Home Left

କାଉଣ୍ଟିରେ ପୂଜାରାଙ୍କ ଅପରାଜିତ ଦ୍ୱିଶତକ

ନୂଆଦିଲ୍ଲୀ,୧୮।୪: ଚେତେଶ୍ୱର ପୂଜାରା (୨୦୧*)ଙ୍କ ଅପରାଜିତ ଦ୍ୱିଶତକ ଯୋଗୁ ସସେକ୍ସ ଏବଂ ଡର୍ବିଶାୟାର ମଧ୍ୟରେ ଚାଲିଥିବା କାଉଣ୍ଟି ଚାମ୍ପିୟନଶିପ୍‌ ଡିଭିଜନ ୨ ମ୍ୟାଚ୍‌ ଅମୀମାଂସିତ ରହିଛି। କାଉଣ୍ଟି ଚାମ୍ପିୟନଶିପ୍‌ରେ ଦ୍ୱିଶତକ ହାସଲ କରିବାରେ ସେ ହେଉଛନ୍ତି ଦ୍ୱିତୀୟ ଭାରତୀୟ ବ୍ୟାଟର। ତାଙ୍କ…

୩୦ ରେସ୍‌ଲରଙ୍କ ପାଇଁ ୧.୨୮ କୋଟି ମଞ୍ଜୁର

ନୂଆଦିଲ୍ଲୀ,୧୮।୪: ମଙ୍ଗୋଲିଆରେ ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଛି ସିନିୟର ଏସିଆନ ଚାମ୍ପିୟନଶିପ୍‌। ଏଥିରେ ଅଲିମ୍ପିକ୍‌ ପଦକଧାରୀ ରବି ଦାହିୟା ଓ ବଜରଙ୍ଗ ପୁନିଆଙ୍କ ସମେତ ୩୦ ରେସ୍‌ଲର ଭାଗନେବେ। ଏଥିଲାଗି ସୋମବାର ୧.୨୮ କୋଟି ଟଙ୍କା ମଞ୍ଜୁର କରିଛି ଭାରତୀୟ କ୍ରୀଡ଼ା…

ଦର୍ଶକଙ୍କ ଉପସ୍ଥିତିରେ ଖେଳାଯିବ ଆଇ-ଲିଗ୍‌ ମ୍ୟାଚ୍‌

ନୂଆଦିଲ୍ଲୀ,୧୮।୪: ଦୁଇ ବର୍ଷ ବ୍ୟବଧାନରେ ପ୍ରଥମଥର ପାଇଁ ଦର୍ଶକଙ୍କ ଉପସ୍ଥିତିରେ ଖେଳାଯିବ ଆଇ-ଲିଗ୍‌ ମ୍ୟାଚ୍‌। ତେବେ ଷ୍ଟାଡିୟମର କିଛି ନିର୍ଦ୍ଦିଷ୍ଟ ଷ୍ଟାଣ୍ଡ ଏବଂ ସେକ୍‌ଶନରେ ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯିବ ବୋଲି ଆଇ-ଲିଗ୍‌ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ଆସନ୍ତା ୨୨…

ସିଆରପିଏଫ୍‌ ଚେକ୍‌ପୋଷ୍ଟରେ ଆତଙ୍କବାଦୀ ଆକ୍ରମଣ: ଜଣେ ଯବାନ ଶହୀଦ

ଶ୍ରୀନଗର,୧୮।୪: ପୁଲୱାମା ଜିଲାର କାକାପୋରା ଅଞ୍ଚଳରେ ଥିବା ଏକ ରେଲଓ୍ବେ ଚେକ୍‌ପୋଷ୍ଟ ଉପରେ ସୋମବାର ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଜଣେ ପୋଲିସ ଶହୀଦ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଏହି ଆତଙ୍କବାଦୀ ଆକ୍ରମଣ…

ଜାହାଙ୍ଗୀରପୁରୀ ହିଂସା: ମୁଖ୍ୟ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ,୧୮।୪: ରାଜଧାନୀ ଦିଲ୍ଲୀ ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଅବସରରେ ଘଟିଥିବା ହିଂସା ଘଟଣାରେ ମୁଖ୍ୟ ଅଭିଯୁକ୍ତ ସୋନୁ ଶେଖ୍‌ ଗିରଫ। ଦିଲ୍ଲୀ ପୋଲିସର ସ୍ପେଶାଲ ଷ୍ଟାଫ୍‌ ଓ ଏନ୍‌୍‌ଡବ୍ଲୁଡିର ମିଳିତ ସହଯୋଗରେ ସୋମବାର ସୋନୁ ଶେଖ୍‌ଙ୍କୁ ଗିରଫ କରାଯାଇଛି। ମଙ୍ଗଳବାର ଦିଲ୍ଲୀ…

ମାର୍ଶ ପଜିଟିଭ ପରେ ନେଗେଟିଭ

ମୁମ୍ବାଇ, ୧୮ା୪ : ଅଷ୍ଟ୍ରେଲୀୟ ଅଲରାଉଣ୍ଡର ମିଚେଲ ମାର୍ଶ କୋଭିଡ୍‌ ପାଇଁ ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟରେ ପଜିଟିଭ ଆସିବା ପରେ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ବୁଧବାର ଦିଲ୍ଲୀ କ୍ୟାପିଟାଲ୍ସ ଓ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ମ୍ୟାଚ ଖେଳାଯିବ କି…

ପୂର୍ବତନ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ସର୍ତ୍ତମୂଳକ ଜାମିନ

କଟକ ଅଫିସ,୧୮।୪: ପୂର୍ବତନ ଅତିରିକ୍ତ ଏସ୍‌ପି ତ୍ରିନାଥ ମିଶ୍ରଙ୍କୁ ସୋମବାର ଜାମିନ ମଳିଛି। କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ତାଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି। ୬୦ ଦିନ ମଧ୍ୟରେ ଭିଜିଲାନ୍ସ ଚାର୍ଜସିଟ ଦାଖଲ ନ କରିପାରିବାର ମିଶ୍ରଙ୍କୁ ଜାମିନ ମିଳିଛି। ତେବେ…

ଆଇପିଏଲ୍‌ରେ ଟସ୍‌ ଜିତି ବୋଲିଂ ନେବା ଧାରା ଜାରି

ମୁମ୍ବାଇ,୧୮।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ସୋମବାର ୩୦ତମ ମ୍ୟାଚ ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ ଚାଲିଛି। କୋଲକାତା ଅଧିନାୟକ ଶ୍ରେୟସ୍‌ ଆୟର ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଛନ୍ତି। ଆଇପିଏଲ୍‌ ଲିଗ୍‌ରେ ଟସ୍‌ ଜିତି ବୋଲିଂ ନେବା…

ଜେଇଇ ମେନ ଅନଲାଇନ ଫର୍ମପୂରଣ ତାରିଖ ବଢିଲା

  ଭୁବନେଶ୍ୱର,୧୮।୪(ବ୍ୟୁରୋ): ଜେଇଇ ମେନ ପାଇଁ ଅନଲାଇନ୍‌ ଫର୍ମପୂରଣ ତାରିଖ ବଢାଇ ଦିଆଯାଇଛି । ଜେଇଇ ମେନ ସେକ୍ସନ-୧ ପାଇଁ ଏପ୍ରିଲ ୧୮ ତାରିଖରୁ ଅନଲାଇନ ଫର୍ମପୂରଣ ପୁଣି ଆରମ୍ଭ ହୋଇଛି । ଆସନ୍ତା ୨୫ ତାରିଖ ରାତି ୯ଟା ପର୍ଯ୍ୟନ୍ତ…

ଟୁଇନ୍‌ ସିଟିରେ ୪୦ ଡିଗ୍ରୀ ଟପିଲା ତାପମାତ୍ରା

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ରାଜ୍ୟରେ ଚଳିତ ବର୍ଷ ପ୍ରଥମ ଥର ଟୁଇନ୍‌ ସିଟିରେ ୪୦ ଡିଗ୍ରୀ ତାପମାତ୍ରା ଟପିଛି। ସୋମବାର ଅନୁଗୋଳରେ ସର୍ବୋଚ୍ଚ ତାପମାତ୍ରା ୪୩.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ୱରରେ ୪୦.୨ ଡିଗ୍ରୀ, କଟକରେ ୪୦.୫ ଡିଗ୍ରୀ ଏବଂ ବଲାଙ୍ଗୀରରେ ୪୩.୨…

ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ସେନାମୁଖ୍ୟ

ନୂଆଦିଲ୍ଲୀ,୧୮।୪: ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଦେଶର ନୂଆ ସେନା ମୁଖ୍ୟ ହେବେ। କେନ୍ଦ୍ର ସରକାର ତାଙ୍କ ନିଯୁକ୍ତିକୁ ନେଇ ମଞ୍ଜୁରୀ ପ୍ରଦାନ କରିଛନ୍ତି। ସରକାର ଲ୍ୟୁଟ୍‌ନାଣ୍ଟ ଜେନେରାଲ ମନୋଜ ପାଣ୍ଡେଙ୍କୁ ପରବର୍ତ୍ତୀ ସେନାମୁଖ୍ୟ ଭାବେ ନିଯୁକ୍ତି କରିବା ପାଇଁ ନିଷ୍ପତ୍ତି…

ଉଚ୍ଚ ଶିକ୍ଷାନୁଷ୍ଠାନରେ କମିଲା ଖରା ଛୁଟି

ଭୁବନେଶ୍ୱର,୧୮ା୪(ବ୍ୟୁରୋ): ରାଜ୍ୟରେ ଉଚ୍ଚ ଶିକ୍ଷାନୁଷ୍ଠାନରେ ଖରା ଛୁଟି କମାଇଲେ ସରକାର। ଜୁନ୍‌ ୧ରୁ ୧୬ ପର୍ଯ୍ୟନ୍ତ ଖରା ଛୁଟି ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଉଚ୍ଚ ଶିକ୍ଷା ବିଭାଗ ପ୍ରମୁଖ ସଚିବ ବିଶ୍ୱବିଦ୍ୟାଳୟ କୁଳପତି ଏବଂ ଡିଗ୍ରୀ କଲେଜ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri