Home Left

ଜଳର ପୁନଃ ଚକ୍ରଣ କରୁଛି ବେଦାନ୍ତ ଆଲୁମିନିୟମ

ଭୁବନେଶ୍ୱର,୭।୯: ଦେଶର ପ୍ରମୁଖ ଘରୋଇ ଆଲୁମିନିୟମ ଉପତ୍ାଦକ ବେଦାନ୍ତ ଆଲୁମିନିୟମର ଝାରସୁଗୁଡ଼ାସ୍ଥିତ ଆଲୁମିନିୟମ ସ୍ମେଲଟର-୧ ଆର୍ଥିକ ବର୍ଷ-୨୨ରେ ନିର୍ଦ୍ଧାରିତ ପରିମାଣର ଜଳ ବିନିଯୋଗକୁ ୧୧% ହ୍ରାସ କରିବାର ଗୌରବ ଅର୍ଜନ କରିଛି। ଗତ ଆର୍ଥିକ ବର୍ଷ-୨୧ରେ ୧୭,୪୦୦ ଟନ୍‌ରୁ ଅଧିକ ଆଲୁମିନିୟମ…

ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ ଦ୍ୱାରା ଡୁଏଲ୍‌ ସିଷ୍ଟମ ଟ୍ରେନିଂ

ଭୁବନେଶ୍ୱର,୭।୯: ଆର୍ସଲର ମିତ୍ତଲ-ନିପ୍ପନ୍‌ ଷ୍ଟିଲ୍‌ ଇଣ୍ଡିଆ (ଏଏମ୍‌ଏନ୍‌ଏସ୍‌ ଇଣ୍ଡିଆ) ଏହାର ଦକ୍ଷତା ଉନ୍ନୟନ କାର୍ଯକ୍ରମ ଅଧୀନରେ ଏକ ସିଏସ୍‌ଆର୍‌ ପଦକ୍ଷେପକୁ ତ୍ୱରାନ୍ବିତ କରିବାକୁ ଯାଇ ସରକାରୀ ଶିଳ୍ପ ତାଲିମ ପ୍ରତିଷ୍ଠାନ, କୋଇଡା ସହ ବୁଝାମଣାପତ୍ର ତଥା ଏମ୍‌ଓୟୁ ସ୍ବାକ୍ଷର କରିଛନ୍ତି। ଷ୍ଟୋନ୍‌…

୮% ବୃଦ୍ଧି ପାଇଛି ବିଦେଶୀ ଋଣ

ନୂଆଦିଲ୍ଲୀ,୭।୯: ଗତ ଆର୍ଥିକ ବର୍ଷରେ ଭାରତର ବିଦେଶୀ ଋଣ ହାର ପୂର୍ବ ବର୍ଷ ତୁଳନାରେ ଅନେକ ମାତ୍ରାରେ ବୃଦ୍ଧି ପାଇଛି। ଏପରିକି ସରକାରଙ୍କ ପକ୍ଷରୁ ଜାରି ପରିସଂଖ୍ୟାନ ଅନୁସାରେ ୨୦୨୨ ମାର୍ଚ୍ଚ ୩୧ ସୁଦ୍ଧା ଭାରତର ବିଦେଶୀ ଋଣ ୬୨୦.୭ ବିଲିୟନ…

ନିର୍ବାଚିତ ପ୍ରତିନିଧିଙ୍କୁ ଅଣଦେଖା କରୁଛି ବ୍ଲକ ପ୍ରଶାସନ

ଜଗତ୍‌ସିଂହପୁର ଅଫିସ, ୭ା୯: ଜଗତ୍‌ସିଂହପୁର ବ୍ଲକ ଅନ୍ତର୍ଗତ ବିଭିନ୍ନ ପଞ୍ଚାୟତରେ ନିର୍ବାଚିତ ସରପଞ୍ଚ ଓ ସମିତି ସଭ୍ୟଙ୍କୁ ଅଣଦେଖା କରାଯାଉଛି। ମାତ୍ର ପଞ୍ଚାୟତିରାଜ ବିଭାଗ ପକ୍ଷରୁ ବ୍ଲକକୁ ଆସୁଥିବା ବିଭିନ୍ନ ଯୋଜନାର ଅର୍ଥ ତଥା ସ୍ବତନ୍ତ୍ର ଅନୁଦାନକୁ ଦଳୀୟ ଭିତ୍ତିରେ ଚୟନ…

ଅସ୍ଥିରତା ମଧ୍ୟରେ ଭଲ ପ୍ରଦର୍ଶନ କରୁଛି ଟଙ୍କା: ଶକ୍ତିକାନ୍ତ

ନୂଆଦିଲ୍ଲୀ,୭।୯: ଗତ କିଛି ମାସ ହେବ ସାରା ବିଶ୍ୱରେ ମାନ୍ଦାବସ୍ଥା ଜାରି ରହିଛି। ଏପରିକି ମୁଦ୍ରା ବିନିମୟ ବଜାରରେ ଘୋର ଅସ୍ଥିରତା ସତ୍ତ୍ବେ ମଧ୍ୟ ଆମେରିକୀୟ ଡଲାର ତୁଳନାରେ ଭାରତୀୟ ମୁଦ୍ରାର ପ୍ରଦର୍ଶନ ଭଲ ରହିଛି। ସେହିଭଳି ଅନ୍ୟ ଦେଶଗୁଡ଼ିକର ମୁଦ୍ରା…

ଶ୍ରେଣୀଗୃହ ଅଭାବ: ଯଜ୍ଞ ମଣ୍ଡପରେ ଶିକ୍ଷାଦାନ

ମହାକାଳପଡା, ୭ା୯ (ଡି.ଏନ୍‌.ଏ.): ସର୍ବଶିକ୍ଷା ଅଭିଯାନ ଯୋଜନାରେ ସଭିଏଁ ପଢ଼ିବେ ସଭିଏଁ ବଢ଼ିବେ ନାରା ତୃଣମୂଳ ସ୍ତରରେ ଫେଲ୍‌ ମାରିଛି। ବିଦ୍ୟାଳୟଗୁଡ଼ିକର ବିକାଶ ପାଇଁ ସରକାର ଅର୍ଥ ବ୍ୟୟ କରୁଛନ୍ତି। ଛାତ୍ରୀଛାତ୍ରମାନେ କିପରି ବେସରକାରୀ ବିଦ୍ୟାଳୟ ମୋହ ତୁଟାଇ ସରକାରୀ ବିଦ୍ୟାଳୟ…

ଆଳି ତହସିଲଦାରଙ୍କ କ୍ୱାର୍ଟର୍ସ ପାଲଟିଛି ଭୂତକୋଠି

ଆଳି,୭ା୯(ଡି.ଏନ.ଏ): ରାଜ୍ୟ ସରକାର ପ୍ରଶାସନକୁ ଲୋକମାନଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ କରୁଥିବା ବେଳେ ପ୍ରଶାସକମାନେ କିଭଳି ରହିବେ ସେ କଥା ଭୁଲି ଯାଉଛନ୍ତି। ସରକାର ଉନ୍ନୟନମୂଳକ କାର୍ଯ୍ୟରେ ଅର୍ଥ ବ୍ୟୟ ସାଙ୍ଗକୁ ଯୋଜନା କରୁଛନ୍ତି। କିନ୍ତୁ ଜଣେ ତହସିଲଦାରଙ୍କ କ୍ୱାର୍ଟର୍ସ ଦୀର୍ଘ…

ଅଦାଲତ ଭିତ୍ତିଭୂମି ପାଇଁ ପାଣ୍ଠି ଅଟକାଇଛି କେନ୍ଦ୍ର

ନୂଆଦିଲ୍ଲୀ,୭।୯: କେନ୍ଦ୍ର ସରକାର ଗତ ୨ ବର୍ଷ ହେଲା ଓଡ଼ିଶାର ବିଚାର ବିଭାଗୀୟ ଭିତ୍ତିଭୂମି ନିର୍ମାଣ ପାଇଁ ଆବଶ୍ୟକ ପାଣ୍ଠିକୁ ଅଟକାଇ ରଖିଛନ୍ତି। ଏନେଇ ମଙ୍ଗଳବାର ରାଜ୍ୟ ସରକାରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଦାଖଲ ଏକ ସତ୍ୟପାଠରେ ଅବଗତ କରାଯାଇଛି। ଓଡ଼ିଶା ସରକାରଙ୍କ…

ରାସ୍ତା ଅବସ୍ଥାକୁ ଶୋଚନୀୟ କରିଛି ବନ୍ୟା

କେନ୍ଦ୍ରାପଡ଼ା ଅଫିସ, ୭ା୯: ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମରେ ହୋଇଥିବା ବନ୍ୟା ଏବେ ସମ୍ପୂର୍ଣ୍ଣ ଛାଡ଼ିଯାଇଛି। ଏହି ବନ୍ୟାଞ୍ଚଳରେ କେତେକ ପାଟ କ୍ଷେତରେ ଜଳ ନିଷ୍କାସିତ ହୋଇପାରି ନାହିଁ। ତେବେ ଗତ ବନ୍ୟା ଓ ଲଗାଣ ବର୍ଷା ଜଳ କେନ୍ଦ୍ରାପଡ଼ା…

ପୂର୍ବତନ ଏନ୍‌ଏସ୍‌ଇ ମୁଖ୍ୟ ରବିନାରାୟଣ ଗିରଫ

ନୂଆଦିଲ୍ଲୀ,୭।୯: ମନିଲଣ୍ଡରିଂ ମାମଲାରେ ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ (ଏନ୍‌ଏସ୍‌ଇ)ର ପୂର୍ବତନ ସିଇଓ ତଥା ଏମ୍‌ଡି ରବି ନାରାୟଣଙ୍କୁ ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗିରଫ କରିଛି। କୋ-ଲୋକେଶନ ଦୁର୍ନୀତି ଏବଂ ବେଆଇନ ଭାବେ କର୍ମଚାରୀଙ୍କ ଫୋନ୍‌ ଟ୍ୟାପିଙ୍ଗ୍‌ରେ ସମ୍ପୃକ୍ତି ଅଭିଯୋଗରେ ଦୁଇଟି…

ସୁଶାନ୍ତଙ୍କ କଳାକୃତି ଜାତୀୟ ପୁରସ୍କାର ପାଇଁ ମନୋନୀତ

ଚଣ୍ଡିଖୋଲ,୭ା୯(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ପଲାଇ ଗ୍ରାମର ପ୍ରସ୍ତର ଶିଳ୍ପୀ ସୁଶାନ୍ତ କୁମାର ଦାସ ଜାତୀୟ ହସ୍ତଶିଳ୍ପ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି । ଭାରତ ସରକାରଙ୍କ ହସ୍ତଶିଳ୍ପ ଉନ୍ନୟନ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ସୋମବାର ନୂଆଦିଲ୍ଲୀଠାରେ ଘୋଷଣା…

୭୭ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌

ନୂଆଦିଲ୍ଲୀ,୭।୯: ଆତ୍ମହତ୍ୟା କରିବା ପୂର୍ବରୁ କେହି କେହି ଏହାର କାରଣ ଦର୍ଶାଇ ସୁଇସାଇଡ୍‌ ନୋଟ ଲେଖିଛନ୍ତି। ତେବେ ୭୭ ପୃଷ୍ଠାର ସୁଇସାଇଡ୍‌ ନୋଟ୍‌ ଲେଖିବା ପ୍ରଥମ ଘଟଣା। ଦିଲ୍ଲୀର ଜଣେ ୨୫ ବର୍ଷୀୟ ଯୁବକ ଜୀବନ ହାରିବା ପୂର୍ବରୁ ଏଭଳି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?