ପ୍ରକୃତି ମିତ୍ର
ପରିବେଶ ସୁରକ୍ଷା ଆମ ସମସ୍ତଙ୍କ ଦାୟିତ୍ୱ। ଏ କଥାକୁ ସେମାନେ କେବଳ ବୁଝି ନାହାନ୍ତି, ବରଂ ନିଜ କର୍ମରେ ଏହାର ଯଥାର୍ଥତା ପ୍ରତିପାଦନ କରି ଦେଖାଇଛନ୍ତି। ଆଜି ବିଶ୍ୱ ପରିବେଶ ଦିବସ ଅବସରରେ ଜଙ୍ଗଲ କ୍ଷୟ ଯୋଗୁ ବଢ଼ୁଥିବା ପ୍ରଦୂଷଣରେ ଧ୍ୱଂସାଭିମୁଖୀ…
ଅବକ୍ଷୟମୁଖୀ ଜଙ୍ଗଲ, ଅସୁରକ୍ଷିତ ବନ୍ୟପ୍ରାଣୀ
ଜଗତ୍ସିଂହପୁର ଅଫିସ, ୫।୬: ପରିବେଶକୁ ନେଇ ସାରା ବିଶ୍ୱରେ ଚିନ୍ତା ପ୍ରକଟ କରାଯାଉଛି। ବର୍ଯ୍ୟବସ୍ତୁ, ଯାନବାହାନ ଚଳାଚଳ, ଶିଳ୍ପ ଆଦି ମାଧ୍ୟମରେ ପରିବେଶ ପ୍ରଦୂଷିତ ହେଉଛି। ସମ୍ଭାବ୍ୟ ପରିସ୍ଥିତିକୁ ନେଇ ବିଶ୍ୱବ୍ୟାପୀ ସମ୍ମିଳନୀ ହେବା ସହ ପ୍ରତି ଦେଶ ଦାୟିତ୍ୱବାନ ହେବାକୁ…
ବଢୁଛି ଶିଳ୍ପାୟନ,ଉଜୁଡୁଛି ସବୁଜିମା
ପାରାଦୀପ,୫।୬(ସ୍ବ.ପ୍ର.): ଜଗତ୍ସିଂହପୁର ଜିଲା ଦେଇ ପ୍ରବାହିତ ମହାନଦୀ ଓ ଜଟାଧାର ନଦୀ ମଧ୍ୟସ୍ଥଳରେ ୧୯୬୨ ପୂର୍ବରୁ ଘଞ୍ଚ ଜଙ୍ଗଲ ଥିଲା। ଏଥିସହ ୫୭ଟି ନଦୀ ଯୋର ସୈରାତ ରହିଛି। ପାରାଦୀପରେ ବନ୍ଦରଭିତ୍ତିକ ଶିଳ୍ପାୟନ ଦିନକୁ ଦିନ ବଢ଼ିଚାଲିଥିବାବେଳେ ଏବେ ସେହି ସୀମା…
ଗୋଚର ଜମି ଜବରଦଖଲ ଉଚ୍ଛେଦ ହୋଇପାରିଲାନି
ଝୁମ୍ପୁରୀ,୫।୬(ଡି.ଏନ୍.ଏ.): ସରକାରୀ ଗୋଚର ଜମିକୁ କୌଣସି ବ୍ୟକ୍ତି ଜବରଦଖଲ କରିପାରିବେ ନାହିଁ ବୋଲି ସରକାରଙ୍କ ସ୍ପଷ୍ଟ ନିୟମ ରହିଛି। ହେଲେ ଯାଜପୁର ଜିଲା ଦଶରଥପୁର ବ୍ଲକ କୟଁା ପଞ୍ଚାୟତ ଦରବା ଗଁାର କେତେଜଣ ବ୍ୟକ୍ତି ଗଁାରେ ଥିବା ଏକର ଏକର ଗୋଚର…
ପ୍ରଦୂଷଣ ବଳୟରେ ଜାତୀୟ ଉଦ୍ୟାନ
କେନ୍ଦ୍ରାପଡ଼ା ଅଫିସ,୫।୬: କେନ୍ଦ୍ରାପଡ଼ା ଜିଲାର ଭିତରକନିକା ବିବିଧ ସମ୍ପଦରେ ଭରପୂର। ଗବେଷକ ଓ ପର୍ଯ୍ୟଟକମାନଙ୍କୁ ସବୁବେଳେ ରଙ୍ଗବେରଙ୍ଗର ପକ୍ଷୀ, ବିରଳ ସାମୁଦ୍ରିକ କଇଁଛ, ଡଲ୍ଫିନ, ବଉଳା କୁମ୍ଭୀର, ଲୁଣା ଜଙ୍ଗଲ, ଔଷଧୀୟ ଗୁଳ୍ମ ଓ ସାମୁଦ୍ରିକ ପ୍ରାଣୀ ସର୍ବଦା ଆକୃଷ୍ଟ କରୁଛନ୍ତି।…
ନିର୍ବାଚନ ଲଢିବା ଖବରକୁ ଖଣ୍ଡନ କଲେ ସିଦ୍ଧୁଙ୍କ ପିତା
ଚଣ୍ଡିଗଡ଼,୫ ।୬: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ମେ’ ୨୯ ଦିନ ଦ୍ୱିପ୍ରହରରେ କେତେଜଣ ଅଜ୍ଞାତ ବ୍ୟକ୍ତି ଗୁଳିକରି ହତ୍ୟା କରିଛନ୍ତି । ଏହାପରେ ଏହି ଘଟଣାକୁ ନେଇ ରାଜନୀତି ହୋଇଛି ସରଗରମ । ପଞ୍ଜାବୀ ସିଙ୍ଗର ସିଦ୍ଧୁଙ୍କ ସମର୍ଥକ ଲଗାତାର…
ଚାଲିଛି ମାନସମନ୍ଥନ
ବ୍ରଜରାଜନଗର,୫।୬(ଡି.ଏନ୍.ଏ.): ବ୍ରଜରାଜନଗର ଉପନର୍ବାଚନ ଫଳାଫଳ ଘୋଷଣା ହୋଇସାରିଛି। ଏବେ ବିଜେଡି, ଭାଜପା ଓ କଂଗ୍ରେସ ନିଜ ସମର୍ଥକଙ୍କୁ ନେଇ ମାନସମନ୍ଥନ ଆରମ୍ଭ କରିଦେଇଛନ୍ତି। ବିଶେଷ କରି ବ୍ରଜରାଜନଗର ପୌରାଞ୍ଚଳରେ ବେଶୀ କ୍ଷତି ସହିଥିବା ଭାଜପା ଓ କଂଗ୍ରେସ ଦଳର ପୁରୁଖା କର୍ମୀମାନଙ୍କୁ…
ତାଲିକାରେ ନାହାନ୍ତି ଅରୁଣ, ପ୍ରତାପ, ଦିବ୍ୟଶଙ୍କର
ଭୁବନେଶ୍ୱର,୫।୬(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ଟିମ୍ରେ ୩ ବିବାଦୀୟ ମନ୍ତ୍ରୀଙ୍କୁ ସ୍ଥାନ ମିଳି ନ ଥିବା କୁହାଯାଉଛି। ବରିଷ୍ଠ ମନ୍ତ୍ରୀ ଅରୁଣ କୁମାର ସାହୁ, ପ୍ରତାପ ଜେନା ଏବଂ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀଙ୍କ ନାମ ସମ୍ଭାବ୍ୟ ତାଲିକାରେ ନାହିଁ। ଏହି…
ବରକନ୍ୟାଙ୍କ ଗାଡ଼ିକୁ ଅଟକାଇଲେ ପ୍ରେମିକ
ପଦ୍ମପୁର, ୫।୬ (ଡି.ଏନ.ଏ.): ପ୍ରେମିକଙ୍କୁ ପ୍ରତାରଣା କରି ପ୍ରେମିକା ଅନ୍ୟ ଜଣେ ଯୁବକଙ୍କୁ ବାହା ହେବାକୁ ଯାଉଛନ୍ତି। ଏନେଇ ପ୍ରେମିକ ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ପୋଲିସ କୌଣସି ପଦକ୍ଷେପ ନେଇ ନ ଥିଲା। ଏଣୁ ବିବାହ ପରେ ରାସ୍ତାରେ ଯାଉଥିବା…
୧୮ରୁ ଏମ୍.ଫିଲ, ପିଏଚ୍.ଡି ପ୍ରଥମ ସେମିଷ୍ଟର ପରୀକ୍ଷା
କଟକ ଅଫିସ,୫।୬- ଆସନ୍ତା ୧୮ ତାରିଖରୁ ରେଭେନ୍ଶା ବିଶ୍ୱବିଦ୍ୟାଳୟରେ ଏମ୍.ଫିଲ ଓ ପିିଏଚ୍.ଡି ଛାତ୍ରୀଛାତ୍ରଙ୍କ ପ୍ରଥମ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ। ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ପରୀକ୍ଷା ପାଇଁ ଆରମ୍ଭ ହୋଇଥିବା ଫର୍ମ ପୂରଣ ପ୍ରକ୍ରିୟା…
‘ସ୍କୁଲ ରୂପାନ୍ତରଣ ପିଲାଙ୍କ ସ୍ବପ୍ନରେ ଡେଣା ଯୋଡ଼ିଛି’
ଭୁବନେଶ୍ୱର, ୫।୬(ବ୍ୟୁରୋ): ପ୍ରତ୍ୟେକ ପିଲା ସ୍ବତନ୍ତ୍ର ଏବଂ ତା’ଭିତରେ ଭରି ରହିଛି ବିପୁଳ ସମ୍ଭାବନା। ପିଲାଙ୍କ ଆଖିରେ ଥାଏ ସୁନ୍ଦର ଭବିଷ୍ୟତର ସ୍ବପ୍ନ। ଜୀବନରେ କିଛି ବଡ଼ କରିବାର ସ୍ବପ୍ନ। ସ୍କୁଲ ରୂପାନ୍ତରଣ ପିଲାମାନଙ୍କର ଏହି ସ୍ବପ୍ନରେ ଡେଣା ଯୋଡ଼ିପାରିଛି ବୋଲି…
ପାଇଥିବା ମନିପର୍ସ ଫେରାଇଲେ
ରୂପସା, ୫।୬(ଡି.ଏନ.ଏ.): ବାଲେଶ୍ୱର ଜିଲା ବସ୍ତା ବ୍ଲକ ବାହାର୍ଦ୍ଦା ପଞ୍ଚାୟତ ବାରିଦା ଗ୍ରାମର ସହୃଦୟ ଯୁବକ ଗଦାଧର ମହତା ମାନବିକତା ଦେଖାଇଛନ୍ତି। ପାଇଥିବା ପଇସା ଭର୍ତ୍ତି ମନି ପର୍ସ ସହ ଏଟିଏମ କାର୍ଡ଼, କ୍ରେଡିଟ କାର୍ଡ଼, ଆଧାର କାର୍ଡ଼, ଡ୍ରାଇଭିଂ ଲାଇସେନ୍ସ…
Archives


