Home Left

ପ୍ରକଳ୍ପ ସମ୍ପର୍କରେ ମୋ ପରାମର୍ଶ ନିଆଯାଇନି: ଶଙ୍କରାଚାର୍ଯ୍ୟ

ପୁରୀ ଅଫିସ,୨୩।୫: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ବଢିଚାଲିଥିବାବେଳେ ଶେଷରେ ମୁହଁ ଖୋଲିଛନ୍ତି ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ। ରବିବାର ସେ ଏହି ପ୍ରସଙ୍ଗକୁ ନେଇ ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ପୂର୍ବରୁ ତାଙ୍କର…

ଅନ୍ତିମ ଲିଗ୍‌ରେ ପଞ୍ଜାବର ବୃହତ୍‌ ବିଜୟ

ମୁମ୍ବାଇ,୨୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଆଇପିଏଲର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ୧୫.୧ ଓଭରରେ ୫ ଉଇକେଟରେ ପଞ୍ଜାବ କିଙ୍ଗ୍ସ ହରାଇ ଦେଇଛି। ଏହି ବିଜୟ ସହ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହି ପଞ୍ଜାବ ଅଭିଯାନ…

ବନ୍ଧୁକ ଲଗାଇ ହତ୍ୟା ଧମକ ଦେଇ ୪ ଗିରଫ

ଝାରସୁଗଡ଼ା ଅଫିସ୍‌,୨୨ା୫: ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଝାରସୁଗୁଡ଼ା ଜିଲା ଓରିଏଣ୍ଟ ଥାନା ଅଞ୍ଚଳରେ ୨ଜଣଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ଝାରସୁଗୁଡା ସଦର ଥାନା ଏକ୍କାତାଳି ଗ୍ରାମର ନିକେତ ଜୟପୁରିଆ(୨୨)ଙ୍କ ସହ ୪ଜଣଙ୍କୁ ଗିରଫ କରିଛି।…

ଛାତ୍ରୀଙ୍କୁ ଅସଦାଚରଣ କରିବା ମହଙ୍ଗା ପଡ଼ିଲା

ଭବାନୀପାଟଣା,୨୨।୫(ସ୍ବ.ପ୍ର.): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପୀନାଥପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଅଧୀନ ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ ଏକ ଛାତ୍ରୀ ନିବାସର ୬ଜଣ ଛାତ୍ରୀ ଶନିବାର ପ୍ରଧାନ ଶିକ୍ଷକ ଶଶୀଧର ନାଏକଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ…

ଚାଷୀଙ୍କ ଚିନ୍ତା ବଢାଇଲା ଝଡ଼ବର୍ଷା, ଅନ୍ଧାରରେ ବରଗଡ଼

ବରଗଡ଼ ଅଫିସ,୨୨।୫: ବରଗଡ଼ ଜିଲାରେ ରବିବାର ସନ୍ଧ୍ୟାରେ କାଳବୈଶାଖୀ ଅନୁଭୂତ ହୋଇଛି। ଜିଲାର ଅତାବିରା, ବରଗଡ଼, ବରପାଲି ଆଦି ଅଞ୍ଚଳରେ ଝଡ଼ବର୍ଷା ହୋଇଛି। ଝଡବର୍ଷା ଯୋଗୁ ତାତିରୁ ସାମାନ୍ୟ ଆଶ୍ବସ୍ତି ମିଳିଛି। ହେଲେ ଜିଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ସରବରାହ ବ୍ୟାହତ…

ପଞ୍ଚାବ ଆଗରେ ୧୫୮ ରନ୍‌ର ଟାର୍ଗେଟ୍‌

ମୁମ୍ବାଇ,୨୨।୫: ସ୍ଥାନୀୟ ଓ୍ବାଙ୍ଖଡେ ଷ୍ଟାଡିୟମରେ ଗୁରୁବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୨ ସିଜନର ଶେଷ ଲିଗ୍‌ ତଥା ୭୦ତମ ମ୍ୟାଚରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ଭୁବନେଶ୍ୱର କୁମାର ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୮…

ଗୁଜରାଟରେ ମହିଳା ଶ୍ରମିକଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ମା’

ବରଗଡ଼ ଅଫିସ,୨୨।୫: ବରଗଡ଼ ଜିଲା ବରପାଲିରୁ ଗୁଜରାଟ ରାଜକୋଟକୁ ସ୍ବାମୀଙ୍କ ସହିତ କାମ ଅନ୍ବେଷଣରେ ଯାଇଥିବା ଜଣେ ମହିଳା ଶ୍ରମିକଙ୍କ ରବିବାର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତା ମହିଳା ଜଣକ ହେଲେ, ବଲାଙ୍ଗୀର ଜିଲା ଟିଟିଲାଗଡ଼ ଥାନା ଲିମପଡ଼ା ନିବାସୀ ସୁଶାନ୍ତ…

‘ମୁଁ ରାଗିବା ସ୍ଥିତିରେ ନାହିଁ’

ଲକ୍ଷ୍ନୌ,୨୨।୫: ସମାଜବାଦୀ ପାର୍ଟିର ବରିଷ୍ଠ ନେତା ତଥା ରାମପୁର ବିଧାୟକ ନିକଟରେ ଜାମିନ ପାଇ ଜେଲ୍‌ରୁ ମୁକୁଳିଛନ୍ତି। ଦଳର ସୁପ୍ରିମୋ ଅଖିଳେଶ ଯାଦବ ତଥା ଦଳ ଉପରେ ଅସନ୍ତୋଷ ବିଷୟରେ ରବିବାର ଆଜାମ ଖାନ୍‌ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ମୁଁ…

୮ ଘଣ୍ଟାର ପରିଶ୍ରମ ବେକାର: ୩୦୦ ଫୁଟ ବୋରଓ୍ବେଲ୍‌ରୁ ଉଦ୍ଧାର ଶିଶୁର ଚାଲିଗଲା ଜୀବନ

ଅମୃତସର,୨୨ା୫: ପଞ୍ଜାବର ହୋଶିଆରପୁର ଜିଲା ଗାଡ଼ିୱାଲା ଅଞ୍ଚଳର ବାଇରାମପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି। ୩୦୦ ଫୁଟ ଗଭୀର ବୋରୱେଲ୍‌ରେ ପଡ଼ି ଜଣେ ୬ ବର୍ଷର ଶିଶୁଙ୍କର ମୃତ୍ୟୁ ଘଟିଛି। ଶିଶୁର ନାମ ହ୍ରିତିକ। ୮ ଘଣ୍ଟାର ସଂଘର୍ଷ ପରେ…

ସ୍କୁଲ ଛାତ୍ରୀଙ୍କୁ ମାଡ଼ମାରିବା ଘଟଣା: ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ରାଞ୍ଚି,୨୨ା୫: ଝାଡ଼ଖଣ୍ଡର ପାକୁରରେ ଜଣେ ସ୍କୁଲ ଛାତ୍ରୀଙ୍କୁ ଜନୈକ ଯୁବକ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଛି। ଏହି ଭିଡିଓ ଭାଇରାଲ୍‌ ହେବା ପରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଏହି ବିଷୟକୁ…

ମାଉସୀ ମା’ ମନ୍ଦିର ପାଇଁ ଜମି ଦାନ କଲେ ଶିକ୍ଷାବିତ୍‌

କୋକସରା,୨୨।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁରେ ମାଉସୀ ମା’ ମନ୍ଦିର ନିର୍ମାଣ ପାଇଁ ରବିବାର ଭୂମିପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ମାଉସୀ ମା’ ମନ୍ଦିର ପାଇଁ ଲଡୁଗାଁ ସହରର ଶିକ୍ଷାବିତ୍‌ ବନମାଳୀ ମାଝୀ ୭ ଡେସିମିଲ ଜମିଦାନ କରିଛନ୍ତି। ଲକ୍ଷ୍ମଣ…

ସାଇକେଲରେ ଭାରତ ଭ୍ରମଣ

କୋକସରା,୨୨ା୫(ଡି.ଏନ୍‌.ଏ.) ଖରା, ବର୍ଷା, ଶୀତ କାକରକୁ ଖାତିର ନ କରି ବର୍ଷେ ହେଲା ସାଇକେଲ ଯୋଗେ ଭାରତ ଭ୍ରମଣରେ ବାହାରି ଲୋକଙ୍କୁ ପରିବେଶ ସୁରକ୍ଷା ଉପରେ ସଚେତନ କରୁଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ସିଲିଗୁଡିର ଶ୍ୟାମ ବିଶ୍ୱାସ(୩୫)। ଶ୍ୟାମ ଗତ ମାର୍ଚ୍ଚ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri