ପୁଅର ଠେଙ୍ଗା ମାଡ଼ରେ ମା’ମୃତ
ହିଞ୍ଜିଳିକାଟୁ, ୨୮।୪(ଡି.ଏନ୍.ଏ.): ପୁଅର ଠେଙ୍ଗା ମାଡ଼ରେ ମା’ଙ୍କ ମୃତ୍ୟୁ ଘଟିଛି। ଗୁରୁବାର ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅଧିନ ଚାନ୍ଦୁଲି ଗ୍ରାମରେ। ମୃତକ ହେଲେ ଚାନ୍ଦୁଲି ଗାଁ ଆଡୁଆ ସାହିର କନକ ସାହୁ (୭୫)…
ସାହିନ ବାଗରୁ ୪୦୦କୋଟିର ହେରୋଇନ୍ ଜବତ
ନୂଆଦିଲ୍ଲୀ,୨୮।୪: ଦିଲ୍ଲୀ ସ୍ଥିତ ସାହିନ ବାଗ ଅଞ୍ଚଳରୁ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍ସିବି)କୁ ଏକ ବଡ଼ ସଫଳତା ମିଳିଛି। ସାହିନ ବାଗର ଜାମିଆ ଅଞ୍ଚଳରେ ଏନ୍ସିବି ଟିମ୍ ଚଢ଼ାଉ କରି ୫୦କିଲୋ ହେରୋଇନ୍ ଓ ୪୭ କିଲୋ ଅନ୍ୟ ଡ୍ରଗ୍ସ ଜବତ କରିଛି।…
୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୨୮।୪(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାରଠାରୁ ୫ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ୩୦ରେ ନୂଆଦିଲ୍ଲୀର ବିଜ୍ଞାନଭବନ ପରିସରରେ ଅନୁଷ୍ଠିତ ହେବାକୁ ଥିବା ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟ ମୁଖ୍ୟ ବିଚାରପତିମାନଙ୍କ ମିଳିତ ସମ୍ମିଳନୀରେ ଯୋଗ ଦେବେ । ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ…
କେନ୍ଦୁଝର ଜିଲାପାଳଙ୍କୁ ପୁଣି ସମନ
କେନ୍ଦୁଝର, ୨୮।୪(ସ୍ବ.ପ୍ର.): କେନ୍ଦୁଝର ଜିଲାପାଳ ଆଶିଷ୍ ଠାକରେଙ୍କୁ ପୁଣି ସମନ କରିଛନ୍ତି ଜାତୀୟ ଜନଜାତି କମିଶନ। କମିଶନଙ୍କ ସଦସ୍ୟ ଅନନ୍ତ ନାୟକଙ୍କ ଇଜ୍ଲାସରେ ମେ’୯ ଦିନ ୧୧ଟାରେ ହାଜର ହେବା ପାଇଁ ଜିଲାପାଳଙ୍କୁ କୁହାଯାଇଛି। ପ୍ରତିନିଧି ନୁହେଁ, ବ୍ୟକ୍ତିଗତ ଭାବେ ହାଜର…
୬ ଦିନ ପରେ ପୋଲିସ ହାତରେ ଲାଗିଛି ପ୍ରମାଣ
ଛତ୍ରପୁର,୨୮ା୪(ଡି.ଏନ୍.ଏ): ଛତ୍ରପୁର ଥାନା ହଂସପୁର ଗାଁର ସିମେଣ୍ଟ ବ୍ୟବସାୟୀ କୃଷ୍ଣଚନ୍ଦ୍ର ପରିଡାଙ୍କୁ ହତ୍ୟା ଘଟଣାର ୬ ଦିନ ପରେ ବି ପୋଲିସ କାହାରିକୁ ଗିରଫ କରିପାରି ନାହିଁ। ଗତ ୨୨ ତାରିଖ ରାତିରେ କୃଷ୍ଣଚନ୍ଦ୍ରଙ୍କୁ ହତ୍ୟା କରାଯାଇଥିଲା। ୩ ଦିନ ପର୍ଯ୍ୟନ୍ତ…
ରିଲିଜ୍ ପୂର୍ବରୁ ଦରଘାରେ ଷ୍ଟାର୍କାଷ୍ଟ
ବଲିଉଡ୍ ଷ୍ଟାର୍ ଟାଇଗର ଶ୍ରଫ ତାଙ୍କ ଅପକମିଙ୍ଗ୍ ଫିଲ୍ମ ‘ହେରୋପନ୍ଥି- ୨’ପାଇଁ ଖୁବ୍ ଚର୍ଚ୍ଚାରେ। ଅହମ୍ମଦ ଖାନଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ୨୯ରେ ରିଲିଜ୍ ହେବାକୁ ଯାଉଥିବା ବେଳେ ଏହାର ପ୍ରମୋଶନ ପାଇଁ ସମସ୍ତେ ଲାଗି ପଡିଛନ୍ତି। ବର୍ତ୍ତମାନ ଫିଲ୍ମର ଗୀତଗୁଡ଼ିକ…
ଚକ୍ରବର୍ତ୍ତୀଙ୍କ ବିନା ଓହ୍ଲାଇଲା କେକେଆର
ମୁମ୍ବାଇ,୨୮।୪: ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମ୍ରେ ଗୁରୁବାର ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୪୧ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ରିଷଭ ପନ୍ତ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନ୍ୟପକ୍ଷରେ…
ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେବେ ନୂଆ ସ୍ପିନର
ମୁମ୍ବାଇ,୨୮।୪: ମୁମ୍ବାଇ ଇଣ୍ଡିଆନ୍ସ ସ୍ପିନର ମହମ୍ମଦ ଅର୍ଶାଦ ଖାନ ଆହତ ସମସ୍ୟା କାରଣରୁ ଚଳିତ ଆଇପିଏଲର ଅବଶିଷ୍ଟାଂଶରୁ ବାଦ୍ ପଡ଼ିଛନ୍ତି। ତାଙ୍କ ବଦଳରେ ବାମହାତୀ ସ୍ପିନର କୁମାର କାର୍ତ୍ତିକେୟା ସିଂ ମୁମ୍ବାଇ ଦଳରେ ସାମିଲ ହୋଇଛନ୍ତି। ତାଙ୍କୁ ୨୦ ଲକ୍ଷ ଟଙ୍କା…
ରେକର୍ଡ ଭାଙ୍ଗିଲା ବୌଦ୍ଧ
ଭୁବନେଶ୍ୱର,୨୮।୪(ବ୍ୟରୋ): ଦିନକୁ ଦିନ ରାଜ୍ୟରେ ଅସହ୍ୟ ହେଉଛି ତାତି। ଗୁରୁବାର ରାଜ୍ୟରେ ୪୫ ଡିଗ୍ରୀ ତାପମାତ୍ରାରେ ବୌଦ୍ଧ ରେକର୍ଡ କରିଛି। ସେହିପରି ଭୁବନେଶ୍ୱରରେ ୩୯.୮ ଡିଗ୍ରୀ ଏବଂ କଟକରେ ୪୦ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଅନ୍ୟପଟେ ରାଜ୍ୟରେ ଆହୁରି ୩…
ଜାହାଙ୍ଗୀରପୁରୀ ହିଂସା ଘଟଣାରେ ଆଉ ଜଣେ ମୁଖ୍ୟ ଅଭିଯୁକ୍ତ ଗିରଫ
ନୂଆଦିଲ୍ଲୀ,୨୮।୪: ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ହୋଇଥିବା ହିଂସା ଘଟଣାରେ ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍ ଆଉ ଜଣେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତଙ୍କ ଜଣକ ହେଲେ ଫରୀଦ ଓରଫ ନୀଟୁ। ଉକ୍ତ ଅଞ୍ଚଳରେ ବେଶ୍ ଜଣାଶୁଣା…
ନିଆଁ ଲଗାଇବା ପଡ଼ିଲା ମହଙ୍ଗା
ଭଞ୍ଜନଗର,୨୮।୪(ଡି.ଏନ.ଏ.): ଘୁମୁସର ଉତ୍ତର ବନଖଣ୍ଡର ମୁଜାଗଡ଼, ଗାଲେରି ଏବଂ ତାରସିଂ ରେଞ୍ଜରେ ଜଙ୍ଗଲ ପୋଡ଼ି ବଢ଼ିବାରେ ଲାଗିଛି। ଏଥିଲାଗି ବନ୍ୟପ୍ରାଣୀ ବିପଦରେ ପଡ଼ୁଥିବା ବେଳେ ମୂଲ୍ୟବାନ ଗଛ ମଧ୍ୟ ଧ୍ୱଂସ ପାଉଛି । ଏହାକୁ ନେଇ ପରିବେଶବିତ୍ ଚିନ୍ତା ପ୍ରକଟ କରିଛନ୍ତି।…
ଏବେ ବି ଦର୍ଶକ ପାଗଳ
ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ରବୀନା ଟଣ୍ଡନ ତାଙ୍କ ଇନ୍ଷ୍ଟାଗ୍ରାମରେ ନିଜର କିଛି ବୋଲ୍ଡ ଫଟୋ ଶେୟାର କରିଛନ୍ତି। ଯାହା ଦର୍ଶକଙ୍କୁ ପାଗଳ କରିଦେଇଛି। ସେ ଘରୁ ବାହାରକୁ ଯିବା ପୂର୍ବରୁ ଆଇନା ସାମ୍ନାରେ ଠିଆ ହୋଇ ସେଲ୍ଫି ନେଉଥିବା ନଜର ଆସିଛନ୍ତି।…
Archives


