Home Left

ଦୋଷ ଢାଙ୍କିଲେ ଅବକାରୀ ଅଧୀକ୍ଷକ

ପୁରୀ ଅଫିସ,୭ା୬:ପୁରୀ ଜିଲା ଅବକାରୀ ବିଭାଗର ମୋବାଇଲ ସ୍କ୍ବାଡ୍‌ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ଉଭୟ ପୁରୀ ପୋଲିସ ଓ ଜିଲା ଅବକାରୀ ଅଧୀକ୍ଷକଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିବା ପରେ ଏହି ଦୁଇ ବିଭାଗର ଭୂମିକା ସନ୍ଦେହ ଘେରକୁ ଆସିଛି।…

ସ୍ବର୍ଣ୍ଣ ମନ୍ଦିରରେ ଖଲିସ୍ତାନୀ ସ୍ଲୋଗାନ

ଅମୃତସର,୭।୬: ପଞ୍ଜାବର ଅମୃତସର ସ୍ଥିତ ସ୍ବର୍ଣ୍ଣମନ୍ଦିରରେ ସୋମବାର ଖଲିସ୍ତାନୀ ସମର୍ଥକମାନେ ଦେଶ ବିରୋଧୀ ସ୍ଲୋଗାନ ଦେଇଛନ୍ତି। ଅପରେଶନ ବ୍ଲୁ ଷ୍ଟାରର ୩୮ବର୍ଷ ପୂର୍ତ୍ତି ଅବସରରେ ବହୁସଂଖ୍ୟାରେ ଖଲିସ୍ତାନୀ ସମର୍ଥକ ବ୍ୟାନର୍‌ ଧରି ‘ଖଲିସ୍ତାନ ଜିନ୍ଦାବାଦ୍‌’ ନାରାବାଜି କରିଥିଲେ। ବିଚ୍ଛିନ୍ନତାବାଦୀ ନେତା ଜରନେଲ…

ବିବାଦରୁ ଦୂରେଇ ରହି ସଙ୍ଗଠନ କଥା ବୁଝ

ଭୁବନେଶ୍ୱର,୭ା୬(ବ୍ୟୁରୋ):ରାଜ୍ୟ ମନ୍ତ୍ରିମଣ୍ଡଳର ବିଦା ହୋଇଥିବା ମନ୍ତ୍ରୀମାନେ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ନବୀନ ନିବାସରେ ଭେଟିଛନ୍ତି। ମନ୍ତ୍ରୀ ପଦ ଯିବା ପରେ ପ୍ରତାପ ଜେନା, ଦିବ୍ୟଶଙ୍କର ମିଶ୍ର, ଅରୁଣ ସାହୁ, ସୁଶାନ୍ତ ସିଂ, ସୁଦାମ ମାର୍ଣ୍ଡି, ଜ୍ୟୋତି ପାଣିଗ୍ରାହୀ, ରଘୁନନ୍ଦନ ଦାସ,…

ରାଜ୍ୟ ସଭା ନିର୍ବାଚନ: ବିଧାୟକଙ୍କୁ ହୋଟେଲ ସିଫ୍ଟ କଲା ଶିବସେନା

ମୁମ୍ବାଇ,୭ ।୬: ଜୁନ ୧୦ରେ ହେବାକୁ ଯାଉଥିବା ରାଜ୍ୟ ସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରରେ ଶିବସେନା ତା’ର ବିଧାୟକମାନଙ୍କୁ ସୋମବାର ରାତିରେ ମଲାଡଠାରେ ଥିବା ଏକ ହୋଟେଲକୁ ସିଫ୍ଟ କରିଥିବା ସୂଚନା ମିଳିଛି । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ନିର୍ଦ୍ଦଳୀୟ…

ଜ୍ଞାନବାପି ପରିସରରେ ଶିବଲିଙ୍ଗ ପୂଜା ରାୟ ସଂରକ୍ଷିତ

ବାରାଣସୀ,୭।୬: ବାରାଣସୀର ଜ୍ଞାନବାପି ମସ୍‌ଜିଦ ପରିସରରେ ଗତ ମେ’ରେ ଭିଡିଓଗ୍ରାଫି ସର୍ଭେ ବେଳେ ମିଳିଥିବା ଶିବଲିଙ୍ଗ ଢାଞ୍ଚାକୁ ପୂଜା କରିବା ଲାଗି ଅନୁମତି ଦେବାକୁ ଦାଏର ପିଟିଶନ୍‌ର ଶୁଣାଣି ସୋମବାର ଶେଷ ହୋଇଛି। ବାରାଣସୀର ଏକ ଅଦାଲତ ରାୟ ସଂରକ୍ଷିତ ରଖିଛନ୍ତି।…

ବାରାମୁଳାରେ ସୁରକ୍ଷାକର୍ମୀଙ୍କୁ ସଫଳତା, ଜଣେ ଆତଙ୍କବାଦୀ ନିହତ, ଲାହୋର ସହ ଥିଲା ସମ୍ପର୍କ

ଜମ୍ମୁ,୭ ।୬: ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ବାରାମୁଳା ଜିଲାର ସୋପୋରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛନ୍ତି । ଆଇଜିପି କଶ୍ମୀର ବିଜୟ କୁମାର କହିଛନ୍ତି, ନିହତ ହୋଇଥିବା ଲସ୍କର-ଇ-ତୋଏବାର ଆତଙ୍କବାଦୀଙ୍କ ନିକଟରୁ ଯେଉଁ ଡକ୍ୟୁମେଣ୍ଟ…

