ନୂପୁର ଶର୍ମାଙ୍କୁ ହତ୍ୟା ଧମକ
ନୂଆଦିଲ୍ଲୀ,୭ା୬: ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନୂପୁର ଶର୍ମାଙ୍କୁ ବାରମ୍ବାର ହତ୍ୟା ଧମକ ମିଳୁଛି। ଏ ନେଇ ତାଙ୍କ ଅଭିଯୋଗ କ୍ରମେ ଦିଲ୍ଲୀ ପୋଲିସ ଏକ ମାମଲା ରୁଜୁ କରିଛି। ଏହାର ତଦନ୍ତ ଚାଲିଥିବା ପୋଲିସ କହିଛି। ନୂପୁର…
ସିଦ୍ଧୁ ହସ୍ପିଟାଲରେ ଭର୍ତ୍ତି
ଚଣ୍ଡିଗଡ଼,୬।୬: ସଡ଼କ ହିଂସା ମାମଲାରେ ଗିରଫ ହୋଇଥିବା କଂଗ୍ରେସ ନେତା ତଥା ପୂର୍ବତନ କ୍ରିକେଟର ନବଜୋତ ସିଂହ ସିଦ୍ଧୁଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଲିଭର ଜଡ଼ିତ ସମସ୍ୟାରେ ତାଙ୍କୁ ଚଣ୍ଡିଗଡ଼ ପିଜିଆଇର ନେହେରୁ ହସ୍ପିଟାଲର ହେପ୍ଟାଲୋଜି ଓ୍ବାର୍ଡରେ ସୋମବାର ଭର୍ତ୍ତି କରାଯାଇଛି।…
ଅଗ୍ନି-୪ର ରାତ୍ରକାଳୀନ ସଫଳ ପରୀକ୍ଷଣ
ବାଲେଶ୍ୱର ଅଫିସ, ୬ା୬: ଆଣବିକ ଶକ୍ତିସମ୍ପନ୍ନ ଅଗ୍ନି-୪ କ୍ଷେପଣାସ୍ତ୍ରର ରାତ୍ରକାଳୀନ ପରୀକ୍ଷଣ କରାଯାଇଛି। ଏହି ପରୀକ୍ଷଣ ସଫଳ ହୋଇଥିବା ନେଇ ଡିଆରଡିଓ(ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ) ପକ୍ଷରୁ କୁହାଯାଇଛି। ସୋମବାର ସନ୍ଧ୍ୟା ୭ଟା ୨୫ ମିନିଟ୍ରେ ଭଦ୍ରକ ଅବଦୁଲ କଲାମ…
କୁଏଟ୍ ସୁପର ମାର୍କେଟରୁ ହଟିଲା ଭାରତୀୟ ସାମଗ୍ରୀ
କୁଏଟ ସିଟି/ନୂଆଦିଲ୍ଲୀ, ୬ା୬: ଭାଜପା ନେତ୍ରୀ ନୂପୁର ଶର୍ମା ଏବଂ ନବୀନ କୁମାର ଜିନ୍ଦଲ ପ୍ରଫେଟ ମହମ୍ମଦଙ୍କ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ ନେଇ ମୁସ୍ଲିମ୍ ରାଷ୍ଟ୍ରଗୁଡ଼ିକରେ ବିରୋଧ ତୀବ୍ର ହେବାରେ ଲାଗିଛି। କାତାର, କୁଏଟ୍, ଇରାନ, ସାଉଦିଆରବ, ପାକିସ୍ତାନ, ଆଫଗାନିସ୍ତାନ,…
ବାତିଲ ହୋଇପାରେ ଟୁଇଟର ଡିଲ୍!
ଓ୍ବାଶିଂଟନ୍, ୬ା୬: ଜାଲ୍ ଟୁଇଟର ଆକାଉଣ୍ଟ ଏବଂ ସ୍ପାମ୍ ଉପରେ ଡାଟା ନ ମିଳିଲେ ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଁ ହୋଇଥିବା ୪୪ ବିଲିୟନ ଡଲାର ଡିଲ୍କୁ ବାତିଲ କରିଦେବେ ବୋଲି ଟେସ୍ଲା ମାଲିକ ଏଲନ୍ ମସ୍କ କହିଛନ୍ତି। ସୋମବାର…
ସବୁ ଜିଲାରେ ସ୍ଥାପନ ହେବ ବୃଦ୍ଧାଶ୍ରମ
ନୂଆଦିଲ୍ଲୀ,୬।୬: ଦେଶର ପ୍ରତି ଜିଲାରେ ବୃଦ୍ଧାଶ୍ରମ ସ୍ଥାପନ କରିବା ଲାଗି କେନ୍ଦ୍ର ସରକାର ଯୋଜନା କରୁଛନ୍ତି। ସ୍ଥାନୀୟ ଏନ୍ଜିଓଗୁଡ଼ିକୁ ସାଙ୍ଗରେ ନେଇ ଜରା ନିବାସ ନିର୍ମାଣ ନିମନ୍ତେ ୨୫୦ଟି ଜିଲା ଚିହ୍ନଟ ହୋଇଥିବା ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ପକ୍ଷରୁ…
ଜେଲ୍ ଭାଙ୍ଗି ଫେରାର ହେବାକୁ ଉଦ୍ୟମ କରୁଛନ୍ତି ଆତଙ୍କବାଦୀ: ଆଲର୍ଟ ଜାରି କଲା ଗୁଇନ୍ଦା ବିଭାଗ
ଚଣ୍ଡିଗଡ଼,୬।୬: ଗତ ମାସରେ ପଞ୍ଜାବର ଗୋଇନ୍ଦା ବିଭାଗର କାର୍ଯ୍ୟାଳୟରେ ଆକ୍ରମଣ ପରେ ପଞ୍ଜାବ ଜେଲ୍ରେ ଏବେ ଆତଙ୍କବାଦୀ ଆକ୍ରମଣର ଭୟ ରହିଛି। ଏସମ୍ପର୍କରେ ପଞ୍ଜାବ ପୋଲିସକୁ ଗୋଇନ୍ଦା ଏଜେନ୍ସିମାନେ ସତର୍କ କରାଇଛନ୍ତି। ଏଜେନ୍ସି ପକ୍ଷରୁ କରାଯାଇଥିବା ଆଲର୍ଟରେ କୁହାଯାଇଛି ଯେ, ରାଜ୍ୟର…
ସ୍ତ୍ରୀଙ୍କୁ ଫେରିପାଇଲେ ସ୍ବାମୀ
ଧାମନଗର,୬।୬(ସ୍ବ.ପ୍ର.):ଭଦ୍ରକ ଜିଲା ଧାମନଗର ବ୍ଲକ ଧୂଷୁରୀ ଥାନା ଅଞ୍ଚଳର ଜଣେ ମହିଳା ପରୀକ୍ଷା ଦେବାକୁ ଯାଇ ଗତମାସ ୩୦ ତାରିଖରୁ ନିଖୋଜ ଥିଲେ। ଏପଟେ ସ୍ତ୍ରୀଙ୍କୁ ଝୁରି ଝୁରି କାନ୍ଦୁଥିଲେ ସ୍ବାମୀ। ସୋମବାର ବାଲେଶ୍ୱର ଜିଲା ସାହାଡ଼ା ଅଣ୍ଡରାଇ ଅଞ୍ଚଳରୁ ତାଙ୍କ…
ବାରବାଟୀରେ ହେବାକୁ ଥିବା ମ୍ୟାଚ ପାଇଁ ପ୍ରଥମ ଟିକେଟ କିଣିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୬।୬(ବ୍ୟୁରୋ): ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୨ ତାରିଖରେ ବାରବାଟୀରେ ଖେଳାଯିବାକୁ ଥିବା ଟି- ଟ୍ବେଣ୍ଟି ଆନ୍ତର୍ଜାତିକ ମ୍ୟାଚ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ଟିକେଟ କିଣିଛନ୍ତି । ଓଡ଼ିଶା କ୍ରିକେଟ ଆସୋସିଏଶନର ସଭାପତି ପଙ୍କଜ ଲୋଚନ ମହାନ୍ତି,…
କେଜ୍ରିଓ୍ବାଲଙ୍କ ଟାର୍ଗେଟରେ ଗୁଜରାଟ
ଗାନ୍ଧୀନଗର,୬।୬: ଆମ ଆଦମୀ ପାର୍ଟି(ଏଏପି) ଟାର୍ଗେଟରେ ଏବେ ଗୁଜରାଟ। ଗୁଜରାଟରେ ନିଜର କ୍ଷମତା ବଢ଼ାଇବା ସହ ଜନତାଙ୍କୁ ଆକୃଷ୍ଟ କରିବାକୁ ଜୋରସୋରରେ ଲାଗିପଡ଼ିଛି ଏଏପି। ଇତିମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଏଏପି ମୁଖ୍ୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ସୋମବାର ଗୁଜୁରାଟର ମେହସଣାଠାରେ…
ସିଝୁଛି ପଶ୍ଚିମ ଓଡ଼ିଶା
ଭୁବନେଶ୍ୱର,୬।୬(ବ୍ୟୁରୋ): ତାତିରେ ସିଝୁଛି ପଶ୍ଚିମ ଓଡ଼ିଶା । ୪୦ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା ରହିଥିବା ବେଳେ ୪୪ ଡିଗ୍ରୀରେ ନୂଆପଡ଼ା ସବୁଠୁ ଉତ୍ତପ୍ତ ସହର ବିବେଚନା କରାଯାଇଛି। ସେହିପରି ବଲାଙ୍ଗୀର ୪୩ ଡିଗ୍ରୀ ରହିଥିବା ବେଳେ ବୌଦ୍ଧ ୪୩,…
ଅନ୍ୟ ଜାତିରେ ବିବାହ କରିବାରୁ ବାସନ୍ଦ : ନ୍ୟାୟ ପାଇଁ ଜିଲାପାଳଙ୍କ ଦ୍ୱାରସ୍ଥ ପରିବାର
ଛତ୍ରପୁର,୬ା୬(ଡି.ଏନ୍.ଏ.): ପୋଲସରା ଥାନା ଅନ୍ତର୍ଗତ କଳମ୍ବ ଗାଁରେ ଜଣେ ଯୁବକ ଅନ୍ୟ ଜାତିରେ ବିବାହ କରିବାରୁ ତାଙ୍କ ପରିବାରକୁ ସାମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ସମ୍ପୃକ୍ତ ପରିବାର ଜିଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି। କଳମ୍ବ ଗାଁର ଅରୁଣ…
Archives


