ପ୍ରମାଣପତ୍ର ପାଇଁ ଭୂମିହୀନ ହନ୍ତସନ୍ତ
କେନ୍ଦ୍ରାପଡ଼ା ଅଫିସ, ୧।୫: କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଟିକରପଙ୍ଗା ପଞ୍ଚାୟତ ନାରାୟଣପୁର ଗ୍ରାମରେ ପ୍ରାୟ ୩୦୦ ପରିବାର ଅଛନ୍ତି। ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତ ଅନୁସୂଚିତ ଜାତି ବର୍ଗ। ତେବେ ଏସ୍ଇସିସି (ସୋସିଓ ଇକୋନୋମିକ ଆଣ୍ଡ କାଷ୍ଟ ସେନସସ)ର…
ରାଜ୍ୟରେ ଦୁଗ୍ଧ, ମାଂସ, ଅଣ୍ଡା ଉତ୍ପାଦନ ବଢ଼ିଛି
ଭୁବନେଶ୍ୱର, ୧।୫(ବ୍ୟୁରୋ): ରାଜ୍ୟରେ ଗତ ଦୁଇ ଦଶନ୍ଧି ମଧ୍ୟରେ ଦୁଗ୍ଧ ଉତ୍ପାଦନ ପ୍ରାୟ ତିନିଗୁଣ ବଢ଼ିଛି। ୨୦୦୦ ମସିହାରେ ଏହା ୮.୭୫ ଲକ୍ଷ ମେଟ୍ରିକ୍ ଟନ୍ ରହିଥିବାବେଳେ ୨୦୨୧ରେ ୨୩.୭୩ ଲକ୍ଷ ମେଟ୍ରିକ୍ ଟନ୍କୁ ବୃଦ୍ଧି ପାଇଛି। ସେହିଭଳି ଗତ ୨୦ବର୍ଷ…
‘ଶୃଙ୍ଖଳା, ତ୍ୟାଗ ସଫଳତାର ଚାବିକାଠି’
ଭୁବନେଶ୍ୱର, ୧।୫(ବ୍ୟୁରୋ): ଶୃଙ୍ଖଳା, ତ୍ୟାଗ ଓ ଉତ୍ସର୍ଗୀକୃତ ମନୋଭାବ ହିଁ ସଫଳତାର ଚାବିକାଠି। ଶ୍ରେଷ୍ଠ ପ୍ରଦର୍ଶନ ସହ ନିଜର ପ୍ରତିଭା ଓ ଦକ୍ଷତା ବିକାଶ ପାଇଁ ଛାତ୍ରୀଛାତ୍ର ଏହି ୩ଟି ସୂତ୍ର ଉପରେ ଗୁରୁତ୍ୱ ଦେବା ଉଚିତ। ଛାତ୍ରୀଛାତ୍ରଙ୍କ ଚରିତ୍ର ଗଠନରେ…
ନେହେରୁ, ମାଉଣ୍ଟବେଟେନ୍ଙ୍କ ଡାଏରୀ ପ୍ରକାଶନ ଉପରେ ରୋକ
ଲଣ୍ଡନ, ୧।୫: ଭାରତର ଶେଷ ଭାଇସ୍ରଏ ଲର୍ଡ ମାଉଣ୍ଟବ୍ୟାଟେନ, ସ୍ତ୍ରୀ ଏଡ୍ଓ୍ବିନା ଏବଂ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ବ୍ୟକ୍ତିଗତ ଡାଏରୀ ଓ ଚିଠିକୁ ସର୍ବସାଧାରଣରେ ପ୍ରକାଶ ଉପରେ ବ୍ରିଟେନ୍ର ଏକ ଟ୍ରିବ୍ୟୁନାଲ କୋର୍ଟ ରୋକ ଲଗାଇଛନ୍ତି। ବ୍ରିଟେନ୍ର ସାଉଥହାମ୍ପଟନ୍ ୟୁନିଭର୍ସିଟି…
ନିର୍ଦ୍ଦେଶନାମା କାଗଜକଲମରେ ସୀମିତ
ଖୋର୍ଦ୍ଧା ଅଫିସ,୧।୫: ଖୋର୍ଦ୍ଧା ସହରର ଦୈନିକ ତାପମାତ୍ରା ୩୮ରୁ ୪୦ ଡିଗ୍ରୀ ପର୍ଯ୍ୟନ୍ତ ରହୁଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଶ୍ରମିକମାନେ କାମ କରିବେ ନାହିଁ…
ମେ’ ପ୍ରଥମ ସପ୍ତାହରୁ ରବିଧାନ ସଂଗ୍ରହ
ଭୁବନେଶ୍ୱର,୧।୫(ବ୍ୟୁରୋ): ମେ’ ମାସ ପ୍ରଥମ ସପ୍ତାହରୁ ରାଜ୍ୟରେ ରବି ଧାନ ସଂଗ୍ରହ କରାଯିବ। ଧାନ ସଂଗ୍ରହ ହେବାକୁ ଥିବା ୧୭ ଜିଲା ମଧ୍ୟରୁ କିଛି ଜିଲାରେ ଏହି କାର୍ଯ୍ୟ ଆରମ୍ଭ ହେଉଥିବା ବେଳେ ଅନ୍ୟ ଜିଲାଗୁଡ଼ିକରେ ମେ’ ମାସ ଦ୍ୱିତୀୟ କିମ୍ବା…
ଔରଙ୍ଗାବାଦରେ ଗର୍ଜିବେ ରାଜ ଠାକରେ, ୧୬ ସର୍ତ୍ତ ସହ ରାଜ୍ୟ ସରକାର ରାଲି ପାଇଁ ଦେଇଛନ୍ତି ଅନୁମତି
ମୁମ୍ବାଇ,୧ ।୫: ମହାରାଷ୍ଟ୍ର ନବ ନିର୍ମାଣ ସେନା(ଏମଏନ୍ଏସ୍)ର ଅଧ୍ୟକ୍ଷ ରାଜ ଠାକରେ ରବିବାର ସନ୍ଧ୍ୟାରେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲାରେ ଏକ ଜନସଭାକୁ ସମ୍ବୋଧନ କରିବେ । ପ୍ରାୟ ଏକ ସପ୍ତାହ ପୂର୍ବରୁ ରାଜ ଠାକରେ ପୁଣେରୁ ଏହି ସଭା ସମ୍ପର୍କରେ ଘୋଷଣା…
ଜଙ୍ଗଲ ସୁରକ୍ଷା ପ୍ରତି ଅଧିକ ଯତ୍ନବାନ ହେବାକୁ ଆହ୍ବାନ
ଭୁବନେଶ୍ୱର, ୧।୫(ବ୍ୟୁରୋ): ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଭୁବନେଶ୍ୱର ଘାଟିକିଆସ୍ଥିତ ବନପାଳ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏବଂ ଓଡ଼ିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ କାର୍ଯ୍ୟାଳୟ ପରିଦର୍ଶନ କରିଥିଲେ। ପ୍ରତିଷ୍ଠାନରେ ପ୍ରଶିକ୍ଷଣ ନେଉଥିବା ରାଜ୍ୟର ୨୧…
ବଜରଙ୍ଗ ଦଳ ସହ ସଂଯୋଜକଙ୍କୁ ଗୁଳିମାଡ଼
କେନ୍ଦ୍ରାପଡ଼ା ଅଫିସ/ ମହାକାଳପଡ଼ା,୩୦ା୪(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ଶନିବାର ଗୁଳି ଫୁଟିଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବଜରଙ୍ଗ ଦଳର ମହାକାଳପଡ଼ା ସହସଂଯୋଜକ ଲକ୍ଷ୍ମଣ ମଲ୍ଲିକ ଗୁରୁତର ହୋଇଛନ୍ତି। ତାଙ୍କ ଡାହାଣ ପାଦରେ ଗୁଳି ବାଜିଛି।ଗୁରୁତର ଲକ୍ଷ୍ମଣଙ୍କୁ ପ୍ରଥମେ ମହାକାଳପଡ଼ା ସିଏଚ୍ସିରେ ଭର୍ତ୍ତି କରାଯାଇଥିଲା।…
ରାଜ୍ୟ ସରକାର ପ୍ରସ୍ତାବ ଦେଲେ ମହାନଦୀ ଉପରେ ବ୍ୟାରେଜ ହେବ: ବିଶ୍ୱେଶ୍ୱର
ରାୟଗଡ଼ା ଅଫିସ/ ଜୟପୁର,୧।୫(ନି.ପ୍ର.): ପଡ଼ୋଶୀ ଛତିଶଗଡ଼ ଓ ଆନ୍ଧ୍ର ସରକାର ନିଜ ରାଜ୍ୟର ନଦୀଗୁଡ଼ିକ ଉପରେ ବ୍ୟାରେଜ ନିର୍ମାଣ କରି ଚାଷ, ଶିଳ୍ପ ସହ ଲୋକଙ୍କୁ ପାନୀୟ ଜଳ ଯୋଗାଉଛନ୍ତି। ଓଡ଼ିଶା ଦେଇ ପ୍ରବାହିତ ମହାନଦୀ ଉପରେ ବ୍ୟାରେଜ ନିର୍ମାଣ ପାଇଁ…
ବିଡିଓଙ୍କୁ ବିଧାୟକଙ୍କ ଆକ୍ରମଣ ଅଭିଯୋଗ
ଦେବଗଡ଼, ୧।୫ (ଡି.ଏନ୍.ଏ.): ଦେବଗଡ଼ ଜିଲା ତିଲେଇବଣି ବିଡିଓ କୃଷ୍ଣଚନ୍ଦ୍ର ଦଳପତିଙ୍କୁ ଶନିବାର ଦେବଗଡ଼ ବିଧାୟକ ସୁବାସ ଚନ୍ଦ୍ର ପାଣିଗ୍ରାହୀ ସମର୍ଥକଙ୍କ ସହିତ ମିଶି ସଂଘବଦ୍ଧ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ବିଡିଓ ଦଳପତି ଗୁରୁତର ଆହତ ହୋଇ ଜିଲା…
ଅଧା ତଥ୍ୟ ଦେଇଥିବାରୁ ସିରମର ଟିବି ଟିକାକୁ ମିଳିଲା ନାହିଁ ମଞ୍ଜୁରୀ
ନୂଆଦିଲ୍ଲୀ,୧ ।୫: ଟିବି ଟିକା ପାଇଁ ସରକାରଙ୍କ ସମିତି ସିରମ କମ୍ପାନୀର ପ୍ରସ୍ତାବକୁ ନାମଞ୍ଜୁର କରି ଦେଇଛନ୍ତି । ଏହାସହ ସୁରକ୍ଷା ଓ ଇମ୍ୟୁନୋଜେନେସିଟି ସମ୍ପର୍କିତ ଡାଟା ମାଗୁଛନ୍ତି । କମ୍ପାନୀ ପକ୍ଷରୁ ପ୍ରାୟ ୧ ମାସ ପୂର୍ବେ ଟିବି ଟିକାକୁ…
Archives


