Home Left

ଦୀପିକାଙ୍କ କାନ୍ସ ଲୁକ୍‌

ମୁମ୍ବାଇ,୨୩ା୫: କାନ୍ସ ଫିଲ୍ମ ଫେଷ୍ଟିଭାଲରେ ଭାରତୀୟ ସେଲିବ୍ରିଟିମାନେ ସେମାନଙ୍କ ଜଲ୍‌ଓ୍ବା ଦେଖାଇ ଚାଲିଛନ୍ତି। ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ମଧ୍ୟ ଏହି ଉତ୍ସବରେ ଯୋଗ ଦେଇଛନ୍ତି। ତାଙ୍କର ନୂଆ ଲୁକ୍‌ ପ୍ରଶଂସକଙ୍କ ହୃଦୟ ଜିତୁଛି। ଏଥର ସେ ଏକ ଗ୍ରୀନ୍‌ କଲରର ପୋଲ୍‌କା…

କାର୍‌-ବାଇକ୍‌ ମୁହାଁମୁହିଁ: ଚାଲିଗଲା ସ୍ତ୍ରୀ-ସ୍ବାମୀଙ୍କ ଜୀବନ

ବରଗଡ଼ ଅଫିସ,୨୩ା୫: ବରଗଡ଼ ଜିଲା ବରପାଲି ନିକଟସ୍ଥ ସରଣ୍ଡାପାଲିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଦମ୍ପତିଙ୍କର ମୃତ୍ୟୁ ହୋଇଛି। ପ୍ରକାଶ ଯେ, ସୋମବାର ସକାଳୁ ବିଜେପୁର ନିକଟ କେଶେଇପାଲି ଗ୍ରାମର ଗଣେଶ ରାମ ସାହୁ ଓ ତାଙ୍କ ସ୍ତ୍ରୀ ସନ୍ତୋଷିନୀ …

ଆଇପିଏଲ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି…

ମୁମ୍ବାଇ,୨୩।୫: ଆଇପିଏଲ ଇତିହାସରେ ପ୍ରଥମଥର ପାଇଁ ଗୋଟିଏ ସିଜିନ୍‌ରେ ୧୦୦୦ ଛକା ମାରିବାର ରେକର୍ଡ ସୃଷ୍ଟି ହୋଇଛି। ପଞ୍ଜାବ କିଙ୍ଗସ ବ୍ୟାଟ୍ସମ୍ୟାନ ଲିଆମ ଲିଭିଙ୍ଗଷ୍ଟୋନ ଚଳିତ ସିଜିନ୍‌ରେ ୧୦୦୦ ତମ ଛକା ମାରିଥିଲେ। ଚଳିତ ଆଇପିଏଲ୍‌ରେ ଏପର୍ଯ୍ୟନ୍ତ ୧୦୦୧ଟି ଛକା ମରାଯାଇଛି।…

ସିଂହ ସହ କରୁଥିଲେ ଭିଡିଓ, ପାଇଲେ ପାନେ

କୁହାଯାଏ, ଦୂରରୁ ବି ସିଂହ ଭୟଙ୍କର। ସେଥିପାଇଁ ଏମାନଙ୍କୁ ପଞ୍ଜୁରି ଭିତରେ ରଖାଯାଏ। ଏବେ ଆଫ୍ରିକୀୟ ପ୍ରାଣୀ ଉଦ୍ୟାନର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ସିଂହକୁ ବିରକ୍ତ କରିବାରୁ ଏହାର କୁପରିଣାମ କିପରି…

ବନ୍ଧବାହାଲ, ନୂଆଡିହିର ଶତାଧିକ କର୍ମୀ କଂଗ୍ରେସରେ ଯୋଗଦେଲେ

ଝାରସୁଗୁଡ଼ା ଅଫିସ୍‌,୨୩ା୫: ବ୍ରଜରାଜନଗର ଉପନିର୍ବାଚନ ପ୍ରଚାର ଏବେ ଜୋର ଧରିଛି। ଦଳୀୟ ପ୍ରାର୍ଥୀଙ୍କୁ ଜିତାଇବାପାଇଁ ବିଭିନ୍ନ ରାଜନୈତିକ ଦଳ ତରଫରୁ ରଣନୀତି ପ୍ରସ୍ତୁତ ଚାଲିଛି। ଏହି ସମୟରେ କର୍ମୀଙ୍କ ଦଳବଦଳ ପର୍ବ ଚାଲିଛି। ବ୍ରଜରାଜନଗର ଇଏସ୍‌ଆଇ ଛକସ୍ଥିତ କଂଗ୍ରେସ ନିର୍ବାଚନ କାର୍ଯ୍ୟାଳୟରେ…

ବାପା ହେଲେ ଏହି କ୍ରିକେଟର୍‌

ଅକଲାଣ୍ଡ,୨୩।୫: ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ ୱିଲିୟମସନ ଦ୍ୱିତୀୟ ଥର ପାଇଁ ପିତା ହୋଇଛନ୍ତି। ତାଙ୍କ ପ୍ରେମିକା ସାରା ରହିମ୍‌ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି। ୱିଲିୟମସନ ଇନଷ୍ଟାଗ୍ରାମରେ ପ୍ରେମିକା ଏବଂ ପୁଅର ଫଟୋ ଶେୟାର କରି ପ୍ରଶଂସକମାନଙ୍କୁ ଏହି…

ମଦ ପିଇ ଟ୍ରେନ୍‌ ଇଞ୍ଜିନ୍‌ ତଳେ ଶୋଇପଡ଼ିଲେ, ଆଉ ତା’ ପରେ…

ମଦନିଶାରେ ଜଣେ ବ୍ୟକ୍ତି ଏପରି କିଛି କରିଥାଏ, ଯାହାକି ନିଶା ଛାଡ଼ିବା ପରେ ଲୋକେ ଥଟ୍ଟା ପରିହାସ କରିଥାନ୍ତି। ମଧ୍ୟପ୍ରଦେଶର ଏକ ଷ୍ଟେଶନରେ ଏମିତି ଘଟଣା ଦେଖିବାକୁ ମିଳିଛି। ଖବରଦାତା ଶରତ ଶ୍ରୀବାସ୍ତବ ତାଙ୍କ ଟୁଇଟର ଆକାଉଣ୍ଟରେ ଏକ ଭିଡିଓ ଶେୟାର…

ଭାଜପା ପ୍ରଚାରରେ ସାମିଲ ହେଲେ ହେଭିଓ୍ବେଟ୍‌

ଝାରସୁଗୁଡା ଅଫିସ୍‌,୨୩।୫: ଝାରସୁଗୁଡା ଜିଲା ବ୍ରଜରାଜନଗର ଉପନିର୍ବାଚନ ଯେତିକି ପାଖେଇ ଆସୁଛି ନିର୍ବାଚନ ପ୍ରଚାର ସେତିକି ଜୋର୍‌ ଧରିବାରେ ଲାଗିଛି। ଏଥିରେ ବିଭିନ୍ନ ରାଜନୈତିକ ଦଳର କେନ୍ଦ୍ର ଓ ରାଜ୍ୟସ୍ତରୀୟ ହେଭିଓ୍ବେଟ୍‌ ସାମିଲ ହେବାରେ ଲାଗିଛନ୍ତି। ଦଳୀୟ ପ୍ରାର୍ଥୀମାନଙ୍କୁ ସାଙ୍ଗରେ ଧରି…

ଭାରତୀୟ ଦଳରେ ସ୍ଥାନ ପାଇଲେ ଫଳ ବିକ୍ରେତାଙ୍କ ପୁଅ

ଶ୍ରୀନଗର,୨୩।୫:ଆସନ୍ତା ମାସରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟିମ ଇଣ୍ଡିଆକୁ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯିବ। ଏହି ସିରିଜ ପାଇଁ ବିସିସିଆଇ ପକ୍ଷରୁ ଭାରତୀୟ ଦଳ ଘୋଷଣା କରାଯାଇଛି। ଆଶା କରାଯାଉଥିବା ପରି ଏହି ଦଳରେ ଦ୍ରୁତ ବୋଲର ଉମରାନ…

ବିଜ୍ଞାନ କଥାଶିଳ୍ପୀ ଗୋକୁଳାନନ୍ଦ

ଓଡ଼ିଆ ବିଜ୍ଞାନ ସାହିତ୍ୟକୁ ସର୍ବଭାରତୀୟ ସ୍ତରରେ ପ୍ରତିଷ୍ଠିତ କରିବାରେ ଯେଉଁ କେତେଜଣ ଯୋଗଜନ୍ମା କର୍ମଯୋଗୀମାନଙ୍କ ଅବଦାନ ଚିରସ୍ମରଣୀୟ ହୋଇ ରହିବ ସେମାନଙ୍କ ମଧ୍ୟରେ ସର୍ବାଗ୍ରେ ରହିବେ ବିଜ୍ଞାନ କଥାଶିଳ୍ପୀ ପ୍ରଫେସର ଗୋକୁଳାନନ୍ଦ ମହାପାତ୍ର। ସେ ୧୯୫୦ ଦଶକରେ କଲିକତା ବିଶ୍ୱବିଦ୍ୟାଳୟରେ ସ୍ନାତକୋତ୍ତର…

ସୁସ୍ଥ ଶରୀର ଓ ଦୀର୍ଘାୟୁ ଅନ୍ତରାଳେ…

ପ୍ରତ୍ୟେକ ଦେଶର ନିଜସ୍ବ ପାରମ୍ପରିକ ମୌଳିକ ଚିକିତ୍ସା ବିଜ୍ଞାନ ରହିଛି। ସେହିପରି ଆମ ଦେଶର ପାରମ୍ପରିକ, ମୌଳିକ ତଥା ଶ୍ରେଷ୍ଠ ଚିକିତ୍ସା ବିଜ୍ଞାନ ଭାବେ ଆୟୁର୍ବେଦ ଶାସ୍ତ୍ରକୁ ଗ୍ରହଣ କରାଯାଇଛି। ଆମ ଦେଶୀୟ ଚିକିତ୍ସା ବିଜ୍ଞାନରେ ମନୁଷ୍ୟ ଯେପରି ସୁସ୍ଥ ଓ…

ଆଇପିଏଲରେ ବଡ଼ ସଫଳତା ହାସଲ କଲେ ଧାଓ୍ବନ

ମୁମ୍ବାଇ,୨୩।୫: ଆଇପିଏଲ ୨୦୨୨ରୁ ପଞ୍ଜାବ କିଙ୍ଗ୍ସର ଦଳ ଯଦିଓ ପ୍ଲେ ଅଫ୍‌କୁ ଯାଇପାରିନାହିଁ, କିନ୍ତୁ ଦଳର ଓପନର୍‌ ଶିଖର ଧାୱନ ଇତିହାସ ସୃଷ୍ଟି କରିଛନ୍ତି। ସେ ଆଇପିଏଲରେ ଏକ ବଡ଼ ସଫଳତା ହାସଲ କରିଛନ୍ତି। ସେ ପ୍ରଥମ ବ୍ୟାଟ୍‌ର୍‌ ଭାବେ ଆଇପିଏଲ୍‌ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri