Home Left

୪୦ ଦଙ୍ଗାକାରୀଙ୍କ ଫଟୋ ଜାରି

କାନପୁର,୬ା୬: କାନପୁର ହିଂସା ଘଟଣାର ମାଷ୍ଟରମାଇଣ୍ଡ ମୌଲାନା ମହମ୍ମଦ ଅଲ୍ଲୀ (ଏମ୍‌ଏମ୍‌ଏ) ଜୌହର ଫ୍ୟାନ୍ସ ଆସୋସିଏଶନର ମୁଖ୍ୟ ହୟାତ୍‌ ଜାଫର ହାସ୍‌ମୀଙ୍କ ସମେତ ସୋମବାର ଅପରାହ୍ନ ୪ଟା ସୁଦ୍ଧା ୩୨ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟପକ୍ଷେ ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ…

୧୫୦ କୋଟି କ୍ଲବ୍‌ରେ ‘ବିକ୍ରମ’

ଅଭିନେତା କମଲ ହାସନଙ୍କ ଫିଲ୍ମ ‘ବିକ୍ରମ’ ବକ୍ସ ଅଫିସରେ ସାବ୍ୟସ୍ତ ହୋଇଛି। ଏହି ଫିଲ୍ମ ୧୦୦ କୋଟି କ୍ଲବରେ ପ୍ରବେଶ କରିଛି। କମଲ ହାସନଙ୍କ ଫିଲ୍ମ ସହିତ ଅକ୍ଷୟ କୁମାରଙ୍କ ‘ସମ୍ରାଟ ପୃ୍‌ଥ୍ବୀରାଜ’ ଜୁନ୍‌ ୩ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା। କିନ୍ତୁ…

ଆଚାର୍ଯ୍ୟ ବିଦ୍ୟାସାଗରଙ୍କ ଭୂମିକାରେ ନଜର ଆସିବେ ବିବେକ

ମୁମ୍ବାଇ: ଟେଲି କଳାକାର ବିବେକ ଆନନ୍ଦ ମିଶ୍ରା, ଯେକି ଶେଷ ଥର ପାଇଁ ରାଧା କୃଷ୍ଣରେ ନଜର ଆସିଥିଲେ ଆଗାମୀ ଫିଲ୍ମ ଅନ୍ତର୍ଯ୍ୟାତ୍ରୀ ମହାପୁରୁଷ: ଦ ୱାର୍କିଂ ଗଡରେ ଭିକ୍ଷୁ ଆଚାର୍ଯ୍ୟ ବିଦ୍ୟାସାଗର ମୁଖ୍ୟ ଭୁମିକାରେ ନଜର ଆସିବାକୁ ନେଇ ଉତ୍ସାହିତ…

ନୋଟ ଉପରୁ ହଟାଯିବ କି ମହାତ୍ମା ଗାନ୍ଧୀଙ୍କ ଛବି, ସ୍ପଷ୍ଟ କଲା ଆରବିଆଇ

ନୂଆଦିଲ୍ଲୀ,୬ ।୬: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ବର୍ତ୍ତମାନ ଚାଲୁଥିବା କରେନ୍ସି ନୋଟ ଓ ବ୍ୟାଙ୍କ ନୋଟ୍ସରୁ ରାଷ୍ଟ୍ରପିତା ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଇଦେବା ଖବରକୁ ଖଣ୍ଡନ କରିଛି । ଆରବିଆଇ ଏକ ବୟାନ ଜାରି କରି କହିଛି, ଗଣମାଧ୍ୟମରେ ଆସିଥିବା…

୨୨,୮୫୦ ଫୁଟ ଉଚ୍ଚତାରେ ଯୋଗ କଲେ ଆଇଟିବିପି ଯବାନ

ନୂଆଦିଲ୍ଲୀ,୬।୫: ଇଣ୍ଡୋ-ତିବ୍ଦତୀୟ ସୀମା ପୋଲିସ (ଆଇଟିବିପି) ପୁଣି ଥରେ ଏକ ବିରଳ ସଫଳତା ହାସଲ କରିଛନ୍ତି। ୮ମ ଅନ୍ତର୍ଜାତୀୟ ଯୋଗ ଦିବସ ପୂର୍ବରୁ ଉତ୍ତରାଖଣ୍ଡ ହିମାଳୟର ୨୨,୮୫୦ ଫୁଟ ଉଚ୍ଚତାରେ ଯୋଗ କରି ଆଇଟିବିପି ଯବାନମାନେ ରେକର୍ଡ ସୃଷ୍ଟି କରିଛନ୍ତି। ଗତ…

କାନପୁର ହିଂସା ଘଟଣା: ସିଲ୍‌ ହେଲା ପେଟ୍ରୋଲ ପମ୍ପ

କାନପୁର,୬ା୬: କାନପୁର ହିଂସା ଘଟଣାର ମାଷ୍ଟରମାଇଣ୍ଡ ମୌଲାନା ମହମ୍ମଦ ଅଲ୍ଲୀ (ଏମ୍‌ଏମ୍‌ଏ) ଜୌହର ଫ୍ୟାନ୍ସ ଆସୋସିଏଶନର ମୁଖ୍ୟ ହୟାତ୍‌ ଜାଫର ହାସ୍‌ମୀଙ୍କ ସମେତ ସୋମବାର ଅପରାହ୍ନ ୨ଟା ସୁଦ୍ଧା ୩୨ଜଣଙ୍କୁ ପୋଲିସ ଗିରଫ କରିଛି। ଅନ୍ୟପକ୍ଷେ ସିସିଟିଭି ଫୁଟେଜ୍‌ ଯାଞ୍ଚ ପରେ…

ମଙ୍ଗଳବାର ମୁସେୱାଲା ପରିବାରଙ୍କୁ ଭେଟିବେ ରାହୁଲ

ନୂଆଦିଲ୍ଲୀ,୬ ।୬: କଂଗେସ ନେତା ରାହୁଲ ଗାନ୍ଧୀ ମଙ୍ଗଳବାର ପଞ୍ଜାବ ମାନସାର ମୁସା ଗାଁ ଗସ୍ତ କରିବାର କର୍ଯ୍ୟକ୍ରମ ରହିଛି । ସେଠାରେ ସେ ପଞ୍ଜାବୀ ସିଙ୍ଗର ତଥା କଂଗ୍ରେସ ନେତା ସ୍ୱର୍ଗତ ସିଦ୍ଧୁ ମୁସେୱାଲାଙ୍କ ପରିବାରକୁ ଭେଟିବେ । ତେବେ…

ନୁପୁରଙ୍କ ଗିରଫ ଦାବି କଲେ ଓଓ୍ବାଇସି

ନୂଆଦିଲ୍ଲୀ,୬।୬: ପ୍ରଫେଟ ମହମ୍ମଦଙ୍କ ବିରୋଧରେ ଭାଜପା ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ବିବୃତ୍ତିକୁ ନେଇ ରାଜନୀତି ଥମିବାର ନାଁ ନେଉ ନାହିଁ। ଗୋଟିଏ ପଟେ ଆରବ ଦେଶଗୁଡିକ ଭାଜପା ବିରୋଧରେ ମୋର୍ଚ୍ଚା ଖୋଲିଥିବାବେଳେ, ଏବେ ବିରୋଧୀ ମଧ୍ୟ ଭାଜପାକୁ ଟାର୍ଗେଟ କରିଛନ୍ତି।…

୩୬ ଘଣ୍ଟା ପରେ ବି ଜଳୁଛି ନିଆଁ

ଢାକା,୬।୬: ବାଂଲାଦେଶର ଦକ୍ଷିଣପୂର୍ବାଞ୍ଚଳରେ ଥିବା ଏକ ଘରୋଇ ରାସାୟନିକ କଣ୍ଟେନର ଡିପୋରେ ବିସ୍ଫୋରଣ ଘଟି ବର୍ତ୍ତମାନ ସୁଦ୍ଧା ୪୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୩୫୦ ଜଣଙ୍କୁ ଚିଟ୍ଟାଗ୍ରାମ ମେଡିକାଲ କଲେଜ ହସ୍ପିଟାଲରେ…

କାନପୁର ହିଂସାର ତଦନ୍ତ କରିବ ଏସ୍‌ଆଇଟି: ଲାଗିବ ଅଭିଯୁକ୍ତଙ୍କ ପୋଷ୍ଟର

କାନପୁର,୬ା୬: କାନପୁର ହିଂସା ଘଟଣାର ମାଷ୍ଟରମାଇଣ୍ଡ ମୌଲାନା ମହମ୍ମଦ ଅଲ୍ଲୀ (ଏମ୍‌ଏମ୍‌ଏ) ଜୌହର ଫ୍ୟାନ୍ସ ଆସୋସିଏଶନର ମୁଖ୍ୟ ହୟାତ୍‌ ଜାଫର ହାସ୍‌ମୀଙ୍କ ସମେତ ସମସ୍ତ ଅଭିଯୁକ୍ତଙ୍କୁ ପୋଲିସ ୧୪ ଦିନିଆ ରିମାଣ୍ଡରେ ନେଇଛି। ସୋମବାର ସୁଦ୍ଧା ହିଂସାକାଣ୍ଡରେ ସମ୍ପୃକ୍ତ ୨୯ଜଣଙ୍କୁ ପୋଲିସ…

ଖୁବ୍‌ଶୀଘ୍ର ନଜର ଆସିବେ ଏହି ଯୋଡ଼ି

ମୁମ୍ବାଇ: ବଲିଉଡ୍‌ର ସୁପର ପାଓ୍ବାରଫୁଲ୍‌ ଅଭିନେତା ରଣବୀର ସିଂ ଏବେ ଚର୍ଚ୍ଚାରେ। ବର୍ତ୍ତମାନ ସୋସିଆଲ ମିଡିଆରେ ତାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଅଭିନେତ୍ରୀ ସାମନ୍ଥା ରୁଥ୍‌ପ୍ରଭୁଙ୍କ ସହିତ ତାଙ୍କୁ ଦେଖିବାକୁ ମିଳିଛି। ଏହି ଫଟୋଟି ସାମନ୍ଥା ତାଙ୍କ…

ଓଜନକୁ ପ୍ରଭାବିତ କରେ ମୃଦୁ ପାନୀୟ

ଆଜିକାଲି ମୃଦୁ ପାନୀୟର ଚାହିଦା କାହିଁରେ କେତେ। ବିଶେଷଭାବରେ ଯୁବପିଢ଼ିଙ୍କ ଦ୍ୱାରା ଏପରି ପାନୀୟ କେତେ ଆଦୃତ ତାହା କହିବା ଅନାବଶ୍ୟକ। ଏବେ ତ ବିବାହ, ଭୋଜି କିମ୍ବା କୌଣସି କାର୍ଯ୍ୟକ୍ରମରେ ମୃଦୁପାନୀୟ ପରିବେଷଣ ସାଧାରଣ କଥା ପାଲଟି ଗଲାଣି। ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri