ଘର ଛାଡି ଚାଲିଯିବାକୁ ମହିଳାଙ୍କୁ ଧମକ, ସିସିଟିଭିରେ କଏଦ ହେଲା ଦୃଶ୍ୟ
ବ୍ରହ୍ମପୁର ଅଫିସ,୩।୬: ଜନୈକା ବିଧବା ମହିଳାଙ୍କୁ ବନ୍ଧୁକ ଲଗାଇ ଘର ଛାଡି ଚାଲିଯିବାକୁ ଧମକ ଦିଆଯାଇଥିବା ନେଇ ଥାନାରେ ଏକ ଅଭିଯୋଗ ହୋଇଛି। ଏନେଇ ବଡବଜାର ଥାନା ପୋଲିସ ଏକ ମାମଲା(ନଂ.୧୨୯/୨୨) ରୁଜୁ କରିଛି। ପୋଲିସ ଘଟଣାର ସିସିଟିଭି ଫୁଟେଜକୁ ସଂଗ୍ରହ…
ଲୋକଙ୍କ ସହ ଆଲୋଚନା କରି ସମସ୍ୟା ବୁଝିଲେ ଡବ୍ଲ୍ୟୁଡିସି ଅଧ୍ୟକ୍ଷ
କେସିଙ୍ଗା,୩।୬(ଡି.ଏନ୍.ଏ.): ପଶ୍ଚିମ ଓଡ଼ିିଶା ବିକାଶ ପରିଷଦ(ଡବ୍ଲ୍ୟୁଡିସି) ଅଧ୍ୟକ୍ଷ ଅସିତ ତ୍ରିପାଠୀ ୨ ଦିନିଆ କଳାହାଣ୍ଡି ଜିଲା ଗ୍ରସ୍ତରେ ଯାଇଛନ୍ତି। ଶୁକ୍ରବାର ଅଧ୍ୟକ୍ଷ ତ୍ରିପାଠୀ କଳାହାଣ୍ଡି ଜିଲା କେସିଙ୍ଗା ସହର ପରିଦର୍ଶନ କରିଥିଲେ। ତାଙ୍କ ସହ ସିଇଓ ଡ.ଅଜିତ କୁମାର ମିଶ୍ର ମଧ୍ୟ…
ହରପ୍ରୀତ ସିଂଙ୍କୁ ଜେଡ୍ ସୁରକ୍ଷା
ଚଣ୍ଡିଗଡ଼,୩।୬: ପଞ୍ଜାବ ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଶୁକ୍ରବାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଅକାଲ ତଖତର ଜଥେଡର ଜିଆନି ହରପ୍ରୀତ ସିଂଙ୍କୁ କେନ୍ଦ୍ର ସରକାର ଜେଡ୍ ବର୍ଗର ସୁରକ୍ଷା ଯୋଗାଇଦେଇଛନ୍ତି। ସିଆରପିଏଫ୍ ଦ୍ୱାରା ଜାଥେଡର ହରପ୍ରୀତ ସିଂଙ୍କୁ ଏହି…
ଅଳକାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୩।୬(ବ୍ୟୁରୋ): ବ୍ରଜରାଜନଗର ଉପନିର୍ବାଚନରେ ବିଜେଡି ବାଜିମାତ୍ କରିଛି। ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି ତାଙ୍କ ନିକଟତମ ପ୍ରତିନ୍ଦ୍ୱନ୍ଦ୍ୱୀ କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କଠାରୁ ୬୬ ହଜାର ଭୋଟରେ ବିଜୟୀ ହୋଇଛନ୍ତି। ସେହିପରି ଭାଜପା ପ୍ରାର୍ଥୀ ରାଧାରାଣୀ ପଣ୍ଡା ତୃତୀୟ ସ୍ଥାନରେ ରହିଛନ୍ତି।…
କାର୍ତି ଚିଦାମ୍ବରମଙ୍କୁ ଝଟ୍କା: ଅନ୍ତରୀଣ ଜାମିନ ଖାରଜ କଲେ କୋର୍ଟ
ନୂଆଦିଲ୍ଲୀ,୩।୬: ଭିସା ସ୍କାମ ସହ ଜଡିତ ମନି ଲଣ୍ଡରିଂ ମାମଲାରେ କଂଗ୍ରେସ ଏମ୍ପି କାର୍ତି ଚିଦାମ୍ବରମଙ୍କୁ ଶୁକ୍ରବାର ଏକ ବଡ଼ ଝଟ୍କା ଲାଗିଛି। କାର୍ତ୍ତିଙ୍କ ପକ୍ଷରୁ କରାଯାଇଥିବା ଅନ୍ତରୀଣ ଜାମିନ ଆବେଦନକୁ ଶୁକ୍ରବାର ଦିଲ୍ଲୀର ସ୍ବତନ୍ତ୍ର ସିବିଆଇ କୋର୍ଟ ପ୍ରତ୍ୟାଖ୍ୟାନ କରିଛନ୍ତି।…
ବର୍ଷାଙ୍କୁ ଟଙ୍କା ଦେଲେ ଅନୁଭବ
କଟକ ଅଫିସ, ୩।୬: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍ପି ଅନୁଭବ ମହାନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଆକାଉଣ୍ଟକୁ ଶୁକ୍ରବାର ଟଙ୍କା ପଠାଇଛନ୍ତି। କଟକ ଏସ୍ଡିଜେଏମ୍ କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଅନୁଭବ ସ୍ତ୍ରୀ ବର୍ଷାଙ୍କ ଆକାଉଣ୍ଟରେ ୩୦ ହଜାର ଟଙ୍କା ଜମା କରିଛନ୍ତି ।…
ମାଲିଙ୍ଗାଙ୍କୁ ମିଳିଲା ନୂଆ ଦାୟିତ୍ୱ
ନୂଆଦିଲ୍ଲୀ,୩।୬: ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର୍ ଲାସିଥ ମାଲିଙ୍ଗାଙ୍କୁ ମିଳିଛି ନୂଆ ଦାୟିତ୍ୱ। ଅଷ୍ଟ୍ରେଲିଆ ବିପକ୍ଷରେ ଖେଳାଯିବାକୁ ଥିବା ଘରୋଇ ସିରିଜ ପୂର୍ବରୁ ତାଙ୍କୁ ଦଳର ବୋଲିଂ ଷ୍ଟ୍ରାଟେଜୀ କୋଚ୍ ଭାବେ ନିଯୁକ୍ତି ମିଳିଛି। ଆସନ୍ତା ସପ୍ତାହରୁ ଏହି ସିରିଜ ଆରମ୍ଭ…
ଜଙ୍ଗଲରେ ମନଖୋଲି ନାଚୁଛି ଭାଲୁଛୁଆ, ଭିଡିଓ ଦେଖନ୍ତୁ…
ଶୈଶବ ସଦାକାଳ ସୁନ୍ଦର। କୋମଳତା ସହ ଚପଳତାରେ ଭରପୂର। ସେ ମଣିଷ ଛୁଆଟିଏ ହେଉ ଅବା ପଶୁ, ସମସ୍ତଙ୍କ ନିକଟରେ ସ୍ବତନ୍ତ୍ରତା ରହିଥାଏ। ଅନେକ ସମୟରେ ଛୁଆମାନେ ଏମିତି ବ୍ୟବହାର କରନ୍ତି ଯାହା ଉପରେ ବିଶ୍ୱାସ କରିବା କଷ୍ଟକର ହୋଇଥାଏ। ଏହି…
ନିଷ୍ପତ୍ତି ବଦଳାଇଲେ ଧୀରଜ
ବମ୍ବେ: କିଛି ଦିନ ପୂର୍ବେ ଅଭିନେତା ଧୀରଜ ଧୁପର ‘କୁଣ୍ଡଲୀ ଭାଗ୍ୟ’ ଛାଡ଼ିବେ ବୋଲି ଚର୍ଚ୍ଚା ହୋଇଥିଲା। ଏପରିକି ତାଙ୍କ ସ୍ଥାନରେ ଅନ୍ୟ ଜଣେ ଅଭିନେତାଙ୍କୁ ରିପ୍ଲେସମେଣ୍ଟ ଭାବେ ଖୋଜା ସରିଥିଲା। ପ୍ରଶଂସକ ଏହା ଜାଣିବା ପରେ ଅଭିନେତାଙ୍କ ସହ ଶୋ’…
ବାସନ୍ଦ ଘଟଣା: ପୂର୍ବତନ ସରପଞ୍ଚ-ଗ୍ରାମବାସୀ ଟଣାଓଟରା
ଗଞ୍ଜାମ,୩।୬(ଡି.ଏନ୍.ଏ.): ଗଞ୍ଜାମ ବ୍ଲକ ସନ୍ତୋଷପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ଡି.ନିରଞ୍ଜନ ରେଡ୍ଡୀଙ୍କ ସମେତ ୪ ପରିବାରଙ୍କୁ ଗ୍ରାମରୁ ବାସନ୍ଦ କରାଯିବା ଘଟଣା ଦିନକୁ ଦିନ ଉଗ୍ରରୂପ ଧାରଣ କରୁଛି । ଏନେଇ ପୂର୍ବତନ ସରପଞ୍ଚ ରମ୍ଭା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।…
ହଲିଉଡ ପାଇଁ ମନ ବଳାଇଲେଣି କାର୍ତ୍ତିକ
ମୁମ୍ବାଇ: ଏବେ ପରଦାରେ କମାଲ କରୁଛି କାର୍ତ୍ତିକ ଆର୍ଯ୍ୟନଙ୍କ ଅଭିନୀତ ମୁଭି ‘ଭୁଲ ଭୁଲେୟା ୨’ । ଗୋଟିଏ ପଟେ ସାଉଥ୍ ଇଣ୍ଡଷ୍ଟ୍ରିରେ ଗୋଟିଏ ପରେ ଗୋଟିଏ ମୁଭି ହିଟ୍ ହୋଇ ଚାଲିଥିବା ବେଳେ ଅନ୍ୟପଟେ ବଲିଉଡ୍ ମୁଭି ବ୍ୟାକ ଟୁ…
ଆର୍ଯ୍ୟ ସମାଜର ବିବାହ ପ୍ରମାଣକୁ ସ୍ବୀକୃତି ଦେବାକୁ ମନା କଲେ ସୁପ୍ରିମକୋର୍ଟ
ନୂଆଦିଲ୍ଲୀ,୩।୬: ପ୍ରେମ ବିବାହକୁ ନେଇ ଆର୍ଯ୍ୟ ସମାଜ ପକ୍ଷରୁ ଦିଆଯାଇଥିବା ପ୍ରମାଣ ପତ୍ରର ଆବେଦନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଶୁକ୍ରବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି। ଆର୍ଯ୍ୟ ସମାଜ ପକ୍ଷରୁ ଦିଆଯାଉଥିବା ବିବାହ ପ୍ରମାଣ ପତ୍ରକୁ ଆଇନ ଅନୁଯାୟୀ…
Archives


