ସତ୍ୟେନ୍ଦ୍ରଙ୍କୁ ପଦ୍ମବିଭୂଷଣ ଦିଆଯାଉ: କେଜ୍ରିଓ୍ବାଲ
ନୂଆଦିଲ୍ଲୀ,୨ା୬: ମନିଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଦ୍ୱାରା ଗିରଫ ହୋଇଥିବା ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଜଣେ ସଚ୍ଚୋଟ ବ୍ୟକ୍ତି। ତାଙ୍କୁ ପଦ୍ମବିଭୂଷଣ ସମ୍ମାନ ଦିଆଯିବା କଥା ବୋଲି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ କହିଛନ୍ତି। ଭାଜପା ଦିଲ୍ଲୀର ଆମ୍ ଆଦ୍ମୀ ପାର୍ଟି…
ବିଶ୍ୱବିଜେତାଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୧।୬: ନିକଟରେ ତୁର୍କୀର ଇସ୍ତାନବୁଲରେ ଚାଲିଥିବା ବକ୍ସିଂ ୱାଲର୍ଡ ଚାମ୍ପିଅନଶିପରେ ଭାରତୀୟ ମହିଳା ବକ୍ସିଂ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଥିଲେ। ବିଶେଷକରି ନିଖତ ଜରିନ ତାଙ୍କ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ବିଶ୍ୱ ଚାମ୍ପିୟନଶିପରେ ଭାରତ ପାଇଁ ସ୍ବର୍ଣ୍ଣ ଜିତିଥିବା ନିଖତ…
ସ୍ତ୍ରୀଙ୍କୁ ସଫଳତାର ଶ୍ରେୟ ଦେଉଥିଲେ କେକେ
ମୁମ୍ବାଇ: ପ୍ରସିଦ୍ଧ ଗାୟକ କୃଷ୍ଣକୁମାର କୁନ୍ନଥ, ଯିଏ କି କେକେ ଭାବରେ ଜଣାଶୁଣା। ୩୧ ମେ’ ତାଙ୍କର ଦେହାନ୍ତ ହୋଇଛି। କୋଲକାତାରେ ଲାଇଭ କନ୍ସର୍ଟ ସମୟରେ ସେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ। ପରେ ତାଙ୍କୁ ତୁରନ୍ତ କୋଲକାତାର ଏକ ଘରୋଇ…
ଗଛମୂଳେ ଖେଳୁଥିବାବେଳେ ବଜ୍ରପାତରେ ଛାତ୍ରଙ୍କ ଜୀବନ ଗଲା
ଦେବଗଡ଼,୧ା୬(ଡି.ଏନ୍.ଏ.): ଦେବଗଡ଼ ଥାନା ଅନ୍ତର୍ଗତ ବିଛଣାପୁର ଗ୍ରାମରେ ବଜ୍ରପାତରେ ୬ଷ୍ଠ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ବୁଧବାର ଅପରାହ୍ନରେ ହଠାତ ଝଡ଼ ପବନ ସହ ବର୍ଷା ଓ ଘଡ଼ଘଡ଼ି ହେବାରୁ ବିଛଣାପୁର ଗ୍ରାମରେ ମାମୁଘରେ ରହି ପାଠପଢ଼ୁଥିବା ବାରକୋଟ ବ୍ଲକ…
ମୁମ୍ବାଇରେ ପୁଣି ବଢିଲା କରୋନା ସଂକ୍ରମଣ
ମୁମ୍ବାଇ,୧।୬: ମୁମ୍ବାଇରେ ପୁଣିଥରେ କରୋନା ସଂକ୍ରମଣ ବୃଦ୍ଧି ପାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୭୩୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ଫେବୃଆରୀ ୧ ପରେ ଏହା ସର୍ବାଧିକ ଦୈନିକ ସଂକ୍ରମଣ। ଫେବୃଆରୀ ୧ରେ ମୁମ୍ବାଇରୁ ୮୦୩ ଜଣ କରୋନା…
କଳ୍ପନାଜଳ୍ପନାର ଅନ୍ତ: ନୂଆ ଇନିଂସ ବିଷୟରେ ଘୋଷଣା କଲେ ଗାଙ୍ଗୁଲି
କୋଲକତା,୧।୬: ଭାରତୀୟ କ୍ରିକେଟ ବୋର୍ଡ ଅଫ କଣ୍ଟ୍ରୋଲ ସଭାପତି ସୌରଭ ଗାଙ୍ଗୁଲି ବୁଧବାର ଏକ ଟୁଇଟ ଯୋଗେ ନୂତନ ଇନିଂସ ଆରମ୍ଭ କରିବାକୁ ଯାଉଛନ୍ତି ବୋଲି କହିଥିଲେ। ଏହା ପରେ ଗାଙ୍ଗୁଲି ସଭାପତି ପଦରୁ ଇସ୍ତଫା ଦେଉଛନ୍ତି ଏବଂ ସେ ରାଜନୀତିରେ…
ନିଟ୍-ପିଜି ପ୍ରବେଶିକା ପରୀକ୍ଷା ଫଳାଫଳ ପ୍ରକାଶିତ
ନୂଆଦିଲ୍ଲୀ,୧।୬: ନ୍ୟାଶ୍ନାଲ୍ ବୋର୍ଡ ଅଫ୍ ଏଗ୍ଜାମିନେସନ୍(ଏନ୍ବିଇ) ବୁଧବାର ନିଟ୍-ପିଜି ୨୦୨୨ ପ୍ରବେଶିକା ପରୀକ୍ଷାର ଫଳାଫଳ ଘୋଷଣା କରିଛି। ନିଟ୍-ପିଜିର ଫଳାଫଳ ରେକର୍ଡ ୧୦ ଦିନରେ ପ୍ରକାଶ ପାଇଛି। ଏଥିପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନସୁଖ ମାଣ୍ଡଭିୟା ଏନ୍ବିଇକୁ ପ୍ରଶଂସା…
ମିଳିଲା ଲୁଟ୍ ସୁନାଗହଣା: ଦୁଇ କୋର୍ଟ ଚାଲାଣ
ଆନନ୍ଦପୁର,୧ା୬(ସ୍ବ.ପ୍ର.): କେନ୍ଦୁଝର ଜିଲା ଘସିପୁରା ଥାନା ନାରଙ୍ଗପୁର ଛକଠାରୁ କିଛି ଦୂରରୁ ଜଣେ ମହିଳାଙ୍କ ବେକରୁ ସୁନାଚେନ୍ ଓ ଟଙ୍କା ଲୁଟ୍ ଘଟଣାରେ ଘସିପୁରା ପୋଲିସ ଦୁଇ ଜଣଙ୍କୁ କୋର୍ଟଚାଲାଣ କରିଛି। ନାରଙ୍ଗପୁର ଛକରେ ଲାଗିଥିବା ସିସିଟିଭି ଫୁଟେଜ୍କୁ ଆଧାର କରି…
ଜିଲା ମୁଖ୍ୟାଳୟକୁ ସ୍ଥାନାନ୍ତର ହେବେ ହିନ୍ଦୁ କର୍ମଚାରୀ
ଶ୍ରୀନଗର,୧।୬: ଜମ୍ମୁରେ କଶ୍ମୀର ପଣ୍ଡିତଙ୍କୁ ବାରମ୍ବାର ଟାର୍ଗେଟରେ କରାଯାଉଛି। ଏହାକୁ ଦୃଷ୍ଟିରେ ରଖି ବୁଧବାର ଜମ୍ମୁ କଶ୍ମୀର ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି। ପ୍ରଧାନମନ୍ତ୍ରୀ ପ୍ୟାକେଜ୍ ଅନୁଯାୟୀ, ଘାଟିରେ ନିଯୁକ୍ତ ଥିବା କଶ୍ମୀର ହିନ୍ଦୁ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ସମସ୍ତ…
ମା’ ସମଲେଶ୍ୱରୀଙ୍କ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ
ସମ୍ବଲପୁର,୧।୬(ବ୍ୟୁରୋ): ମା’ ସମଲେଶ୍ୱରୀଙ୍କ ମନ୍ଦିରରେ ସାଧାରଣ ଦର୍ଶନ ସମୟରେ ପରିବର୍ତ୍ତନ କରାଯାଇଛି। ପୂଜକମାନଙ୍କ ସହମତିରେ ମନ୍ଦିର ଟ୍ରଷ୍ଟ ବୋର୍ଡ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଗୁରୁବାରଠାରୁ ଏହି ନୂଆ ଦର୍ଶନ ସମୟ ଲାଗୁ କରାଯିବ। ତଦନୁଯାୟୀ ସକାଳ ୬ଟାରୁ ଭକ୍ତମାନେ ମା’ଙ୍କ…
ଆଚାର୍ଯ୍ୟ ହରିହର କ୍ୟାନ୍ସର ହସ୍ପିଟାଲରେ ୧୩ ନୂଆ ପ୍ରଫେସର ପଦବୀକୁ ମଞ୍ଜୁରୀ
ଭୁବନେଶ୍ୱର,୧।୬(ବ୍ୟୁରୋ): ରାଜ୍ୟର ପ୍ରମୁଖ କ୍ୟାନ୍ସର ହସ୍ପିଟାଲ କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ ଗ୍ରାଜୁଏଟ କ୍ୟାନସର ଇନଷ୍ଟିଚ୍ୟୁଟ (ଏଏଚ୍ପିଜିଆଇସି)ରେ ଆଉ ୧୩ଟି ନୂଆ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦବୀକୁ ରାଜ୍ୟ ସରକାର ମଙ୍ଗଳବାର ମଞ୍ଜୁରୀ ଦେଇଛନ୍ତି। କଟକସ୍ଥିତ ଆଚାର୍ଯ୍ୟ ହରିହର ପୋଷ୍ଟ…
କୁଶଳେଶ୍ୱର ଶିବ ମନ୍ଦିରରୁ ଚୋରି
ଆନନ୍ଦପୁର/ଘସିପୁରା,୧ା୬(ସ୍ବ.ପ୍ର./ଡି.ଏନ୍.ଏ.): କେନ୍ଦୁଝର ଜିଲା ଘସିପୁରା ଥାନା ଅଧୀନ ଦେଓଗାଁର ପ୍ରସିଦ୍ଧ କୁଶଳେଶ୍ୱର ମହାଦେବଙ୍କ ପୀଠରୁ ଚନ୍ଦ୍ରଶେଖରଙ୍କ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ରୁପାରେ ନିର୍ମିତ ଏହି ମୂର୍ତ୍ତିର ଓଜନ ୧୦ କେଜିରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା ମିଳିଛି। ବୁଧବାର…
Archives


