ନୁପର ଶର୍ମା, ନବୀନ ଜିନ୍ଦଲ ଭାଜପାରୁ ନିଲମ୍ବିତ
ନୂଆଦିଲ୍ଲୀ,୫ ।୬: ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରବକ୍ତା ନୁପୁର ଶର୍ମା ଓ ମିଡିଆ ପ୍ରଭାରୀ ନବୀନ କୁମାର ଜିନ୍ଦଲଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ନିକଟରେ ନୁପର ଶର୍ମା ମହମ୍ମଦଙ୍କ ଉପରେ ବିବାଦୀୟ ବୟାନ ଦେଇ ଆସିଥିଲେ ଚର୍ଚ୍ଚାକୁ । ଏହାକୁ…
ବିକି ଶ୍ରେଷ୍ଠ ଅଭିନେତା, କ୍ରିତି ଶ୍ରେଷ୍ଠ ଅଭିନେତ୍ରୀ
ଅନ୍ତର୍ଜାତୀୟ ଭାରତୀୟ ଫିଲ୍ମ ଏକାଡେମୀ (ଆଇଆଇଏଫ୍ଏ) ପୁରସ୍କାର ୨୦୨୨ ଶେଷ ହୋଇଛି। ଆବୁଧାବିର ୟସ୍ ଆଇଲାଣ୍ଡରେ ଚାଲୁଥିବା ଏହି ପୁରସ୍କାର ଜୁନ ୨ରୁ ଆରମ୍ଭ ହୋଇ ଜୁନ ୪ ପର୍ଯ୍ୟନ୍ତ ଚାଲିଥିଲା। ୨୨ତମ ଆଇଫା ପୁରସ୍କାର ୨୦୨୨ର ବିଜେତା ମଧ୍ୟ ଘୋଷଣା…
କରନ ଜୋହରଙ୍କ ବାର୍ଥ ଡେ’ ପାର୍ଟିରେ ଫୁଟିଲା କରୋନା ବୋମା, ୫୫ ଅତିଥି ପଜିଟିଭ!
ମୁମ୍ବାଇ: ବଲିଉଡର ନାମୀ ଫିଲ୍ମ ନିର୍ମାତା କରନ ଜୋହର ନିକଟରେ ପାଳନ କରିଛନ୍ତି ତାଙ୍କ ଜନ୍ମଦିନ । ହେଲେ ଏବେ ଏହି ଜନ୍ମଦିନକୁ ନେଇ ଚର୍ଚ୍ଚା ଲାଗି ରହିଛି । ଜନ୍ମଦିନ ପାର୍ଟିରେ କରନ ବଲିଉଡର ପ୍ରାୟ ସମସ୍ତ କଳାକାରଙ୍କୁ ନିମନ୍ତ୍ରଣ…
ମାଲିକଙ୍କୁ ଟିଫିନ୍ ଦେବା ପାଇଁ ପ୍ରତିଦିନ ୨ କିଲୋମିଟର ଯାଏ ଏହି କୁକୁର
କୁକୁରକୁ ସବୁଠାରୁ ବିଶ୍ୱସ୍ତ ପ୍ରାଣୀ ବୋଲି କୁହାଯାଏ। ତେଣୁ କୁକୁର ଓ ମଣିଷର ସମ୍ପର୍କ ଅତ୍ୟନ୍ତ ନିବିଡ଼। ସେମାନେ ନିଜ ମାଲିକଙ୍କ ପାଇଁ କିଛି ବି କରିବାକୁ ପଛାନ୍ତିନାହିଁ। ଏବେ ସେମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।…
ପିକ୍ଅପ୍-ବାଇକ୍ ମୁହାଁମୁହିଁ, ଜଣେ ମୃତ;୨ ଗୁରୁତର
ବିଶୋଇ,୫ା୬(ଡି.ଏନ୍.ଏ.): ମୟୂରଭଞ୍ଜ ଜିଲା ବିଶୋଇ ଥାନା ଅନ୍ତର୍ଗତ ୫୦ ନଂ. ରାଜ୍ୟ ରାଜପଥର ମଧୁପୁର ଛକ ନିକଟରେ ରବିବାର ଏକ ପିକ୍ଅପ୍ ଭ୍ୟାନ ଓ ବାଇକ୍ ସହିତ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର…
ଆଇଫାରେ କ୍ରିତିଙ୍କୁ ବିଶେଷ ଆୱାର୍ଡ
ମୁମ୍ବାଇ: ବଲିଉଡର ସାନିଂ ଷ୍ଟାର କ୍ରିତି ସାନନ ଏବେ ଖୁବ୍ ଚର୍ଚ୍ଚାରେ । ନିଜର କେହି ଗଡ ଫାଦର ନ ଥାଇ ବି ଆଜି ବଲିଉଡରେ ସେ ନିଜ ପାଇଁ ତିଆରି କରିଛନ୍ତି ଏକ ସ୍ୱତନ୍ତ୍ର ପରିଚୟ । ନିଜର ଟ୍ୟାଲେଣ୍ଟ…
ଭୁଜାଲି ଦେଖାଇ ୧୦ ଲକ୍ଷ ଟଙ୍କା ସହ ୧୦ ଭରି ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
ବୌଦ୍ଧ,୫ା୬(ସ୍ବ.ପ୍ର.): ବୌଦ୍ଧ ଜିଲା ପୁରୁଣାକଟକ ଥାନା ଅଞ୍ଚଳରେ ଚୋରି ଡକାୟତି ଘଟଣା ଥମିବାର ନା ନେଉନାହିଁୟ। ଶନିବାର ରାତିରେ ଘରେ ପଶି ବୋମା, ଖଣ୍ଡା ଓ ଭୁଜାଲି ଦେଖାଇ ଘରୁ ଲୁଟିନେଇଛନ୍ତି ନଗଦ ୧୦ ଲକ୍ଷ ଟଙ୍କା ସହ ୧୦ ଭରି…
ସଚିନଙ୍କୁ ଜାଣିଶୁଣି ଆହତ କରିବାକୁ ଚାହୁଁଥିଲେ ଏହି ପାକିସ୍ତାନ ବୋଲର୍: ନିଜେ କଲେ ଖୁଲାସା
ଇସଲାମାବାଦ୍,୫।୬: ପୂର୍ବତନ ମହାନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ପ୍ରାୟ ୨୪ ବର୍ଷ ଧରି କ୍ରିକେଟ୍ରେ ରାଜୁତି କରିଥିଲେ। ନିଜ କ୍ୟାରିୟରରେ ସଚିନ ଅନେକ କିମ୍ବଦନ୍ତୀ ବୋଲରଙ୍କ ସମ୍ମୁଖୀନ ହୋଇଥିଲେ। ଏଥିରେ ସାମିଲ ଥିଲେ ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଦ୍ରୁତ…
୧୪ ବର୍ଷ ପରେ କ୍ଷମା ମାଗିଲେ ହରଭଜନ
ନୂଆଦିଲ୍ଲୀ,୫।୬: ପୂର୍ବତନ କ୍ରିକେଟର୍ ହରଭଜନ ସିଂ ଭାରତର ଅନ୍ୟତମ ସଫଳ ବୋଲର। ଅନେକ ବିବାଦ କାରଣରୁ ହରଭଜନ ଚର୍ଚ୍ଚାରେ ଥିଲେ। ୧୪ ବର୍ଷ ପୂର୍ବେ ହୋଇଥିବା ଭୁଲ ପାଇଁ ହରଭଜନ ସିଂ ନିକଟରେ କ୍ଷମା ମାଗିଛନ୍ତି। ୨୦୦୮ରେ ଆଇପିଏଲ ଆରମ୍ଭ ହୋଇଥିଲ।…
ବିପିଏଲ୍ ତାଲିକାରୁ ୧୨ ପ୍ରତିଶତ ମୁକ୍ତି ପାଇଛନ୍ତି…
ରାଞ୍ଚି, ୫।୬ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ରାଞ୍ଚିଠାରେ ଆଦିବାସୀ ସମ୍ମିଳନୀକୁ ସମ୍ବୋଧିତ କରି କହିଛନ୍ତି ଯେ ଯେତେବେଳେ ଭାରତରେ ସ୍ବାଧୀନତା ଆନ୍ଦୋଳନ ଆରମ୍ଭ ହୋଇ ନ ଥିଲା, ସେତେବେଳେ ଯଦି କେହି ବ୍ରିଟିଶଙ୍କ ବିରୁଦ୍ଧରେ…
ରେଶମ ସହର ଶାଢ଼ି
ପାଟଶାଢ଼ି କେବଳ ନାରୀର ସୌନ୍ଦର୍ଯ୍ୟ ବୃଦ୍ଧି କରେ ନାହିଁ; ଆମ ଚଳଣି ଓ ପରମ୍ପରାରେ ଏହାର ଏକ ସ୍ବତନ୍ତ୍ର ମର୍ଯ୍ୟାଦା ମଧ୍ୟ ରହିଛି । ଭାରତର ବିଭିନ୍ନ ରାଜ୍ୟରେ ରହିଛି ଭିନ୍ନ ଭିନ୍ନ ପ୍ରକାରର ପାଟଶାଢ଼ି । ସେଥିମଧ୍ୟରେ ଓଡ଼ିଶାର ରେଶମ…
ନୁପୁର ଶର୍ମା ମାମଲାରେ ଭାଜପାର ୟୁଟର୍ନ…
ନୂଆଦିଲ୍ଲୀ, ୫।୬ : ମୁଖପାତ୍ର ନୁପୁର ଶର୍ମାଙ୍କ ମାମଲାରେ ଭାଜପା ୟୁଟର୍ନ ନେଇଛି। ନୁପୁର ମହାପୁରୁଷ ମହମ୍ମଦଙ୍କ ବିରୋଧରେ ମନ୍ତବ୍ୟ ଦେବା ପରେ ପ୍ରଥମ ଥର ପାଇଁ ଦଳ ଏକ ବିବୃତ୍ତି ଜାରି କରିଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ କୁହାଯାଇଛି…
Archives


