Home Left

ନୂଆପଡାରେ ବ୍ୟାପୁଛି କଲେରା: ଜଣେ ମୃତ, ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ

ନୂଆପଡା ଅଫିସ,୨୬।୭: ରାୟଗଡା କାଶୀପୁର ପରେ ନୂଆପଡା ଜିଲାରେ ଆତଙ୍କ ଖେଳାଇଲାଣି କଲେରା। କୋମନା ବ୍ଲକ ଜଟଗଡ ଗ୍ରାମରେ କଲେରାରେ ଆକ୍ରାନ୍ତ ହୋଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ରୁ ଊର୍ଦ୍ଧ୍ୱ ଚିକିତ୍ସିତ ହେଉଛନ୍ତି। ଅନ୍ୟପକ୍ଷେ, ସ୍ବାସ୍ଥ୍ୟ ବିଭାଗର ଏକ ଟିମ୍‌…

ଚିନ୍ତା ବଢାଉଛି ‘ମଙ୍କିପକ୍ସ’: ବିମାନବନ୍ଦରରେ ହେବ ସ୍ବାସ୍ଥ୍ୟ ଯାଞ୍ଚ

ନୂଆଦିଲ୍ଲୀ, ୨୬।୭: ଦେଶରେ ଏବେ ଚିନ୍ତା ବଢାଇଲାଣି ‘ମଙ୍କିପକ୍ସ’। ତେବେ ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ସ୍ବାସ୍ଥ୍ୟ ଯାଞ୍ଚ ହେବା ସହ ଲକ୍ଷଣ ଦେଖାଗଲେ ବିମାନବନ୍ଦରରୁ ସିଧାସଳଖ ଲୋକ ନାୟକ ଜୟ ପ୍ରକାଶ(ଏଲ୍‌ଏନ୍‌ଜେପି) ହସ୍ପିଟାଲକୁ ପଠାଇଦିଆଯିବ ବୋଲି ଏକ ସୂତ୍ରରୁ ପ୍ରକାଶ…

ଭାଜପା,ତୃଣମୂଳ କଂଗ୍ରେସ ଏମ୍‌ପିଙ୍କୁ ଫୋନ କରିବି ନାହିଁ: ମାର୍ଗାରେଟ ଆଲ୍‌ଭା

ନୂଆଦିଲ୍ଲୀ,୨୬।୭: ଅଗଷ୍ଟ ୬ରେ ହେବାକୁ ଥିବା ଦେଶର ଉପରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଉପରାଷ୍ଟ୍ରପତି ପଦ ପାଇଁ ବିରୋଧୀ ପ୍ରାର୍ଥୀ ମାର୍ଗେଟ ଆଲ୍‌ଭା ଭାଜପା, ବିଜେଡି ଏବଂ ତୃଣମୂଳ କଂଗ୍ରେସ ଏମ୍‌ପିଙ୍କୁ ଫୋନ କରିବେ ନାହିଁ ବୋଲି କହିଛନ୍ତି।…

ହାତୀ କଙ୍କାଳ ମାମଲା: ଦୋଷୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ

ସମ୍ବଲପୁର,୨୬ା୭(ବ୍ୟୁରୋ): ସମ୍ବଲପୁର ବନଖଣ୍ଡ ଧମା ରେଞ୍ଜ ଅଧୀନ କୋଲଗାଁ ଓ ତବଲେଇ ଜଙ୍ଗଲରୁ ରବିବାର କ୍ରାଇମବ୍ରାଞ୍ଚର ଏସ୍‌ଟିଏଫ୍‌ ଟିମ୍‌ ୨ ସ୍ଥାନରୁ ହାତୀ କଙ୍କାଳ ଜବତ କରିଥିଲା। ଏହି ଘଟଣାରେ ବନ ବିଭାଗ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ…

ଅଗଷ୍ଟ ୩ ଯାଏ ଇଡି ହେପାଜତକୁ ଗଲେ ପାର୍ଥ ଚାଟାର୍ଜୀ

କୋଲକାତା,୨୬।୭: ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି। ପାର୍ଥ ଏବଂ ତାଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ଅଗଷ୍ଟ ୩ ଯାଏ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ)ହେପାଜତରେ ରହିବେ । କୋଲକାତାର ଏକ ସ୍ବତନ୍ତ୍ର କୋର୍ଟ ସୋମବାର ଦୁହିଁଙ୍କୁ…

ଇରାନରେ ବନ୍ୟା ନେଲାଣି ୨୨ ଜୀବନ

ତେହରାନ,୨୬।୭: ଲଗାଣ ବର୍ଷା ଯୋଗୁ ସାଉଥର୍ନ ଇରାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁସାରେ ବନ୍ୟାରେ ବର୍ତ୍ତମାନ ସୁଦ୍ଧା ୨୨ ଜଣଙ୍କ ମୃତ୍ୟୁ ଘଟିଛି। ବର୍ଷା କାରଣରୁ ରାଉଡବଲ ନଦୀର ଜଳସ୍ଥର ବୃଦ୍ଧି ପାଇବା ଦ୍ୱାରା ସ୍ଥାନୀୟ ଅଞ୍ଚଳରେ…

ଥମୁନି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୬।୭: ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢିବାରେ ଲାଗିଛି। ମଙ୍ଗଳବାର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୪,୮୩୦ ନୂଆ କରୋନା ମାମଲା ଚିହ୍ନଟ ହୋଇଛି। ଏଥିସହ ୩୬ ଜଣଙ୍କର ମୃତ୍ୟୁ ଘଟିଛି। ନୂତନ…

ଆଜି ରାଜ୍ୟରେ ୬୬୨ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର,୨୬।୭: (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଥମୁନି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୬୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ସୂଚନା ଏବଂ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୩୮୭ ଚିହ୍ନଟ ହୋଇଥିବାବେଳେ…

ସିବିଏସ୍‌ଇରେ ରଖିଲେ ୯୯.୪%

ପାଟନା, ୨୬।୭: ପାଟନାର ଶ୍ରୀଜା ଚଳିତବର୍ଷ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ପରୀକ୍ଷାରେ ୯୯.୪ ପ୍ରତିଶତ ମାର୍କ ରଖି ପରିବାର ଓ ରାଜ୍ୟ ପାଇଁ ଆଣିଛନ୍ତି ଗର୍ବ। କିନ୍ତୁ ଶ୍ରୀଜାଙ୍କ ଜୀବନରେ ରହିଛି ଏକ ବଡ଼ ଦୁଃଖ। ପିଲାଟି ଦିନରୁ…

କଙ୍ଗନାଙ୍କ ଅଭିନୟକୁ ପ୍ରଶଂସା କଲେ ରାମ ଗୋପାଳ ବର୍ମା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କ ମୁଭି ‘ଏମରଜେନ୍ସି’ର ଟିଜର କିଛିଦିନ ତଳେ ରିଲିଜ ହୋଇଛି । ଏହାପରେ ଏହି ମୁଭି ଏବେ ଖୁବ୍ ଚର୍ଚ୍ଚାରେ ରହୁଛି । କଙ୍ଗନା ରାନାୱତ ଏହି ମୁଭିର ନିର୍ଦ୍ଦେଶନା ଦେଇଛନ୍ତି । କେବଳ ସେତିକି…

ମାନସିକ ନିର୍ଯାତନା ଅଭିଯୋଗ ଆଣିଲେ ଅଲମ୍ପିକ୍‌ ପଦକ ବିଜେତା

ବର୍ମିଂହାମ୍‌, ୨୫ା୭:ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଲଭ୍‌ଲିନା ବର୍ଗୋହେନ୍‌ ଅଭିଯୋଗ ମାନସିକ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ତାଙ୍କ କୋଚ୍‌ମାନଙ୍କୁ ହଇରାଣ କରାଯାଉଛି। ଫଳରେ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ତାଙ୍କ ପ୍ରସ୍ତୁତିରେ ବାଧା ସୃଷ୍ଟି ହେଉଥିବା ସେ କହିଛନ୍ତି। ଆୟର୍ଲାଣ୍ଡରେ ଟ୍ରେନିଂ ଶେଷ…

ବିଷାକ୍ତ ମଦ ହେଲା କାଳ: ଚାଲିଗଲା ୧୯ ଜୀବନ

ଅହମ୍ମଦାବାଦ୍‌,୨୬।୭: ଗୁଜରାଟର ବୋଟାଡ ଜିଲାର ରୋଜିଦ ଗ୍ରାମରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କର ମୃତ୍ୟୁ ଘଟିଛି। ଏଥିସହ ୧୨ରୁ ଅଧିକ ଲୋକଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସର ସୂଚନାନୁସାରେ, ମାମଲାର ତଦନ୍ତ ବେଳେ ତିନି ଜଣଙ୍କୁ ଗିରଫ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri