Home Left

ଜାହାଙ୍ଗୀରପୁରୀରେ ପୁଣି ଉତ୍ତେଜନା: ପୋଲିସ ଟିମ୍‌ ଉପରେ ପଥରମାଡ

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀର ଜାହାଙ୍ଗୀରପୁରୀରେ ପୁଣି ଅଶାନ୍ତ ପରିବେଶ ଦେଖିବାକୁ ମିଳିଛି। ସୋମବାର ପୋଲିସ ଟିମ ଜାହାଙ୍ଗୀରପୁରୀରେ ପହଞ୍ଚି ଗୁଳି ଚଳାଇଥିବା ବ୍ୟକ୍ତି ସୋନୁ ଚିକନାଙ୍କ ସ୍ତ୍ରୀଙ୍କୁ ପଚରାଉଚରା କରିବା ପାଇଁ ଯାଇଥିଲେ। କିନ୍ତୁ ପୋଲିସ ଟିମ୍‌ ଉପରେକୁ ପଥର ମାଡ କରାଯାଇଥିଲା।…

ମୋଦିଙ୍କ ଗସ୍ତ ପୂର୍ବରୁ ଗୁଜରାଟରେ ହିଂସାକାଣ୍ଡ: ୧୫ ଗିରଫ

ଅହମଦାବାଦ,୧୮।୪: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପୂର୍ବରୁ ରବିବାର ରାତିରେ ଗୁଜରାଟର ବଡୋଦରାରେ ହିଂସାକାଣ୍ଡ ଘଟିଛି। ରାୱପୁରା ଟାୱାର ଅଞ୍ଚଳରେ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏପରି କି ୨ ଗୋଷ୍ଠୀ ପରସ୍ପର ଉପରକୁ ପଥର ମାଡ଼ କରିଥିଲେ। ଏଥିରେ ୫…

ପାଣିରେ ବୁଡ଼ି ଚାଲିଗଲା ଇସ୍ରୋ ବୈଜ୍ଞାନିକଙ୍କ ଜୀବନ

ବରଗଡ଼ ଅଫିସ,୧୮ା୪: ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଝାରପାଲି ଗ୍ରାମରେ ଜନ୍ମଗ୍ରହଣ କରିଥିବା ଇସ୍ରୋ(ଭାରତୀୟ ଅନ୍ତରୀକ୍ଷ ବିଜ୍ଞାନ ଓ ପ୍ରାଦୌଗିକ ସଂସ୍ଥାନ)ରେ କାର୍ଯ୍ୟରତ ବୈଜ୍ଞାନିକ ନିହାର ରଞ୍ଜନ ପ୍ରଧାନ(୨୭)ଙ୍କ ସୋମବାର ମୃତ୍ୟୁ ହୋଇଛି। ଗ୍ରାମର ଏକ ଜଳାଶୟରେ ଗାଧୋଉ ଥିବାବେଳେ…

୪ର୍ଥ ଲହର ପାଇଁ ସତର୍କ ରହିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ଦିଲ୍ଲୀ ଭଳି କିଛି ରାଜ୍ୟରେ ସଂକ୍ରମଣ ବଢ଼ିବା ପରେ ରାଜ୍ୟ ସରକାର ପୁଣି ସଜାଗ ହୋଇଛନ୍ତି। ଯଦିଓ ଆମ ରାଜ୍ୟରେ ସଂକ୍ରମଣ ହାର କମ୍‌ ରହିଛି ତଥାପି ଆଗାମୀ ୪ର୍ଥ ଲହର ପାଇଁ ସତର୍କ ରହିବାକୁ ସମସ୍ତ ଜିଲାର ଜିଲାପାଳମାନଙ୍କୁ…

ଅଳ୍ପ ବୟସରେ ହୃଦ୍‌ରୋଗ

ସୈନ୍ୟ ବିଭାଗରେ ଭର୍ତ୍ତି ହୋଇଥିବା ଜଣେ ୧୭ ବର୍ଷର କିଶୋରଠାରେ ବାଇପାସ୍‌ ସର୍ଜରି ହୋଇସାରିଲାଣି। ତା’ର ରକ୍ତ-କୋଲେଷ୍ଟରଲ୍‌ର ମାତ୍ରା ଅନୁମୋଦିତ ସ୍ତରରେ ରହିଥିଲା, ତଥାପି ତା’ର ଧମନୀରେ ପ୍ରକାଶ ପାଇସାରିଥିଲା ଆଥେରୋସ୍କେରୋସିସ୍‌। ବୟସ ମାତ୍ର ୨୨ ବର୍ଷ। ତା’ଠାରେ ହଠାତ୍‌ ଆରମ୍ଭ…

ଚୋରି କରିବାକୁ ଆସି ନାଚିଲେ ଚୋର

ଲକ୍ଷ୍ନୌ,୧୮।୪: ଦୋକାନ ଭିତରକୁ ଚୋରି କରିବାକୁ ଆସି ନାଚିଲେ ଚୋର। ଚୋରିର ଏପରି ଏକ ଘଟଣା ଉତ୍ତରପ୍ରଦେଶର ଚାନ୍ଦୁଲିରେ ଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏହି ପ୍ରସଙ୍ଗରେ ପୋଲିସ ଏକ ମାମଲା ରୁଜୁ କରିଛି ଏବଂ ଏହି ଅନନ୍ୟ ଚୋରର…

ଲାଞ୍ଚ ନେଇ ଧରାପଡ଼ିଲେ ଆର୍‌ଆଇ

ଜମନକିରା,୧୮ା୪(ଡି.ଏନ୍‌.ଏ.): ସମ୍ବଲପୁର ଜିଲା ଜମନକିରା ରାଜସ୍ବ ନିରୀକ୍ଷକ(ଆର୍‌ଆଇ)ଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ଚଢ଼ାଉ କରାଯାଇଛି। ଜମନକିରା ପଞ୍ଚାୟତ ମହକୁମା ଚାହାବଗାନ ପଡ଼ାର ଦୁଃଖ ମିଞ୍ଜ ଓରଫ ଦୁଃଖ ଓରାମଙ୍କ (୪୦) ଠାରୁ ଜମି ଭାଗବଣ୍ଟା ପାଇଁ ରଙ୍ଗପ୍ରଲେପ ଦିଆ ୯ ହଜାର ଟଙ୍କା…

ଦିଲ୍ଲୀ-ଏନ୍‌ସିଆର୍‌ରେ ବଢୁଛି ସଂକ୍ରମଣ

ନୂଆଦିଲ୍ଲୀ,୧୮।୪: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଗତ ୧୫ ଦିନରେ କୋଭିଡ୍‌ ସଂକ୍ରମଣ ୫୦୦ ପ୍ରତିଶତ ବୃଦ୍ଧି ପାଇଥିବା ଏକ ସର୍ଭେରୁ ଜଣାପଡ଼ିଛି। ଲୋକାଲ ସର୍କଲ୍ସ ପକ୍ଷରୁ କରାଯାଇଥିବା ଏହି ସର୍ଭେରେ ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳର ୧୯ ପ୍ରତିଶତ ବାସିନ୍ଦା ଭାଗ ନେଇଥିଲେ।…

‘ଜାହାଜ ବୁଡ଼ିଯିବାର ଭୟକରି ଡେଇଁପଡ଼ିଥିଲେ ରାହୁଲ’

ଥିରୁଭାନନ୍ତପୁରମ,୧୮।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅସ୍ଥିର। ତେଣୁ ତାଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯାଇପାରିବ ନାହିଁ ବୋଲି ରାଜ୍ୟ ସଭାର ପୂର୍ବତନ ଉପାଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ପି.ଜେ. କୁରିଏନ୍‌ କହିଛନ୍ତି। ୮୧ ବର୍ଷୀୟ କୁରିଏନ୍‌ କହିଛନ୍ତି, ଜାହାଜ…

ଥାନାରେ ଅଭିଯୁକ୍ତଙ୍କ ମୃତ୍ୟୁ: ସ୍ବାମୀଙ୍କୁ ମାରି ଦେଇଥିବା ଅଭିଯୋଗ ଆଣିଲେ ସ୍ତ୍ରୀ

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ସ୍ଥାନୀୟ ବଡ଼ଗଡ଼ ଥାନାରେ ହାଜତ ମୃତ୍ୟୁ ହୋଇଥିବା ଅଭିଯୋଗ ଆଣିଛନ୍ତି ଜଣେ ମହିଳା। ମୃତକ ହେଲେ କପିଳପ୍ରସାଦ ଅଞ୍ଚଳର ଦେବେନ୍ଦ୍ର ଚୌଧୁରୀ। ରବିବାର ରାତିରେ ସେ ରସୁଲଗଡ଼ରୁ ଘରକୁ ଫେରୁଥିବା ବେଳେ ପୋଲିସ ତାଙ୍କୁ ଉଠାଇ ନେଇଥିବା ଦେବେନ୍ଦ୍ରଙ୍କ ସ୍ତ୍ରୀ…

ଗୋଟିଏ ଫିଲ୍ମ ୨୯୨ଥର ଦେଖି ଗିନିଜ୍‌ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଲେ ଏହି ବ୍ୟକ୍ତି

ଜଣେ ବ୍ୟକ୍ତି ଗୋଟିଏ ଫିଲ୍ମକୁ କେତେଥର ଦେଖିପାରିବେ? ଥରେ, ଦୁଇଥର କିମ୍ବା ୧୦ଥର କିନ୍ତୁ ଜଣେ ବ୍ୟକ୍ତି ତିନି ମାସ ମଧ୍ୟରେ ଗୋଟିଏ ଫିଲ୍ମକୁ ୨୯୨ ଥର ଦେଖି ଗିନିଜ ୱାଲର୍‌ଡ ରେକର୍ଡରେ ସ୍ଥାନ ପାଇଛନ୍ତି। ଆମେରିକାର ଫ୍ଲୋରିଡାଠାରେ ରହୁଥିବା ରାମିରୋ…

ଆଇପିଏଲରେ ପୁଣି କରୋନା ଭୟ: କ୍ୱାରାଣ୍ଟାଇନ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ ଦଳ

ମୁମ୍ବାଇ,୧୮।୪:ଆଇପିଏଲ୍‌ର ୧୫ତମ ସିଜିନ୍‌ରେ ମଧ୍ୟ କରୋନା ଏଣ୍ଟ୍ରି କରିଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସ ଫିଜିଓ ପ୍ୟାଟ୍ରିକ ଫରହାର୍ଟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତାଙ୍କ ପରେ ଏବେ ଆଉ ଜଣେ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। ଏହି କାରଣରୁ ଏବେ ପୂରା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri