Home Left

ଶୁଣାଣି ପାଇଁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ, ୨୬ା୭: ଆଧାର ସହ ଭୋଟର ପରିଚୟପତ୍ରର ସଂଯୋଗ ପାଇଁ ଉଦ୍ଦିଷ୍ଟ ଆଇନକୁ ଚ୍ୟାଲେଞ୍ଜ କରି କଂଗ୍ରେସ ପକ୍ଷରୁ ହୋଇଥିବା ଆବଦେନର ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସୋମବାର ମନା କରିଦେଇଛନ୍ତି। ଆଧାର-ଭୋଟର କାର୍ଡ ସଂଯୋଗୀକରଣ ନେଇ ଅତି ତରବରିଆ ଭାବେ ବିନା…

ଜାଲିଆନାୱାଲାବାଗ: ଐତିହାସିକ ଶହୀଦ କୂଅରେ ଆଉ ପର୍ଯ୍ୟଟକ ପକାଇ ପାରିବେ ନାହିଁ ମୁଦ୍ରା

ଅମୃତସର,୨୬ ।୭: ପଞ୍ଜାବର ଅମୃତସରରେ ଥିବା ଐତିହାସିକ ଜାଲିଆନାୱାଲାବାଗକୁ ଦେଖିବାକୁ ସାରା ବିଶ୍ୱରୁ ପର୍ଯ୍ୟଟକ ଆସିଥାଆନ୍ତି । ଏଠାରେ ଥିବା କୂଅରେ ପର୍ଯ୍ୟଟକମାନେ କଏନ ପକାଇ ଥାଆନ୍ତି । ହେଲେ ଏବେ ଆଉ କୌଣସି ପର୍ଯ୍ୟଟକ ଏହି ଶହୀଦ କୂଅରେ କଏନ…

ବଢୁଛି ସାର କଳାବଜାର,ଚିନ୍ତାରେ ଚାଷୀ

ଯାଜପୁର ରୋଡ,୨୬ା୭(ଡି.ଏନ.ଏ.):ବିଳମ୍ବିତ ମୌସୁମୀ ପ୍ରବାହ ଯୋଗୁ ଚଳିତ ଖରିଫ ଚାଷକୁ ପ୍ରଭାବିତ କରିଥିଲେ ମଧ୍ୟ ଯାଜପୁର ଜିଲାର ଚାଷୀ ଧାନ ଚାଷରୁ ଆଶା ହରାଇ ନାହାନ୍ତି । ସବୁଜ ବିପ୍ଳବ ନାମରେ ସରକାର ଯେଉଁ ରାସାୟନିକ ସାରର ବ୍ୟବହାର କରିବା ପାଇଁ…

ଠିଆ ହୋଇପାରୁନି କୋରେଇ ଭବନ

ଯାଜପୁର ଅଫିସ,୨୬ା୭:ରାଜନୈତିକ ଓ ପ୍ରଶାସନିକ ଉଦାସୀନତାର ଅନ୍ୟ ଏକ ଉଦାହରଣ ଯାଜପୁର ଜିଲା କୋରେଇ ବ୍ଲକରେ ଦେଖିବାକୁ ମିଳିଛି। ଜିଲାର ଅନ୍ୟ ନିର୍ବାଚନ ମଣ୍ଡଳୀ ନାମରେ ଭବନମାନ ରହିଥିବାବେଳେ କୋରେଇ ଭବନ ଦୀର୍ଘ ୭ ବର୍ଷ ହେଲା ପ୍ରସ୍ତାବରେ ସୀମିତ ରହିଛି।…

ରାଜ୍ୟରେ କୋଭିଡ୍‌ ଯୋଗୁ ୯୧୨୮ ମୃତ୍ୟୁ

ଭୁବନେଶ୍ୱର,୨୬/୭(ବ୍ୟୁରୋ): ରାଜ୍ୟରେ କୋଭିଡ୍‌ ଯୋଗୁ ୯୧୨୮ ଜଣଙ୍କର ମୃତ୍ୟୁ ହୋଇଥିବା ସରକାରୀ ଭାବେ କୁହାଯାଇଛି। ଖୋର୍ଦ୍ଧାରେ ସର୍ବାଧିକ ୧୭୫୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କଟକ ୯୦୭, ଅନୁଗୋଳ ୪୧୮, ସୁନ୍ଦରଗଡ଼ ୬୮୨, ପୁରୀ ୪୮୮, ବାଲେଶ୍ୱର ୩୬୦, ବରଗଡ଼ ୩୫୩,…

ରୁଷିଆ-ୟୁକ୍ରେନ ଯୁଦ୍ଧକୁ ପୂରଣ ହୋଇଛି ପାଞ୍ଚ ମାସ , ୟୁକ୍ରେନ ଆକ୍ରମଣରେ ନଷ୍ଟ ହୋଇଛି ରୁଷିଆର ୫୦ ଗୋଳା ବାରୁଦ ଡିପୋ

କ୍ୱିଭ/ମସ୍କୋ,୨୬ ।୭: ଆଜି ପର୍ଯ୍ୟନ୍ତ ଥମିନି ରୁଷିଆ-ୟୁକ୍ରେନ୍ ଯୁଦ୍ଧ । ସୋମବାର ଏହି ଯୁଦ୍ଧକୁ ୫ ମାସ ପୂରଣ ହୋଇଥିବା ବେଳେ ଏବେ ଏହା ୬ ମାସରେ ପ୍ରବେଶ କରିଛି । ୟୁକ୍ରେନ ଦାବି କରିଛି ଏହି ସମୟ ମଧ୍ୟରେ ସେ…

ଦୁର୍ନୀତି ମାମଲାରେ ଭାଜପା ବିଧାୟକ ଦୋଷୀ ସାବ୍ୟସ୍ତ: ବର୍ଷେ ଜେଲ୍‌

ଅଜଓ୍ବଲ,୨୬।୭: ମିଜୋରାମରେ ଭାଜପା ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଛି। ରାଜ୍ୟର ଏକମାତ୍ର ଭାଜପା ବିଧାୟକ ବୁଦ୍ଧ ଧନ ଚକମାଙ୍କୁ ଏକ ଦୁର୍ନୀତି ମାମଲାରେ ସ୍ବତନ୍ତ୍ର ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି। ୨୦୧୩ ରୁ ୨୦୧୮ ମଧ୍ୟରେ, ତୁଇଚାଙ୍ଗ ବିଧାୟକ ଚକମାଙ୍କ…

୧୭,୭୩,୨୪୪ ପରିବାରକୁ ପାଇପ୍‌ ଯୋଗେ ପାନୀୟଜଳ

ଭୁବନେଶ୍ୱର,୨୬ା୭(ବ୍ୟୁରୋ):ଚଳିତବର୍ଷ ୧୭,୭୩,୨୪୪ ଗ୍ରାମୀଣ ପରିବାରଙ୍କୁ ପାଇପ୍‌ ଯୋଗେ ପାନୀୟଜଳ ଯୋଗାଇ ଦିଆଯିବ। ଏପର୍ଯ୍ୟନ୍ତ ରାଜ୍ୟର ୪୩, ୮୬, ୭୫୯ ପରିବାରକୁ ଟ୍ୟାପ୍‌ ଯୋଗେ ପିଇବା ପାଣି ଯୋଗାଇ ଦିଆଯାଇଛି। ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୋମବାର ବିଭାଗୀୟ…

ହାତୀ ଶିକାର: ୮ରେ ହାଇକୋର୍ଟରେ ହାଜର ହେବେ ପିସିସିଏଫ୍‌

ଭୁବନେଶ୍ବର, ୨୬ା୭(ବ୍ୟୁରୋ):ରାଜ୍ୟରେ ହାତୀ ଶୀକାର ଏବଂ ବନ ବିଭାଗ ଦ୍‌ାରା ହାତୀ ମୃତ୍ୟକୁ ଲୁଚାଇବା ଘଟଣାରେ ସୋମବାର ହାଇକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆବେଦନକାରୀ ଗୀତା ରାଉତଙ୍କ ପକ୍ଷରୁ ଆଡ୍‌ଭୋକେଟ ଆଶିଷ ମିଶ୍ର ଏକ ଜନ ସ୍ବାର୍ଥ ମାମଲା ରୁଜୁ କରିଛନ୍ତି।…

ପ୍ରତିଶ୍ରୁତିର ୧%ରୁ ବି କମ୍‌ ନିଯୁକ୍ତି

ଯାଜପୁର ଅଫିସ,୨୬ା୭:ସରକାର ନିଯୁକ୍ତିକୁ ଗୁରୁତ୍ୱ ଦେଇ ବିଭିନ୍ନ ଶିଳ୍ପ ପ୍ରତିଷ୍ଠା ପାଇଁ ସିଙ୍ଗଲ ୱିଣ୍ଡୋ ପଦ୍ଧତି ଏବଂ ହାଇଲେଭଲ କ୍ଲିୟରାନ୍ସ ଅଥରିଟି ଗଠନ କରିଛନ୍ତି। ହେଲେ ଶିଳ୍ପ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଥିବା ଉଦ୍ୟୋଗୀମାନଙ୍କୁ ଜମି, ରାସ୍ତା, ବିଦ୍ୟୁତୀକରଣ, ପାଣି ଇତ୍ୟାଦି…

କାମ ସରିନି, ମାଟିତଳୁ ଉଠିଗଲା ପାଇପ୍‌

ବରଗଡ଼ ଅଫିସ୍‌,୨୬।୭:ବରଗଡ଼ ଓ ସୁବର୍ଣ୍ଣପୁର ଜିଲା ଅଧୀନ ୧୪୧ଗ୍ରାମର ୩୧,୩୫୦ହେକ୍ଟର ମରୁଡ଼ିଗ୍ରସ୍ତ ଚାଷଜମିକୁ ଜଳଯୋଗାଣ ପାଇଁ ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ପ କାମ ଚାଲିଛି। ଏହାଦ୍ୱାରା ଅଣଜଳସେଚିତ ଜମିକୁ ପାଣି ମାଡ଼ିବ ବୋଲି ଅଞ୍ଚଳର ଚାଷୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଥିଲା। ମାତ୍ର…

ମଙ୍କିପକ୍ସକୁ ନେଇ ଗାଇଡ୍‌ଲାଇନ୍‌ ଜାରି

ନୂଆଦିଲ୍ଲୀ,୨୫।୭:ଦିଲ୍ଲୀରେ ମଙ୍କିପକ୍ସ ମାମଲା ଚିହ୍ନଟ ହେବା ପରେ ରାଜ୍ୟ ସରକାର ଏବେ ଆଲର୍ଟ ହୋଇଯାଇଛନ୍ତି। ଇତିମଧ୍ୟରେ ଦିଲ୍ଲୀ ସରକାରଙ୍କ ଡିଜିଏଚ୍‌ଏସ୍‌ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ, ସମସ୍ତ ସ୍ବାସ୍ଥ୍ୟ ସୁବିଧା ପାଇଁ ମଙ୍କିପକ୍ସର କୌଣସି ସନ୍ଦିଗ୍ଧ ମାମଲାର ସୂଚନା ସଂପୃକ୍ତ ଜିଲା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri