Home Left

‘କଫି ଓ୍ବିଥ୍‌ କରଣ’ର ଗୋଟିଏ ଏପିସୋଡ ପାଇଁ ଏତିକି ଟଙ୍କା ଚାର୍ଜ କରନ୍ତି କରଣ

ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଦ୍ୱାରା ଆୟୋଜିତ ‘କଫି ଓ୍ବିଥ୍‌ କରଣ’ ଲୋକପ୍ରିୟ ସେଲିବ୍ରିଟି ଚାଟ ଶୋ’ ମଧ୍ୟରୁ ଅନ୍ୟତମ। ଏହା ୨୦୦୪ରେ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହା ଲୋକପ୍ରିୟତା ହାସଲ କରିଥିଲା। ମାର୍ଚ୍ଚ ୨୦୧୯ରେ ଶୋ’ର ଷଷ୍ଠ…

ବିଧାନସଭା ଅଧିବେଶନ ସମୟରେ ଯାନବାହନ ଚଳାଚଳ ଉପରେ ରହିବ କଟକଣା, ଜାଣନ୍ତୁ…

ଭୁବନେଶ୍ବର,୩୦।୬(ବ୍ୟୁlରୋ): ବିଧାନସଭା ମୌସୁମୀ ଅଧିବେଶନ ସମୟରେ ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ ଧାରା ଅନୁଯାୟୀ ଏହି କଟକଣା କରାଯାଇଛି। ବିଧାନସଭାକୁ ସଂଲଗ୍ନ କରୁଥିବା ରାସ୍ତା ଉପରେ ଆସନ୍ତା ଜୁଲାଇ ୨ରୁ ଅଧିବେଶନ ଶେଷ ପର୍ଯ୍ୟନ୍ତ…

ଶିବସେନାର ଜନ୍ମ କ୍ଷମତା ପାଇଁ ହୋଇନାହିଁ,ସଞ୍ଜୟଙ୍କ ମନ୍ତବ୍ୟ…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ସଙ୍କଟ ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଗତକାଲି ଯେତେବେଳେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ସେତେବେଳେ ଆମେ ଭାବପ୍ରବଣ ହୋଇପଡିଥିଲୁ। ସମସ୍ତଙ୍କର ଉଦ୍ଧବ ଠାକରେଙ୍କ ଉପରେ…

ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖକୁ ଆସିବେ ୩ ରଥ

ପୁରୀ ଅଫିସ,୩୦।୬: ଆଉ ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚାବାଡ଼ି ଯିବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଶୁକ୍ରବାର ହେଉଛି ଆଦ୍ୟପର୍ବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଥିବା ବେଳେ ଗୁରୁବାର ରଥଖଳାକୁ ବିଜେ ହୋଇଛି…

ବୁଡ଼ିଲା ଶରଣାର୍ଥୀଙ୍କ ଡଙ୍ଗା, ୩୦ ନିଖୋଜ…

କାହିରା, ୩୦।୬ : ଲିବିୟା ଉପକୂଳବର୍ତ୍ତୀ ଭୂମଧ୍ୟସାଗରରେ ଏକ ରବର ଡଙ୍ଗା ବୁଡ଼ି ଯାଇଛି। ଏହି ଘଟଣାରେ ୩୦ ଜଣ ନିଖୋଜ ଅଛନ୍ତି। ସେମାନେ ସମୁଦ୍ରରେ ବୁଡ଼ିଯାଇଥିବା ଅନୁମାନ କରାଯାଉଛି। ଡଙ୍ଗାରେ କ୍ଷମତାଠାରୁ ଅଧିକ ଲୋକ ଯାତ୍ରା କରୁଥିଲେ। ଫଳରେ ଏହା…

ମୁଁ ସମୁଦ୍ର, ପୁଣି ଫେରିବି: ଭାଇରାଲ ହେଉଛି ଫଡନବିଶଙ୍କ ପୁରୁଣା ଭିଡିଓ

ମୁମ୍ବାଇ,୩୦ ।୬: ୨୦୧୯ରେ ଯେତେବେଳେ ଭାରତୀୟ ଜନତା ପାର୍ଟି(ଭାଜପା) ଓ ଶିବସେନା ମିଶି ନିର୍ବାଚନ ଲଢିଥିଲେ ସେତେବେଳେ ଅନୁମାନ ଲଗାଯାଇଥିଲା କି ଏହି ଦୁଇ ଦଳ ସରକାର ଗଠନ କରିବେ । ଏମିତିକି ଦେବେନ୍ଦ୍ର ଫଡନବିଶ ମୁଖ୍ୟମନ୍ତ୍ରୀ ଆସନରେ ବସିବା ପାଇଁ…

ରାହୁଲଙ୍କ ଅସ୍ତ୍ରୋପଚାର ସଫଳ

ଭାରତୀୟ କ୍ରିକେଟର କେ.ଏଲ ରାହୁଲ ଏବେ ଅସ୍ତ୍ରୋପଚାର ପାଇଁ ଜର୍ମାନୀରେ ଅଛନ୍ତି। ତାଙ୍କୁ ସହ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ଆଥିଆ ଶେଟ୍ଟୀ ମଧ୍ୟ ଅଛନ୍ତି। ନିକଟରେ ରାହୁଲ ଇନ୍‌ଷ୍ଟାଗ୍ରାମରେ ଫଟୋ ପୋଷ୍ଟ କରି ନିଜ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ଦେଇଛନ୍ତି। ସେ…

ଆତଙ୍କ ଖେଳାଇଲା ଦନ୍ତା: ଶିଶୁକନ୍ୟା-ବୃଦ୍ଧଙ୍କ ଜୀବନ ନେଲା

ମୋରଡ଼ା,୩୦।୬ (ଡି.ଏନ୍‌.ଏ.)- ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକରେ ହାତୀ ଉପଦ୍ରବ ବର୍ଷ ତମାମ ଲାଗି ରହୁଥିବା ବେଳେ ଜୀବନ ହାନୀର ଘଟଣା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ବୁଧବାର ରାତିରେ ଏକ ଦନ୍ତା ରାସଗୋବିନ୍ଦପୁର ରେଞ୍ଜ ଅଧୀନ…

ରୋହିତ ଶର୍ମାଙ୍କୁ ନେଇ ବଡ଼ ଖୁଲାସା କଲେ ଦ୍ରାବିଡ

ଲଣ୍ଡନ,୩୦।୬: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ଏପର୍ଯ୍ୟନ୍ତ ଇଂଲଣ୍ଡ ବିପକ୍ଷ ପଞ୍ଚମ ଟେଷ୍ଟରୁ ବାଦ ପଡି ନାହାଁନ୍ତି। ଟିମ ଇଣ୍ଡିଆର ମୁଖ୍ୟ କୋଚ ରାହୁଲ ଦ୍ରାବିଡ ଏହା ନିଶ୍ଚିତ କରିଛନ୍ତି। ଏହାପୂର୍ବରୁ ଅନେକ ରିପୋର୍ଟରେ ଦର୍ଶାଯାଇଛି ଯେ, ଏଜବାଷ୍ଟନରେ…

୧୭ ଜିଲାରେ କରୋନା: ଚିହ୍ନଟ ହେଲେ ୧୫୫ ସଂକ୍ରମିତ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୯୧ ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୬୪ ଲୋକାଲ କେସ୍‌ ରହିଛି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୬…

ହାଇ ଟେନସନ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଲା ଅଟୋ, ୮ ଜୀବନ୍ତ ଦଗ୍ଧ…

ହାଇଦ୍ରାବାଦ, ୩୦।୬ :  ଆନ୍ଧ୍ରପ୍ରଦେଶର ସତ୍ୟସାଇ ଜିଲାରେ ଏକ ହୃଦୟବିଦାରକ ଘଟଣା ଘଟିଛି। ଗୁରୁବାର ଏଠାରେ ଏକ ଅଟୋ ହାଇ ଟେନସନ ଇଲେକ୍ଟ୍ରିକ ତାର ସଂସ୍ପର୍ଶରେ ଆସି ଜଳି ଯାଇଛି। ଅଟୋରେ ଥିବା ଆଠ ଜଣ ଲୋକ ଜୀବନ୍ତ ଦଗ୍ଧ ହୋଇଛନ୍ତି।…

ଫ୍ଲୋର ଟେଷ୍ଟର ଆଉ ଆବଶ୍ୟକତା ନାହିଁ, ବିଧାନସଭା ସଚିବ ଦେଲେ ସୂଚନା…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦରୁ ଉଦ୍ଧବ ଠାକ୍‌ରେଙ୍କ ଇସ୍ତଫା ପରେ ବିଧାନସଭା ସଚିବ ରାଜେନ୍ଦ୍ର ଭାଗଓ୍ବତ ସୂଚନା ଦେଇଛନ୍ତି ଯେ, ଆଉ ଫ୍ଲୋର ଟେଷ୍ଟର ଆବଶ୍ୟକତା ନାହିଁ। ସେ ଏସମ୍ପର୍କରେ ରାଜ୍ୟର ସମସ୍ତ ବିଧାୟକଙ୍କୁ ଜଣାଇଛନ୍ତି। ସେ କହିଛନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri