Home Left

କୋଇଲା ବୋଝେଇ ଟ୍ରେନ୍‌ରେ ନିଆଁ

ଟିଟିଲାଗଡ଼,୫।୬(ଡି.ଏନ୍‌.ଏ.): ଟିଟିଲାଗଡ଼ ରେଳ ଷ୍ଟେଶନର ୫ନଂ. ପ୍ଲାଟଫର୍ମରେ ଅଟକି ରହିଥିବା ଏକ କୋଇଲା ବୋଝେଇ ମାଲ ଗାଡିର ୨ଟି ବଗିରେ ଅଗ୍ନିକାଣ୍ଡ ଘଟିଛି। ଖବର ପାଇ ଟିଟିଲାଗଡ଼ ଅଗ୍ନିଶମ ବିଭାଗର ଗୋଟିଏ ନିଆଁ ଲିଭାଗାଡି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।…

ଉପକାରୀ କଦଳୀ: ସ୍ବାସ୍ଥ୍ୟ ପାଇଁ ଯେତିକି ଲାଭକାରୀ, ତ୍ୱଚା ପାଇଁ ମଧ୍ୟ…

ପାଚିଲା କଦଳୀ ହେଉଛି ଏମିତି ଏକ ସ୍ବାଦିଷ୍ଟ ତଥା ଗୁଣକାରୀ ଫଳ, ଯାହାକୁ ଖାଇଲେ ଶୀଘ୍ର ପେଟ ପୁରି ଗଲା ଭଳି ଅନୁଭବ ହୋଇଥାଏ। ଏହା ସ୍ବାସ୍ଥ୍ୟ ପାଇଁ ଯେତିକି ଲାଭକାରୀ, ତ୍ୱଚା ପାଇଁ ମଧ୍ୟ ସେତିକି ଉପକାରୀ ହୋଇଥାଏ। କଦଳୀରେ…

‘ସମ୍ରାଟ ପୃଥ୍ବୀରାଜ’: ଦ୍ୱିତୀୟ ଦିନରେ ପଡ଼ିଲା ଫିକା

ଫିଲ୍ମ ‘ସମ୍ରାଟ ପୃଥ୍ବୀରାଜ’ ୩ ଜୁନରେ ରିଲିଜ ହୋଇଥିଲା ବେଳେ ଅକ୍ଷୟ ଏଥିରେ ପ୍ରୀତିରାଜ ଚୌହାନଙ୍କ ଭୂମିକାରେ ନଜର ଆସିଛନ୍ତି। ଏହା ବ୍ୟତୀତ ମନୁଷୀ ଚିଲାର ରାଜକୁମାରୀ ସୟୋଂଗିତା ଭୂମିକାରେ ଫିଲ୍ମରେ ଡେବ୍ୟୁ କରିଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ପ୍ରଥମ ଦିନରେ…

ଭାଗ୍ୟଶାଳୀ ବାମ୍ବୋପ୍ଲାଣ୍ଟ

ବାସ୍ତୁଶାସ୍ତ୍ର ଅନୁଯାୟୀ, ବାମ୍ବୋ ପ୍ଲାଣ୍ଟ ହେଉଛି ଭାଗ୍ୟଶାଳୀ ତଥା ଶୁଭଫଳ ପ୍ରଦାନକାରୀ ଏକ ପ୍ରକାରର ଗଛ। ଏହାକୁ ଘରେ ହେଉ ଅବା କର୍ମକ୍ଷେତ୍ରରେ ରଖିଲେ ଭାଗ୍ୟୋଦୟ ହେବା ସହ ବୈଭବ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ତେବେ ବାମ୍ବୋପ୍ଲାଣ୍ଟର ଆଉ…

ଚାହୁଁଚାହୁଁ ଶୁଖିଲା ପତ୍ର ପାଲଟିଲା ପ୍ରଜାପତି, ଭିଡିଓ ଦେଖିଲେ ହିଁ ବିଶ୍ୱାସ କରିବେ

ପ୍ରକୃତି ଅତ୍ୟନ୍ତ ଅନନ୍ୟ ଏବଂ ଅଦ୍ଭୁତ ଅଟେ। ଯେତେବେଳେ ବି କେହି କୁହନ୍ତି ଯେ, ସେ ପ୍ରକୃତିକୁ ସମ୍ପୂର୍ଣ୍ଣ ରୂପେ ବୁଝିଛନ୍ତି, ସେତେବେଳେ ପ୍ରକୃତି ଏହାର ନୂଆ ଏକ ରୂପ ଆଣି ଆମକୁ ଆଶ୍ଚର୍ଯ୍ୟ କରେ। ଆଜିକାଲି ଏକ ଭିଡିଓ ସୋସିଆଲ…

ନବୀନଙ୍କ ମାଷ୍ଟରଷ୍ଟ୍ରୋକ୍‌: ବିବାଦୀୟ ବିଦା

ଭୁବନେଶ୍ୱର,୫।୬(ବ୍ୟୁରୋ): ନବୀନ ଗଢ଼ିଛନ୍ତି ନୂଆ ଟିମ୍‌। ସରକାରର ପଞ୍ଚମ ପାଳିରେ ମାଷ୍ଟରଷ୍ଟୋକ ଖେଳି ମନ୍ତ୍ରିମଣ୍ଡଳର ସମସ୍ତ ମନ୍ତ୍ରୀଙ୍କୁ ବଦଳାଇଛନ୍ତି ନବୀନ । ରବିବାର ନବୀନଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଛନ୍ତି ୨୧ ଜଣ ମନ୍ତ୍ରୀ। ତେବେ ଏହି ନୂଆ ଟିମରେ ବହୁ…

ରଥଖଳା ଚଳଚଞ୍ଚଳ, କାମରେ ଲାଗିପଡ଼ିଛନ୍ତି ମହାରଣା ସେବାୟତ

ପୁରୀ ଅଫିସ,୫।୬: ପୁରୀ ରଥଯାତ୍ରା ପାଇଁ ରଥଖଳା ଚଳଚଞ୍ଚଳ ହୋଇ ଉଠିଛି। ରଥ ଖଳାରେ ତିନି ରଥ ନିର୍ମାଣ କାର୍ଯ୍ୟ ଜୋରଦାର ଆଗେଇ ଚାଲିଛି । ରଥ ଦଣ୍ଡାର ଫ୍ରେମ ପ୍ରସ୍ତୁତି ସରିଛି । ଶନିବାର ଦଣ୍ଡାରେ ଆଗ-ପଛ ମୁହାଁଟି ଲାଗିଥିଲା…

ବଳାତ୍କାର ଉଦ୍ୟମରେ ବିଫଳ ହେବାରୁ ବୃଦ୍ଧାଙ୍କ ପ୍ରାଇପାର୍ଟରେ ଛୁରି ଭୁସିଲେ ଯୁବକ

ଜୟପୁର,୫ା୬: ରାଜସ୍ଥାନର ଡୁଙ୍ଗରପୁର ଜିଲାରୁ ଏକ ଅମାନବୀୟ ତଥା ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି। ମଦନିଶାରେ ଜଣେ ଯୁବକ ପଡ଼ୋଶୀ ବୃଦ୍ଧାଙ୍କୁ ବଳାତ୍କାର ଉଦ୍ୟମ କରି ଏଥିରେ ବିଫଳ ହେବାରୁ ରାଗରେ ବୃଦ୍ଧାଙ୍କ ପ୍ରାଇଭେଟ ପାର୍ଟରେ ଚୁରି ଭୁସି ହତ୍ୟା କରିଛନ୍ତି।…

କରୋନା ଜାଲରେ ଆଉ ଜଣେ ଅଭିନେତା

ବମ୍ବେ: ପୁଣି ଲେଉଟିଛି କରୋନା। ବଲିଉଡ୍‌ର ଗୋଟିଏ ପରେ ଗୋଟିଏ ଅଭିନେତା ଏଥିରେ ଆକ୍ରାନ୍ତ ହେଉଛନ୍ତି। କାର୍ତ୍ତିକ ଆର୍ଯ୍ୟନ ଏବଂ ଅକ୍ଷୟ କୁମାରଙ୍କ ପରେ ଆଦିତ୍ୟ ରୟ କପୁର ମଧ୍ୟ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାପରେ ଆଦିତ୍ୟ ଫିଲ୍ମ ‘ଓମ୍‌:…

ଏଣିକି ସାମ୍ସରେ ଦାଖଲ ହେବନି ୟୁଜି, ପିଜି ନାମଲେଖା ଫି

ଭୁବନେଶ୍ୱର,୫।୬(ବ୍ୟୁରୋ): ସ୍ନାତକ (ୟୁଜି) ଓ ସ୍ନାତକୋତ୍ତର (ପିଜି) ନାମଲେଖାରେ ସାମ୍ସରେ ଏଣିକି ଆଉ ନାମଲେଖା ଫି ଦାଖଲ ହେବନି । ଯେଉଁ କଲେଜରେ ଛାତ୍ରଛାତ୍ରୀଙ୍କ ଚୟନ ହେବ ସେଠାରେ ନାମଲେଖା ସରିବା ପରେ ହିଁ ନାମଲେଖା ଫି’ ଦାଖଲ କରିବେ ଛାତ୍ରୀଛାତ୍ର।…

ଚାକିରି ଲୋଭ ଦେଖାଇ ଠକେଇ, ବାନ୍ଧିଲା ପୋଲିସ

ଭୁବନେଶ୍ୱର,୫।୬(ବ୍ୟୁରୋ): ବିଭିନ୍ନ ବଡ଼ବଡ଼ କମ୍ପାନୀରେ ଚାକିରି କରାଇ ଦେବାକୁ କହି ଟଙ୍କା ଠକେଇ ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଅଞ୍ଚଳରେ। ଚାକିରି ଆଶାୟୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଠକାମୀ ଅଭିଯୋଗରେ ସାଇବର ଥାନା ପୋଲିସ ଜଣଙ୍କୁ ଗିରଫ କରିଛ।…

ରାଘବ କିଣିଲେ କୋଟିଏ ମୂଲ୍ୟର ବିଏମ୍‌ଡବ୍ଲୁ

ବମ୍ବେ: ଲୋକପ୍ରିୟ ନୃତ୍ୟଶିଳ୍ପୀ ତଥା କୋରିଓଗ୍ରାଫର ରାଘବ ଜୁୟାଲ ‘ସ୍ଲୋ ମୋଶନ କିଙ୍ଗ’ ଭାବେ ମଧ୍ୟ ଜଣାଶୁଣା। ସେ ସର୍ବଦା କିଛି ନା କିଛି କାରଣକୁ ନେଇ ଥାନ୍ତି ଚର୍ଚ୍ଚାରେ। ଏବେ ସେଭଳି କିଛି ଘଟିଛି। ରାଘବ ଏକ ବିଏମ୍‌ଡବ୍ଲୁ ଏକ୍ସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri