Home Left

ବେଆଇନ ରେଲଓ୍ବେ ଟିକେଟ କାରବାର: ୨ ମାସରେ ୬ ର଼୍ୟାକେଟ ଠାବ କରିଛି ଆର୍‌ପିଏଫ୍‌

ବ୍ରହ୍ମପୁର ଅଫିସ,୩୦।୬: ରେଳ ଯାତ୍ରୀଙ୍କୁ ସହଜ ଓ ସୁବିଧାରେ ସମସ୍ତ ସେବା ଯୋଗାଇବା ପାଇଁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି। ଷ୍ଟେଶନର ଉନ୍ନତୀକରଣ ଠାରୁ ଆରମ୍ଭ କରି ଯାତ୍ରୀ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଉଛି। ଲୋକେ ଘରେ ବସି ଟ୍ରେନ୍‌ ଟିକେଟ୍‌ ବୁକିଂ କରିବା…

କୋହଲିଙ୍କଠାରୁ ଏହି ଆଶା ରଖିଛନ୍ତି ଦ୍ରାବିଡ

ଲଣ୍ଡନ,୩୦।୬: ଜୁଲାଇ ୧ରେ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚ ଖେଳାଯିବ। ଏହି ମ୍ୟାଚ ପାଇଁ ଭାରତୀୟ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଛି। ଏହି ମ୍ୟାଚ୍‌ରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ…

ଟି-୨୦ ବିଶ୍ୱକପ୍‌ ଟିମ୍‌ରେ ରହି ନ ପାରନ୍ତି ଏହି ମହାନ ଖେଳାଳି!

ନୂଆଦିଲ୍ଲୀ,୩୦।୬: ଚଳିତ ବର୍ଷ ଟି-୨୦ ବିଶ୍ୱକପ୍‌କୁ ନେଇ ବିସିସିଆଇ ଚୟନ କମିଟି ସମସ୍ତ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛି। ହେଲେ ଚୂଡାନ୍ତ ଟିମ୍‌ରେ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କୁ ସାମିଲ କରାଯାଇ ନ ପାରେ। ଶାମି ଫିଟ୍‌ ହେଉ ନ…

କମୁନି ହାତୀ ଉପଦ୍ରବ: ପୁଣି ଜଣଙ୍କ ଜୀବନ ନେଲା

ସାରସକଣା,୩୦ା୬(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ରେଞ୍ଜ ସାରସକଣା ବ୍ଲକର ଉମାଦେଇପୁର ପଞ୍ଚାୟତ ପାଣିଶୋଳ ଗ୍ରାମର ସନ୍ନ୍ୟାସୀ ମହାନ୍ତଙ୍କ ପୁଅ ଭବାନୀ ଶଙ୍କର ମହାନ୍ତ(୪୨)ଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବାର ରେଞ୍ଜର ଲକ୍ଷ୍ମୀଧର ବେହେରା ସୂଚନା ଦେଇଛନ୍ତି। ବୁଧବାର ରାତିରେ କିଛି ହାତୀ…

୧ କି.ମି. ଷ୍ଟ୍ରେଚରରେ ବୁହାହେଲେ ରୋଗୀ

ଭଦ୍ରକ ଅଫିସ,୩୦।୬: ଝାଡ଼ାବାନ୍ତି ହେଉଥିବା ଜଣେ ବୃଦ୍ଧାଙ୍କୁ ଡାକ୍ତରଖାନା ନେବାକୁ ୧୦୮ ଆମ୍ବୁଲାନ୍ସ ଆସିଥିଲା। ହେଲେ ରାସ୍ତା ଖରାପ ଯୋଗୁ ଗଁାକୁ ଯାଇ ନ ପାରି ୧ କି.ମି. ପୂର୍ବରୁ ଆମ୍ବୁଲାନ୍ସ ଅଟକି ରହିଥିଲା। ଫଳରେ ଷ୍ଟ୍ରେଚରରେ ଉକ୍ତ ବୃଦ୍ଧାଙ୍କୁ ୧ କି.ମି.…

୩୫ ବର୍ଷର ରେକର୍ଡ ଭାଙ୍ଗିବେ ବୁମ୍‌ରା

ଲଣ୍ଡନ,୩୦।୬: ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ଶେଷ ମ୍ୟାଚରେ ଭାରତୀୟ କ୍ରିକେଟ ଦଳ ଇଂଲଣ୍ଡକୁ ଭେଟିବ। ଏହି ମ୍ୟାଚ ଜୁଲାଇ ୧ରୁ ଖେଳାଯିବ। କିନ୍ତୁ କରୋନା ସଂକ୍ରମିତ ହେବା ପରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା…

ପୁଣି ପୂଜକଙ୍କ ଘର ଉଚ୍ଛେଦ ପାଇଁ ନୋଟିସ୍‌ ଜାରି

ଗଞ୍ଜାମ,୩୦ା୬(ଡି.ଏନ୍‌.ଏ.): ଗଞ୍ଜାମ ସହର ତ୍ରିବେଣୀ ମଠଛକଠାରେ ଦୀର୍ଘ ୭୦ବର୍ଷରୁ ଊର୍ଦ୍ଧ୍ୱ ହେବ ରହି ଆସୁଥିବା ପୂଜକ କନ୍ଧ ଶତପଥୀଙ୍କ ଘର ଆସନ୍ତା ୫ରେ ଭାଙ୍ଗିବାକୁ ପୁଣି ନୋଟିସ୍‌ ଜାରି କରିଛନ୍ତି ତହସିଲଦାର ଅରୁଣ କୁମାର ନାୟକ। ନୋଟିସ୍‌ ପାଇବା ପରେ ଭୟଭୀତ…

