Home Left

ଏଥର ଏମାନେ ପାଇବେନି ପିଏମ କିଷାନ ଟଙ୍କା, ଏହି କାମ କରିନଥିଲେ କଟିବ ନାଁ!

ନୂଆଦିଲ୍ଲୀ,୨୦।୫: ଲକ୍ଷ ଲକ୍ଷ ଚାଷୀ ପ୍ରଧାନମନ୍ତ୍ରୀ କିଷାନ ଯୋଜନାର ୨୩ତମ କିସ୍ତି ପାଇଁ ଅପେକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ, ସରକାର ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରତ୍ୟେକ ୨,୦୦୦ର ତିନୋଟି ସମାନ କିସ୍ତି ପଠାନ୍ତି। ଏପର୍ଯ୍ୟନ୍ତ, ଚାଷୀମାନେ…

ହୁ ହୁ ହୋଇ ବଢୁଛି ଇବୋଲା ଭୂତାଣୁ: ଡବ୍ଲ୍ୟୁଏଚ୍‌ଓ ଚିନ୍ତିତ

କିନ୍‌ଶାସା (କଙ୍ଗୋ),୨୦ା୫: ପୂର୍ବ କଙ୍ଗୋରେ ଇବୋଲା ଭୂତାଣୁର ଏକ ବିରଳ ପ୍ରଜାତି ଦ୍ରୁତ ବେଗରେ ବ୍ୟାପୁଥିବାରୁ ଏହାକୁ ନେଇ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍‌ଓ)ର ମହାନିର୍ଦ୍ଦେଶକ ଟେଡ୍ରୋସ୍‌ ଆଧାନୋମ୍‌ ଘେବ୍ରିୟେସସ୍‌ ମଙ୍ଗଳବାର ଚିନ୍ତାବ୍ୟକ୍ତ କରିଛନ୍ତି। ଇବୋଲା ସଂକ୍ରମଣରେ ମୃତ୍ୟୁସଂଖ୍ୟା ୧୩୧ରେ ପହଞ୍ଚତ୍ଥିବାବେଳେ…

ଋଣ ପରିଶୋଧ କରି ପାକ୍‌ ପରିବାରକୁ ୧୩୦ ବର୍ଷର ଦାସତ୍ୱରୁ ମୁକ୍ତକଲେ ବିଦେଶୀ

ଇସ୍‌ଲାମାବାଦ,୨୦ ୫: ବିଶ୍ୱ ଯେତେ ବିକଶିତ ହେଲେ ଓ ଆଗକୁ ବଢ଼ିଲେ ମଧ୍ୟ ସମ୍ବଳ ଓ କ୍ଷମତାର ଅଭାବ ଥିବା ଲୋକଙ୍କ ପାଇଁ ସ୍ବାଧୀନତା ଏକ ରହସ୍ୟମୟ ଧାରଣା। ଏବେ ବି ଅନେକ ଲୋକ ଗୋତି ଶ୍ରମିକ ଭଳି ଶୋଷଣମୂଳକ ବ୍ୟବସ୍ଥାରେ…

ମମତାଙ୍କୁ ବଡ଼ ଝଟ୍‌କା : ନିର୍ବାଚନ ପୂର୍ବରୁ ଘଟିଲା ଏମିତି…

ନୂଆଦିଲ୍ଲୀ,୨୦ା୫: ପଶ୍ଚିମବଙ୍ଗର ଫାଲ୍‌ଟା ନିର୍ବାଚନମଣ୍ଡଳୀରେ ସାନି ନିର୍ବାଚନର ମାତ୍ର ୨ ଦିନ ପୂର୍ବରୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ପ୍ରାର୍ଥୀ ଜାହାଙ୍ଗୀର ଖାନ୍‌ ନାମାଙ୍କନପତ୍ର ପ୍ରତ୍ୟାହାର କରିନେଇଥିବା ମଙ୍ଗଳବାର ଘୋଷଣା କରିଛନ୍ତି। ଫାଲ୍‌ଟାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ସ୍ବତନ୍ତ୍ର ପ୍ୟାକେଜ୍‌…

ନାବାଳିକାଙ୍କୁ ଅପହରଣ କରି ନେଇ ଶାରୀରିକ ସମ୍ପର୍କ ରଖିଲେ ଯୁବକ: ଜଣାପଡ଼ିବା ପରେ…

ଦେବଗଡ,୨୦।୫(ଶଶାଙ୍କ ଶେଖର ଝାଙ୍କର)ନାବାଳିକା ପ୍ରେମିକାଙ୍କୁ ଅପହରଣ ଓ ଶାରିରୀକ ସମ୍ପର୍କ ସ୍ଥାପନ ମାମଲାରେ ରିଆମାଳ ଥାନା ପୋଲିସ ମଙ୍ଗଳବାର ଅଭିଯୁକ୍ତ ପ୍ରେମିକ ଗୁଣ୍ଡିଆପାଲି ଗ୍ରାମର ଲିକୁନ ବଣିଚୂଳ (୨୨)କୁ ଗିରଫ କରି କୋର୍ଟଚାଲାଣ କରିଥିଲା । ମାତ୍ର ଅଦାଲତରେ ଜାମିନ ଆବେଦନ…

ଘରକୁ ଫେରୁଥିଲେ ମାଧବ, ଧକ୍କା ଦେଲା ଅଜଣା ଗାଡ଼ି: ଆଉ ତା’ପରେ…

କେସିଙ୍ଗା,୨୦।୫(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ର ପରଲସିଙ୍ଗା ଗ୍ରାମର ମାଧବ ମହଲା (୨୮) ଷୋହଳ ପ୍ରହରୀ ଦେଖିବାକୁ ଗତକାଲି ସନ୍ଧ୍ୟାରେ କେସିଙ୍ଗା ଗୌନ୍ତିଆ ପଡାକୁ ଯାଇଥିଲା। ପ୍ରହରୀ ଦେଖି ନିଜ ଗ୍ରାମକୁ ଏକ ମୋଟର ସାଇକେଲ (ନ-ଓ.ଆର.୦୮ଏଫ.୭୩୭୦) ଯୋଗେ ନିଜ…

ରୋମରେ ମେଲୋନିଙ୍କ ସହ ଡିନର କଲେ ମୋଦି: ଗୋଟିଏ କାର୍‌ରେ ବସି…

ରୋମ,୨୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ପାଞ୍ଚ-ରାଷ୍ଟ୍ର ଗସ୍ତର ଶେଷ ପର୍ଯ୍ୟାୟ ଇଟାଲୀରେ ପହଞ୍ଚିଛନ୍ତି। ସେ ରୋମରେ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନିଙ୍କ ସହ ସାକ୍ଷାତ କରିଥିଲେ। ଉଭୟ ଏକାଠି ଡିନର କରିଥିଲେ। ଏହା ପରେ ଦୁଇ ନେତା କଲୋସିୟମ ପରିଦର୍ଶନ…

IPLରେ ପୁଳାପୁଳା ଟଙ୍କା ରୋଜଗାର କରୁଛନ୍ତି କୋହଲି, ଜାଣନ୍ତୁ କେତେ

ମୁମ୍ବାଇ, ୧୯ା୫ (ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୧୮ ବର୍ଷ ଇତିହାସରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ତରଫରୁ ଖେଳିଆସୁଥିବା ବିରାଟ କୋହଲିଙ୍କ ଆୟ ଅନ୍ୟ ଖେଳାଳିମାନଙ୍କଠାରୁ ଯଥେଷ୍ଟ ଅଧିକ। ଏପର୍ଯ୍ୟନ୍ତ ସୁଦ୍ଧା ତାଙ୍କର ମୋଟ ଆୟ ପ୍ରାୟ ୨୩୦କୋଟି…

ପୁଣି ଏକ ବିଶ୍ୱରେକର୍ଡ କଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ବ୍ୟାଟ୍ସମ୍ୟାନ୍‌ ଭାବେ…

ନୂଆଦିଲ୍ଲୀ,୨୯।୫: ବୈଭବ ସୂର୍ଯ୍ୟବଂଶୀ ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ୯୩ ରନର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ଫଳରେ ରାଜସ୍ଥାନ ରୟାଲ୍ସ ୫ ବଲ ବାକି ଥାଇ ୨୨୧ ରନର ଟାର୍ଗେଟକୁ ସଫଳତାର ହାସଲ କରିଥିଲା। ଏହି ଇନିଂସ ସହିତ ବୈଭବ ଏକ…

ଶୋଇଥିଲେ ଦମ୍ପତ୍ତି, ପେଟ୍ରୋଲ ଢିଳି ନିଆଁ ଲଗାଇଦେଲେ ଦୁର୍ବୃତ୍ତ: ଆଉ ତା’ପରେ…

ବାଲେଶ୍ୱର,୨୦।୫(ବାଞ୍ଛାନିଧି ଦେ):ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଚକ୍ରଡା ଗ୍ରାମରେ ମଙ୍ଗଳବାର ବିଳମ୍ବିତ ରାତିରେ ଘଟିଛି ଅଭାବନୀୟ ଘଟଣା l ଏହି ଗ୍ରାମର ବିଜୟ ବେହେରାଙ୍କ ପରିବାର ଶୋଇଥିବାବେଳେ ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ଘରର କବାଟ ଭାଙ୍ଗି ଶୋଇଥିବା ବିଛଣାରେ…

ଏଇ ଭାରତରେ

ସ୍ବାବଲମ୍ବୀ ଓ ସଶକ୍ତୀକରଣର ଉଦାହରଣ ପାଲଟିଛନ୍ତି ମହାରାଷ୍ଟ୍ରର ଜୟଶ୍ରୀ ଗୋର୍ଖା ମାଳୀ। ଜୟଶ୍ରୀଙ୍କ ବୟସ ୪୭। ସେ ଧାରାଶିବ ଜିଲା ଟେର୍‌ ଗାଁରେ ଜୈବିକ ପଦ୍ଧତିରେ ୧.୫ ଏକରରେ ଚାଷ କରୁଛନ୍ତି ଏବଂ ଜଣେ ସଫଳ ମହିଳା ଚାଷୀ ଭାବେ ଜିଲାରେ…

ଅଦୃଶ୍ୟ ସମାଜ

ସମାଜରେ ଲୋକେ ଏକତ୍ର ବସବାସ କରିବା ସହ ପରସ୍ପର ଭିତରେ ପାରମ୍ପରିକ ପ୍ରଥା, ସଂସ୍କୃତି, ସାମାଜିକ ବିଧି, ନିୟମ ଏବଂ ସାମାଜିକ ଭାବର ଆଦାନ ପ୍ରଦାନ କରିଥାନ୍ତି। ”ସ୍ବାମୀ ବିବେକାନନ୍ଦ ଏପରି ଏକ ସମାଜ ଗଠନ କରିବାକୁ କଳ୍ପନା କରିଥିଲେ, ଯେଉଁଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?