Home Left

ଦୁର୍ଗା ପୂଜା ପାଇଁ ଉତ୍ସବ ମୁଖର ଖଣି ଅଞ୍ଚଳ

କାଳିଆପାଣି,୩ା୧୦(ଡି.ଏନ.ଏ.): ଯାଜପୁର ଜିଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ଖଣି ଅଞ୍ଚଳରେ ଚଳିତ ବର୍ଷ ଖୁବ୍‌ ଧୂମ୍‌ଧାମ୍‌ରେ ଶାରଦୀୟ ଦୁର୍ଗା ପୂଜା ଆରମ୍ଭ ହୋଇଛି। ଟାଟା ଷ୍ଟିଲ କମ୍ପାନୀର କଲୋନୀ ପରିସରରେ ଗତ ୫୦ ବର୍ଷ ଧରି ହୋଇ ଆସୁଥିବା ପୂଜା ଚଳିତ…

ଭକ୍ତଙ୍କ ଗହଣରେ ପୂଜା ପାଉଛନ୍ତି ମା’

ସିଂହପୁର,୩।୧୦(ଡି.ଏନ.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଅଞ୍ଚଳରେ ଦୁର୍ଗାପୂଜା ଧୂମଧାମରେ ପାଳନ କରାଯାଉଛି। ଦୁଇବର୍ଷ କରୋନା କଟକଣା ପରେ ଭକ୍ତଙ୍କ ଗହଣରେ ପୂଜା ପାଉଛନ୍ତି ମା’। ସିଂହପୁର, ଚନ୍ଦନପୁର, ମଲିଆ, ପ୍ରିତିପୁର ଅଞ୍ଚଳ ମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ…

ଚାକିରି ନାଁରେ ଯୁବତୀ ଯୁବକଙ୍କଠାରୁ ନେଉଥିଲେ ଟଙ୍କା, ଥାନାକୁ ଗଲା ମାମଲା

ମାଲକାନଗିର,୩।୧୦(ଡି.ଏନ.ଏ.): ମାଲକାନଗିରି ଜିଲାରେ ଚାକିରି ନାଁରେ ଯୁବତୀ ଯୁବକଙ୍କୁ ଲକ୍ଷଲକ୍ଷ ଟଙ୍କା ଠକେଇ କରୁଥିବା ଘଟଣା ଦିନକୁ ଦିନ ବଢିବାରେ ଲାଗିଛି। ଇତି ମଧ୍ୟରେ ମାଥିଲି ବ୍ଲକ୍‌ର ଜଣେ ବ୍ୟକ୍ତି ଚାକିରି ମିଳିବା ଆଶାରେ ପ୍ରାୟ ୧୦ ଲକ୍ଷ ଟଙ୍କା ଠକେଇରେ…

ଟ୍ରୋଲ ହେଲେ ଆଦିପୁରୁଷର ରାବଣ

ମୁମ୍ବାଇ: ବାହୁବଳୀ ଫେମ୍‌ ପ୍ରଭାସଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଆଦିପୁରୁଷ’ର ଟିଜର ସୋମବାର ରିଲିଜ ହୋଇଛି। ଟିଜର ରିଲିଜ୍‌ ହେବା ପରେ ଫିଲ୍ମ ଚର୍ଚ୍ଚାର ପରିସରକୁ ଆସିଛି। ପୂର୍ବରୁ ଏହାକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଭର୍ତ୍ତି ରହିଥିବା ବେଳେ…

ରେକର୍ଡ ଭାଙ୍ଗିଲା ‘ପୋନ୍ନିୟନ ସେଲଭନ’: ୩ ଦିନରେ ୨୦୦ କୋଟିରୁ ଅଧିକ ଆୟ

ନିର୍ଦ୍ଦେଶକ ମଣି ରତ୍ନମଙ୍କ ଫିଲ୍ମ ‘ପୋନ୍ନିୟନ ସେଲଭନ’ ସେପ୍ଟେମ୍ବର ୩୦ରେ ରିଲିଜ୍‌ ହୋଇଯାଇଛି। ଯାହାକୁ ଦେଖିବାକୁ ସିନେମା ହଲ୍‌ରେ ଦର୍ଶକଙ୍କ ଭିଡ ଲାଗିରହିଛି। ଫିଲ୍ମଟି ରିଲିଜ୍‌ ହେବାର ୩ ଦିନରେ ପ୍ରାୟ ୨୫୦ କୋଟିରୁ ଅଧିକ ଆୟ କରିସାରିଲାଣି। ଫିଲ୍ମରେ ଚିୟାନ…

ଉପନିର୍ବାଚନକୁ ନେଇ ସରଗରମ ରାଜନୀତି: କାହାକୁ ପ୍ରାର୍ଥୀ କରିବେ ୩ ଦଳ

ଭୁବନେଶ୍ୱର,୩।୯(ବ୍ୟୁରୋ): ଧାମନଗର ଉପନିର୍ବାଚନକୁ ଆଉ ମାସେ ରହିଲା। ବିଧାୟକ ବିଷ୍ଣୁ ସେଠୀଙ୍କ ମୃତ୍ୟୁ ପରେ ସୋମବାର ଉପ ର୍ନିବାଚନ ପାଇଁ ତାରିଖ ଘୋଷଣା କରାଯାଇଛି। ନିର୍ବାଚନ ତାରିଖ ଘୋଷଣା ପରେ ୩ ପ୍ରମୁଖ ଦଳ କାହାକୁ ପ୍ରାର୍ଥୀ କରିବେ ତାହାକୁ ନେଇ…

୫ରୁ ବିଦେଶ ଗସ୍ତ କରିବେ ଜୟଶଙ୍କର

ନୂଆଦିଲ୍ଲୀ,୩।୧୦: ବର୍ହିବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ଅକ୍ଟୋବର ୫ରୁ ୧୧ ପର୍ଯ୍ୟନ୍ତ ନ୍ୟୁଜିଲାଣ୍ଡ ଏବଂ ଅଷ୍ଟ୍ରେଲିଆ ଗସ୍ତ କରିବେ। ବର୍ହିବ୍ୟାପାର ମନ୍ତ୍ରୀଙ୍କ ନ୍ୟୁଜିଲାଣ୍ଡ ପ୍ରଥମ ଗସ୍ତ ହୋଇଥିବା ବେଳେ ଚଳିତ ବର୍ଷ ଅଷ୍ଟ୍ରେଲିଆ ଗସ୍ତ ହେଉଛି ଦ୍ୱିତୀୟ। ଅକ୍ଟୋବର ୬ରେ ଅକଲାଣ୍ଡରେ…

ମାଛ ମଡକ: ଚିନ୍ତାରେ ଚାଷୀ

ଦାରିଙ୍ଗବାଡି,୩।୧୦(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ୍‌ ସିମନବାଡି ପଞ୍ଚାୟତ କାରିପାଙ୍ଗା ଗ୍ରାମରେ ମାଛ ମଡକ ଦେଖାଯାଇଛି। ଗ୍ରାମର ଅମରେନ୍ଦ୍ର ପ୍ରଧାନ ଦେଶୀ ପ୍ରଣାଳୀରେ ମାଛ ଚାଷ କରୁଥିବା ବେଳେ ଏବେ ମାଛ ମଡକକୁ ନେଇ ଲକ୍ଷାଧିକ ଟଙ୍କା କ୍ଷତି ହୋଇଥିବା ସେ…

କଣ୍ଠଶିଳ୍ପୀ ମୁରଲୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୩।୯(ବ୍ୟୁରୋ): ଷ୍ଟେଜ୍‌ରେ ଗୀତ ଗାଉଥିବା ବେଳେ କୋରାପୁଟ ଜିଲା ଜୟପୁରର ଜଣାଶୁଣା କଣ୍ଠଶିଳ୍ପୀ ମୁରଲୀ ମହାପାତ୍ରଙ୍କ ପରଲୋକ ହୋଇଛି। ହୃଦଘାତରେ ସେ ପ୍ରାଣ ହରାଇଥିବା ସ୍ପଷ୍ଟ ହୋଇଛି । ଅନ୍ୟପକ୍ଷେ ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଶୋକପ୍ରକାଶ କରିଛନ୍ତି। ଟୁଇଟ୍‌ କରି ମୁଖ୍ୟମନ୍ତ୍ରୀ…

ମା’ଙ୍କ ଆଗମନରେ ଝଲସୁଛି ପୁରପଲ୍ଲୀ

ଆନନ୍ଦପୁର,୩।୧୦(ସ୍ବ.ପ୍ର.): ମା’ଙ୍କ ଆଗମନରେ ପୁରପଲ୍ଲୀ ଏବେ ଚଳଚଞ୍ଚଳ ହୋଇଉଠିଛି। ସହରଠାରୁ ଆରମ୍ଭ କରି ଗ୍ରାମାଞ୍ଚଳମାନଙ୍କରେ ମା’ଙ୍କର ମୃଣ୍ମୟ ପ୍ରତିମା ପୂଜା ପାଇ ଆସୁଛନ୍ତି। ଏଥିପାଇଁ ଅନୁଷ୍ଠାନଗୁଡିକ ପକ୍ଷରୁ ବିଭିନ୍ନ ପ୍ରକାରର ସାଜସଜ୍ଜା ସାଙ୍ଗକୁ ମନୋରଞ୍ଜନଧର୍ମୀ କାର୍ଯ୍ୟ ହାତକୁ ନିଆଯାଇଛି। ଆନନ୍ଦପୁରର ସାର୍ବଜନୀନ…

ତାଲା ଭାଙ୍ଗି କରୁଥିଲେ ଚୋରି, ପଡ଼ିଲେ ଧରା

ମୋରଡ଼ା,୩ା୧୦(ଡି.ଏନ୍‌.ଏ): ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ୍‌ ଚିତ୍ରଡ଼ାସ୍ଥିତ କଲେଜ ଛକ ନିକଟ ଏକ ଦୋକାନରୁ ଚୋରି କରୁଥିବା ବେଳେ ଯୁବକଙ୍କୁ ଲୋକେ କାବୁ କରିଛନ୍ତି। ଯୁବକ ଜଣଙ୍କ ବାରିପଦା ପୂର୍ଣ୍ଣଚନ୍ଦ୍ରପୁରର ରାଜକିଶୋର ନନ୍ଦ ବୋଲି ଜଣାପଡ଼ିଛି। ରାଜକିଶୋର ଶନିବାର ରାତିରେ କଲେଜ…

ଆତଙ୍କବାଦୀ ସଙ୍ଗଠନ ଅଲ-ଶବାବର ଟପ ଲିଡର ଅବଦୁଲ୍ଲାହି ୟାରେ ଏୟାର ଷ୍ଟ୍ରାଇକରେ ନିହତ, ପୁରସ୍କାର ଥିଲା ୩ ମିଲିୟନ ଡଲାର

ମୋଗାଦିସୁ,୩ ।୧୦: ଆତଙ୍କବାଦୀ ସଙ୍ଗଠନ ଅଲ-ଶବାବର ଟପ ଲିଡର ଅବଦୁଲ୍ଲାହି ୟାରେ ଏକ ମିଳିତ ଏୟାର ଷ୍ଟ୍ରାଇକରେ ନିହତ ହୋଇଥିବା ଜଣାପଡିଛି । ସୋମାଲି ସରକାର ଏହି ଘୋଷଣା କରିଛନ୍ତି । ଆତଙ୍କବାଦୀ ଅବଦୁଲ୍ଲାହି ଦକ୍ଷିଣ ସୋମାଲିଆରେ ନିହତ ହୋଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?