ସ୍ତ୍ରୀଙ୍କ ହାତ କାଟିଦେଲେ ସ୍ବାମୀ

କୋଲକାତା,୭।୬: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲାର କେତୁଗ୍ରାମରେ ଜଣେ ମହିଳା ସରକାରୀ ନର୍ସିଂ ପଦବୀରେ ନିଯୁକ୍ତି ପାଇଁ ସିଲେକ୍ଟ ହୋଇଥିଲେ। ଈର୍ଷାନ୍ବିତ ସ୍ବାମୀ ତାଙ୍କୁ ଚାକିରିରେ ଯୋଗଦେବାକୁ ବାରଣ କରିଥିଲେ। ରେଣୁ ଖାତୁନ୍‌ ନାମ୍ନୀ ମହିଳା ଯେପରି ଚାକିରିରେ ଯୋଗଦେଇ ନ…

ଆରଏସଏସ କାର୍ଯ୍ୟାଳୟ ଉଡାଇ ଦେବାକୁ ଧମକ

ଲକ୍ଷ୍ନୌ,୭।୫: ରାଷ୍ଟ୍ରିୟ ସ୍ବୟଂ ସେବକ ସଂଗଠନ(ଆରଏସଏସ)ର କାର୍ଯ୍ୟାଳୟକୁ ବୋମା ବୋମା ପକାଇ ଉଡାଇ ଦେବାକୁ ଧମକ ଦିଆଯାଇଛି। ଏଭଳି ଧମକ ମିଳିବା ପରେ ଲକ୍ଷ୍ନୌରେ ଏକ ମାମଲା ରୁଜୁ ହୋଇଛି। ୟୁନିୟନ କାର୍ଯ୍ୟାଳୟର ଜଣେ କର୍ମଚାରୀଙ୍କ ଅଭିଯୋଗରେ ଲକ୍ଷ୍ନୌର ମାଦିଆ ପୋଲିସ…

‘ତାମିଲଙ୍କୁ ଶୂଦ୍ର କରିଦେବ ହିନ୍ଦୀ’

ଚେନ୍ନାଇ,୭।୬:ଡିଏମ୍‌କେ ନେତା ତଥା ରାଜ୍ୟ ସଭା ସଦସ୍ୟ ଟି.କେ.ଏସ୍‌. ଇଲାଙ୍ଗୋଭାନ ହିନ୍ଦୀ ଭାଷାକୁ ବିରୋଧ କରିଛନ୍ତି। ସେ କହିଛନ୍ତି, ହିନ୍ଦୀ କହିବା ଦ୍ୱାରା ତାମିଲ ଲୋକମାନେ ଶୂଦ୍ର ବା ନିମ୍ନ ଜାତି ପାଲଟିଯିବେ। ଦକ୍ଷିଣ ଭାରତରେ ମନୁ ଧର୍ମ ପ୍ରଚଳନ କରିବା…

କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି

କୋଲକାତା,୭।୬: ବଲିଉଡ୍‌ର ଖ୍ୟାତନାମା ପ୍ରଚ୍ଛଦପଟ ଗାୟକ କେକେଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ଦାଏର ଏକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)କୁ କାଲ୍‌କାଟା ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ଶୁଣାଣି ପାଇଁ ସୋମବାର ଗ୍ରହଣ କରିଛନ୍ତି। ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେବାକୁ ଆଇନଜୀବୀ…

ଅନାସ୍ଥାପ୍ରସ୍ତାବରେ ଜିତିଲେ ପ୍ରଧାନମନ୍ତ୍ରୀ

ଲଣ୍ଡନ,୭।୬: ପାର୍ଟିଗେଟ ଦୁର୍ନୀତି ଫସିଯାଇଥିବା ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ହାଉସ ଅଫ କମନ୍ସ ବିଶ୍ୱାସ ମତର ପ୍ରମାଣ ଦେଇଛନ୍ତି। ବୋରିସ ଜନସନ ୨୧୧ ଭୋଟ ପାଇ ଅନାସ୍ଥାପ୍ରସ୍ତାବରେ ବିଜୟୀ ହୋଇଛନ୍ତି। ଜନସନଙ୍କ ବିରୋଧରେ ୧୪୮ ଭୋଟ ଦିଆଯାଇଥିଲା। ଫଳରେ ଜନସନ…

‘ଚାଇନା ବିରୋଧରେ ଚୁପ୍‌ କାହିଁକି’

ନୂଆଦିଲ୍ଲୀ, ୭ା୬: ଭାଜପା ନେତ୍ରୀ ନୂପୁର ଶର୍ମାଙ୍କ ମନ୍ତବ୍ୟକୁ ବିରୋଧ କରୁଥିବା ଇସ୍‌ଲାମୀୟ ଦେଶଗୁଡ଼ିକ ଚାଇନାରେ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଚୁପ୍‌ କାହିଁକି ବୋଲି କେତେକ ସାମାଜିକ ସଙ୍ଗଠନ ଏବଂ ବିଶେଷଜ୍ଞମାନେ ପ୍ରଶ୍ନ କରିଛନ୍ତି। ଚାଇନା ବିରୋଧରେ ମଧ୍ୟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri