହଜାର ହଜାର ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ୟୁକ୍ରେନ ରାଷ୍ଟ୍ରପତି ଭୋଲରଦିମିର ଜେଲେନସ୍କି ଆକ୍ରମଣମାରୀ ରୁଷିଆ ବିରୋଧରେ ବାରମ୍ବାର ସାହାଯ୍ୟ ସହାୟତା ପାଇଁ ବିଶ୍ୱ ସମୁଦାୟକୁ…

ବିବାହ ପରେ କାମକୁ ଫେରିଲେ ରଣବୀର

ବିବାହ ପରେ ପୁଣି ଥରେ କାମକୁ ଫେରିଛନ୍ତି ଅଭିନେତା ରଣବୀର କପୁର। ନିକଟରେ ତାଙ୍କୁ ଟି-ସିରିଜ ଅଫିସ୍‌ ବାହାରେ ଦେଖିବାକୁ ମିଳିଥିଲା। ସେ ଏକ ଧଳା ରଙ୍ଗର ଟି-ସାର୍ଟ ଏବଂ ବେଜି ରଙ୍ଗର ପ୍ୟାଣ୍ଟରେ ନଜର ଆସିଥିଲେ। ଏପ୍ରିଲ ୧୪ରେ ରଣବୀର…

ଦ୍ୱିତୀୟ ବିବାହ କରିବେ ନାଗା ଚୈତନ୍ୟ!

ସାଉଥ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଯୋଡି ଭାବେ ଜଣାଶୁଣା ଥିଲେ ନାଗା ଚୈତନ୍ୟ ଏବଂ ସାମନ୍ଥା ରୁଥ୍‌ ପ୍ରଭୁ। ଉଭୟଙ୍କୁ ପ୍ରଶଂସକମାନେ ମଧ୍ୟ ଭଲ ପାଉଥିଲେ। କିନ୍ତୁ ବିବାହର ୪ ବର୍ଷ ପରେ ଦୁହେଁ ନିକଟରେ ଛାଡପତ୍ର ଘୋଷଣା କରିଥିଲେ। ଦମ୍ପତି…

ମାଛ ପ୍ରୋସେସିଂ ୟୁନିଟ୍‌ରେ ଅଘଟଣ: ଚାଲିଗଲା ୫ କର୍ମଚାରୀଙ୍କ ଜୀବନ

ମାଙ୍ଗାଲୋର,୧୮।୪: କର୍ନାଟକର ଏକ ମାଛ ପ୍ରୋସେସିଂ ୟୁନିଟ୍‌ରେ ଅଘଟଣ ଘଟିଛି। ଅଣନିଃଶ୍ୱାସୀ ହୋଇ ୫ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ସମସ୍ତେ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି। ସେମାନଙ୍କ ବୟସ ୨୦ରୁ ୨୨ ବର୍ଷ ମଧ୍ୟରେ ହେବ। ମାଙ୍ଗାଲୋର ପୋଲିସ କମିଶନର ଏନ୍‌.…

‘କେଜିଏଫ୍‌ -୨’କୁ ନେଇ ଏମିତି କହିଲେ ନିର୍ମାତା

ଫିଲ୍ମ ‘କେଜିଏଫ୍‌ -୨’ ବକ୍ସ ଅଫିସରେ ହିଟ୍‌ ହୋଇଥିବା ବେଳେ ଏହାକୁ ନେଇ ନିର୍ମାତା ରାମ ଗୋପାଳ ବର୍ମା ଅନେକ ଟୁଇଟ୍‌ କରିଛନ୍ତି। ସେ ଫିଲ୍ମକୁ ପ୍ରଶଂସା କରିବା ସହ ଏହା ବଲିଉଡ ପାଇଁ କେବଳ ଗ୍ୟାଙ୍ଗଷ୍ଟର ଫିଲ୍ମ ନୁହେଁ ବରଂ…

ଉତ୍ତର ପ୍ରଦେଶରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ

ଲକ୍ଷ୍ନୌ,୧୮ ।୪: ଦେଶରେ କରୋନା ମହାମାରୀର ଚତୁର୍ଥ ଲହର ଆରମ୍ଭ ହୋଇଯାଇଛି ବୋଲି ଅନୁମାନ କରାଯାଉଛି । କିଛିଦିନ ହେବ କରୋନା ସଂକ୍ରମଣ କମ୍ ହୋଇଥିବା ବେଳେ ଏବେ ପୁଣିଥରେ ସଂକ୍ରମଣ ବଢିବାରେ ଲାଗିଛି । ରାଜଧାନୀ ଦିଲ୍ଲୀ ସମେତ ଉତ୍ତର…

ନିଷ୍ପତ୍ତି ବଦଳାଇଲେ ସରକାର

ଭୁବନେଶ୍ୱର,୧୮।୪(ବ୍ୟୁରୋ): ସେଲ୍ଫ ଫାଇନାନ୍ସିଂ କୋର୍ସ ନେଇ ନିଷ୍ପତ୍ତି ବଦଳାଇଲେ ରାଜ୍ୟ ସରକାର। ତେବେ ନିଷ୍ପତ୍ତି ପରିବର୍ତ୍ତନ ନେଇ ଉଚ୍ଚଶିକ୍ଷା ବିଭାଗ ଅତିରିକ୍ତ ସଚିବଙ୍କ ଚିଠି। ପୂର୍ବଭଳି କଲେଜ ଗୁଡ଼ିକରେ ସେଲ୍ଫ ଫାଇନାନ୍ସିଂ କୋର୍ସ ଚାଲୁ ରହିବ। ସେଲ୍ଫ ଫାଇନାନ୍ସିଂ କୋର୍ସ ପାଇଁ…

‘ହୁନରବାଜ’ ବିଜେତା ଆକାଶଙ୍କ ସଂଘର୍ଷର କାହାଣୀ:ଘରେ ନାହିଁ ଟିଭି…

ଯଦି କିଛି କରିବାକୁ ସଂକଳ୍ପ ଏବଂ ଉତ୍ସାହ ଅଛି, ତେବେ ନିଶ୍ଚିତ ଭାବରେ ସଫଳତା ମିଳିବ। ଏହାର ଜ୍ୱଳନ୍ତ ଉଦାହରଣ ହେଉଛନ୍ତି କଲର୍ସ ଚ୍ୟାନେଲର ରିଆଲିଟି ଶୋ’ ‘ହୁନରବାଜ: ଦେଶ୍‌ କି ଶାନ୍‌’ର ବିଜେତା ଆକାଶ ସିଂ। ସେ ବିହାରର ଭାଗଲପୁରର…

କମିଶନଙ୍କଠାରେ ହାଜର ହେବେ କେନ୍ଦୁଝର ଜିଲାପାଳ

କେନ୍ଦୁଝର,୧୮।୪(ସ୍ବ.ପ୍ର.), ୧୮।୪: ଜାତୀୟ ଜନଜାତି କମିଶନଙ୍କଠାରେ କେନ୍ଦୁଝର ଜିଲାପାଳ ଆଶିଷ ଠାକରେ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ହାଜର ହେବେ। ତେବେ ଜିଲାପାଳଙ୍କୁ ହାଜର କରାଇବାକୁ ପୋଲିସ ଡିଜି ଆଇଜି ଅମିତେନ୍ଦ୍ର ନାଥ ସିହ୍ନାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, କେନ୍ଦୁଝର ଆଦିବାସୀ ସଂଗଠନ…

ପ୍ରେଗ୍ନେସିକୁ ନେଇ ବଡ ରାଜ ଖୋଲିଲେ ସୋନମ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସୋନମ କପୁର ଏବେ ମା’ ହେବାର ଅନୁଭୁତିକୁ ତାଙ୍କ ପ୍ରଶଂସକଙ୍କ ସହ ଶେୟାର କରୁଛନ୍ତି । ଅଭିନେତ୍ରୀ ଖୁବଶୀଘ୍ର ଆନନ୍ଦ ଆହୁଜାଙ୍କ ପିଲାର ମା’ ହେବାକୁ ଯାଉଛନ୍ତି । ବିବାହାର ୪ ବର୍ଷ ପରେ ସୋନମ ଗର୍ଭବତୀ…

୫ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୧୮।୪(ବ୍ୟୁରୋ): ରାଜ୍ୟରେ କିଛି ଜିଲାରେ ଝଡବର୍ଷା ଓ ବଜ୍ରପାତ ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ସୋମବାର ସୂଚନା ଦିଆଯାଇଛି। କୋରାପୁଟ, ରାୟଗଡା, ଗଜପତି, କେନ୍ଦୁଝର ଏବଂ ମୟୁରଭଞ୍ଜ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି।

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri