Home Left

ମହିଳା ଗର୍ଭବତୀ ମାମଲା: ସ୍ବାସ୍ଥ୍ୟକର୍ମୀଙ୍କୁ ସଶ୍ରମ କାରାଦଣ୍ଡ

ଝାରସୁଗୁଡ଼ା ଅଫିସ,୧ା୭: ଝାରସୁଗୁଡ଼ା ଜିଲା ଲଇକେରା ଥାନା ଅଞ୍ଚଳର ଜଣେ ମହିଳାଙ୍କ ସହିତ ଜଣେ ସ୍ବାସ୍ଥ୍ୟକର୍ମୀ ଶାରୀରିକ ସମ୍ପର୍କ ରଖିବାପରେ ସେ ଗର୍ଭବତୀ ହୋଇଥିଲେ। ପରେ ମହିଳା ଜଣଙ୍କ ଏକ ସନ୍ତାନକୁ ଜନ୍ମ ଦେଇଥିଲେ। ଏହାକୁ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀ ଅସ୍ବୀକାର କରିଥିଲେ।…

କଙ୍ଗନାଙ୍କ ପରି ଝିଅ ଚାହାନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ବଲିଉଡ କୁଇନ କଙ୍ଗନା ରାନାୱତ କିଛି ନା କିଛି କାରଣ ପାଇଁ ଥାଆନ୍ତି ଚର୍ଚ୍ଚାରେ । ନିକଟରେ ମହାରାଷ୍ଟ୍ର ରାଜନୈତିକ ସଙ୍କଟ ମଧ୍ୟରେ ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଟାର୍ଗେଟ କରିଥିଲେ । ଆଉ କହିଥିଲେ ପାପ ବଢିଲେ…

୪ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି!

ଭୁବନେଶ୍ୱର,୧।୭(ବ୍ୟୁରୋ): ଉତ୍ତର ଓଡ଼ିଶା ଓ ତା’ର ପାଶ୍ୱବର୍ତ୍ତୀ ଅଞ୍ଚଳରେ ଆସନ୍ତା ୪ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ଅନ୍ୟପଟେ, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅଧିକାଂଶ ସ୍ଥାନରେ…

ରଥ ଟାଣିଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧।୭: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା। ହୁଳହୁଳି ଓ ହରିବୋଲ ଧ୍ୱନିରେ ପ୍ରକମ୍ପିତ ହୋଉଛି ଶ୍ରୀକ୍ଷେତ୍ର। ଦୁଇ ବର୍ଷ ପରେ ବଡ଼ଦାଣ୍ଡରେ ହେଉଛି ଭକ୍ତ ଓ ଭଗବାନଙ୍କ ମିଳନ। ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁରୀରେ ପହଞ୍ଚି ରଥଯାତ୍ରା ଦେଖିବା…

‘ଆନିମଲ’ରେ ନଜର ଆସିବେ ରଶ୍ମିକା

ମୁମ୍ବାଇ: ରଶ୍ମିକା ମନ୍ଧାନାଙ୍କ ଭାଗ୍ୟ ଏବେ ଚମକୁଛି । ଗୋଟିଏ ପରେ ଗୋଟିଏ ବଡ ପ୍ରୋଜେକ୍ଟ ଏବେ ରଶ୍ମିକାଙ୍କ ହାତରେ । ଯେବେ ତାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’କୁ ସଫଳତା ମିଳିଲା ସେବେଠାରୁ ରଶ୍ମିକା ଆଉ ପଛକୁ ଫେରି ଚାହିଁ ନାହାନ୍ତି…

୨୦ ଟଙ୍କା ଚା’ ଉପରେ ସେବା କର ୫୦ ଟଙ୍କା, ଭାରତୀୟ ରେଲଓ୍ବେ ରସିଦ୍‌ ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ, ୧।୭ : ଭାରତୀୟ ରେଲଓ୍ବେର ଏକ ରସିଦ୍‌ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ରେଲଓ୍ବେ ଜଣେ ଯାତ୍ରୀଙ୍କଠାରୁ ଗୋଟିଏ କପ ଚା‘ ପାଇଁ ୭୦ ଟଙ୍କା ନେଇଛି। ଭୋପାଳ ଶତାବ୍ଦୀ ଏକ୍ସପ୍ରେସରେ ଏଭଳି ଘଟିଛି। ସୂଚନାନୁସାରେ, ଜୁନ…

ବିଦ୍ୟୁତ୍‌ ଆଘାତରେ ଚାଲିଗଲା କର୍ମଚାରୀଙ୍କ ଜୀବନ

ହିନ୍ଦୋଳ,୧।୭(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ଅନ୍ତର୍ଗତ ଚରଣପୁର ବିଦ୍ୟୁତ୍‌ ଷ୍ଟ୍ରକଚରରେ ଏକ ଅଘଟଣ ଘଟିଛି। ଖୁଣ୍ଟରେ ଚଢ଼ି କାର୍ଯ୍ୟ କରୁଥିବା ବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଣେ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁକାନ୍ତ ସାହୁ (୩୫)। ଅନ୍ୟପକ୍ଷେ…

୩ ଜଣଙ୍କୁ ଉଠାଇନେଲା ବନ ବିଭାଗ: ପ୍ରତିବାଦରେ ହିନ୍ଦୋଳ-ଅନୁଗୋଳ ରାସ୍ତା ଅବରୋଧ

ହିନ୍ଦୋଳ,୧।୭(ଡି.ଏନ୍‌.ଏ.): ଗାଁର ୩ଜଣ ବ୍ୟକ୍ତିଙ୍କୁ ବନ ବିଭାଗ ଉଠାଇ ନେଇଥିବା ପ୍ରତିବାଦରେ ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଉଁଶପୋଖରୀ କର୍ଣ୍ଣପୁର ବନାଞ୍ଚଳ ବିଟ୍‌ଠାରେ ଶୁକ୍ରବାର ଗ୍ରାମବାସୀଙ୍କ ପକ୍ଷରୁ ହିନ୍ଦୋଳ-ଅନୁଗୋଳ ରାସ୍ତାକୁ ଅବରୋଧ କରାଯାଇଛି। ଦୁଇ ଦିନ ତଳେ ବାଉଁଶପୋଖରୀ ପଞ୍ଚାୟତ ନିକଟସ୍ଥ…

ଆସାମ ବନ୍ୟା: ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି

ଗୁଆହାଟୀ,୧।୭: ଆସାମରେ ଥମିନାହିଁ ବନ୍ୟା ଦୁର୍ଦ୍ଦଶା। ଗତ ୨୪ ଘଣ୍ଟାରେ ୮ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୫୯କୁ ବୃଦ୍ଧି ହୋଇଛି। ରାଜ୍ୟର ୨୫ଟି ଜିଲାରେ ପ୍ରବଳ ବର୍ଷା ଯୋଗୁ ୨୯ ଲକ୍ଷରୁ ଅଧିକ ଲୋକ…

ପ୍ରିୟଙ୍କାଙ୍କ ଅନ୍ଧବିଶ୍ୱାସ

ବଲିଉଡ୍‌ ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଲୋକପ୍ରିୟ ଟକ୍‌ ଶୋ ‘କଫି ଓ୍ବିଥ୍‌ କରଣ’ର ସପ୍ତମ ସିଜନ ଖୁବ୍‌ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଚଳିତ ସିଜିନ୍‌ରେ କିଛି କଳାକାର ଶୋ’ରେ ଡେବ୍ୟୁ କରିବାକୁ ଯାଉଥିବାବେଳେ ଅନ୍ୟ କିଛି କଳାକାର ପୁଣିଥରେ ଶୋ’ରେ…

ଡେବ୍ୟୁ ପୂର୍ବରୁ ଏହି ନିର୍ଦ୍ଦେଶକଙ୍କ ଉପରେ ରାଗି ଯାଇଥିଲେ ସୁସ୍ମିତା

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୁସ୍ମିତା ସେନ୍‌ ସମଗ୍ର ବିଶ୍ୱରେ ଲକ୍ଷ ଲକ୍ଷ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି। ସେ ନିଜର ଚମତ୍କାର ତଥା ସୁନ୍ଦର ଫଟୋ ଏବଂ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ରହିଥାନ୍ତି। ଏସବୁ ମଧ୍ୟରେ ସୁସ୍ମିତା ଟ୍ବିଙ୍କଲ୍‌ ଖାନାଙ୍କ…

ସକାଳ ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ବିଦ୍ୟୁତ୍‌ କାଟ

ସମ୍ବଲପୁର,୧ା୭(ବ୍ୟୁରୋ): ଟିପିଡବ୍ଲ୍ୟୁଓଡିଏଲ୍‌ ନିରବଚ୍ଛିନ ବିଦ୍ୟୁତ୍‌ ସେବା ଯୋଗାଇବା ଉପରେ ଗୁରୁତ୍ୱାରୋପ କରୁଛି। ଏହିକ୍ରମରେ ଓଭରହେଡ କେବୁଲକୁ ମଜବୁତ କରିବା ସକାଶେ ଝାରସୁଗୁଡ଼ା ଓ ରାଉରକେଲାରେ ୧୩୨/୩୩ କାର୍ଯ୍ୟ କରାଯିବ। ତେଣୁ ୨ ଜୁଲାଇରେ ବିଦ୍ୟୁତ୍‌ ସରବରାହ ଝାରସୁଗୁଡା ଓ ରାଉରକେଲାର କିଛି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri