ଭାବପ୍ରବଣ ହେଲେ ଜାହ୍ନବୀ
ଆଜି ମଦର୍ସ ଡେ’। ମା’ଙ୍କ ପାଇଁ ଦିନଟିଏ। ଏହି ଅବସରରେ ବଲିଉଡ୍ ସେଲିବ୍ରିଟିମାନେ ସୋସିଆଲ ମିଡିଆରେ ନିଜ ମା’ଙ୍କୁ ମନେ ପକାଇଛନ୍ତି। ଏଥିରେ ସାମିଲ ଅଛନ୍ତି ଅଭିନେତ୍ରୀ ଜାହ୍ନବୀ କପୁର। ଏହି ବିଶେଷ ଦିନରେ ଜାହ୍ନବୀ ମା’ ଶ୍ରୀଦେବୀଙ୍କ ସହିତ ପିଲାଦିନରେ…
ଲଜ୍ଜାଜନକ ରେକର୍ଡ ହାସଲ କଲେ କୋହଲି
ମୁମ୍ବାଇ,୮।୫: ଆଇପିଏଲ ୨୦୨୨ର ୫୪ତମ ମ୍ୟାଚ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯାଉଛି। ଏହି ମ୍ୟାଚରେ ଆରସିବି ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି। ଚଳିତ ସିଜିନରେ ଖରାପ ଫର୍ମ ସହ…
ଜେଲ୍ରେ ୫୦ କିଲୋଗ୍ରାମ୍ ଲେମ୍ବୁ ଦୁର୍ନୀତି, ଅଧିକ୍ଷକ ନିଲମ୍ବିତ…
କପୁରତାଲା, ୮।୫ : ପଞ୍ଜାବର କପୁରତାଲା ଜେଲରେ ଲେମ୍ବୁ ଦୁର୍ନୀତି ମାମଲା ସାମ୍ନାକୁ ଆସିବା ପରେ ଜେଲ ଅଧୀକ୍ଷକଙ୍କୁ ନିଲମ୍ବିତ କରାଯାଇଛି। ସାଧାରଣ ଲୋକମାନେ ଆକାଶଛୁଆଁ ମୂଲ୍ୟ ହେତୁ ଲେମ୍ବୁ କିଣିବାକୁ ଅମଙ୍ଗ ହେଉଥିବାବେଳେ କପୁରତାଲା ଆଧୁନିକ ଜେଲର ଅନ୍ତେବାସୀଙ୍କ ପାଇଁ…
ମଦର୍ସ ଡେ’ରେ ପୁଅର ପ୍ରଥମ ଝଲକ ଦେଖାଇଲେ ଏହି ଅଭିନେତ୍ରୀ
ମୁମ୍ବାଇ: ଆଜି ସାରା ବିଶ୍ୱରେ ମାତୃ ଦିବସ ପାଳନ କରାଯାଉଛି। ମା’ଙ୍କ ପାଇଁ ଏହି ସ୍ବତନ୍ତ୍ର ଦିନଟିକୁ ଅଭିନେତ୍ରୀ କାଜଲ ଆହୁରି ସ୍ପେଶାଲ କରିଦେଇଛନ୍ତି। କାଜଲ ତାଙ୍କ ପ୍ରଶଂସକମାନଙ୍କୁ ପୁଅ ନୀଲ କିଚ୍ଲୁଙ୍କ ପ୍ରଥମ ଝଲକ ଦେଖାଇଛନ୍ତି। ଗତ ମାସରେ ସେ…
ରିଲିଜ୍ ପୂର୍ବରୁ ରେକର୍ଡ କଲା ଆଲିଆ-ରଣବୀରଙ୍କ ଏହି ମୁଭି
ମୁମ୍ବାଇ: ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଅଭିନୀତ ମୁଭି ‘ବ୍ରହ୍ମାସ୍ତ୍ର’ କିଛି ବର୍ଷ ହେଲା ଚର୍ଚ୍ଚାରେ ରହିଛି । ଏବେ ଏହାର ରିଲିଜକୁ ଦର୍ଶକେ ଉତ୍ସୁକତାର ଓ ଅପେକ୍ଷା ରଖିଛନ୍ତି । ଇତିମଧ୍ୟରେ ଏହି ଷ୍ଟାର କପୁଲଙ୍କର ବିବାହ ସରିଥିବାରୁ…
‘ଯଦି ହନୁମାନ ଚାଳିଶା ପଢିବା ଅପରାଧ; ୧୪ ଦିନ ନୁହେଁ, ୧୪ ବର୍ଷ ପାଇଁ ଜେଲ୍ ଯିବାକୁ ପ୍ରସ୍ତୁତ’
ମୁମ୍ବାଇ,୮।୫: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକେରଙ୍କ ବାସଭବନ ମାତୋଶ୍ରୀ ଆଗରେ ହନୁମାନ ଚାଳିଶା ପାଠ ବିବାଦ ଥମିବାର ନାଁ ନେଉନାହିଁ। ଏହି ଘଟଣାରେ ଜେଲ୍ ଯାଇ ଜାମିନରେ ଆସିଥିବା ଅମବତୀର ସ୍ବାଧୀନ ଏମ୍ପି ନବନୀତ୍ ରାଣା ରବିବାର ପୁଣି ସରକାରଙ୍କୁ ଟାର୍ଗେଟ୍…
ପୁଣି ଆଇପିଏଲ୍ରେ କରୋନା ଏଣ୍ଟ୍ରି
ମୁମ୍ବାଇ,୮।୫: ଆଇପିଏଲ ୨୦୨୨ରେ ଦ୍ୱିତୀୟ ଥର ପାଇଁ କରୋନା ଚିହ୍ନଟ ହୋଇଛି। ଦିଲ୍ଲୀ କ୍ୟାପିଟାଲ୍ସର ଜଣେ ନେଟ୍ ବୋଲର୍ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଦିଲ୍ଲୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ସନ୍ଧ୍ୟା ୭.୩୦ରେ ମ୍ୟାଚ୍ ଅନୁଷ୍ଠିତ ହେବ।…
ବଲିଉଡ୍ର ସିଙ୍ଗଲ୍ ମଦର୍
ଆଜି ସାରା ବିଶ୍ୱରେ ମାତୃ ଦିବସ ପାଳନ କରାଯାଉଛି। ପିଲାମାନଙ୍କୁ ଏକାକୀ ମା’ ଭାବରେ ବଞ୍ଚାଇବା ଏତେ ସହଜ ନୁହେଁ। ବଲିଉଡ୍ରେ ଅନେକ ସେଲିବ୍ରିଟି ଅଛନ୍ତି, ଯେଉଁମାନେ ସାହସ ଦେଖାଇ ଏକାକୀ ମା’ ହେବାକୁ ନିଷ୍ପତ୍ତି ନେଇଛନ୍ତି। ସେମାନେ ଅନେକ ମହିଳାଙ୍କ…
୧୫ରୁ ପୁଣି ହେଲମେଟ୍ ଯାଞ୍ଚ
ଭୁବନେଶ୍ବର,୮।୫(ବ୍ୟୁରୋ): ଆସନ୍ତା ୧୫ ତାରିଖରୁ ରାଜ୍ୟର ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥରେ ହେଲମେଟ ଯାଞ୍ଚ କରାଯିବ। ଏହି ଅଭିଯାନ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ରାଜ୍ୟ ସରକାରଙ୍କ ସଡକ ପରିବହନ ଆୟୁକ୍ତଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି…
କ୍ୟାପିଟାଲ ହସ୍ପିଟାଲ କର୍ମଚାରୀଙ୍କ ଛୁଟି ବାତିଲ
ଭୁବନେଶ୍ବର,୮।୫(ବ୍ୟୁରୋ): ବାତ୍ୟା ‘ଅସାନି’କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏହି କ୍ରମରେ କ୍ୟାପିଟାଲ ହସ୍ପିଟାଲର କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ଛୁଟିକୁ ବାତିଲ କରାଯିବା ସହ ସମସ୍ତ ବିଭାଗକୁ ସତର୍କ କରାଯାଇଛି। ଏଥିସହ ସମ୍ପୃକ୍ତ ବିଭାଗ…
ନୂଆପଡ଼ା ଘାଟରେ ଗାଧୋଇବା ବେଳେ ବୁଡ଼ିଗଲେ ୩ ଛାତ୍ର: ୨ ଉଦ୍ଧାର; ଜଣଙ୍କର ପତ୍ତା ମିଳୁନି
ଢେଙ୍କାନାଳ ଅଫିସ, ୮।୫: ଢେଙ୍କାନାଳ ଜିଲା ସଦର ବ୍ଲକ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ରାଧାଦେଇପୁର ପଞ୍ଚାୟତର ବ୍ରାହ୍ମଣୀ ନଦୀର ନୂଆପଡ଼ା ଘାଟରେ ରବିବାର ମଧ୍ୟାହ୍ନରେ ଗାଧୋଉଥିବା ବେଳେ ୩ ଜଣ ସ୍କୁଲ ଛାତ୍ର ନଦୀରେ ବୁଡ଼ି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ…
କ୍ରିକେଟ୍ରେ ‘ଡାଇମଣ୍ଡ-ଡକ ଆଉଟ୍’ କ’ଣ ଜାଣନ୍ତି
ମୁମ୍ବାଇ,୮।୫: ଆଇପିଏଲ ୨୦୨୨ରେ କେ.ଏଲ ରାହୁଲ ଭଲ ଫର୍ମରେ ଅଛନ୍ତି। ସେ ଲକ୍ଷ୍ନୌ ସୁପର୍ ଜିଆଣ୍ଟ୍ସ ଦଳ ପାଇଁ ସର୍ବାଧିକ ରନ ସ୍କୋରର, କିନ୍ତୁ ଏହା ସତ୍ତ୍ୱେ ସେ ତାଙ୍କ ନାମରେ ଏକ ଖରାପ ରେକର୍ଡ କରିଛନ୍ତି। ଆଇପିଏଲ ୨୦୨୨ରେ, କେ.ଏଲ…
Archives


