ଜୁବୈରଙ୍କ ଗିରଫଦାରିକୁ ଜାତିସଂଘର ନିନ୍ଦା
ନୂଆଦିଲ୍ଲୀ,୩୦।୬: ଅଲ୍ଟ ନ୍ୟୁଜ୍ ଚ୍ୟାନେଲର ଖବରଦାତା ମହମ୍ମଦ ଜୁବୈରଙ୍କ ଗିରଫଦାରି ମାମଲାକୁ ଜାତିସଂଘ ପକ୍ଷରୁ ନିନ୍ଦା କରାଯାଇଛି। କୌଣସି ସାମ୍ବାଦିକଙ୍କୁ ତାଙ୍କ ଟୁଇଟ୍, ଲେଖା ଓ ମନ୍ତବ୍ୟକୁ ଆଧାର କରି ଗିରଫ କରିବା ଉଚିତ୍ ନୁହେଁ ବୋଲି ବୁଧବାର ଜାତିସଂଘ ପକ୍ଷରୁ…
ଡଲାର ତୁଳନାରେ ଟଙ୍କା ସର୍ବକାଳୀନ ଦୁର୍ବଳ
ମୁମ୍ବାଇ,୩୦ା୬(ପି.ଟି.): ଆମେରିକୀୟ ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟ ବୁଧବାର ସର୍ବକାଳୀନ ଦୁର୍ବଳ ହୋଇଛି। ସନ୍ଧ୍ୟା ସୁଦ୍ଧା ଡଲାର ତୁଳନାରେ ଭାରତୀୟ ଟଙ୍କାର ମୂଲ୍ୟରେ ୧୮ ପଇସା ହ୍ରାସ ଘଟି ସର୍ବନିମ୍ନ ୭୯.୦୩(ଅସ୍ଥାୟୀ) ସ୍ତରକୁ ଖସିଆସିଛି। କ୍ରମାଗତ ବିଦେଶୀ ପୁଞ୍ଜି ବହିର୍ଗମନ…
କେରଳରେ ବଢି ଚାଲିଛି ଆନ୍ଥ୍ରାକ୍ସ
ଥିରୁଭାନନ୍ତପୁରମ,୩୦ ।୬: କେରଳରେ କୋଭିଡ ୧୯ ପୁଣିଥରେ ବଢି ଚାଲିଥିବା ବେଳେ ଇତିମଧ୍ୟରେ ଆନ୍ଥ୍ରାକ୍ସ ଆଉ ଏକ ସମସ୍ୟା ହୋଇ ମୁଣ୍ଡ ଟେକିଛି । କେରଳର ଅଥିରାପିଲ୍ଲି ବନାଞ୍ଚଳରେ ଗତ କିଛିଦିନ ହେବ ଆନ୍ଥ୍ରାକ୍ସ କାରଣରୁ ଅଧିକାଂଶ ଜଙ୍ଗଲି ଘୁଷୁରିଙ୍କ ମୃତ୍ୟୁ…
ରାଜ୍ୟରୁ ସୁସ୍ଥ ହେଲେ ଆଉ ୫୫ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୨୯ା୬(ବ୍ୟୁରୋ): ରାଜ୍ୟରୁ ବୁଧବାର ଆଉ ୫୫ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ୍ ୧୨,୭୯,୮୪୯ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ ଟୁଇଟ୍ ଯୋଗେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା…
ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ
ବଲିଉଡ୍ ଅଭିନେତ୍ରୀ ସ୍ବରା ଭାସ୍କରଙ୍କୁ ହତ୍ୟା ଧମକ ମିଳିଛି। ଚିଠି ମାଧ୍ୟମରେ ଏହି ଧମକ ଦିଆଯାଇଥିବା ଜଣାପଡିଛି। ସ୍ବରା ସଭରକରଙ୍କୁ ଅପମାନିତ କରିଥିବାରୁ ତାଙ୍କୁ ହତ୍ୟା କରାଯିବାକୁ ଏହି ଚିଠିରେ ଧମକ ମିଳିଛି। ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି।…
‘ସତର୍କ ରୁହନ୍ତୁ, ନଚେତ୍ ଧୋକା ଖାଇବେ’
ମୁମ୍ବାଇ: ବିଗ୍ ବି’ ଅମିତାଭ ବଚ୍ଚନଙ୍କ ଶୋ’ ‘କୌନ୍ ବନେଗା କରୋଡ଼ପତି-୧୪’ର ଶୁଟିଂ ଶେଷ ହୋଇଛି। ସୋନି ଟିଭିରେ ଦର୍ଶକମାନେ ବିଗ୍ ବି ପ୍ରତିଯୋଗୀମାନଙ୍କ ସହିତ କୌତୂହଳପୂର୍ଣ୍ଣ ପ୍ରଶ୍ନ ଏବଂ ଉତ୍ତର କରୁଥିବା ଦେଖିବାକୁ ପାଇବେ। ଶୋ’ ନିର୍ମାତା ଦର୍ଶକଙ୍କୁ ଏପ୍ରିଲରେ…
‘ନିଜ ଲୋକ ମୋ ସହ କଲେ ବିଶ୍ୱାସଘାତକତା’
ମୁମ୍ବାଇ,୨୯।୬: ଶିବସେନା ବିଧାୟକଙ୍କ ବିଦ୍ରୋହ ଯୋଗୁ ମହାରାଷ୍ଟ୍ର ସରକାର ଭାଙ୍ଗିବା ଅବସ୍ଥାରେ ରହିଛି। ହେଲେ ଏହି ସଙ୍କଟ ଭିତରେ ବୁଧବାର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ କ୍ୟାବିନେଟ ବୈଠକ କରି ବହୁତ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟ ବୈଠକରେ ୨ ସହର, ଗୋଟିଏ…
ବାଇକ୍ ଡିକି ଭାଙ୍ଗି ୬ ଲକ୍ଷ ଲୁଟିନେଲେ ଦୁର୍ବୃତ୍ତ
କୋକସରା,୨୯ା୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ଥାନା ମୋଟେର ଛକ ନିକଟରେ ବାଇକ୍ ଡିକି ଭାଙ୍ଗି ୬ ଲକ୍ଷ ଲୁଟ୍ ହୋଇଥିବା ନେଇ ବାପପୁଅ କୋକସରା ପୋଲିସରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ କୋକସରା ପୋଲିସ ଅଧିକାରୀ ପ୍ରସନ୍ନ ବେହେରା ସହ ପୋଲିସ…
ବଦଳିଲା ୨ ସହର, ଗୋଟିଏ ବିମାନ ବନ୍ଦର ନାଁ
ମୁମ୍ବାଇ,୨୯।୬: ମହାରାଷ୍ଟ୍ରର ଉଦ୍ଧବ ଠାକୁର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ଔରଙ୍ଗାବାଦ ସହରକୁ ସମ୍ଭାଜୀନଗର ନାମରେ ନାମିତ କରିବାକୁ କ୍ୟାବିନେଟ ଅନୁମୋଦନ କରିଛି। ଏଥିସହିତ ଓସମାନାବାଦ ସହରର ନାମକୁ ଧରାସିଭ ନାଁରେ ପରିବର୍ତ୍ତନ କରାଯାଇଛି। ସେହିପରି ନଭି ମୁମ୍ବାଇ ଅନ୍ତର୍ଜାତୀୟ…
ଶତାଧିକ ଜବ୍କାର୍ଡ ରଦ୍ଦ: ବିଡିଓଙ୍କ ଦ୍ୱାରସ୍ଥ ହେଲେ ହିତାଧିକାରୀ
କୋକସରା,୨୯ା୬(ଡି.ଏନ୍.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡ଼ପୋଡ଼ାଗୁଡ଼ା ପଞ୍ଚାୟତର ବାବେକୋହରା ଓ କଛାରପଡ଼ା ଗ୍ରାମର ଶତାଧିକ ଜବ୍କାର୍ଡ ହିତାଧିକାରୀଙ୍କ ଅଜାଣତରେ ରଦ୍ଦ କରିଥିବା ଅଭିଯୋଗ ନେଇ ବୁଧବାର ଦୁଇ ଗ୍ରାମବାସୀ କୋକସରା ବିଡିଓଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୋଗ ଅନୁସାରେ, ପଞ୍ଚାୟତ ଓ…
ଗ୍ରୀଲ୍ ଭାଙ୍ଗି ସୁନା ଅଳଙ୍କାର, ନଗଦ ୬୦ ହଜାର ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
ହିଞ୍ଜିଳିକାଟୁ,୨୯ା୬(ଡି.ଏନ୍.ଏ.): ହିଞ୍ଜିଳି ଥାନା ପୋଡିଙ୍ଗି ଗ୍ରାମର ଦୁର୍ଯ୍ୟୋଧନ ଗୌଡ଼ଙ୍କ ଘରର ବାଡ଼ିପଟ ଗ୍ରୀଲ୍ ଭାଙ୍ଗି ମଙ୍ଗଳବାର ରାତିରେ ଦୁର୍ବୃତ୍ତ ପ୍ରାୟ ୮ ଭରି ସୁନା ଓ ୨୦ ଭରି ରୁପା ଅଳଙ୍କାର, ନଗଦ ୬୦ ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ…
ରିଲିଜ ପୂର୍ବରୁ କୋଟି କୋଟି ଟଙ୍କା ବ୍ୟବସାୟ କଲା ଶାହାରୁଖଙ୍କ ‘ଜଓ୍ବାନ’
ବମ୍ବେ: ୨୦୨୩ରେ ରିଲିଜ ହେବ କିଙ୍ଗ ଖାନ୍ ଶାହାରୁଖଙ୍କ ଦୁଇଟି ବଡ଼ ଫିଲ୍ମ। ଦକ୍ଷିଣ ଭାରତୀୟ ଫିଲ୍ମନିର୍ମାତା ଏଟଲିଙ୍କ ଫିଲ୍ମ ‘ଜଓ୍ବାନ’ରେ ତାଙ୍କର ଦମ୍ଦାର ଅଭିନୟ ଦେଖିବାକୁ ମିଳିବ। ନିକଟରେ ଫିଲ୍ମର ଟିଜର ରିଲିଜ ହୋଇଥିଲା। ଏହା ପ୍ରଶଂସକଙ୍କୁ ବେଶ ପସନ୍ଦ…
Archives


