Home Left

ଅଗଷ୍ଟ ୧୮ ଯାଏ ଜେଲରେ ରହିବେ ପାର୍ଥ-ଅର୍ପିତା

କୋଲକାତା,୫।୮: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଏବଂ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀଙ୍କୁ ଅଗଷ୍ଟ ୧୮ ଯାଏ ଅର୍ଥାତ ଆସନ୍ତା ୧୪ ଦିନ ଯାଏ ଜେଲରେ ରହିବେ। ଉଭୟଙ୍କୁ ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ଘଟଣାରେ ଇଡି ଗିରଫ କରି ଜେରା…

ଶୋଇବା ସମୟରେ କରନ୍ତୁ ଏହି ସବୁ କାମ , ସୁଖମୟ ହେବ ବୈବାହିକ ଜୀବନ

ବର୍ତ୍ତମାନର ବ୍ୟସ୍ଥବହୁଳ ଜୀବନଶୈଳୀ ଲାଗି ଅନେକଙ୍କ ବୈବାହିକ ଜୀବନରେ ତିକ୍ତତା ସୃଷ୍ଟି ହୋଇଥାଏ। ଯାହାକୁ ନେଇ ସମ୍ପର୍କରେ ପୂର୍ଣ୍ଣଚ୍ଛେଦ ପଡିବାର ଆଶଙ୍କା ମଧ୍ୟ ରହିଥାଏ। ଜଣେ ଅନ୍ୟ ଜଣଙ୍କ ପାଖରେ ଥାଇ ମଧ୍ୟ ଫୋନ ସହିତ ସମୟ ବିତାଉଥିବା ନଜରକୁ ଆସିଥାଏ।…

ବର୍ଷା ଅଭାବରୁ ଉଜୁଡିବ ଧାନଚାଷ: ଚିନ୍ତାରେ ଚାଷୀ

କୁଚିଣ୍ଡା,୫ା୮(ଡି.ଏନ୍‌.ଏ.): ଆଷାଢ଼ ଯାଇ ଶ୍ରାବଣ ଶେଷ ହେବାକୁ ବସିଲାଣି। ହେଲେ ବର୍ଷାର ଦେଖା ନାହିଁ। ନିଅଣ୍ଟିଆ ବର୍ଷା ଯୋଗୁ ଚାଷକାମ ଠପ୍‌ ହୋଇଯାଇଛି। ତଳି ସବୁ ପାଚି ଲାଲ ହୋଇଯାଇଥିବା ବେଳେ ବୁଣାଧାନ ମରିବା ସ୍ଥିତିରେ ପହଞ୍ଚିଛି। ଏ ହେଉଛି ସମ୍ବଲପୁର…

ପୋଲାର୍ଡଙ୍କ ଅତିଥି ସାଜିଲେ ହାର୍ଦ୍ଦିକ

ନୂଆଦିଲ୍ଲୀ,୫।୮: ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର କିରନ୍‌ ପୋଲାର୍ଡଙ୍କ ଘରେ ଅତିଥି ସାଜିଲେ ଟିମ୍‌ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ଓ୍ବେଷ୍ଟଇଣ୍ଡିଜ ଗସ୍ତ ସମୟରେ ବିରତି ନେଇ ସେ ପୋଲାର୍ଡଙ୍କ ଘରକୁ ଯାଇ ପରିବାର ସଦସ୍ୟଙ୍କୁ ଭେଟିଛନ୍ତି। ଉଭୟ ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ…

ଆନ୍ଧ୍ରପ୍ରଦେଶକୁ ବାଲି ଚାଲାଣ ହେଉଥିବା ୫ ଟ୍ରକ୍‌ ଜବତ

ଗଞ୍ଜାମ,୫ା୮(ଡି.ଏନ.ଏ.): ଓଡ଼ିଶାର ବିଭିନ୍ନ ସ୍ଥାନରୁ ବିଭିନ୍ନ ସମୟରେ ଆନ୍ଧ୍ରକୁ ବାଲି ଚାଲାଣ ହେଉଛି। ମାଫିଆଙ୍କ ଚୋରା ବାଲି ଗାଡି କେତେବେଳେ ପ୍ରଶାସନ ହାବୁଡ଼ରେ ପଡୁଛି ତ କେତେବେଳେ ଛୁ ମାରୁଛି। ଗୁରୁବାର ବିଳମ୍ବିତ ରାତିରେ ୫ ବାଲି ଟ୍ରକ ଜବତ କରିଛି…

ରଣବୀରଙ୍କ ପରେ ଏବେ କୁନାଲ ହେଲେ ‘ନ୍ୟୁଡ୍‌’

ବମ୍ବେ: କିଛି ଦିନ ପୂର୍ବେ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ରହିଥିଲେ ଅଭିନେତା ରଣବୀର ସିଂ। କିଛି ଲୋକ ତାଙ୍କୁ ବିରୋଧ କରିଥିବା ବେଳେ କିଛି ଖୋଲାଖୋଲି ଭାବେ ସମର୍ଥନ କରିଥିଲେ। ବିଶେଷକରି ଟେଲି ଅଭିନେତାମାନେ ତାଙ୍କ ସମର୍ଥନରେ ନିଜର ନ୍ୟୁଡ୍‌…