ରାତି ପାହିଲେ ଘୋଷଯାତ୍ରା: ଆଜି ସନ୍ଧ୍ୟା ୫ଟା ପରେ ମହାପ୍ରଭୁଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ

ପୁରୀ ଅଫିସ,୩୦।୬: ଆଉ କେଇ ଘଣ୍ଟାର ଅପେକ୍ଷା। ରାତି ପାହିଲେ ଶ୍ରୀଜିଉଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ଗୁରୁବାର ରଥଯାତ୍ରାର ପୂର୍ବପ୍ରସ୍ତୁତି ଆରମ୍ଭ ହେଉଛି। ରଥରେ ଶେଷ ସ୍ପର୍ଶ ଦେଉଛନ୍ତି ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ, ରୂପକାର ଓ ଦରଜୀ ସେବାୟତ ।…

‘କଫି ଓ୍ବିଥ୍‌ କରଣ’ର ଗୋଟିଏ ଏପିସୋଡ ପାଇଁ ଏତିକି ଟଙ୍କା ଚାର୍ଜ କରନ୍ତି କରଣ

ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଦ୍ୱାରା ଆୟୋଜିତ ‘କଫି ଓ୍ବିଥ୍‌ କରଣ’ ଲୋକପ୍ରିୟ ସେଲିବ୍ରିଟି ଚାଟ ଶୋ’ ମଧ୍ୟରୁ ଅନ୍ୟତମ। ଏହା ୨୦୦୪ରେ ଆରମ୍ଭ ହୋଇଥିଲା। ଧୀରେ ଧୀରେ ଏହା ଲୋକପ୍ରିୟତା ହାସଲ କରିଥିଲା। ମାର୍ଚ୍ଚ ୨୦୧୯ରେ ଶୋ’ର ଷଷ୍ଠ…

ବିଧାନସଭା ଅଧିବେଶନ ସମୟରେ ଯାନବାହନ ଚଳାଚଳ ଉପରେ ରହିବ କଟକଣା, ଜାଣନ୍ତୁ…

ଭୁବନେଶ୍ବର,୩୦।୬(ବ୍ୟୁlରୋ): ବିଧାନସଭା ମୌସୁମୀ ଅଧିବେଶନ ସମୟରେ ଯାନବାହନ ଚଳାଚଳ ଉପରେ କଟକଣା କରାଯାଇଛି। ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ ଧାରା ଅନୁଯାୟୀ ଏହି କଟକଣା କରାଯାଇଛି। ବିଧାନସଭାକୁ ସଂଲଗ୍ନ କରୁଥିବା ରାସ୍ତା ଉପରେ ଆସନ୍ତା ଜୁଲାଇ ୨ରୁ ଅଧିବେଶନ ଶେଷ ପର୍ଯ୍ୟନ୍ତ…

ଶିବସେନାର ଜନ୍ମ କ୍ଷମତା ପାଇଁ ହୋଇନାହିଁ,ସଞ୍ଜୟଙ୍କ ମନ୍ତବ୍ୟ…

ମୁମ୍ବାଇ, ୩୦।୬ : ମହାରାଷ୍ଟ୍ର ରାଜନୀତିରେ ଚାଲିଥିବା ସଙ୍କଟ ମଧ୍ୟରେ ଶିବସେନା ନେତା ସଞ୍ଜୟ ରାଉତ କହିଛନ୍ତି ଯେ ଗତକାଲି ଯେତେବେଳେ ଉଦ୍ଧବ ଠାକରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ, ସେତେବେଳେ ଆମେ ଭାବପ୍ରବଣ ହୋଇପଡିଥିଲୁ। ସମସ୍ତଙ୍କର ଉଦ୍ଧବ ଠାକରେଙ୍କ ଉପରେ…

ରଥଖଳାକୁ ବିଜେ ହେଲା ଆଜ୍ଞାମାଳ, ସିଂହଦ୍ୱାର ସମ୍ମୁଖକୁ ଆସିବେ ୩ ରଥ

ପୁରୀ ଅଫିସ,୩୦।୬: ଆଉ ଗୋଟିଏ ଦିନ ପରେ ମହାପ୍ରଭୁଙ୍କ ଘୋଷଯାତ୍ରା। ଭାଇ ଭଉଣୀଙ୍କୁ ଧରି ଗୁଣ୍ଡିଚାବାଡ଼ି ଯିବେ ଚତୁର୍ଦ୍ଧାମୂର୍ତ୍ତି। ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରାର ଶୁକ୍ରବାର ହେଉଛି ଆଦ୍ୟପର୍ବ। ଏଥିପାଇଁ ପ୍ରସ୍ତୁତି ଶେଷ ପର୍ଯାୟରେ ପହଞ୍ଚିଥିବା ବେଳେ ଗୁରୁବାର ରଥଖଳାକୁ ବିଜେ ହୋଇଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri