ହଠାତ୍ ପେଟବ୍ୟଥା ହୋଇ ଅସୁସ୍ଥ ହୋଇପଡିଲେ ୩୫ ଛାତ୍ରୀଛାତ୍ର: ହସ୍ପିଟାଲରେ ଭର୍ତ୍ତି କଲେ କର୍ତ୍ତୃପକ୍ଷ
ବୈପାରୀଗୁଡା,୨।୧୨(କଳ୍ପତରୁ ମହାନ୍ତି): ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ଶୀରିବେଡା ପିଏମଶ୍ରୀ ସରକାରୀ ସ୍କୁଲ ହଷ୍ଟେଲର ୩୫ ଛାତ୍ରୀଛାତ୍ର ଅସୁସ୍ଥ ହୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ହଠାତ୍ ଛାତ୍ରୀଛାତ୍ରଙ୍କ ପେଟବ୍ୟଥା ହୋଇଥିଲା। ଯାହାପରେ କର୍ତ୍ତୃପକ୍ଷ ସୋମବାର ରାତିରେ ମେଡିକାଲରେ ଭର୍ତ୍ତି କରିଥିଲେ। ଭଲ…
ବ୍ରେକ୍ଫାଷ୍ଟ ରାଜନୀତି: ସକାଳୁ ସକାଳୁ ଡିକେଙ୍କ ଘରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ
ବେଙ୍ଗାଲୁରୁ,୨।୧୨: କର୍ନାଟକର ଶାସକ କଂଗ୍ରେସ ଦଳ ମଧ୍ୟରେ କ୍ଷମତା ସଂଘର୍ଷ ଶେଷ ହୋଇଛି। ବ୍ରେକ୍ଫାଷ୍ଟ ରାଜନୀତି ମାଧ୍ୟମରେ ଦଳ ଭିତରେ ମତଭେଦ ସମାଧାନ କରିବାକୁ ପ୍ରୟାସ ଚାଲିଛି। ଦଳର ହାଇକମାଣ୍ଡଙ୍କ ନିର୍ଦ୍ଦେଶ ପରେ ଗତ ସପ୍ତାହରେ ଆଭ୍ୟନ୍ତରୀଣ ବିବାଦ ଆରମ୍ଭ ହୋଇଥିଲା।…
ମହାରାଷ୍ଟ ମହାମେଣ୍ଟରେ ଫାଟ: ଭାଜପାକୁ ସିଧା ସିଧା ଏମିତି କହିଦେଲେ ଏକନାଥ ଶିନ୍ଦେ
ମୁମ୍ବାଇ,୨ା୧୨:ଶିବସେନାର କେତେଜଣ ପୂର୍ବତନ କର୍ପୋରେଟର ଏବଂ କାର୍ଯ୍ୟକର୍ତ୍ତା ଭାଜପାରେ ଯୋଗଦେବାକୁ ନେଇ ମହାରାଷ୍ଟ୍ରର ଶାସକ ମହାମେଣ୍ଟର ୨ ସହଯୋଗୀ ଦଳ ମଧ୍ୟରେ ଫାଟ ସ୍ପଷ୍ଟ ହୋଇଛି। ଶିବସେନା ଭଳି ଭାଜପା ମେଣ୍ଟ ଧର୍ମ ପାଳନ କରିବାକୁ ଉପମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେ କହିଛନ୍ତି।…
ହଠାତ୍ ରାସ୍ତାରେ ଅଟକି ମହିଳାଙ୍କ ହାତରେ ଏମିତି ଲେଖିଦେଲେ ମନ୍ତ୍ରୀ: ବଢୁଛି ଚର୍ଚ୍ଚା
ଜୟପୁର,୨।୧୨: ରାଜସ୍ଥାନ କୃଷି ମନ୍ତ୍ରୀ ଡକ୍ଟର କିରୋରି ଲାଲ ମୀନାଙ୍କ ଅନନ୍ୟ ଶୈଳୀ ପୁଣି ଥରେ ଜୟପୁରରେ ଚର୍ଚ୍ଚାରେ ରହିଛି। ସେ ବିମାନବନ୍ଦର ନିକଟରେ ଏକ ଚା’ ଦୋକାନରେ ଅଟକିଥିବା ସମୟରେ, ସେ ଏକ ଗୋଶାଳା ନିର୍ମାଣରେ ବାଧା ସୃଷ୍ଟି କରୁଥିବା…
ମୋ ପୁଅ ପ୍ରଥମଥର ପ୍ରେମରେ ପଡ଼ିଥିଲା, କିନ୍ତୁ ସେ ଝିଅ…ମୁହଁ ଖୋଲିଲେ KIIT ମୃତ ଛାତ୍ରଙ୍କ ମା’
ଭୁବନେଶ୍ୱର,୨।୧୨: କିଟ୍ ବିଶ୍ୱବିଦ୍ୟାଳୟରେ ପୁଣି ଜଣେ ଛାତ୍ର ଆତ୍ମହତ୍ୟା କରିଛନ୍ତି। କ୍ୟାମ୍ପସ-୧୦ କେପି ୭ ଏବି ହଷ୍ଟେଲ ରୁମ୍ରୁ ଛାତ୍ରଙ୍କ ମୃତଦେହ ଜବତ କରାଯାଇଛି। ମୃତ ଛାତ୍ର ହେଲେ ଛତିଶଗଡ଼ ରାୟପୁରର ରାହୁଲ ଯାଦବ। ସେ କିଟ୍ରେ କମ୍ପ୍ୟୁଟର ସାଇନ୍ସ ପ୍ରଥମ…
ଘର ଗ୍ରିଲ୍ ଭାଙ୍ଗି ଲୁଟିନେଲେ ସାଢ଼େ ୩ ଲକ୍ଷ ଟଙ୍କା ସହ ସୁନାଗହଣା, ଡକାୟତଙ୍କ ଆକ୍ରମଣରେ ଦମ୍ପତି ଆହତ
ନୟାଗଡ,୨।୧୨(ଲୋକନାଥ ମିଶ୍ର): ଜଦୁପୁରରେ ଡକାୟତି । ନୟାଗଡ ସଦର ଥାନା ଯଦୁପୁର ଗାଁ ର କାଳିଆ ପାତ୍ରଙ୍କ ଘରେ ଲୁଟ୍ ହୋଇଛି। ଆଠଜଣ ଡକାୟତ ସୋମବାର ରାତିରେ ବାରିପଟ ଗ୍ରିଲ୍ ଭାଙ୍ଗି ୪ ମୋବାଇଲ ଫୋନ, ସାଢ଼େ ତିନି ଲକ୍ଷ ଟଙ୍କା,…
ପୁଟିନଙ୍କ ଭାରତ ଗସ୍ତରେ ଦେଶକୁ କ’ଣ ମିଳିବ ଲାଭ? ହୋଇପାରେ ଏହି ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ,୨।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଡିସେମ୍ବର ୪ ଏବଂ ୫ ତାରିଖରେ ଦିଲ୍ଲୀରେ ପହଞ୍ଚିବେ, ଯେଉଁଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିବେ। ଏହି ବୈଠକ ଦୁଇ ଦେଶର ବିଶେଷ ରଣନୈତିକ ସହଭାଗୀତାକୁ ଏକ…
କୋହଲିଙ୍କ ଶତକ ପରେ ଡ୍ରେସିଂ ରୁମରେ ଗମ୍ଭୀର କଲେ ଏମିତି, ଭାଇରାଲ ହେଲା…
ନୂଆଦିଲ୍ଲୀ,୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚରେ ବିରାଟ କୋହଲିଙ୍କ ଇନିଂସ କେବଳ ଟିମ ଇଣ୍ଡିଆକୁ ବିଜୟୀ କରାଇ ନଥିଲା ବରଂ କ୍ରିକେଟ ପ୍ରଶଂସକଙ୍କ ହୃଦୟ ମଧ୍ୟ ଜିତିଥିଲା। ରାଞ୍ଚିରେ ଏକ ଦମଦାର ୧୩୫ ରନ କରି…
ବେଙ୍ଗାଲୁରୁରୁ ଘରକୁ ଫେରୁଥିଲେ ଧର୍ମେନ୍ଦ୍ର, ବାଟରେ ଛକିଥିଲା ଯମ:ଆଉ ତା’ପରେ..
ଛତ୍ରପୁର, ୨।୧୨(ଦିଲ୍ଲୀପ ସାମଲ): ଛତ୍ରପୁର ଜାତୀୟ ରାଜପଥ କଲେଜ ଛକ ନିକଟରେ ବାଇକ ଚାଳକ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଛି । ଏଥିରେ ଜଣଙ୍କ ମୃତ୍ୟୁ ହୋଇତତ୍ବାବେଳେ ଜଣେ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ବାଲେଶ୍ୱର ଜିଲା ସିମୁଳିଆ ଥାନା…
ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ: ଆଗକୁ ଆହୁରି…
ପରଜଙ୍ଗ,୨।୧୨(ନିଗମାନନ୍ଦ ଦଳବେହେରା):ଢେଙ୍କାନାଳ ଜିଲା ପରଜଙ୍ଗ ତହସିଲ ପ୍ରଶାସନ ତରଫରୁ ସୋମବାର ବାରିହାପୁର ହାଇସ୍କୁଲ ସମ୍ମୁଖରେ ସରକାରୀ ଜାଗାରେ ଥିବା ଏକ ଢାବା ସହ କେତୋଟି ଦୋକାନ ଗୃହକୁ ଉପଜିଲାପାଳଙ୍କ ନିର୍ଦ୍ଦେଶକ୍ରମେ ଉଚ୍ଛେଦ କରାଯାଇଛି। ଉଚ୍ଛେଦବେଳେ ତହସିଲଦାର ସୁଦେବ କୁମାର ପୃଷ୍ଟି, ଅତିରିକ୍ତ…
ଜଙ୍ଗଲରେ ଦନ୍ତାହାତୀର ମୃତଦେହ: ଦାନ୍ତ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ
ଅମରପାଲି,୧।୧୨(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ବନଖଣ୍ଡ ଅଧିନସ୍ଥ ବୀରମହାରାଜପୁର ରେଞ୍ଜ ହାତିଲିମୁଣ୍ଡା ଫରେଷ୍ଟ ବିଟ୍ର ବରଘାଟ ଦାଦର ଓ ବ୍ରାହ୍ମଣୀପାଲି ମଝିରେ ଥିବା ଜଙ୍ଗଲରେ ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଛି। ସୂଚନା ଅନୁସାରେ, ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଦୁର୍ଜନତୈଲା ପଞ୍ଚାୟତର ବରଘାଟ…
ବୁରାଙ୍ଗିଆ-ଡାବରବାନ୍ଦା ରାସ୍ତା ନିମ୍ନମାନର ଅଭିଯୋଗ: ୫ ବର୍ଷ ପରେ ପୁଣି…
ଦାରିଙ୍ଗବାଡି, ୨।୧୨ (ଅରୁଣ ସାହୁ ): ଆଶା ଥିଲା ଗାଁକୁ ପକ୍କା ରାସ୍ତା ନିର୍ମାଣ ହେବ ଆଉ ଗାଁ ର ଅନେକ ସମସ୍ୟା ସମାଧାନ ହୋଇପାରିବ। କିନ୍ତୁ ଲୋକଙ୍କ ସ୍ବପ୍ନ ପୁରଣ ହେଲା ପକ୍କା ରାସ୍ତା ନିର୍ମାଣ ହେଲା କିନ୍ତୁ ତାହା…
Archives