ସୂଚନା ନ ଦେଇ ୨୪ ଗାଁରେ ବିଦ୍ୟୁତ୍‌ କାଟ୍‌, ଲୋକେ ଅସନ୍ତୋଷ

ଦିଗପହଣ୍ଡି,୫ା୮(ଡି.ଏନ.ଏ.): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ୍‌ରେ ବିଦ୍ୟୁତ୍‌ ବିଭ୍ରାଟ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଉଛି। ବ୍ଳକ୍‌ର ବିଭିନ୍ନ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍‌ କାଟ୍‌ ହେଉଛି। ଗୁରୁବାର ଦିଗପହଣ୍ଡି ବ୍ଳକ୍‌ର ଭୀଷ୍ମଗିରି ଫିଡର୍‌ ଅଧୀନରେ ଥିବା ଭୀଷ୍ମଗିରି, ଏସ୍‌.ଟିକରପଡା ଓ ଗଜପତି…

ଶାହିଦଙ୍କୁ କରିନାଙ୍କ ପୂର୍ବ ସ୍ବାମୀ କହିଲେ କରନ୍‌ ଜୋହର

ବମ୍ବେ: ପ୍ରସାରିତ ହେବା ଦିନଠାରୁ ଚର୍ଚ୍ଚାରେ ରହିଛି ନିର୍ଦ୍ଦେଶକ କରନ୍‌ ଜୋହରଙ୍କ ବିବାଦୀୟ ରିଆଲିଟି ଶୋ’ ‘କଫି ଉଇଥ୍‌ କରନ୍‌’। ସେଲିବ୍ରିଟିମାନଙ୍କ ସହ ଗପ୍‌ସପ୍‌ ସାଙ୍ଗକୁ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ପ୍ରସଙ୍ଗକୁ ନେଇ କରନ୍‌ ପ୍ରଶ୍ନ କରୁଛନ୍ତି। ଗୁରୁବାର ପ୍ରସାରିତ…

ପୁଣି ୫୧ ହଜାର ଟଙ୍କା ଜମାକଲେ ବିଡିଓ

ପୁରୁଷୋତ୍ତମପୁର,୫ା୮(ଡି.ଏନ.ଏ.): ଗଞ୍ଜାମ ଜିଲାର ପ୍ରସିଦ୍ଧ ଇଷ୍ଟଦେବୀ ମା ତାରାତାରିଣୀଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ଅନ୍ନଯଜ୍ଞ ସାମଗ୍ରୀ ହେରଫେର ହୋଇଥିବା ଅଭିଯୋଗ ହୋଇଥିଲା। ଏହି ସାମଗ୍ରୀ ବିକ୍ରି ପରେ ଗୁରୁବାର ବିଡିଓ ପୁଣି ୫୧ ହଜାର ୩ ଶହ ଟଙ୍କା ଅନ୍ନଯଜ୍ଞ ଆକାଉଣ୍ଟରେ…

ଅକ୍ଷୟଙ୍କ ୮ ଘଣ୍ଟା ଅନ୍ୟ ଅଭିନେତାଙ୍କ ୧୫ ଘଣ୍ଟା ସହ ସମାନ

ବଲିଉଡର ଖିଲାଡି କୁମାର ତଥା ଅକ୍ଷୟ କୁମାର କ୍ରମାଗତ ଟ୍ରୋଲର ସମ୍ମୁଖୀନ ହେଉଛନ୍ତି। ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଫ୍ଲପ ହେବା ପରେ ତାଙ୍କୁ ଦର୍ଶକ ଟାର୍ଗେଟ କରିଥିଲେ। ଆଜି ବି ‘ସମ୍ରାଟ ପୃଥୀରାଜ’ ଭଳି ଫିଲ୍ମକୁ ସମାଲୋଚନା କରାଯାଉଛି। ତେବେ ଏତେ…

ବିଜୟରୁ ବଜରଙ୍ଗ, ଦୀପକଙ୍କ ଅଭିଯାନ ଆରମ୍ଭ

ବର୍ମିଂହାମ,୫।୮: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ କୁସ୍ତି ଇଭେଣ୍ଟ ଶୁକ୍ରବାର ଆରମ୍ଭ ହୋଇଛି। ଆରମ୍ଭରୁ ଭାରତର ଦୁଇ ଷ୍ଟାର ରେସ୍‌ଲର ବଜରଙ୍ଗ ପୁନିଆ ଏବଂ ଦୀପକ ପୁନିଆ ପ୍ରଥମ ମ୍ୟାଚରେ ବିଜୟୀ ହୋଇ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ…

କହିଥିଲେ ଶାହାରୁଖ: ‘କାଜୋଲ ମୋ’ ସାନ ଭଉଣୀ’

ବମ୍ବେ: ବଲିଉଡ୍‌ରେ ଏକାଠି କାମ କରୁଥିବା କଳାକାରଙ୍କ ଲିଙ୍କଅପ୍‌ର ଅନେକ ଖବର ଶୁଣିବାକୁ ମିଳେ। କେତେବେଳେ ଏହା ସତ ପାଲଟେ ତ କେତେବେଳେ ଗୁଜବ। ଏହି କ୍ରମରେ ସୁପରଷ୍ଟାର ଶାହାରୁଖ ଖାଁଙ୍କ ନାମ ଅନେକ ନାୟିକାଙ୍କ ସହ ଯୋଡ଼ା ଯାଇଛି। ସେଥିରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?